ପେଶା ଡାକ୍ତର, ନିଶା ମାନବ ସେବା । ରାସ୍ତାରେ ବୁଲିବା ବେଳେ ଯେଉଁ ଅସହାୟଙ୍କୁ ଦେଖନ୍ତି, ସଙ୍ଗେ ସଙ୍ଗେ ସେମାନଙ୍କୁ ଉଦ୍ଧାର କରି ମେଡିକାଲ ନିଅନ୍ତି । ଏମିତି ସେବାକୁ ନେଇ ସ୍ଥାନୀୟ ଅଂଚଳରେ ଭାରି ପ୍ରଶଂସା
ନିଜେ ଯୁକ୍ତ ୩ରେ ପାଠ ପଢୁଛନ୍ତି , ହେଲେ ବସ୍ତି ପିଲାଙ୍କୁ ମାଗଣାରେ ପାଠ ପଢାଇବାକୁ ନେଇଛନ୍ତି ଶପଥ । ୫୦ ପିଲାଙ୍କୁ ପଢେଇବା ସହିତ ଘର ପାଖରେ ଥିବା ଦୋକାନରେ ବସି କରୁଛନ୍ତି ବିକ୍ରି । ଚାରିଆଡୁ ଛୁଟୁଛି ପ୍ରଶଂସାର ସୁଅ
ଗାଁରେ ବ୍ୟାପିଥିଲା ହଇଜା । ଭେଣ୍ଡା ପିଲାଙ୍କର ଗଡୁଥିଲା ମଣ୍ଡା...ମାଆଙ୍କ ପାଖରେ ଅଧିଆ ପଡିଲେ ଗାଁ ଲୋକେ । ଭେଣ୍ଡା ବଦଳରେ ଦିଆଗଲା ମଣ୍ଡା । ୨୦୦ ବର୍ଷ ହେଲାଣି ଏମିତି ଲାଗୁଛି ଭୋଗ
ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ ।
ଅପେକ୍ଷା ଥିଲା ଭଉଁରୀ ତିଥିକୁ..ଅପେକ୍ଷା ଥିଲା ଆଜ୍ଞାମାଳକୁ । ଶ୍ରୀମନ୍ଦିରରେ ସକାଳ ଧୂପ ସରିବା ପରେ ଶ୍ରୀଜିଉମାନଙ୍କ ତିନି ବାଡ଼ରୁ ପୂଜାପଣ୍ଡା ସାମନ୍ତମାନେ ମହାପ୍ରଭୁଙ୍କ ଅଧର ଚୁମ୍ବିତ ଆଜ୍ଞାମାଳ ଧରି ପାଟ ପଟୁଆରରେ ସିଧା ପହଞ୍ଚିଥିଲେ ଶ୍ରୀନଅର ସମ୍ମୁଖସ୍ଥ ରଥଖଳାରେ ।
ବାପା ହେବାକୁ ଚାହୁଁଛନ୍ତି ଆନ୍ତର୍ଜିାତିକ ମହିଳା ଆଥଲେଟ୍ ଦୂତି ଚାନ୍ଦ । ନିଜ ବାନ୍ଧବୀଙ୍କୁ ବିବାହ ପରେ ସେ ହେବେ ସ୍ୱାମୀ, ଆଉ ପରବର୍ତ୍ତୀ ସମୟରେ ଉଭୟ ଯଦି କୌଣସି ସନ୍ତାନକୁ ଜନ୍ମ ଦିଅନ୍ତି, ତେବେ ଦୂତି ହେବେ ବାପା ।
ତୃତୀୟ ସାମ୍ମୁଖ୍ୟକୁ ବିଜେଡି ସୁପ୍ରିମୋଙ୍କ ନା ପରେ ଉଠିଲା ପ୍ରଶ୍ନ
ଝାରସୁଗୁଡ଼ା ଇଞ୍ଜିନିୟରିଂ ସ୍କୁଲ ପରିସରରେ ୩ ଥାକିଆ ସୁରକ୍ଷା ବ୍ୟବସ୍ଥା । ବିଜୟକୁ ନେଇ ତିନି ଦଳ ଆଶାବାଦୀ ।
