ସୋନାଲିଙ୍କ ଦୁଇ ସହଯୋଗୀ ଗିରଫ , ସିସିଟିଭି ଫୁଟେଜରୁ ମିଳିବ କି ସୁରାକ ?
ସେପ୍ଟେମ୍ବର ୨ରେ ନୌସେନାରେ ହେବ ସାମିଲ
ଘରକୁ ଆସିଲେ ଗାଳିଗୁଲଜ କରିବା ସହିତ ମାରପିଟ୍ କରୁଛି ସ୍ତ୍ରୀ । ଭୟରେ ଗଛ ଉପରେ ରହୁଛନ୍ତି ସ୍ୱାମୀ ।
ରବିବାର ଅପରାହ୍ନ ୨ଟା ୩୦ ମିନିଟରେ ଭଂଗାଯିବ ଟ୍ୱିନ୍ ଟାଓ୍ୱାର । ୟୁପି ନୋଏଡା ସେକ୍ଟରରେ ରହିଛି ଏହି ବିଲ୍ଡିଂ ।
ହତ୍ୟା ମାମଲାରେ ଦୁଇ ଜଣ ବିଜେପି ନେତାଙ୍କୁ ଏବେ ପଚରାଉଚରା କରାଯାଉଛି।
ହାତ ଟିପକୁ ନକଲ କରିବାକୁ ପ୍ରୟାସ । ବନ୍ଧୁ ପାଇଁ ପରୀକ୍ଷା ଦେଇଗଲେ । ଶେଷରେ ଉଭୟ ବନ୍ଧୁ ବନ୍ଧା ହୋଇଛନ୍ତି ।
ଜଣେ ବୃଦ୍ଧାଙ୍କ ଅନ୍ତିମସଂସ୍କାର ବେଳେ ତାଙ୍କ ପରିବାର ସଦସ୍ୟ କାନ୍ଦିବା ବଦଳରେ ହସ ହସ ମୁହଁରେ ମୃତଦେହ ସହ ଫଟୋ ଉଠାଇଛନ୍ତି। ଏ ଫଟୋକୁ ଦେଖିଲାପରେ ଇଣ୍ଟରନେଟ୍ ବ୍ୟବହାରକାରୀଙ୍କୁ ଏହା ବିବ୍ରତ କରିଛି।
‘ସୋନିଆ ଗାନ୍ଧି ସଭାପତି ଥିଲେ ମଧ୍ୟ ରାହୁଲଙ୍କ ଇଚ୍ଛା ଅନୁସାରେ ହିଁ ସବୁ ଚାଲେ। ଏପରିକି ରାହୁଲଙ୍କ ପିଏ ଓ ସୁରକ୍ଷାକର୍ମୀ ମଧ୍ୟ ନିଷ୍ପତ୍ତି ନେଇଥାନ୍ତି।’ ଏହାସହ କଂଗ୍ରେସରେ କିଛି ଠିକ୍ ଚାଲିନି ବୋଲି ଇସ୍ତଫାପତ୍ରରେ ଗୁଲାମନବୀ ଜଣାଇଛନ୍ତି।
ଆତଙ୍କବାଦୀଙ୍କ ଅନୁପ୍ରବେଶ ବେଳର ଭିଜୁଆଲ୍କୁ ଭାରତୀୟ ସେନା ସାର୍ବଜନୀନ କରିଛି। ପାକିସ୍ତାନ କିଭଳି ଅସ୍ଥିରfତା ସୃଷ୍ଟି ପାଇଁ ଉଦ୍ୟମ କରୁଛି ତାହା ଏଥିରୁ ସ୍ପଷ୍ଟ ହେଉଛି।
ଗୁଲାମନବୀ, ରାହୁଲ ଗାନ୍ଧିଙ୍କୁ ଟାର୍ଟେଟ କରିବା ସହ କଡ଼ା ମନ୍ତବ୍ୟ ଦେଇଛନ୍ତି। ସେ କହିଛନ୍ତି ଯେ, ‘ରାହୁଲ ଗାନ୍ଧିଙ୍କ ପ୍ରବେଶ ପରେ କଂଗ୍ରେସରେ ସବୁ ଗଡ଼ବଡ଼ି ଆରମ୍ଭ ହେଲା।
ସାମାନ୍ୟ ବଢିଲା ସୁନା ଦର। ଭାରତୀୟ ବଜାରରେ ପ୍ରତିଦିନ ସୁନା-ରୂପା ଦରରେ ପରିବର୍ତ୍ତନ ହୋଇଥାଏ । ଆଜି ଦର ସାମାନ୍ୟ ବୃଦ୍ଧି ପାଇଛି । ଫଳରେ ୨୪ କ୍ୟାରେଟ୍ ସୁନା ୧୦ ଗ୍ରାମ ମୂଲ୍ୟ ପିଛା ୫୩,୪୦୦ ରହିଛି ।
CWC ବୈଠକ ପୂର୍ବରୁ କଂଗ୍ରେସକୁ ବଡ଼ ଝଟକା ।
ଦୁର୍ଘଟଣାରେ ଯୋଗୀ ଆଦିତ୍ୟନାଥଙ୍କ OSD ମୋତିଲାଲ୍ ସିଂଙ୍କ ମୃତ୍ୟୁ ଘଟିଥିବା ବେଳେ ତାଙ୍କ ପତ୍ନୀ ଓ ଡ୍ରାଇଭର ଗୁରୁତର ଆହତ ହୋଇଛନ୍ତି। କୌଣସି ଜନ୍ତୁକୁ ବଞ୍ଚାଇବାକୁ ଯାଇ ଏହି ଦୁର୍ଘଟଣା ଘଟିଥିବା ସୂଚନା ମିଳିଛି।
