• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

National Updates

The Cheapest Electric Car
ସବୁଠୁ ଶସ୍ତା ଇ-କାର୍

ଶସ୍ତା ଇ-କାର୍ ତିଆରି କଲା କମ୍ପାନୀ, ମାତ୍ର ୧୦ ହଜାର ଦେଇ କରିହେବ ବୁକିଂ । ମୁମ୍ବାଇର ଏକ ଷ୍ରାଟ୍ ଅଫ୍ କଂପାନୀ ସସ୍ଥା ଇ-କାର ତିଆରି କରି ଚର୍ଚ୍ଚାକୁ ଆସିଛନ୍ତି ।

google girl
ବିଫଳତା ହିଁ ସଫଳତାର ସିଡ଼ି

୫୦ ଥର ଇଣ୍ଟରଭିୟୁରେ ଫେଲ୍ ହେବା ପରେ ହାରିନଥିଲେ ସମ୍ପ୍ରିତି,ଏବେ ଗୁଗୁଲ ଦେଲା ଏକ କୋଟିର ଚାକିରି । ବିହାରର ସମ୍ପ୍ରିତି ଯାଦବ । ବୟସ ୨୪ । ଦିଲ୍ଲୀ ଟେକ୍ନୋଲୋଜି ୟୁନିଭରସିଟିରୁ କମ୍ପ୍ୟୁଟର ସାଇନ୍ସରେ ବିଟେକ କରିଛନ୍ତି । ଜଣେ ମେଧାବୀ ଛାତ୍ରୀ ହୋଇଥିଲେ ସୁଦ୍ଧା ଭାଗ୍ୟ ତାଙ୍କର ସାଥ୍ ଦେଇନଥିଲେ

Employed Or Not, Husband's Duty To Maintain Wife
କୋର୍ଟଙ୍କ ବଡ଼ ରାୟ। ସ୍ୱାମୀର ରୋଜଗାର ନଥିଲେ ବି ସ୍ତ୍ରୀର ଭରଣପୋଷ କରିବାକୁ ସେ ବାଧ୍ୟ

କୋର୍ଟଙ୍କ ବଡ଼ ରାୟ। ସ୍ୱାମୀର ରୋଜଗାର ନଥିଲେ ବି ସ୍ତ୍ରୀର ଭରଣପୋଷ କରିବାକୁ ସେ ବାଧ୍ୟ । ପାଖରେ ଟଙ୍କା ନାହିଁ କହି ଦାୟୀତ୍ୱରୁ ଓହୋରି ପାରିବେ ନାହିଁ ସ୍ୱାମୀ । ଏମିତି ରାୟ ଶୁଣାଇଛନ୍ତି ଦିଲ୍ଲୀର ତିସ୍ ହଜାରେ କୋର୍ଟ ।

Singer-Composer Bappi Lahiri Passes Away
ଆରପାରିରେ ସଙ୍ଗୀତ ନିର୍ଦ୍ଦେଶକ ତଥା ଗାୟକ ବାପି ଲାହିରି

ଲୋକପ୍ରିୟ ସଙ୍ଗୀତ ନିର୍ଦ୍ଦେଶକ ତଥା ଗାୟକ ବାପି ଲାହିରିଙ୍କ ପରଲୋକ। ୬୯ ବର୍ଷ ବୟସରେ ମୁମ୍ବାଇରେ ବାପି ଲାହିରିଙ୍କ ପରଲୋକ ହୋଇଛି। ବଲିଉଡର ଡିସ୍କୋ କିଙ୍ଗ ଭାବେ ସେ ବେସ୍ ପରିଚିତ ଥିଲେ । ଚଲ୍‌ତେ ଚଲ୍‌ତେ, ଡିସ୍କୋ ଡ୍ୟାନ୍ସର, ଶରାବି ଭଳି ଫିଲ୍ମର ସଙ୍ଗୀତ ନିର୍ଦ୍ଦେଶକ କରିଥିଲେ ।

Snow sculpture of Taj Mahal
ଆଗ୍ରାରେ ନୁହେଁ, ଭାରତର ଭୂସ୍ୱର୍ଗ କାଶ୍ମୀରରେ ତାଜ୍ : ଗୁଲମାର୍ଗରେ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରୁଛି ବରଫ ତାଜମହଲ

ଆଗ୍ରା ତାଜମହଲ କଥା କିଏ ବା ନଜାଣେ । ଖାଲି ଦେଶ ନୁହେଁ, ସାରା ବିଶ୍ୱରେ ରହିଛି ଏହାର ସ୍ୱତନ୍ତ୍ର ଖ୍ୟାତି । ହେଲେ ‌ଆଜି ଆମେ ପ୍ରେମର ନିଆରା ନିଦର୍ଶନ ବୋଲି କୁହାଯାଉଥିବା ଆଗ୍ରା ତାଜମହଲ କଥା କହୁନୁ । ଆମେ କହୁଛୁ ବରଫ ତାଜ୍ କଥା ।

