• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

ସଂକ୍ଷେପରେ ଆଜିର ତାଜା ଖବର - Wednesday, 08 January 2025

ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ । ୨୪ ଘଣ୍ଟା ଅପ୍‌ଡେଟ୍‌ ରହିବା ପାଇଁ ଆମ ସହ ଯୋଡ଼ି ହୋଇ ରୁହନ୍ତୁ । ଦିନ ତମାମର ଛୋଟ ବଡ଼ ଖବର ସହ ବ୍ରେକିଙ୍ଗ ନ୍ୟୂଜ଼ ପାଇଁ କ୍ଲିକ୍‌ କରନ୍ତୁ । ଦେଶ ବିଦେଶର ଗୁରୁତ୍ୱପୂର୍ଣ୍ଣ ଖବର ସହ ଅନେକ ରୋଚକ ଖବର ପୁଣି ତା’ସାଙ୍ଗକୁ ଦେବୁ ବଲିଉଡ୍ ହଲିଉଡ୍‌ର ମଜାଦାର ତଥ୍ୟ ।

  • Santosh Kumar Sahoo
  • 2 months ago

Pradeep Panigrahi: ବିଜେଡି ଉପରେ ବର୍ଷିଲେ ପ୍ରଦୀପ ପାଣିଗ୍ରାହୀ; କହିଲେ, ପଣା ସଂକ୍ରାନ୍ତିରେ ଖୋଲିବ ପାଞ୍ଜି

ପଣା ସଂକ୍ରାନ୍ତିରେ ଖୋଲିବ ବିଜେଡି ପାଞ୍ଜି । ଦୁର୍ନୀତିର ଲେଖା ଛିଡିବ, ଆଉ ରହିବନି ବିଜେଡି । ଦୋଷମୁକ୍ତ ହେଉ ହେଉ ବିଜେଡି ଓ ଦଳର ସୁପ୍ରିମୋଙ୍କୁ ବ୍ରହ୍ମପୁର ସାଂସଦ ପ୍ରଦୀପ ପାଣିଗ୍ରାହୀଙ୍କ ସିଧାସଳଖ ନିଶାନା । More
  • Santosh Kumar Sahoo
  • 2 months ago

Pravasi Bharatiya Divas 2025: ପ୍ରବାସୀଙ୍କ ପାଇଁ ମେଲିଛି ଓଡ଼ିଆ କଳା ଓ ସଂସ୍କୃତିର ପସରା, ସବୁଠି ଝଲସୁଛି ଉତ୍କର୍ଷ ଉତ୍କଳର ଛାପ

ନାଚୁଛି ଚଇତି ଘୋଡ଼ା... ବାଜୁଛି ବୀରବାଦ୍ୟ ଘୁମୁରା... ପରିବେଶକୁ ଦୁଲୁକାଉଛି ଦୁଲଦୁଲି...। ଓଡ଼ିଶା ମାଟିରେ ପାଦ ଦେଉ ଦେଉ, ନିଜ ପାଦକୁ ରୋକି ପାରୁନାହାନ୍ତି ଅତିଥି । More
  • Santosh Kumar Sahoo
  • 2 months ago

Pravasi Bharatiya Divas: ଭୁବନେଶ୍ବରରେ ପ୍ରବାସୀ ଭାରତୀୟଙ୍କ ମହାକୁମ୍ଭ, ଜନତା ମଇଦାନରେ ଏକାଠି ହେଲେ ଭାରତୀୟ ବଂଶୋଦ୍ଭବ

ଅସୁମାରୀ ଉତ୍ସାହ, ଅଭୂତପୂର୍ବ ଉଦ୍ଦୀପନା । ଭୁବନେଶ୍ୱରରେ ପ୍ରବାସୀ ମହାକୁମ୍ଭର ଭବ୍ୟ ଶୁଭାରମ୍ଭ । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍. ଜୟଶଙ୍କର ଓ କେନ୍ଦ୍ର ଯୁବ ବ୍ୟାପାର ମନ୍ତ୍ରୀ ମନସୁଖ ମାଣ୍ଡଭ୍ୟ ସମ୍ମିଳନୀର ପ୍ରଥମ ଦିନରେ ଯୁବ ପ୍ରବାସୀ ଭାରତୀୟ ଦିବସର କରିଥିଲେ ଉଦଘାଟନ । More
  • Sujit kumar Swain
  • 2 months ago

Odisha Education: କମୁଛି ଡ୍ରପ ଆଉଟ୍ ହାର; ରାଜ୍ୟରେ ପ୍ରାଥମିକ ସ୍କୁଲ ଶିକ୍ଷା ପ୍ରତି ବଢୁଛି ପିଲାଙ୍କ ଆଗ୍ରହ

