• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

ସଂକ୍ଷେପରେ ଆଜିର ତାଜା ଖବର - Wednesday, 04 December 2024

ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ । ୨୪ ଘଣ୍ଟା ଅପ୍‌ଡେଟ୍‌ ରହିବା ପାଇଁ ଆମ ସହ ଯୋଡ଼ି ହୋଇ ରୁହନ୍ତୁ । ଦିନ ତମାମର ଛୋଟ ବଡ଼ ଖବର ସହ ବ୍ରେକିଙ୍ଗ ନ୍ୟୂଜ଼ ପାଇଁ କ୍ଲିକ୍‌ କରନ୍ତୁ । ଦେଶ ବିଦେଶର ଗୁରୁତ୍ୱପୂର୍ଣ୍ଣ ଖବର ସହ ଅନେକ ରୋଚକ ଖବର ପୁଣି ତା’ସାଙ୍ଗକୁ ଦେବୁ ବଲିଉଡ୍ ହଲିଉଡ୍‌ର ମଜାଦାର ତଥ୍ୟ ।

  • Sujit kumar Swain
  • 3 months ago

ଓଡ଼ିଶା ଲେଖିଲା ନୂଆ ଇତିହାସ; ୧୯୭୧ରେ କେମିତି ଧୂଳି ଚାଟିଥିଲା ପାକିସ୍ତାନ, ବଖାଣିଲେ ନୌବୀର

ଡିସେମ୍ବର ୪ ରାତିରେ କଣ ଘଟିଥିଲା... କେମିତି ଶତ୍ରୁ ଛାତିରେ ତାଣ୍ଡବ ରଚିଥିଲା ଭାରତୀୟ ନୌସେନା...କେମିତି ଧ୍ବଂସ କରିଥିଲା ପାକିସ୍ତାନର କରାଚୀ ବନ୍ଦର। ଓଟିଭିକୁ ନିଜ ଅଙ୍ଗେ ନିଭା ସ୍ମୃତି ବଖାଣିଲେ ଓଡ଼ିଆ ନୌବୀର... More
  • Satyendu Shekher Mishra
  • 3 months ago

Kangaroo Court: ୨ ଫୁଟ୍ ଜାଗା ପାଇଁ ଆଡିସନାଲ SPଙ୍କ ପରିବାର ଗାଁରୁ ବାସନ୍ଦ !

ଜଣେ ଅତିରିକ୍ତ ଏସପିଙ୍କ ପରିବାରକୁ ନିଆଁ ପାଣି ବାସନ୍ଦ ! ଢେଙ୍କାନାଳ ଅଉଖମା ଗାଁର ଘଟଣାକୁ ନେଇ ଉଦବେଗ । More
  • Sujit kumar Swain
  • 3 months ago

Onion Price: ବିଚିତ୍ର ହିସାବ: ପିଆଜ ଉତ୍ପାଦନରେ ଆମେ ବଳକା ରାଜ୍ୟ, ତଥାପି ଦର ଆକାଶ ଛୁଆଁ...

ଆକାଶ ଛୁଆଁ ପିଆଜ ଦର। ପିଆଜ ଦରରେ ଲାଗୁନି ବ୍ରେକ୍‌। ଯାହାକୁ ନେଇ ଆଜି ବିଧାନସଭା ସରଗରମ ହୋଇଛି।  More
  • Sujit kumar Swain
  • 3 months ago

MLA Badri Narayan Patra: ମୁଖିଆଙ୍କୁ ପୁଣି ବଦ୍ରିଙ୍କ ଟାର୍ଗେଟ୍; ବିଜେପି କହିଲା-‘ବିଜେଡି ହେଲା ତଡ଼ାଖିଆଙ୍କ ଦଳ’

ପୁଣି ବଦ୍ରିଙ୍କ ବିସ୍ଫୋରଣ। ଆମଦାନୀ ନେତା ହିଁ ବିଜେଡି ପରାଜୟର କାରଣ! ମହଙ୍ଗା ପଡିଲା ନିଜ ଦଳର ଆଶାୟୀଙ୍କୁ ଟିକେଟ୍ ନଦେବା। ଆଜି ଏଭଳି ବୟାନ ରଖି ପୁଣିଥରେ ବିଜେଡିକୁ ଟାର୍ଗେଟ କରିଛନ୍ତି ଦଳର ବରିଷ୍ଠ ବିଧାୟକ ବଦ୍ରି ନାରାୟଣ ପାତ୍ର। More
  • Sujit kumar Swain
  • 3 months ago

Navy Day celebrations: ନୌସେନାର ପରାକ୍ରମ; ଉଦ୍‌ଘାଟନ କଲେ ରାଷ୍ଟ୍ରପତି, ପୁରୀ ବେଳାଭୂମିରେ ଯୁଦ୍ଧର ଭ୍ରମ ସୃଷ୍ଟି...