ପ୍ରକାଶ ପାଇଲା CBSE ରେଜଲ୍ଟ । ଉଭୟ ଦଶମ ଦ୍ୱାଦଶରେ ବାଜି ମାରିଲେ ଛାତ୍ରୀ । ଦଶମରେ ପାସ ହାର ୯୩.୧୨% ଥିବା ବେଳେ ଦ୍ୱାଦଶରେ ପାସ ହାର ରହିଛି ୮୭.୩୩% ।
ବିଧାନସଭାର ବାଚସ୍ପତି ପଦରୁ ଇସ୍ତଫା ଦେଇଥିବା ବିକ୍ରମ କେଶରୀ ଆରୁଖଙ୍କ ରାଜନୈତିକ ଜୀବନ ଥିଲା ବେଶ ସଫଳତା। ଛାତ୍ର ଜୀବନରୁ ତାଙ୍କର ରାଜନୀତି ପ୍ରତି ଆଗ୍ରହ ଥିଲା। ତାଙ୍କ ସାଂଗଠନିକ ଦକ୍ଷତା ବିଜୁବାବୁଙ୍କୁ କରିଥିଲା ପ୍ରଭାବିତ। ଆଉ ତା’ ପରେ…
ଖୁବ୍ ଶୀଘ୍ର ମନ୍ତ୍ରିମଣ୍ଡଳରେ ଛୋଟ ଧରଣର ଅଦଳବଦଳ ହୋଇପାରେ
ମନ୍ତ୍ରିମଣ୍ଡଳରୁ ଇସ୍ତଫା ଦେଲେ ୨ ରାଷ୍ଟ୍ରମନ୍ତ୍ରୀ
ବ୍ୟକ୍ତିଗତ କାରଣ ପାଇଁ ଇସ୍ତଫା ଦେଇଥିବା କହିଛନ୍ତି ଆରୁଖ ।
ସ୍ୱାସ୍ଥ୍ୟଦୃଷ୍ଟିରୁ ଗୃହର ଉତ୍ତର-ପୂର୍ବ ଭାଗ ଅତ୍ୟନ୍ତ ମୂଖ୍ୟ ହୋଇଥାଏ। ଏହି କୋଣରେ ଯଦି ଅଳିଆ ଆବର୍ଜନା ପଡିଥାଏ, ଶୌଚାଳୟ, ସେପ୍ଟିକ୍ ଟ୍ୟାଙ୍କ୍ ନିର୍ମାଣ କରାଯାଇଥାଏ ତେବେ ଘରକୁ ଆଣିଥାଏ ସାଂଘାତିକ ବିପଦ।
ଲଢେଇ ଖଣ୍ଡେ ଚେୟାର ପାଇଁ . . .ଆଗରେ ବସିବା ପାଇଁ ପାର୍ଟି ଅଫିସ୍ ହୁଲୁସ୍ତୁଲ . . ସମସ୍ତଙ୍କ ସାମ୍ନାରେ ମୁଥ ମରାମରି ହେଲେ ଦୁଇ କଂଗ୍ରେସ ନେତା
ଅନ୍ତର୍ଜାତୀୟ ଓଡ଼ିଆ ଆଥଲେଟ୍ ଦୂତି ଚାନ୍ଦ ବାପା ହେବାକୁ ଚାହୁଁଛନ୍ତି । ଏନେଇ ସେ ଏକ ଜାତୀୟ ମାଗାଜିନ୍କୁ ସାକ୍ଷାତକାର ଦେଇ ଏହା କହିଛନ୍ତି।
ସୌର ମେଷ ମାସ ଜ୍ୟେଷ୍ଠ କୃଷ୍ଣପକ୍ଷ । ଇଂରାଜୀରେ ୧୨ ତାରିଖ ଶୁକ୍ରବାର। ଚନ୍ଦ୍ର – ମକର ରାତ୍ରି ୧୨.୧୮ ଗତେ ବୃଷ। ଜାଣନ୍ତୁ କେତେବେଳେ ରହିଛି ଶୁଭ ଓ ଅଶୁଭ ସମୟ
ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ବାତ୍ୟା ‘ମୋକା’ ଅତି ଭୀଷଣ ବାତ୍ୟାର ରୂପ ନେଇଛି। ଘଣ୍ଟା ପ୍ରତି ୯ କି.ମି. ବେଗରେ ଏହା ଉତ୍ତର ଆଡ଼କୁ ଗତି କରୁଛି।
ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ ।
ଭଗବାନ କୋଳକୁ ସନ୍ତାନ ସିନା ଦେଇଛନ୍ତି ହେଲେ ଏମିତି ଅବସ୍ଥାରେ, ଯେଉଁମାନେ କିଛି ଜାଣନ୍ତି ନାହିଁ କି ବୁଝନ୍ତି ନାହିଁ ।
ନାମଫଳକ ବଦଳିଲା, କୁଳପତି ନିଯୁକ୍ତ ହେଲେ। କିନ୍ତୁ ଏହା ଭିତରେ ୟୁନିଭର୍ସିଟି ଗଠନକୁ ଦୁଇ ବର୍ଷ ହେବାକୁ ଯାଉଥିଲା ବେଳେ, ଛାତ୍ରଛାତ୍ରୀଙ୍କ ଅଭିଯୋଗ ନା ଖଲିକୋଟ ବିଶ୍ୱବିଦ୍ୟାଳୟକୁ ଏଯାଏଁ ୟୁଜିସି ସ୍ୱୀକୃତି ମିଳିଛି, ନା ଏନ୍ସିଟିଇ ବା ନ୍ୟାସନାଲ କାଉନସିଲ ଫର ଟିଚର ଏଜୁକେନ୍ ତାଲିକାରେ ୟୁନିଭର୍ସିଟିର ନାଁ ଅଛି ।
ଗରିବ ଦୁଃଖୀ ଲୋକଙ୍କ ଚାଉଳ ଚଳୁ କରିଦେଇଛନ୍ତି ସରକାରୀ ବାବୁ । ବସ୍ତେ କି ଦୁଇ ବସ୍ତା ନୁହେଁ ବରଂ ହଜାର ହଜାର କୁଇଣ୍ଟାଲ୍ । ବର୍ଷ ବର୍ଷ ଧରି ବଲାଙ୍ଗିରରେ ଏମିତି ଚାଲିଛି । ଆଉ ଏବେ ଘଟଣା ପ୍ରଘଟ ହେବା ପରେ ଚାଲିଛି ଧରପଗଡ଼ ।
୨୦ ଟଙ୍କା ପୈଠର ମିନିଟିକରେ ୮ ଲକ୍ଷରୁ ଅଧିକ ଲୋଭ । ମିଛ ବିଜ୍ଞାପନ ଦେଖାଇ ଚୁନ ଲଗାଉଛନ୍ତି ଲୁଟେରା । ବଲିଉଡ୍ ଷ୍ଟାରଙ୍କ ଫଟୋ ବିଜ୍ଞାପନ ଦେଖାଇ ମହାଠକେଇ ।
ପଶ୍ଚିମ ଓଡ଼ିଶାରେ ଅସମ୍ଭାଳ ଗ୍ରୀଷ୍ମପ୍ରବାହ ସ୍ଥିତି । ୩ ସହରରେ ପାରଦ ୪୩ ଡିଗ୍ରୀ ଉପରେ । ଗ୍ରୀଷ୍ମ ପ୍ରବାହ ସ୍ଥିତି ସମୀକ୍ଷା କଲେ ଏସଆରସି ।
ଝାରସୁଗୁଡ଼ା ଫଳାଫଳ ପୂର୍ବରୁ ହାର୍-ଜିତର ଅଙ୍କକଷା । ବିଜେଡି ଓ ବିଜେପିର ଭିନ୍ନ ନେତାଙ୍କ ଭିନ୍ନ ଆକଳନକୁ ଚର୍ଚ୍ଚା । କଂଗ୍ରେସ କହିଲା ‘ଆମେ ଜିତିବୁ’ ।