• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Border Gavaskar Trophy

5 reasons why India failed to retain the Border Gavaskar Trophy
Sports: ଅଷ୍ଟ୍ରେଲିଆରେ ବର୍ଡର-ଗାଭାସ୍କର ଟ୍ରଫି କାହିଁକି ଜିତିପାରିଲାନି ଟିମ୍ ଇଣ୍ଡିଆ

ବର୍ଡର-ଗାଭାସ୍କର ଟ୍ରଫିରେ ଅଷ୍ଟ୍ରେଲିଆ ଠାରୁ ୧-୩ରେ ପରାଜିତ ହୋଇଛି ଟିମ୍ ଇଣ୍ଡିଆ । ଏହା ସହିତ ଡବ୍ଲ୍ୟୁଟିସି ଫାଇନାଲ୍ ଦୌଡ଼ରୁ ବି ବାଦ୍ ପଡ଼ିଛି । ତେବେ ପ୍ରଥମ ଟେଷ୍ଟ ଜିତିବା ସତ୍ତ୍ୱେ କାହିଁକି ସିରିଜ୍ ହାରିଗଲା ଗମ୍ଭୀରଙ୍କ ପ୍ରଶିକ୍ଷିତ ଟିମ୍‌?

gautam gambhir
Gautam Gambhir: ଅନିଶ୍ଚିତତା ଘେରରେ ଗୌତମ ଗମ୍ଭୀରଙ୍କ ଭାଗ୍ୟ

ପୂର୍ବରୁ କୌଣସି କୋଚିଂ ଅଭିଜ୍ଞତା ନ ଥାଇ ମଧ୍ୟ ଗମ୍ଭୀରଙ୍କୁ ଆଇପିଏଲ ପ୍ରଦର୍ଶନ ଆଧାରରେ ଭାରତୀୟ ଦଳର କୋଚ ଦାୟିତ୍ବ ପ୍ରଦାନ କରାଯାଇଥିଲା। ତେବେ ଗମ୍ଭୀରଙ୍କ ଅଧୀନରେ ଭାରତ ଏହାର ସବୁଠାରୁ ଖରାପ ପ୍ରଦର୍ଶନ କରିଛି। ଗମ୍ଭୀରଙ୍କ ଅଧୀନରେ ଦଳ ୧୦ ଟି୨୦, ୩ ଦିନିକିଆ ଓ ୧୦ ଟେଷ୍ଟ ମ୍ୟାଚ ଖେଳିଛି । ଟି୨୦ରେ ଗମ୍ଭୀର ୧୦ରୁ ୯ ବିଜୟ ସହ ଭଲ ପ୍ରଦର୍ଶନ କରିଛନ୍ତି। ତେବେ ଦିନିକିଆରେ ଭାରତୀୟ ଦଳ ଗମ୍ଭୀରଙ୍କ ନେତୃତ୍ବରେ ଏଯାଏ ପ୍ରଥମ ବିଜୟ ସନ୍ଧାନରେ ରହିଛି। ସେହିପରି ୧୦ ଟେଷ୍ଟ ମ୍ୟାଚରେ ଭାରତ ମାତ୍ର ୩ ବିଜୟ ଓ ୬ ପରାଜୟ ବରଣ କରିଥିବା ବେଳେ ଗୋଟିଏ ମ୍ୟାଚ ଡ୍ରରେ ଶେଷ ହୋଇଛି।

border gavaskar trophy
Border Gavaskar trophy :୧୦ ବର୍ଷ ପରେ ଅଷ୍ଟ୍ରେଲିଆ ଜିତିଲା ବର୍ଡର-ଗାଭାସ୍କର ଟ୍ରଫି

