• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Chandan Shishu

ସୌର ମେଷ ମାସ ଜ୍ୟେଷ୍ଠ କୃଷ୍ଣପକ୍ଷ । ଇଂରାଜୀରେ ୧୨ ତାରିଖ ଶୁକ୍ରବାର

  • ଚନ୍ଦ୍ର – ମକର ରାତ୍ରି ୧୨.୧୮ ଗତେ ବୃଷ
  • ତିଥି – ୭ମୀ ଦିବା ୦୯.୦୬ ଗତେ ୯ମୀ
  • ଘାତ ଚନ୍ଦ୍ର – ସିଂହ ରାତ୍ରି ୧୨.୧୮ ଗତେ ମିଥୁନ, ମୀନ
  • ଘାତ ବାର – ବିଛା, ଧନୁ ଓ ମୀନ

ପୁଷ୍କର ଦୋଷ – ୧ ପାଦ ପଶୁସମ୍ପଦ ନାଶ - ଅନ୍ନଦାନ ଦିବା ୦୯.୦୬ ପର୍ଯ୍ୟନ୍ତ

ଅଧିକ ପଢ଼ନ୍ତୁ: ବେଡ୍‌ରୁମ୍‌ରେ ରଖିଛନ୍ତି କି ମିରର୍; ହୋଇପାରେ ଏହିସବୁ କ୍ଷତି

ଶୁଭ ସମୟ:

ପ୍ରାତଃ ୦୫.୧୬ ରୁ ୦୬.୦୭

ପ୍ରାତଃ ୦୬.୫୯ ରୁ ୦୮.୨୯

ଦିବା ୧୨.୦୮ ରୁ ୦୨.୪୩

ଦିବା ୦୪.୨୬ ରୁ ୦୬.୧୦

ରାତ୍ରି ୦୭.୩୮ ରୁ ୦୮.୫୬

ରାତ୍ରି ୦୧.୩୩ ରୁ ୦୩.୪୬

ଅଶୁଭ ସମୟ:

ଋାହୁକାଳ – ଦିବା ୧୦.୦୬ ରୁ ୧୧.୪୩

କାଳବେଳା – ଦିବା ୧୦.୦୬ ରୁ ୧୧.୪୩

ବାରବେଳା – ଦିବା ୦୮.୨୯ ରୁ ୧୦.୦୬

କାଳରାତ୍ରି – ରାତ୍ରି ୦୮.୫୬ ରୁ ୧୦.୧୯

ଅଧିକ ପଢ଼ନ୍ତୁ: ଘର ଆଗରେ ବଗିଚାଟିଏ କରିବାକୁ ଚାହୁଁଛନ୍ତି କି…ପଢ଼ନ୍ତୁ ଏହି ବାସ୍ତୁ ନିୟମ