ଖାଲି ଯିଏ ସୁଖ ସ୍ୱଚ୍ଛନ୍ଦରେ ଅଛି, ସେ ଯେ ଭଲ ପାଠ ପଢ଼ିବ ଆଉ ଗରୀବ ଘରର ପୁଅ ଝିଅ ପାଠ ପଢ଼ିବାରୁ ବଞ୍ଚିତ ହେବ ତାହା ନୁହେଁ । ଜଣେ ଗୁପଚୁପ୍ବିକାଳି ଝିଅ ହେଉଛନ୍ତି CBSE ଦଶମ ପରୀକ୍ଷାରେ ଟପ୍ପର । ୯୬% ମାର୍କ ରଖି ଚର୍ଚ୍ଚାକୁ ଆସିଛନ୍ତି ।
ସିବିଏସ୍ଇ ଦ୍ୱାଦଶ ପରୀକ୍ଷା ଫଳ ପ୍ରକାଶ ପାଇବା ପରେ ଛାତ୍ରଛାତ୍ରୀମାନେ CBSE ୱେବସାଇଟ୍ରେ ରେଜଲ୍ଟ ଦେଖିପାରିବେ ।
କମିଲା ପାସ୍ ହାର । ବାଜି ମାରିଲେ ଛାତ୍ରୀ । ଆଜି CBSE ଦଶମ ଓ ଦ୍ୱାଦଶ ପରୀକ୍ଷା ଫଳ ପ୍ରକାଶ ପାଇଥିବାରୁ ସ୍କୁଲ ଗୁଡ଼ିକରେ ଉତ୍ସବର ମାହୋଲ ।
ପ୍ରକାଶ ପାଇଲା CBSE ରେଜଲ୍ଟ । ଉଭୟ ଦଶମ ଦ୍ୱାଦଶରେ ବାଜି ମାରିଲେ ଛାତ୍ରୀ । ଦଶମରେ ପାସ ହାର ୯୩.୧୨% ଥିବା ବେଳେ ଦ୍ୱାଦଶରେ ପାସ ହାର ରହିଛି ୮୭.୩୩% ।
ଛାତ୍ରଛାତ୍ରୀ ଓ ଅଭିଭାବକମାନେ cbse.nic.in କିମ୍ବା cbseresults.nic.in ୱେବ୍ସାଇଟ୍ରୁ ରେଜଲ୍ଟ ଦେଖିପାରିବେ ।
ଛାତ୍ରଛାତ୍ରୀ ଓ ଅଭିଭାବକମାନେ cbse.nic.in କିମ୍ବା cbseresults.nic.in ୱେବ୍ସାଇଟ୍ରୁ ରେଜଲ୍ଟ ଦେଖିପାରିବେ ।
ଆଜି ପ୍ରକାଶ ପାଇପାରେ ସିବିଏସଇ ରେଜଲ୍ଟ। ଛାତ୍ରଛାତ୍ରୀ ଓ ଅଭିଭାବକମାନେ cbse.nic.in କିମ୍ବା cbseresults.nic.in ୱେବ୍ସାଇଟ୍ରୁ ରେଜଲ୍ଟ ଦେଖିପାରିବେ।
ଖୁବ୍ଶୀଘ୍ର ସିବିଏସ୍ଇ ଏହାର ଚଳିତ ବର୍ଷର ଦଶମ ଓ ଦ୍ୱାଦଶ ଶ୍ରେଣୀର ରେଜଲ୍ଟ ପ୍ରକାଶ କରିବ ବୋଲି ଜଣାପଡ଼ିଛି। ଛାତ୍ରଛାତ୍ରୀଙ୍କ ଦଶମ ଓ ଦ୍ୱାଦଶ ଶ୍ରେଣୀର ମାର୍କସିଟ୍ ଓ ପାସିଂ ସାର୍ଟିଫିକେଟ୍ ଡିଜିଲକର୍ ଆପ୍(DigiLocker App)ରେ ଅପ୍ଲୋଡ୍ ହେବ।
ପ୍ରକାଶ ପାଇଲା ସିବିଏସଇ ରେଜଲ୍ଟ। ଦ୍ୱାଦଶରେ ୯୨.୭୧ ପ୍ରତିଶତ, ଦଶମରେ ୯୪.୪୦ ପାସ୍ ହାର। ଉଭୟରେ ଟପ୍ରେ ତ୍ରିଭେନ୍ଦ୍ରମ୍ ରିଜିଅନ୍। ଏଥର ବି ଛାତ୍ରଙ୍କୁ ପଛରେ ପକାଇଲେ ଛାତ୍ରୀ।
ଆଜି CBSE ଦ୍ୱାଦଶ ରେଜଲ୍ଟ ପ୍ରକାଶ ପାଇଛି। ଛାତ୍ରଛାତ୍ରୀମାନେ ଅଫିସିଆଲ୍ ୱେବ୍ସାଇଟ୍ cbseresults.nic.in and results.cbse.nic.in ରେ ରେଜଲ୍ଟ ଚେକ୍ କରିପାରିବେ।
ପ୍ରକାଶ ପାଇଛି କେନ୍ଦ୍ରୀୟ ପ୍ରାଥମିକ ଶିକ୍ଷା ବୋର୍ଡ (ସିବିଏସଇ) ୧୦ମ ପରୀକ୍ଷା ଫଳ। ମଧ୍ୟାହ୍ନ ୧୨ରେ ସିବିଏସ୍ଇର ଅଫିସିଆଲ ସାଇଟ୍ cbseresults.nic.inରେ ପ୍ରକାଶ ପାଇଛି ଫଳାଫଳ। ୧୮ ଲକ୍ଷ ଛାତ୍ରଛାତ୍ରୀ ଦଶମ ପରୀକ୍ଷା ପାଇଁ ରେଜିଷ୍ଟ୍ରେସନ କରିଥିଲେ । ୧୮ ଲକ୍ଷ ଛାତ୍ରଛାତ୍ରୀ ଓ ସେମାନଙ୍କ ଅଭିଭାବକ ଫଳାଫଳ ପାଇଁ ଅପେକ୍ଷା କରିଥିଲେ । ଏହି ଫଳାଫଳ ଏଥର ରେକର୍ଡ କରିଛି। ଏଥର ୯୯.୦୪ ପ୍ରତିଶତ ପିଲା ପାସ୍ କରିଛନ୍ତି। ପରୀକ୍ଷା ଦେଇଥିବା ୨୦, ୯୭, ୧୨୮ ପିଲାଙ୍କ ମଧ୍ୟରୁ ପାସ୍ କରିଛନ୍ତି ୨୦, ୭୬, ୯୯୭ ଛାତ୍ରଛାତ୍ରୀ।