ଅଧାରୁ ଆଉ ପାଠ ଛାଡ଼ୁନାହାନ୍ତି ବିଦ୍ୟାର୍ଥୀ। କେବଳ ୨୦୨୩-୨୪ ଶିକ୍ଷାବର୍ଷରେ ସ୍କୁଲକୁ ଆସିଛନ୍ତି ଲକ୍ଷେରୁ ଅଧିକ ଛାତ୍ରଛାତ୍ରୀ କେନ୍ଦ୍ର ଶିକ୍ଷା ମନ୍ତ୍ରାଳୟ ପକ୍ଷରୁ ପ୍ରକାଶିତ ୟୁ-ଡାଇଜ୍ ପ୍ଲସ୍ ରିପୋର୍ଟରୁ ସାମ୍ନାକୁ ଆସିଛି ଏଭଳି ଚମକାଇଲା ଭଳି ତଥ୍ୟ।  More
  • Sonali Ojha
  • 3 months ago

Pravasi Bharatiya Divas 2025: ଯୁବ ସମାବେଶରୁ ପ୍ରବାସୀ ଭାରତୀୟ ଦିବସ ସମ୍ମେଳନ ଆରମ୍ଭ

ଦୁଲୁକୁଛି ଭୁବନେଶ୍ୱର ଜନତା ମଇଦାନ। ଯୁବ ସମାବେଶରୁ ଆରମ୍ଭ ହୋଇଛି ସମ୍ମେଳନ । ୩ ଦିନ ଧରି କାର୍ଯ୍ୟକ୍ରମ ଚାଲିବ। ଆସନ୍ତାକାଲି ଏହାକୁ କାଲି ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। More
  • Sonali Ojha
  • 3 months ago

Bhubaneswar Murder: ରାଜଧାନୀରେ ଚାଞ୍ଚଲ୍ୟ; ଯୁବକଙ୍କ ମୁଣ୍ଡ କାଟି ବିଚ୍ ରାସ୍ତାରେ ଫିଙ୍ଗିଦେଲେ !

ସକାଳୁ ସକାଳୁ ଯୁବକଙ୍କ ମୁଣ୍ଡ କାଟି ରାସ୍ତାରେ ଫିଙ୍ଗିଦେଲେ। ରାଜଧାନୀ ଭୁବନେଶ୍ୱରରେ ଏଭଳି ବୀଭତ୍ସ ହତ୍ୟାକାଣ୍ଡ ଘଟିଛି। କିଏ ଓ କାହିଁକି ଏଭଳି ବୀଭତ୍ସ ହତ୍ୟା କରିଛି ସେନେଇ କୌଣସି ସ୍ପଷ୍ଟ ସୂଚନା ମିଳିନଥିବା ବେଳେ ମୃତ ଯୁବକଙ୍କ ପରିଚୟ ମଧ୍ୟ ଅସ୍ପଷ୍ଟ ରହିଛି। More
  • Pallipuspa Samal
  • 3 months ago

Panchang Today 8th January 2025: ଆଜିର ପଞ୍ଚାଙ୍ଗ, ଶୁଭ ସମୟ ଦେଖି ଗୃହ ଶାନ୍ତି ପୂଜା କରନ୍ତୁ...

ସୌର ଧନୁ ମାସ ପୌଷ ଶୁକ୍ଳପକ୍ଷ । ଇଂରାଜୀରେ ୮ ତାରିଖ ବୁଧବାର । ଆଜି କୌଣସି ନୂତନ କାର୍ଯ୍ୟ ଆରମ୍ଭ କରିବା ପାଇଁ ଯୋଜନା କରିଛନ୍ତି କି ? ତା’ହେଲେ ଜାଣି ରଖନ୍ତୁ ଶୁଭ ଓ ଅଶୁଭ ସମୟ.... More
  • Sujit kumar Swain
  • 3 months ago

Pravasi Bharatiya Divas: ଓଡ଼ିଶାରେ VVIPଙ୍କ ଭିଡ଼; ଏୟାରପୋର୍ଟରେ ସ୍ବାଗତ ପରେ ବୁଲି ଯାଉଛନ୍ତି ପୁରୀ-କୋଣାର୍କ-ଚିଲିକା

ସାତ ଦରିଆ ପାରି କରି ପ୍ରବାସୀ ଫେରୁଛନ୍ତି ଜନ୍ମମାଟି। କିଏ ୟୁରୋପରୁ ତ କିଏ ଆସିଛି ଅଷ୍ଟ୍ରେଲିଆରୁ। ଆମେରିକା ଏବଂ ମଧ୍ୟପ୍ରାଚ୍ୟରୁ ବି ବେଶ୍ ସରାଗରେ ଧାଇଁ ଆସିଛନ୍ତି ଓଡ଼ିଶା ମାଟିକୁ।  More
  • Sujit kumar Swain
  • 3 months ago

