• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Ganja Farming

Ganja Farming
ମାଲକାନଗିରି ପାଲଟିଛି ଗଞ୍ଜେଇ ଚାଷ ‘ସେଫ୍ ହେଭେନ୍’

ଧାଡ଼ି ଧାଡ଼ି ହେଇ ପୋତା ହେଉଛି ଗଞ୍ଜେଇ ଗଛ। ନା କାହାକୁ ଡର, ନା କାହାକୁ ଭୟ। ଶହ ଶହ ହେକ୍ଟର ଜମିରେ ହେଉଛି ଗଞ୍ଜଇ ଚାଷ। ପାହାଡ଼ ପର୍ବତ ଘେରା ପ୍ରକୃତି କୋଳରେ ଥିବା ମାଲକାନଗିରି ଜିଲ୍ଲା ଏବେ ପାଲଟିଛି ଗଞ୍ଜେଇ ଚାଷ ପାଇଁ ସେଫ୍ ହେଭେନ୍।

Ganja Farming
ମାଲକାନଗିରି ପାଲଟିଛି ଗଞ୍ଜେଇ ଚାଷ ‘ସେଫ୍ ହେଭେନ୍’; ଧରାପଡ଼ୁଛନ୍ତି ଆଦିବାସୀ-ଛୁ’ ମାରୁଛନ୍ତି ମାଷ୍ଟର୍ ମାଇଣ୍ଡ

ଧାଡ଼ି ଧାଡ଼ି ହେଇ ପୋତା ହେଉଛି ଗଞ୍ଜେଇ ଗଛ। ନା କାହାକୁ ଡର, ନା କାହାକୁ ଭୟ। ଶହ ଶହ ହେକ୍ଟର ଜମିରେ ହେଉଛି ଗଞ୍ଜଇ ଚାଷ। ପାହାଡ଼ ପର୍ବତ ଘେରା ପ୍ରକୃତି କୋଳରେ ଥିବା ମାଲକାନଗିରି ଜିଲ୍ଲା ଏବେ ପାଲଟିଛି ଗଞ୍ଜେଇ ଚାଷ ପାଇଁ ସେଫ୍ ହେଭେନ୍। 

ganjna
ହଜାର ହଜାର ହେକ୍ଟର ଜମିରେ ଗଞ୍ଜେଇ ଚାଷ,ବ୍ୟବସାୟ ରୋକିବା ଦିଗରେ ସମ୍ପୂର୍ଣ୍ଣ ଫେଲ ଅବକାରୀ ବିଭାଗ

ଏକର ଏକର ଜମିରେ ହୋଇଛି ଗଞ୍ଜେଇ ଚାଷ । କିଏ ଅନୁମତି ଦେଲା, ଆଉ କରୁଛି କିଏ ?

Ganja Farming
'ଓ ମାଉସୀ... କ'ଣ ମ ବୋହୂକୁ ବାହାରେ ବସାଇଛ ? ବ୍ରାହ୍ମଣ ଘରେ ଏସବୁ ଚଳେନି...

'ଓ ମାଉସୀ... କ'ଣ ମ ବୋହୂକୁ ବାହାରେ ବସାଇଛ ? ବ୍ରାହ୍ମଣ ଘରେ ଏସବୁ ଚଳେନି... । ତୁରନ୍ତ ବୋହୂକୁ ଘରକୁ ନିଅ । ଶୁଣନ୍ତୁ ଶାଶୁଘର ଲୋକଙ୍କୁ କ'ଣ କହୁଛନ୍ତି ସ୍ଥାନୀୟ ଲୋକ ।