/odishatv-khabar/media/post_attachments/uploadimage/library/16_9/16_9_0/IMAGE_1683897005.jpg)
Bikram Keshari Arukh
ବାଚସ୍ପତି ବିକ୍ରମ ଆରୁଖଙ୍କ ପଦରୁ ଇସ୍ତଫା । ବିକ୍ରମ ଆରୁଖ ଆଜି ହଠାତ ବିଧାନସଭାର ବାଚସ୍ପତି ପଦରୁ ଇସ୍ତଫା ଦେଇଛନ୍ତି । ବ୍ୟକ୍ତିଗତ କାରଣ ପାଇଁ ସେ ପଦବୀରୁ ଇସ୍ତଫା ଦେଇଥିବା କହିଛନ୍ତି । ସେ ଉପବାଚସ୍ପତି ରଜନୀକାନ୍ତ ସିଂଙ୍କ ନିକଟକୁ ତାଙ୍କ ଇସ୍ତଫାପତ୍ର ପଠାଇ ଦେଇଛନ୍ତି ।
Advertisment
ବାଚସ୍ପତି ପଦରୁ ଇସ୍ତଫା ଦେବା ପରେ ଗଣମାଧ୍ୟମକୁ ପ୍ରତିକ୍ରିୟା ରଖିଛନ୍ତି ଭଞ୍ଜନଗର ବିଧାୟକ ତଥା ବିଜେଡିର ବରିଷ୍ଠ ନେତା ବିକ୍ରମ କେଶରୀ ଆରୁଖ। କହିଛନ୍ତି ‘ଦଳ ଯେତେବେଳେ ତାଙ୍କୁ ଯେଉଁ ଦାୟିତ୍ୱ ଦେଇଛି, ସେ ତାକୁ ନିର୍ବାହ କରିଛନ୍ତି। ‘ତାଙ୍କୁ ଭବିଷ୍ୟତରେ ଯାହା ବି ଦାୟିତ୍ବ ମିଳିବ, ତାକୁ ସେ ନିର୍ବାହ କରିବେ’। ‘ଦଳରେ କିମ୍ବା ସରକାରରେ ତାଙ୍କୁ ପରବର୍ତ୍ତୀ ଯେଉଁ ଦାୟିତ୍ୱ ମିଳିବ, ତାକୁ ସେ ଦାୟିତ୍ୱ ର ତୁଲାଇବେ ବୋଲି କହିଛନ୍ତି ବିକ୍ରମ ଆରୁଖ।...
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)