/odishatv-khabar/media/post_attachments/uploadimage/library/16_9/16_9_0/Panchang_1736305079.jpg)
Panchang
ସୌର ଧନୁ ମାସ ପୌଷ ଶୁକ୍ଳପକ୍ଷ । ଇଂରାଜୀରେ ୮ ତାରିଖ ବୁଧବାର । ଚନ୍ଦ୍ର- ମେଷ ଅହୋରାତ୍ର,ତିଥି- ୯ମୀ ଦିବା ୦୨.୨୬ ଗତେ ୧୦ମୀ,ଘାତଚନ୍ଦ୍ର- ମେଷ ରାଶିର ଅହୋରାତ୍ର,ପୁଷ୍କର ଦୋଷ- ନାସ୍ତି
Advertisment
ଶୁଭସମୟ:
ପ୍ରାତଃ– ୦୬.୨୭ ରୁ ୦୮.୩୭
ଦିବା- ୧୦.୪୮ ରୁ ୧୧.୫୩
ଦିବା- ୦୧.୪୨ ରୁ ୦୩.୫୨
ସନ୍ଧ୍ୟା- ୦୬.୧୨ ରୁ ୦୭.୦୪
ରାତ୍ରି- ୦୮.୪୯ ରୁ ୦୩.୧୦
ନିଶାନ୍ତ- ୦୪.୪୮ ରୁ ୦୬.୨୭
ଅଶୁଭସମୟ:
ରାହୁକାଳ- ଦିବା ୧୧.୫୩ ରୁ ୦୧.୧୫
କାଳବେଳା- ଦିବା ୦୯.୧୦ ରୁ ୧୦.୩୧
ବାରବେଳା- ଦିବା ୧୧.୫୩ ରୁ ୦୧.୧୫
କାଳରାତ୍ରି- ରାତ୍ରି ୦୩.୧୦ ରୁ ୦୪.୪୮
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)