Income Tax Raids: ଫିଟୁଛି ବଣ୍ଟି-ବବଲି ଯୋଡ଼ିଙ୍କ କଳାସାମ୍ରାଜ୍ୟର ଗୁମର; ସମିତିସଭ୍ୟାରୁ କର୍ପୋରେଟ୍ ଦଲାଲ୍ କରୁଥିଲେ ହଂସିତା ଅଭିଲିପ୍ସା 

ନାଁ ହଂସିତା ଅଭିଲିପ୍ସା। ଏହି ନାଁ ଏବେ ଆଛା ଆଛାଙ୍କ ହଂସା ଉଡ଼ାଉଛି। ରାଜନେତାରୁ ଶିଳ୍ପପତି, ବ୍ୟବସାୟୀରୁ ଠିକାଦାର। କ୍ରାଇମ୍ ପାର୍ଟନର୍ ଅନୀଲ୍ ମହାନ୍ତି ସହ କ୍ୟାପିଟାଲରେ ରହି ହଂସିତା ଚୁନା ଲଗାଇବାର ଯେଉଁ ହାଇପ୍ରୋଫାଇଲ୍ ଗେମ୍ ଖେଳିଛନ୍ତି, ତାର ତନାଘନା ପରଠୁ ବଡ଼ବଡ଼ିଆଙ୍କ ଛାତି ଧଡ଼ପଡ଼। More
  • Sujit kumar Swain
  • 3 months ago

Potato Price: ରାଜ୍ୟରେ ପୁଣି ଆଳୁ ସଙ୍କଟ; ମମତାଙ୍କ ମନମାନି, ୪୦ ତଳକୁ ଖସୁନି ଦର...

ଦୁଇ ଦିନ ତଳେ ୪୦ ଥିଲା, ଆଜି ୪୫। କାଲି କେତେ ହେବ କହିହେଉନି। ବଜାରରେ ଆଳୁ ଦର ୪୦ ତଳକୁ ଖସିବାର ନାଁ ନେଉନି। More
  • Prasan Subudhi
  • 3 months ago

Animal Sacrifice in Sulia Jatra: ସୁଲିଆ ପୀଠରେ ରକ୍ତର ନଦୀ...ଚୁପ୍‌ଚାପ୍ ବସିଛି ପୋଲିସ ପ୍ରଶାସନ

ବଲାଙ୍ଗିର ଜିଲ୍ଳାର ଦେଓଗାଁ ବ୍ଳକର ଜଂଗଲ ଭିତରେ ଥିବା କୁଲତାପଡା ପଂଚାୟତର ଖଇରଗୁରାରେ କାହିଁ କେଉଁ ଆଦିମ କାଳରୁ ପାଳିତ ହୋଇ ଆସୁଥିଲା ଆଦିବାସୀଙ୍କ ପ୍ରସିଦ୍ଧ ସୁଲିଆ ଯାତ୍ରା । ୧୯୭୦ ମସିହାରେ ଆଦିବାସୀ ମାନେ ଦୁଇ ଭାଗ ହୋଇ ଖଇରଗୁରାର ବଡଖଳା ଏବଂ କୁମୁରିଆର ସାନଖଳାରେ ଯାତ୍ରା ପାଳନ କରି ଆସୁଛନ୍ତି । ହଜାର ହଜାର ସଂଖ୍ୟାରେ ପଶୁବଳି ପଡୁଥିବାରୁ, ବଲାଙ୍ଗିର ସହରର କିଛି ସମାଜସେବୀ ଗତ ୨୦ ବର୍ଷ ତଳେ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ । More
  • Ramakanta Samantaray
  • 3 months ago

Mahabharat Story: ମଣିଷଖିଆ ଅସୁର ଓ ଛଦ୍ମଵେଶରେ ଥିବା ଜଣେ ବଳୁଆ ଲୋକର କଥା

କାହିଁକି ପାଳି କରି ଗାଁ ଲୋକେ ଅସୁର ପାଇଁ ଖାଇବା ପଠାଉଥିଲେ? ସେ ମଣିଷ ଖିଆ ଅସୁର ପୁଣି ମଲା କେମିତି ? ଅନ୍ଧାର ରାତିରେ ତାକୁ ମାରିଲା କିଏ? ଯିଏ ମାରିଲା ସେ ଗାଁ ଛାଡି ଲୁଚି ପଳେଇଲା କାହିଁକି? ସବୁ ପ୍ରଶ୍ନର ଉତ୍ତର ପାଇଁ ପଢନ୍ତୁ ମହାଭାରତର ଆଜିର ଅଧ୍ୟାୟ । More