• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Byelection

Jharsuguda Bypoll
କିଏ ଜିତିବ ଝାରସୁଗୁଡ଼ା ବାଜି ? ସକାଳ ୮ଟାରୁ ଗଣତି, ୧୪ଟି ଟେବୁଲରେ ୧୯ ରାଉଣ୍ଡ କାଉଣ୍ଟିଂ

ଝାରସୁଗୁଡ଼ା ଇଞ୍ଜିନିୟରିଂ ସ୍କୁଲ ପରିସରରେ ୩ ଥାକିଆ ସୁରକ୍ଷା ବ୍ୟବସ୍ଥା । ବିଜୟକୁ ନେଇ ତିନି ଦଳ ଆଶାବାଦୀ ।

Odisha Politics, Jharsuguda Bypoll
ଝାରସୁଗୁଡ଼ା ଫଳାଫଳ ପୂର୍ବରୁ ହାର୍-ଜିତର ଅଙ୍କକଷା

ନବ ଦାସଙ୍କ ଭୋଟ ବଜାୟ ରଖିପାରିବ ତ ବିଜେଡି ? ବିଜେପିକୁ ପୂର୍ବାପେକ୍ଷା ମିଳିବ କି ଅଧିକ ଭୋଟ୍ ? କଂଗ୍ରେସ ତାର ପକେଟ୍ ଭୋଟ ବଜାୟ ରଖି ପାରିବ ତ ? ଝାରସୁଗୁଡ଼ା ଭୋଟ୍ ସରିବା ପରେ ଏସବୁ ପ୍ରଶ୍ନକୁ ନେଇ ଜୋରଦାର ଚର୍ଚ୍ଚା ।

Why BJD won Padmapur
ପଦ୍ମପୁର ପୁରସ୍କାର; ପ୍ରତିଶ୍ରୁତି ପାଳନର ଅବସର

ପଦ୍ମପୁର ଭୋଟର ଯେଉଁ ରାୟ ଶୁଣାଇଲେ ତାହା ଆଲୋଡନ ସୃଷ୍ଟି କରିଛି! ଏହି ଜନାଦେଶ ରାଜନୈତିକ ସମୀକ୍ଷକଙ୍କୁ ମଧ୍ୟ ନିଶ୍ଚୟ ଚକିତ କରିଥିବ। ପାଖାପାଖି ୪୩ ହଜାର ଭୋଟ୍‌ ବ୍ୟବଧାନ! ଏମିତି କେମିତି ହେଲା? ସାଧାରଣରେ ଏହି ପ୍ରଶ୍ନ ଗୁଞ୍ଜରିତ ହେବାରେ ଲାଗିଛି।

Vote
ସରଗରମ ବ୍ରଜରାଜନଗର ରାଜନୀତି ! ଉପନିର୍ବାଚନ ବିଜ୍ଞପ୍ତି ପ୍ରକାଶ, କିଏ ହେବ କେଉଁ ଦଳରୁ ପ୍ରାର୍ଥୀ ?

ଉପନିର୍ବାଚନ ପାଇଁ ଜିଲ୍ଲା ପ୍ରଶାସନର ଜୋରଦାର୍ ପ୍ରସ୍ତୁତି ଚାଲିଛି । ବ୍ରଜରାଜନଗର ବିଧାନସଭା ଉପନିର୍ବାଚନ ତାରିଖ ଘୋଷଣା ପରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଜୋରଦାର ପ୍ରସ୍ତୁତି ଆରମ୍ଭ ହୋଇଛି । ଆଜି ନାମାଙ୍କନ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି । 

Rudra  Maharathy won Pipili Byelection
ବିଜେଡି ଜିତିଲା ପିପିଲି ବାଜି

ପ୍ରଦୀପ ମହାରଥୀଙ୍କ ଦେହାନ୍ତ ପରେ ପିପିଲିରେ ଉପନିର୍ବାଚନର ଆବଶ୍ୟକତା ପଡ଼ିଥିଲା । କଂଗ୍ରେସ ପ୍ରାର୍ଥୀ ଅଜିତ ମଙ୍ଗରାଜଙ୍କ ଦେହାନ୍ତ ପରେ ପ୍ରଥମେ ଏବଂ କରୋନାର ଦ୍ୱିତୀୟ ଲହର ଯୋଗୁ ଦ୍ୱିତୀୟ ଥର ଲାଗି ଉପନିର୍ବାଚନକୁ ସ୍ଥଗିତ ରଖାଯାଇଥିଲା। ପିପିଲି ବିଧାନସଭା ଉପନିର୍ବାଚନ ପାଇଁ ସେପ୍ଟେମ୍ବର ୩୦ରେ ଭୋଟ୍ ଗ୍ରହଣ ହୋଇଥିଲା।

Mamata Banerjee
କାଲିଠୁ ନିର୍ବାଚନ ମୈଦାନକୁ ଓହ୍ଲାଇବେ ଦିଦି

ଉଠୁଛି ପଡ଼ୁଛି କଲିକତା। ଉପନିର୍ବାତନ ତାରିଖ ଘୋଷଣା ହେବା ପରେ ଜନମତ ସମର୍ଥନ କରିବାକୁ ଲାଗି ପଡ଼ିଛନ୍ତି ବିଜେପି-ଟିଏମ୍‌ସି ନେତା। ଆଉ ଏହାରି ମଧ୍ୟରେ ଭବାନୀପୁର ଆସନରେ ଆସନ୍ତାକାଲିଠାରୁ ମୁଖ୍ୟମନ୍ତ୍ରୀ ତଥା ଟିଏମ୍‌ସି ମୁଖ୍ୟ ମମତା ବାନାର୍ଜୀ ପ୍ରଚାର ଆରମ୍ଭ କରିବେ ବୋଲି ଜଣାପଡ଼ିଛି। ଏଠାରେ ସ୍ପଷ୍ଟ କରୁଛୁ କି ଆସନ୍ତା ୩୦ ତାରିଖରେ ଭବାନୀପୁର ଆସନରେ ନିର୍ବାଚନ ହେବା ପାଇଁ ଯାଉଛି।