ସିଡନୀରେ ଅନୁଷ୍ଠିତ ଅନ୍ତିମ ଟେଷ୍ଟ ମ୍ୟାଚକୁ ୬ ୱିକେଟରେ ଜିତିବା ସହ ବର୍ଡର-ଗାଭାସ୍କର ଟ୍ରଫିକୁ ୩-୧ରେ ଜିତି ନେଇଛି ଅଷ୍ଟ୍ରେଲିଆ। ତୃତୀୟ ଦିନରେ ବିଜୟ ପାଇଁ ୧୬୨ ରନ ଆବଶ୍ୟକ ଥିବା ବେଳେ ଘରୋଇ ଦଳ ୪ ୱିକେଟ ହରାଇ ହାସଲ କରି ନେଇଥିଲା। ଏହା ସହିତ ୧୦ ବର୍ଷ ପରେ ବର୍ଡର-ଗାଭାସ୍କର ଟ୍ରଫି ଜିତିବାର ରେକର୍ଡ କରିଛି। ଭାରତ ପ୍ରଥମ ଇନିଂସରେ ୧୮୫ ରନ କରିଥିବା ବେଳେ ଅଷ୍ଟ୍ରେଲିଆ ୧୮୧ ରନରେ ଅଲଆଉଟ ହୋଇଥିଲା। ଦ୍ବିତୀୟ ଇନିଂସରେ ଭାରତ ଆଉଥରେ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇ ୧୫୭ ରନରେ ଅଲଆଉଟ ହୋଇଥିଲା। ଜବାବରେ ଅଷ୍ଟ୍ରେଲିଆ ୨୭ ଓଭରରେ ୪ ୱିକେଟ ହରାଇ ୧୬୨ ରନ ସ୍କୋର କରିଥିଲା।

jasprit bumrah
Jasprit Bumrah:ଭାରତକୁ ବଡ଼ ଝଟକା, ଆହତ ହେଲେ ଯଶପ୍ରୀତ ବୁମରା

ଚଳିତ ସିରିଜରେ ଭାରତୀୟ ଦଳର ଟ୍ରମ୍ପକାର୍ଡ ରହିଥିବା ଯଶପ୍ରୀତ ବୁମରା ଆହତ ହୋଇ ପଡିଆ ଛାଡିଛନ୍ତି। ସିଡନୀରେ ଖେଳା ଯାଉଥିବା ସିରିଜର ଅନ୍ତିମ ତଥା ପଞ୍ଚମ ଟେଷ୍ଟର ଦ୍ବିତୀୟ ଦିନରେ ବୁମରା ଆହତ ହୋଇଥିଲେ। ପଡିଆ ଛାଡିବା ସହ ଭାରତୀୟ ଦଳର ସପୋର୍ଟ ଷ୍ଟାଫଙ୍କ ସହିତ ତାଙ୍କୁ ସ୍କାନିଙ୍ଗ ପାଇଁ ମଧ୍ୟ ନିଆ ଯାଇଥିଲା।

Will Rohit Sharma retire from Tests after the Border-Gavaskar Trophy
Sports: ବର୍ଡର-ଗାଭାସ୍କର ଟ୍ରଫି ପରେ ଟେଷ୍ଟରୁ ଅବସର ନେବେ କି ରୋହିତ ଶର୍ମା

ମେଲ୍‌ବର୍ଣ୍ଣ ଟେଷ୍ଟରେ ଅଷ୍ଟ୍ରେଲିଆ ଠାରୁ ପରାଜିତ ହୋଇଛି ଟିମ୍ ଇଣ୍ଡିଆ । ଏହା ଫଳରେ ଡବ୍ଲ୍ୟୁଟିସିରେ ଭାରତର ସିଧାସଳଖ ଫାଇନାଲ୍‌ରେ ପ୍ରବେଶ ସମ୍ଭାବନା ଉପରେ ପଡ଼ିଛି ପୂର୍ଣ୍ଣଚ୍ଛେଦ । ବର୍ଡର-ଗାଭାସ୍କର ଟ୍ରଫି ପରେ ଟେଷ୍ଟରୁ ଅବସର ନେବେ କି ଅଧିନାୟକ ରୋହିତ ଶର୍ମା?

Ravi Ashwin Retirement
Ravi Ashwin Retirement: ଗାବା ଟେଷ୍ଟ ପରେ କ୍ରିକେଟ୍‌କୁ ଅଲବିଦା ଜଣାଇଲେ ଆର୍. ଅଶ୍ୱିନ

ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେଲେ ଆର୍. ଅଶ୍ୱିନ । ୩୮ ବର୍ଷ ବୟସରେ କ୍ରିକେଟରୁ ଅବସର ନେଇ ଘୋଷଣା କରିଛନ୍ତି ରବିଚନ୍ଦ୍ରନ ଅଶ୍ୱିନ ।

