ଦୁବାଇରେ ଓଡ଼ିଶା ଦିବସ ପାଳନ ଲାଗି ଗତ ସୋମବାର ଭୁବନେଶ୍ବରରୁ ଦୁବାଇକୁ ଉଡ଼ିଥିବା ପ୍ରଥମ ସିଧାସଳଖ ବିମାନେର ବହୁ ଓଡ଼ିଆ ଯାଇଛନ୍ତି।
ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ ।
ମୁଖ୍ୟମନ୍ତ୍ରୀଙ୍କୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ କଟାକ୍ଷ , ତେଜିଲା ଆରୋପ ପ୍ରତ୍ୟାରୋପ
୧୨ ଟାରୁ ୱେବସାଇଟରେ ଉପଲବ୍ଧ, ଏସଏମଏସରେ ଜାଣି ହେବ । ୧୦ମ ଶ୍ରେଣୀ ରେଜଲ୍ଟ ଅପେକ୍ଷାରେ ୫ ଲକ୍ଷ ୪୧ ହଜାରରୁ ଅଧିକ ଛାତ୍ରଛାତ୍ରୀ ।
କାଳବୈଶାଖୀ ପ୍ରଭାବରେ ଦକ୍ଷିଣ ଓଡ଼ିଶା ଓ ଉପକୂଳର କିଛି ସ୍ଥାନରେ ବର୍ଷା ହେବା ଫଳରେ ଲୋକେ ତାତିରୁ ସାମାନ୍ୟ ଆଶ୍ୱସ୍ତ ହୋଇଛନ୍ତି। ।
ବାଙ୍କୀ ଥାନାରେ ମାମଲା ରୁଜୁର ୨ ମାସ ପରେ ସାମ୍ନାକୁ ଆସିଲେ ବୋହୂ । ନିର୍ଯାତନାର କାହାଣୀ ବଖାଣିଲେ ବୋହୂ ରୋନାଲି, ଶଶି କହିଲେ ଭିତ୍ତିହୀନ ।
ସଂଗୀନ ଅଭିଯୋଗ ଆଣିଲେ ଅନଙ୍ଗ ଉଦୟଙ୍କ ବୋହୁ ଅଦ୍ରିଜା ସିଂଦେଓ । ଅର୍କେଶ ଡିଭୋର୍ସ ଦେବାକୁ ଚାହିଁବାର କାରଣ ଜାଣିପାରୁନି କହିଲେ ଅଦ୍ରିଜା । କୋର୍ଟରେ ମାମଲା ବିଚାରାଧୀନ ରହିଛି କହିଲେ ଅର୍କେଶ ସିଂଦେଓ ।
ଭୁବନେଶ୍ୱରରୁ ବାଲେଶ୍ୱର ଯାଏଁ ବିଜୁଳି ଯନ୍ତ୍ରଣାର ଦୟନୀୟ ଚିତ୍ର । ଗ୍ରାହକଙ୍କ ମୁଣ୍ଡକୁ ଦୋଷ ଠେଲିଲେ ଟିପିସିଓଡିଏଲ୍ ଅଧିକାରୀ । ଅଧିକ ଏସି ବ୍ୟବହାରରୁ ହେଉଛି ସମସ୍ୟା- TPCODL କର୍ତ୍ତୃପକ୍ଷ ।
ହାଇୱେ ପାଖ ଗହଣା ଦୋକାନ ଓ ବ୍ୟାଙ୍କ ଲଟପାଟକୁ ନେଇ ବଢ଼ିଲା ଚିନ୍ତା
ଅଢ଼େଇ କୋଟି ଖର୍ଚ୍ଚରେ ଜନପଥରେ ୨୦୨୧ରୁ ପ୍ରସ୍ତୁତ ହେଲାଣି ଭିତ୍ତିଭୂମି । ବ୍ୟବସ୍ଥା ସମ୍ପର୍କରେ ଲୋକେ ଅଜ୍ଞ, କର୍ତ୍ତୃପକ୍ଷ କହିଲେ ଖୁବଶୀଘ୍ର କାର୍ଯ୍ୟକାରୀ ।
ବାଜୁଥିଲା ମାମୁନି ଥେଇ ଥେଇ...ଦୁଲୁକୁଥିଲା ମଂଚ । ହଠାତ୍ ମାଡ ହେଲା ଚେୟାର...ପରେ ମାଲିକ-ଗାଁ ଲୋକ...