Lakhimpur Kheri Murder Case
ଲଖିମପୁର ଖେରି ହତ୍ୟାକାଣ୍ତ ମାମଲା: ଜେଲରୁ ବାହାରିଲେ କେନ୍ଦ୍ରମନ୍ତ୍ରୀଙ୍କ ପୁଅ

ଲଖିମପୁର ଖେରି ହିଂସାକାଣ୍ତ ମାମଲାର ମୁଖ୍ୟ ଅଭିଯୁକ୍ତ କେନ୍ଦ୍ରମନ୍ତ୍ରୀଙ୍କ ପୁଅ ଆଶିଷ ମିଶ୍ରାଙ୍କୁ ଆଶ୍ୱସ୍ତି ମିଳିଛି । ଜାମିନ୍ ମଞ୍ଜୁର ହେବା ପରେ ଆଜି ସେ ଜେଲରୁ ବାହାରିଛନ୍ତି ।

Ashwani Kumar quit the Congress
୪୬ ବର୍ଷର ସମ୍ପର୍କ ତୁଟାଇ କଂଗ୍ରେସ ଛାଡ଼ିଛନ୍ତି ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଅଶ୍ୱନୀ କୁମାର

୪୬ ବର୍ଷର ସମ୍ପର୍କ ତୁଟାଇ କଂଗ୍ରେସ ଛାଡ଼ିଛନ୍ତି ବରିଷ୍ଠ ନେତା ତଥା ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଅଶ୍ୱନୀ କୁମାର । ଆଜି ସେ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧିଙ୍କ ନିକଟକୁ ତାଙ୍କ ଇସ୍ତଫା ପତ୍ର ପଠାଇଛନ୍ତି ।

Bhopal
ମୁଲସମାନ ଯୁବକଙ୍କ ମାନବିକତା : ହିନ୍ଦୁ ଯୁବତୀଙ୍କୁ ବଞ୍ଚାଇବାକୁ ଯାଇ ଟ୍ରେନ୍ ଆଗକୁ ଡେଇଁପଡ଼ିଲେ ମେହବୁବ୍

ସ୍ନେହାଙ୍କ ପାଇଁ ଦେବଦୂତ ସାଜି ଆସିଲେ ମେହବୁବ୍ । ଟ୍ରେନ୍ ସାମ୍ନାକୁ ଡେଇଁପଡ଼ି ଜୀବନ ବଞ୍ଚାଇଲେ ।

model
ପ୍ରଫେସନାଲ ମଡେଲ୍‌ ପରି ୬୦ ବର୍ଷୀୟ ଦିନ ମଜୁରିଆଙ୍କ ଲୁକ୍ ! ଫଟୋଗ୍ରାଫର ବଦଳାଇ ଦେଲେ ମମିକ୍କାଙ୍କ ଭାଗ୍ୟ

ରାତାରାତି ଆଜି ସେ ଷ୍ଟାର ପାଲଟି ଯାଇଛନ୍ତି ଦିନ ମଜୁରିଆ ମମିକ୍କା । ଜଣେ ଫଟୋଗ୍ରାଫର ତାଙ୍କର ସୁପର ଗ୍ଲାମରସ୍ ମେକଅଭର କରିଛନ୍ତି ।

Lalu Prasad Yadav Convicted
ଦୋଷୀ ସାବ୍ୟସ୍ତ ହେଲେ ଲାଲୁ ଯାଦବ

ଆର୍‌ଜେଡି ମୁଖ୍ୟ ତଥା ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ଲାଲୁ ପ୍ରସାଦ ଯାଦବଙ୍କୁ ନିସ୍ତାର ନାହିଁ। ଚାରା ଦୁର୍ନୀତିର ଆଉ ଏକ ମାମଲାରେ ସେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି। 

rahul gandhi
ରାହୁଲ ଗାନ୍ଧି ବନାମ ବିଜେପି ନେତା : ଜୋର ଧରିଛି ଆରୋପ-ପ୍ରତ୍ୟାରୋପ ରାଜନୀତି

ସର୍ଜିକାଲ ଷ୍ଟ୍ରାଇକ ସଂପର୍କରେ ରାହୁଲଙ୍କ ମନ୍ତବ୍ୟକୁ ନେଇ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମାଙ୍କ ବାପ-ପୁଅ ମନ୍ତବ୍ୟ ସୃଷ୍ଟି କରିଛି ଝଡ଼ ।ଏଣେ ଦେଶର ଏକତା ସଂପର୍କରେ କହିବା ବେଳେ ଉତ୍ତର-ପୂର୍ବାଞ୍ଚଳ ରାଜ୍ୟଗୁଡ଼ିକର ନା ନନେଇ ଥିବାରୁ ରାହୁଲଙ୍କ ଉପରେ ବର୍ଷିଛନ୍ତି ମଣିପୁର ଓ ତ୍ରିପୁରା ମୁଖ୍ୟମନ୍ତ୍ରୀ ।

