/odishatv-khabar/media/post_attachments/uploadimage/library/16_9/16_9_0/IMAGE_1733278171.jpg)
Today Panchang
ସୌର ବିଛା ମାସ ମାର୍ଗଶିର ଶୁକ୍ଳପକ୍ଷ । ଇଂରାଜୀରେ ୦୪ ତାରିଖ ବୁଧବାର । ଚନ୍ଦ୍ର- ଧନୁ ରାତ୍ରି ୧୧.୧୯ ଗତେ ମକର । ତିଥି- ୩ୟା ଦିବା ୦୧.୧୦ ଗତେ ୪ର୍ଥୀ । ଘାତଚନ୍ଦ୍ର- ତୁଳା ଓ କୁମ୍ଭ ରାଶିର, ରାତ୍ରି ୧୧.୧୯ ଗତେ ସିଂହ ରାଶିର । ଘାତବାର- କର୍କଟ ରାଶିର । ପୁଷ୍କର ଦୋଷ- ସନ୍ଧ୍ୟା ୦୫.୧୪ ଗତେ ୧ ପାଦ-କୁଟୁମ୍ବହାନି-ତିଳକାଞ୍ଚନ ଦାନ ।
Advertisment
ଶୁଭ ସମୟ
ପ୍ରାତଃ-୦୬.୧୦ ରୁ ୦୮.୨୧
ଦିବା- ୧୦.୩୧ ରୁ ୧୧.୩୬
ଦିବା- ୦୧.୨୫ ରୁ ୦୩.୩୬
ସନ୍ଧ୍ୟା-୦୫.୫୫ ରୁ ୦୬.୪୮
ରାତ୍ରି- ୦୮.୩୩ ରୁ ୦୨.୫୪
ନିଶାନ୍ତ- ୦୪.୩୨ ରୁ ୦୬.୧୧
ଅଶୁଭ ସମୟ
ରାହୁକାଳ- ଦିବା ୧୧.୩୬ ରୁ ୧୨.୫୮
କାଳବେଳା- ଦିବା ୦୮.୫୩ ରୁ ୧୦.୧୫
ବାରବେଳା- ଦିବା ୧୧.୩୬ ରୁ ୧୨.୫୮
କାଳରାତ୍ରି- ରାତ୍ରି ୦୨.୫୪ ରୁ ୦୪.୩୨
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)