ଏମିତି ରାଜନେତାଙ୍କୁ କହିବ କଣ? ଦୁହେଁ ଝଗଡା ଲାଗିଲେ, ପଂଚାୟତର ବିକାଶ ବନ୍ଦ ହେଲା । ଏବେ ଗାଁ ଲୋକ ମିଟିଂ କରିବା ପରେ ମନମାଳିନ୍ୟ ଦୂର ହେଲା...ପଂଚାୟତର ବିକାଶ ନେଇ ଶପଥ ନେଲେ ଦୁଇ ନେତା
ରାଜ୍ୟରେ ଯେତୋଟି ବି ଉପ-ନିର୍ବାଚନ ହୋଇଛି । ସେଥିମଧ୍ୟରୁ ଦଳ ପ୍ରାୟତଃ ହାର୍ର ସାମନା କରିଛି, କେବଳ ବ୍ରଜାରାଜନଗର ଏବଂ ତିର୍ତ୍ତୋଲକୁ ଛାଡିଦେଲେ ଦଳ ଅନ୍ୟ ସବୁଠି ପ୍ରାୟତଃ ଅମାନତ ହରାଇଛି ।
ଖରା ବର୍ଷାରେ ଖଟିଥିଲେ । କିଏ ବର୍ଷେ ତ ଆଉ କିଏ ୧୫ ମାସ... ପେଟ କାଟି ମଜୁରୀ କରିଥିଲେ । ହେଲେ ଦୁଇ ବର୍ଷ ହୋଇଗଲା ମିଳୁନି ପାରିଶ୍ରମିକ । ଏ ଅଫିସରୁ ସେ ଅଫିସ ଦୌଡି ଦୌଡି ନୟାନ୍ତ ହେଲେଣି । ରେଞ୍ଜରଙ୍କ ଠାରୁ ଆରମ୍ଭ କରି ଡିଏଫଓଙ୍କ ଯାଏଁ ସମସ୍ତଙ୍କୁ ଗୁହାରି କରି ନିରାଶ ହେଲେଣି । ଓଲଟା ପରିଶ୍ରମର ପାଉଣା ଟଙ୍କା ମାଗିବାରୁ ତାଙ୍କ ବଦଳରେ ଅନ୍ୟ ହିତାଧିକାରୀଙ୍କୁ ନିୟୋଜିତ କରାଯାଇଛି ।
ହୃଦୟ ଜିତିଲେ ସ୍ୱେଚ୍ଛାସେବୀ.. ଖରା ଦିନେ ପାଣି ପାଇଁ ହନ୍ତସନ୍ତ ହେଉଥିବା ନିରୀହ ପଶୁପକ୍ଷୀଙ୍କ ପାଇଁ ଜଙ୍ଗଲରେ କରିଛନ୍ତି ସମସ୍ତ ବ୍ୟବସ୍ଥା
ଯୌତୁକ ନିର୍ଯାତନା ଓ ମାରପିଟ ନେଇ ଥାନାରେ ଏତଲା ଦେଇଛନ୍ତି ଶଶିଭୂଷଣଙ୍କ ବୋହୂ ।
ଦିନ ୧୨ଟା ସୁଦ୍ଧା ଛାତ୍ରଛାତ୍ରୀ ସେମାନଙ୍କର ରେଜଲ୍ଟ ଜାଣିପାରିବେ ।
ପତ୍ନୀ ଅଦ୍ରିଜାଙ୍କ ଅଭିଯୋଗ ଉପରେ ସ୍ୱାମୀ ଅର୍କେଶ ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି, ‘ମୁଁ ତାଙ୍କ(ଅଦ୍ରିଜା) ବାପାଙ୍କୁ କହିଲି ଦଶ ଦଶଟା ଗୁଣ୍ଡା ଆଣି କାହିଁକି ଘରେ ପସାଉଛନ୍ତି? ସେ କହିଲେ ଦଶଟା କଣ ଶହେ ଗୁଣ୍ଡା ନେଇକି ଆସିବି।’