Russia could attack Ukrain
ଆସନ୍ତାକାଲି ଆକ୍ରମଣ କରିବ ଋଷ ! ୟୁକ୍ରେନ ରାଷ୍ଟ୍ରପତିଙ୍କ ଫେସବୁକ୍ ପୋଷ୍ଟକୁ ନେଇ ଚର୍ଚ୍ଚା

ସମସ୍ତ ଶକ୍ତିର ମୁକାବିଲା କରିବୁ ବୋଲି ଭୋଲୋଡୋମିର ଜେଲେନସ୍କି କହିଛନ୍ତି । ଆଲୋଚନା ମାଧ୍ୟମରେ ସବୁ ସମସ୍ୟାର ସମାଧାନ ପାଇଁ ୟୁକ୍ରେନ୍ ଚେଷ୍ଟା କରୁଛି ।

Ilker Ayci
ଇଲକେର ଆଇସି ଏୟାର ଇଣ୍ଡିଆର ନୂଆ ସିଇଓ ଏବଂ ଏମଡି ଭାବେ ନିଯୁକ୍ତ

ଇଲକେର ଆଇସି ଏୟାର ଇଣ୍ଡିଆର ମୁଖ୍ୟ କାର୍ଯ୍ୟ ର୍ନିବାହୀ ଅଧିକାରୀ ଏବଂ ପରିଚାଳନା ନିର୍ଦ୍ଦେଶକ ଭାବେ ନିଯୁକ୍ତ ହୋଇଛନ୍ତି । ଏୟାର ଇଣ୍ଡିଆର ବୋର୍ଡ଼ ବୈଠକରେ ଇଲକେରଙ୍କ ନିଯୁକ୍ତିକୁ ସର୍ମସମ୍ମତି କ୍ରମେ ମଞ୍ଜୁରୀ ମିଳିଛି ।

c60
ମାଓବାଦୀଙ୍କ ପାଇଁ କାଳ C-60 ଫୋର୍ସ, ନାଁ ଶୁଣିଲେ ଲାଲଗଡ଼ରେ ହୁଏ କମ୍ପନ

ପୁଣି ଓଡ଼ିଶାରେ ସକ୍ରିୟ ହୋଇ ଉଠିଛନ୍ତି ମାଓବାଦୀ। କେତେବେଳେ ସାମ୍ୱାଦିକଙ୍କ ଜୀବନ ଯାଉଛି ତ ଆଉ କେତେ ବେଳେ ଯବାନଙ୍କ ମୁଣ୍ଡ ଗଡୁଛି। ଏତେ ସବୁ ପରେବି କେହିବି ଲାଲ ବାହିନୀର ସାମ୍ନା କରିବାକୁ ସାହାସ ଜୁଟାଇ ପାରୁ ନାହାଁନ୍ତି। ହେଲେ ଏହି ଫୋର୍ସ କଥାର ନାଁ ଶୁଣିଲେ ଲାଲ୍ ଗଡ଼ରେ ସୃଷ୍ଟି ହୁଏ କମ୍ପନ। କୁଆଡେ ଯିବେ, କଣ କରିବେ ବାଟ ପାଆନ୍ତି ନାହିଁ ମାଓବାଦୀ

Chinese App Ban
ସତର୍କ! ସୁଇଟ୍ ସେଲ୍‌ଫି, ବ୍ୟୁଟି କ୍ୟାମେରା, ଭିଭା ଭିଡିଓ ବ୍ୟବହାର କରୁଛନ୍ତି କି ? ତେବେ ଚୋରି ହେବ ଆପଣଙ୍କ ପର୍ସନାଲ୍ ଡାଟା

ଚୀନ୍ ବିରୋଧରେ ଭାରତର ଆଉ ଏକ ଡିଜିଟାଲ୍ ଷ୍ଟ୍ରାଇକ୍ । ବ୍ୟାନ୍ ହେଲା ଆଉ ୫୪ ଚାଇନିଜ୍ ଆପ୍ । ସୁରକ୍ଷା ଦୃଷ୍ଟିରୁ ଏସବୁ ଆପ୍‌କୁ ବ୍ୟାନ୍ କରିଛନ୍ତି କେନ୍ଦ୍ର ସରକାର ।