ନୌସେନାର ପରାକ୍ରମ ଦିବସ। ଡେମୋର ଉଦ୍‌ଘାଟନ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ପ୍ରଥମ କରି ପୁରୀରେ ପାଳିତ ହେଉଛି ନୌସେନା ଦିବସ ।  More
  • Sujit kumar Swain
  • 3 months ago

ବଦ୍ରିଙ୍କ ବିସ୍ପୋରଣ; ନିଜ ଦଳ ଉପରେ ବର୍ଷିଲେ, କହିଲେ-‘ନେତା ଧାର ଆଣି ଆମେ ଭୁଲ କରିଛୁ’ 

ବିଜେଡିର ବରିଷ୍ଠ ବିଧାୟକ ବଦ୍ରି ପାତ୍ରଙ୍କ ବୟାନକୁ ନେଇ ସରଗରମ ହୋଇଛି ରାଜନୀତି । କହିଲେ- ଅତୀତରେ ଆମ ଦଳ ଭୁଲ କରିଛି । ବିଜେପିରେ ଟିକେଟ ପାଇଥିବା କିଛି ପାର୍ଥିଙ୍କୁ ଆଣିକି ଆମ ଦଳରେ ମିଶାଇଲେ । ବର୍ତ୍ତମାନ ବିଜେପି ସାଂସଦ ମାନଙ୍କୁ ନେଇଯାଉଛନ୍ତି ।  More
  • Pallipuspa Samal
  • 3 months ago

ଅନ୍ଧାର ଘରେ କେମିତି ଗଢାହେବ ଉଜ୍ଜଳ ଭବିଷ୍ୟତ?

ଗ୍ରାମାଂଚଳର ଛାତ୍ରଛାତ୍ରୀମାନେ ଭଲ ଭାବରେ ଶିକ୍ଷାଦାନ କରିବେ । ଏଭଳି ପରିକଳ୍ପନା ନେଇ ସରକାରୀ ବିଦ୍ୟାଳୟରେ ଅନେକ ବ୍ୟବସ୍ଥା କରାଯାଉଛି । ତେବେ ଏହାର ବାସ୍ତବ ରୂପ ପୂରା ଅଲଗା । More
  • Sonali Ojha
  • 3 months ago

Odisha Assembly: ଜାଣିଛନ୍ତି କି ଓଡ଼ିଶାର କେଉଁ ଜିଲ୍ଲାରେ ଅଛନ୍ତି ସବୁଠୁ ଅଧିକ ଷଣ୍ଢ?

ଓଡ଼ିଶାରେ ସମୁଦାୟ କେତେ ଷଣ୍ଢ ଅଛନ୍ତି, ସେଥିରୁ କେଉଁ ଜିଲ୍ଲାରେ କେତେ ଅଛନ୍ତି, କେଉଁ ଜିଲ୍ଲାରେ ସବୁଠାରୁ ଅଧିକ ଷଣ୍ଢ ଅଛନ୍ତି, ଗତବର୍ଷଠାରୁ ଏ ବର୍ଷ ଷଣ୍ଢଙ୍କ ସଂଖ୍ୟା କମିଛି ନା ବଢ଼ିଛି, ସରକାର ଷଣ୍ଢ ସଂଖ୍ୟା ବଢ଼େଇବାକୁ କଣ ପଦକ୍ଷେପ ନେଉଛନ୍ତି, ପଢ଼ନ୍ତୁ ଏହି ଖବରରୁ। More
  • Pallipuspa Samal
  • 3 months ago

Food and Recipe:ବୁଧବାର ରାନ୍ଧଣାରେ ଘରେ ବନାନ୍ତୁ 'ଚିକେନ୍ ଓନିଅନ୍’

ଘରେ ଆମେ ଚିକେନର ବିଭିନ୍ନ ରେସିପି ବନେଇଥାଉ । ଆଜି ଆମେ ନୂଆ ଓ ଭିନ୍ନ ଷ୍ଟାଇଲରେ ଚିକେନର ଏକ ରେସିପି ପ୍ରସ୍ତୁତ କରିବା । ଏହି ରେସିପିର ନାଁ ହେଉଛି 'ଚିକେନ୍ ଓନିଅନ୍ More
  • Santosh Kumar Sahoo
  • 3 months ago

Panchang Today 4th December 2024: ଜାଣନ୍ତୁ ଆଜିର ଶୁଭ ଓ ଅଶୁଭ ସମୟ...