ଆଜି ଘୋଷଣା ହେବ ମାଟ୍ରିକ୍ ପରୀକ୍ଷା ଫଳ ପ୍ରକାଶନ ତାରିଖ । କଟକ ବୋର୍ଡ କାର୍ଯ୍ୟାଳୟରେ ଦିନ ୧୧ଟା ୩୦ରେ ଘୋଷଣା ହେବ । ଏନେଇ ସୂଚନା ଦେଲେ ବୋର୍ଡ ଉପସଭାପତି ନିହାର ରଞ୍ଜନ ମହାନ୍ତି ।
ଅନଙ୍ଗ ଉଦୟ ସିଂ ଦେଓଙ୍କ ସାନ ପୁଅ ଅର୍କେଶ ସିଂ ଦେଓଙ୍କ ବିରୋଧରେ ତାଙ୍କ ପତ୍ନୀ ଅଦ୍ରିଜା ସିଂ ସଙ୍ଗୀନ ଅଭିଯୋଗ ଆଣିଛନ୍ତି। ଅଭିଯୋଗ ଅନୁସାରେ, ଶ୍ୱଶୁର ଅନଙ୍ଗ ଉଦୟ ସିଂ ଦେଓ, ବିଜୟ ଲକ୍ଷ୍ମୀ ଦେବୀ, ମେଘନା ରାଣା ଗତ ୫ ବର୍ଷ ଧରି ବାରମ୍ବାର ମାନସିକ ନିର୍ଯାତନା ଦେଉଥିଲେ।
୧୫ କିଲୋରୁ ଅଧିକ ମୂଲ୍ୟବାନ ସୁନା ଓ ରୂପା ଅଳଙ୍କାର ଧରି କୁଆଡ଼େ ଗଲେ ଡକାୟତ ? ଗତକାଲି ଦିନ ଦ୍ୱିପ୍ରହରରେ ଅଳଙ୍କାର ଦୋକାନରେ ପଶି କର୍ମଚାରୀଙ୍କୁ ବନ୍ଧୁକ ଦେଖାଇ ଡକାୟତମାନେ ସୁନା, ହୀରା ଓ ରୂପା ଅଳଙ୍କାର ଲୁଟି ନେଇଥିଲେ।
ଅସହ୍ୟ ଗରମ ସାଙ୍ଗକୁ ଗୁଳୁଗୁଳିରେ ଲୋକମାନେ ଅସ୍ତବ୍ୟସ୍ତ ହେଉଥିବା ବେଳେ ଅଘୋଷିତ ବିଦ୍ୟୁତ୍ କାଟ୍ ଏହି ଦୁଃଖକୁ ଆହୁରି ବଢ଼ାଇ ଦେଇଛି। ଘଣ୍ଟା ଘଣ୍ଟା ଧରି ବିଦ୍ୟୁତ୍ କାଟ୍କୁ ନେଇ ଲୋକେ ଅସନ୍ତୋଷ ପ୍ରକାଶ କରିଛନ୍ତି।
ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ ।
ଅଦ୍ରିଜା ହେଉଛନ୍ତି ପୂର୍ବତନ ପ୍ରଧାନମନ୍ତ୍ରୀ ବିଶ୍ୱନାଥ ପ୍ରତାପ ସିଂଙ୍କ ନାତୁଣୀ। ଅଦ୍ରିଜା ତାଙ୍କ ପରିବାର ସହ ଏବେ ଉତ୍ତରାଖଣ୍ଡରେ ରହୁଥିବା ବେଳେ ସେଠାରେ ଏକ ଥାନାରେ ଅଭିଯୋଗ କରିଥିଲେ।