Ban 54 Chinese Apps
ପୁଣି ଡିଜିଟାଲ ଷ୍ଟ୍ରାଇକ୍

ଚୀନ୍ ବିରୋଧରେ ପୁଣି ଡିଜିଟାଲ ଷ୍ଟ୍ରାଇକ୍ I ଭାରତରେ ବ୍ୟାନ୍ ଆଉ ୫୪ ଚାଇନିଜ୍ ଆପ୍ I ସୁଇଟ୍ ସେଲ୍ଫି, ବିୟୁଟି କ୍ୟାମେରା ଓ ଭିଭା ଆପ୍ ବ୍ୟାନ୍ I ଚୋରି ହେଉଥିଲା ସମ୍ବେଦନଶୀଳ ତଥ୍ୟ-ଆଇଟି ମନ୍ତ୍ରାଳୟ

5th class girl become collector
ଗୋଟିଏ ଦିନର କୁନି କଲେକ୍ଟର : ସିଟ୍‌ରେ ବସିବା କ୍ଷଣି ଅର୍ଡର ଦେଲେ ନବ୍ୟା

ଯଦି ଆପଣ ପୂର୍ବରୁ ‘ନାୟକ’ ଚଳଚିତ୍ର ଦେଖିଥିବେ, ତେବେ ଏହି ଘଟଣାଟି ଆପଣଙ୍କୁ ଏହାର ପୁନରାବୂର୍ତ୍ତୀ ବୋଲି ଲାଗିବ, କାରଣ ୫ମ ଶ୍ରେଣୀର ଝିଅକୁ ଗୋଟିଏ ଦିନ ପାଇଁ କଲେକ୍ଟରର କ୍ଷମତା ଦିଆଯାଇଛି ।

valentines-day
ଭାଲେଣ୍ଟାଇନ୍ ଡେରେ ‘ବୟଫ୍ରେଣ୍ଡ୍‌ ଅନ୍ ରେଣ୍ଟ୍ ’

ଜଣେ ଯୁବକ ପୋଷ୍ଟର ମାଧ୍ୟମରେ ନିଜର ଏକୁଟିଆପଣକୁ ବଖାଣିଛନ୍ତି । ନିଜ ଯନ୍ତ୍ରଣାକୁ ସମସ୍ତଙ୍କ ଆଗରେ ପରିପ୍ରକାଶ କରିବାକୁ ଚେଷ୍ଟା କରିଛନ୍ତି ।

bank job vacancy
ସେଣ୍ଟ୍ରାଲ ବ୍ୟାଙ୍କରେ ଖାଲି ପଡ଼ିଛି ପଦବୀ, ତୁରନ୍ତ କରନ୍ତୁ ଆବେଦନ

ଆପଣ ବ୍ୟଙ୍କରେ ଚାକିରି କରିବାକୁ ଚାହୁଁଛନ୍ତି କି । ସେଣ୍ଟ୍ରାଲ ବ୍ୟାଙ୍କ ଅଫ୍‌ ଇଣ୍ଡିଆ ଆଣିଦେଇଛି ସୁବର୍ଣ୍ଣ ସୁଯୋଗ । ତେବେ ଏ ନେଇ ସେଣ୍ଟ୍ରାଲ ବ୍ୟାଙ୍କ୍‌ ଅଫ୍‌ ଇଣ୍ଡିଆ ପକ୍ଷରୁ ବିଜ୍ଞପ୍ତି ଜାରି ହୋଇଛି । ଯୋଗ୍ୟ ଓ ଆଶାୟୀ ପ୍ରାର୍ଥୀମାନେ ଏ ନେଇ ଆବେଦନ କରିପାରିବେ ।

gold rate today
ପୁଣି ବଢ଼ିଲା ସୁନା ଦର, ଜାଣନ୍ତୁ ଆପଣଙ୍କ ସହରରେ କେତେ ରହିଛି ଦାମ୍

ବଢିଲା ସୁନା ଦର । ଆପଣ ସୁନା କିଣିବାକୁ ଚାହୁଁଛନ୍ତି କି ? ତାହେଲେ ଜାଣି ନିଅନ୍ତୁ ଆଜିର ସୁନାର ଦାମ୍ । ଆଜି ଭାରତୀୟ ବଜାରରେ ୨୨ କ୍ୟାରେଟ୍ ସୁନା ଦର ୧୦ ଗ୍ରାମ ପ୍ରତି ୪୪,୮୧୦ ଟଙ୍କା ରହିଥିବା ବେଳେ ୨୪ କ୍ୟାରେଟ୍ ସୁନା ମୂଲ୍ୟ ୧୦ ଗ୍ରାମ ପ୍ରତି ୪୮,୯୨୦ ଟଙ୍କା ରହିଛି ।