ପର୍ଥରେ ବିରାଟ ବିଜୟ
India vs Australia: ଅଷ୍ଟ୍ରେଲିଆରେ ଭାରତର ବଡ଼ ବିଜୟ, ଗାବା ପରେ ଏବେ ପର୍ଥରେ ଭାଙ୍ଗିଲା କଙ୍ଗାରୁ ଦଳର ଗର୍ବ

୩୧ ବର୍ଷ ପରେ ଅଷ୍ଟ୍ରେଲିଆକୁ ଗାବାରେ ହରାଇ କଙ୍ଗାରୁ ଦଳର ଗର୍ବ ଭାଙ୍ଗିଥିବାବେଳେ ବର୍ତ୍ତମାନ ଭାରତୀୟ ଦଳ ପର୍ଥର ଅପ୍ଟସ ଷ୍ଟାଡିୟମରେ କଙ୍ଗାରୁ ଅପରାଜୟ ରହିବାର ଗର୍ବକୁ ମଧ୍ୟ ଭାଙ୍ଗି ଦେଇଛି ।

ଭାରତର ବ୍ୟାଟିଂ ବିପର୍ଯ୍ୟୟ
Border-Gavaskar Trophy 2024/25: ପ୍ରଥମ ମ୍ୟାଚ୍‌ରେ ଭାରତ ବ୍ୟାଟିଂ ବିପର୍ଯ୍ୟୟ, ପୁଣି ଫେଲ୍‌ ହେଲେ କିଙ୍ଗ୍‌ କୋହଲି

ପର୍ଥରେ ଖେଳାଯାଉଥିବା ପ୍ରଥମ ଟେଷ୍ଟର ଆରମ୍ଭରୁ ହିଁ ଭାରତ ବ୍ୟାଟିଂ ବିପର୍ଯ୍ୟୟ ସାମ୍ନା କରିଛି । ଅଷ୍ଟ୍ରେଲିଆ ଦ୍ରୁତ ବୋଲିଂ ଆଗରେ ଅଧିକ ସମୟ ତିଷ୍ଠି ପାରି ନାହାନ୍ତି ଟିମ୍‌ ଇଣ୍ଡିଆର ଟପ୍‌ ଅର୍ଡର ବ୍ୟାଟ୍ସମ୍ୟାନ୍‌ ।

Why it will be difficult for Team India to tour Australia
Sports: ଟିମ୍ ଇଣ୍ଡିଆ ପାଇଁ କାହିଁକି କଷ୍ଟସାଧ୍ୟ ହେବ ଅଷ୍ଟ୍ରେଲିଆ ଗସ୍ତ

ବର୍ଡର-ଗାଭାସ୍କର ଟ୍ରଫିରେ ପୂର୍ବ ଚାରି ଟେଷ୍ଟ ସିରିଜ୍ ଜିତିଛି ଭାରତ । କିନ୍ତୁ ଘରେ ନ୍ୟୁଜିଲାଣ୍ଡ ବିପକ୍ଷ ବିପର୍ଯ୍ୟୟ ପରେ ୨୦୨୪-୨୫ ସିରିଜ୍ ଟିମ୍ ପାଇଁ କଷ୍ଟସାଧ୍ୟ ହେବ ବୋଲି ଚର୍ଚ୍ଚା ହେଉଛି । ଡବ୍ଲ୍ୟୁଟିସି ଫାଇନାଲ୍‌ରେ ପ୍ରବେଶ ଲକ୍ଷ୍ୟ ଦୃଷ୍ଟିରୁ ରୋହିତ ସେନା ଆଗରେ ଏବେ ବଢ଼ିଯାଇଛି ଚାଲେଞ୍ଜ୍ ।

Indian batsman is giving Australia sleepless nights
କଙ୍ଗାରୁ କ୍ରିକେଟରଙ୍କ ନିଦ ହଜାଇଛନ୍ତି ଏହି ଭାରତୀୟ ବ୍ୟାଟର

ବର୍ଡର-ଗାଭାସ୍କର ସିରିଜର ଢେର୍ ପୂର୍ବରୁ ମାଇଣ୍ଡ ଗେମ୍ ଆରମ୍ଭ କରିସାରିଲେଣି ଅଷ୍ଟ୍ରେଲିଆ ଖେଳାଳି । ଶୋଚନୀୟ ଭାବେ ଭାରତ ଠାରୁ ସିରିଜ ହାରିବା ପରେ ଏବେ ବିଜୟ ପାଇଁ ବ୍ୟାକୁଳ ।