ସୌର ବିଛା ମାସ ମାର୍ଗଶିର ଶୁକ୍ଳପକ୍ଷ । ଇଂରାଜୀରେ ୦୪ ତାରିଖ ବୁଧବାର । ଚନ୍ଦ୍ର- ଧନୁ ରାତ୍ରି ୧୧.୧୯ ଗତେ ମକର । ତିଥି- ୩ୟା ଦିବା ୦୧.୧୦ ଗତେ ୪ର୍ଥୀ । More
  • Swadesi Megha Mallhar Prusty
  • 3 months ago

Incomplete Drinking Water Project: ମଲେଇ ଖାଇ ଠିକାଦାର ପାର୍, ମେଗା ପାନୀୟ ଜଳ ପ୍ରୋଜେକ୍ଟରେ ମେଗା ସ୍କାମ୍

ପାନୀୟ ଜଳ ମେଗା ପ୍ରୋଜେକ୍ଟରେ ମେଗା ସ୍କାମ୍ । ମଲାଇ ଖାଇ ଠିକାଦାର ଛୁ' । More
  • Swadesi Megha Mallhar Prusty
  • 3 months ago

Potatoes Price Hike: କାଲି ମାର୍କେଟ୍, ଆଜି ଗୋଦାମରେ ରେଡ୍; ଆଳୁ ଗୋଦାମରେ ଷ୍ଟକ୍ ଯାଞ୍ଚ

କାଲି ମାର୍କେଟ୍‌ରେ ଚାଲିଥିଲା ଧରପଗଡ଼ ତ ଆଜି ସିଧା ଗୋଦାମରେ ରେଡ୍ । ଭୁବନେଶ୍ୱର ଆଇଗିଣିଆ ଆଳୁ ଗଦିରେ ଅଚାନକ ଯୋଗାଣ ବିଭାଗ ପହଞ୍ଚି ଷ୍ଟକ ଯାଞ୍ଚ କରିଛି । More
  • Satyendu Shekher Mishra
  • 3 months ago

Mineral Water: ମିନେରଲ୍ ୱାଟର ନାଁରେ ମିଳୁଛି କି ବିଷ ?

ଗୁଣବତ୍ତା ଉପରେ ନଜର ରଖିବା ସହ ଥାର୍ଡ ପାର୍ଟି ଦ୍ବାରା ଅଡିଟ୍ ନିଷ୍ପତ୍ତି । ପ୍ଲଷ୍ଟିକ ବଟଲ ପ୍ୟାକେଜିଂ ପରେ ମିନେରଲ୍ ନଷ୍ଟ ହେଉଥିବା କହିଲେ ଡାକ୍ତର । More
  • Swadesi Megha Mallhar Prusty
  • 3 months ago

Migrant Labourers: ଓଡ଼ିଶା ମଥାରୁ କେବେ ଲିଭିବ ଦାଦନ କଳଙ୍କ ? ତେଜିଲା ରାଜନୀତି, ପୂର୍ବ ସରକାରକୁ ବିଜେପିର ଟାର୍ଗେଟ୍

ଦାଦନ ନେଉଛି ଜୀବନ । ଜୀବିକା ପାଇଁ ଯାଉଛନ୍ତି ହେଲେ ଶବ ହୋଇ ଫେରୁଛନ୍ତି । More
  • Swadesi Megha Mallhar Prusty
  • 3 months ago

President Droupadi Murmu: ଓଡ଼ିଶା ଗସ୍ତରେ ମହାମହିମ, କାଲି ଜଲୱା ଦେଖିବେ ମାଡାମ ପ୍ରେସିଡେଣ୍ଟ

ପୁଣି ଓଡ଼ିଶାରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ... ମାଟିର ଝିଅଙ୍କ ଟିକିଏ ଝଲକ ପାଇଁ ରାଜଧାନୀରେ ନାହିଁନଥିବା ଉତ୍ସାହ... More