simpriti
୫୦ ଥର ଇଣ୍ଟରଭିୟୁରେ ଫେଲ୍ ହେବା ପରେ ହାରିନଥିଲେ ସମ୍ପ୍ରିତି,ଏବେ ଗୁଗୁଲ ଦେଲା ଏକ କୋଟିର ଚାକିରି

ବିହାରର ସମ୍ପ୍ରିତି ଯାଦବ । ବୟସ ୨୪ । ଦିଲ୍ଲୀ ଟେକ୍ନୋଲୋଜି ୟୁନିଭରସିଟିରୁ କମ୍ପ୍ୟୁଟର ସାଇନ୍ସରେ ବିଟେକ କରିଛନ୍ତି । ଜଣେ ମେଧାବୀ ଛାତ୍ରୀ ହୋଇଥିଲେ ସୁଦ୍ଧା ଭାଗ୍ୟ ତାଙ୍କର ସାଥ୍ ଦେଇନଥିଲେ

Youth Murdered Girlfriend
ୱାନ୍‌ ସାଇଡେଡ୍‌ ଲଭ୍‌ ଷ୍ଟୋରୀ: ରାସ୍ତା ଉପରେ ପ୍ରେମିକା ତଣ୍ଟିରେ ଛୁରୀ

ଭାଲେଣ୍ଟାଇନ୍‌ ଡେ’ ପୁର୍ବରୁ ଯୁବତୀଙ୍କ ଗଳାକାଟି ହତ୍ୟା କଲା ଯୁବକ। ସମ୍ପୃକ୍ତ ଯୁବକ, ଯୁବତୀଙ୍କୁ ଏକ ତରଫା ପ୍ରେମ କରୁଥିଲେ ବୋଲି ଜଣାପଡ଼ିଛି।

hijab-row
Karnataka Hijab Row : ଫ୍ଲାଗ ମାର୍ଚ୍ଚ, ୧୪୪ ଧାରା ! କଡା ସୁରକ୍ଷାରେ ଖୋଲିଲା ଦଶମ ପର୍ଯ୍ୟନ୍ତ ସ୍କୁଲ

ସ୍କୁଲରେ ପିଲାମାନଙ୍କୁ ନିରାପଦରେ ରଖିବା ପାଇଁ ପ୍ରଶାସନ ଯଥାସମ୍ଭବ ଚେଷ୍ଟା କରୁଛି । ରବିବାର ଦିନ ପୋଲିସ ଶିବାମୋଗାରେ ଫ୍ଲାଗ ମାର୍ଚ୍ଚ କରିଥିଲା ।

aap
ଭାରତରେ ଆଉ ୫୪ଟି ଚାଇନିଜ୍ ଆପ୍ ବ୍ୟାନ୍ ! ସୁରକ୍ଷା ଦୃଷ୍ଟିରୁ କେନ୍ଦ୍ର ସରକାରଙ୍କ ପଦକ୍ଷେପ

ସୁରକ୍ଷା ଦୃଷ୍ଟିରୁ କେନ୍ଦ୍ର ସରକାର ୫୪ଟି ଚାଇନିଜ ଆପ୍ ବ୍ୟାନ୍ କରିଛନ୍ତି ।

Assembly Elections 2022 | Voting In 3 States Underway Today
୩ ରାଜ୍ୟରେ ମତଦାନ;ଭୋଟିଂ ପାଇଁ ଲମ୍ୱା ଲାଇନ୍‌ରେ ନାଗରିକ

ଆଜି ୩ ରାଜ୍ୟରେ ନିର୍ବାଚନ ପାଇଁ ଆରମ୍ଭ ହୋଇଛି ମତଦାନ । ଉତ୍ତରପ୍ରଦେଶରେ ଦ୍ୱିତୀୟ ପର୍ଯ୍ୟୟରେ ୯ଟି ଜିଲ୍ଲାର ୫୫ଟି ସିଟ୍‌ରେ ମତଦାନ ଚାଲିଥିବାବେଳେ ଉତ୍ତରାଖଣ୍ଡର ୭୦ ଓ ଗୋଆରେ ୪୦ଟି ସିଟ୍‌ରେ ମତଦାନ ସାବ୍ୟସ୍ତ କରୁଛନ୍ତି ଭୋଟର ।