ଗୁରୁବାର ଦିନ ସହରରେ ଥିବା ଏହି ୩ ମହଲା ବିଲ୍ଡିଂରେ ହଠାତ୍ ନିଆଁ ଲାଗି ଯାଇଥିଲା। ୩ ଘଣ୍ଟାର ସଂଘର୍ଷ ପରେ ହୁତୁହୁତୁ ହୋଇ ଜଳୁଥିବା ନିଆଁକୁ ଆୟତ୍ତ କରାଯାଇଥିଲା।
ତୋମର ରାଜର ସ୍ୱଘୋଷିତ ବଂଶଧର କୁୱର ମହେନ୍ଦ୍ର ଧ୍ୱଜ ପ୍ରସାଦ ସିଂହଙ୍କ କୁତବ ମିନାରର ମାଲିକାନା ଦାବିକୁ ବିରୋଧ କରିଛି ASI। ବିଭାଗ କହିଛି ଯେ ହସ୍ତକ୍ଷେପ ଆବେଦନ ଭିତ୍ତିହୀନ ଏବଂ ଏହାର କୌଣସି ଯୁକ୍ତିଯୁକ୍ତ କିମ୍ବା ଆଇନଗତ ତର୍କ ନାହିଁ।
ରାଜୁଙ୍କ ପରିବାର ଲୋକଙ୍କ ଅନୁରୋଧ ପରେ ତାଙ୍କୁ ମେଡିକାଲ ବ଼େଡ୍ରେ ଶୁଣାଯାଉଥିଲା ବିଗ୍ ବି ଅମିତାଭଙ୍କ ସ୍ବର।
ବିଜେପି ନେତ୍ରୀ ସୋନାଲି ଫୋଗାଟଙ୍କ ରହସ୍ୟଜନକ ମୃତ୍ୟୁ ନେଇ ଚର୍ଚ୍ଚା ଜାରି ରହିଛି। ଏହି ଘଟଣାରେ ଗୋଆ ପୁଲିସ ହତ୍ୟା ମାମଲା ରୁଜୁ କରିଛି।
ପାକିସ୍ତାନ ଗୁଇନ୍ଦା ସଂସ୍ଥାର କର୍ଣ୍ଣେଲ ୟୁନୁସ୍ ଚୌଧୁରୀ ତାଙ୍କୁ ପଠାଇଥିଲେ । ୩୦୦୦୦ ଟଙ୍କା ପାଇଁ ଆକ୍ରମଣ କରିବାକୁ ଆସିଥିଲା ।
ଯଦି ଆପଣ ଜିଓର ପ୍ରିପେଡ୍ ସିମ୍ ବ୍ୟବହାର କରୁଛନ୍ତି ଏବଂ ଏହାସହ ଅନ୍ଲିମିଟେଡ୍ ଡାଟା, ଭଏସ୍ କଲ୍ ଓ ଏସ୍ଏମ୍ଏସ୍, ମାଗଣା OTT ସବସ୍କ୍ରିପସନ୍ ସୁବିଧା ପାଇବାକୁ ଚାହୁଁଛନ୍ତି, ତେବେ ଆପଣଙ୍କ ପାଇଁ ଜିଓ ଆଣିଦେଇଛି ଏକ ଭଲ ଅଫର୍ । ତେବେ ଜାଣନ୍ତୁ କଣ ରହିଛି ଜିଓର ବର୍ଷକର ପ୍ରିପେଡ୍ ପ୍ଲାନ୍ର ସୁବିଧା ।
ପ୍ରାୟ ୨୫ ଜଣ AAP ବିଧାୟକଙ୍କ ସହ ଯୋଗାଯୋଗ ହୋଇପାରୁନଥିବା ଜଣାପଡ଼ିଛି। ଏନେଇ ଦିଲ୍ଲୀ ସରକାରଙ୍କ ସଙ୍କଟ ବଢ଼ିଛି।
ବଢିଲା ସୁନା ଦର । ଆଜି ଦର ସାମାନ୍ୟ ବୃଦ୍ଧି ପାଇଛି । ଫଳରେ ୨୪ କ୍ୟାରେଟ୍ ସୁନା ୧୦ ଗ୍ରାମ ମୂଲ୍ୟ ପିଛା ୫୩,୩୦୦ ଟଙ୍କା ରହିଛି ।
କିଛି ଟଙ୍କା ଦେଇ ଜଣେ ପାକିସ୍ତାନ କର୍ଣ୍ଣେଲ ଆତଙ୍କବାଦୀଙ୍କୁ ଭାରତରେ ଆକ୍ରମଣ ପାଇଁ ପଠାଇ ଥିବା ଜଣାପଡ଼ିଛି। ପାକ୍ ଅଧିକୃତ କାଶ୍ମୀରରୁ ଆସିଥିବା ଆତଙ୍କବାଦୀ ତବ୍ରକ୍ ହୁସେନ୍ ଭାରତୀୟ ସେନା ହାତରେ ଧରାପଡ଼ିବା ପରେ ସତ ସାମ୍ନାକୁ ଆସିଛି।
ଶ୍ରମିକମାନେ ବେଙ୍ଗାଲୁରୁ ଯାଉଥିବା ବେଳେ ସିରା ନିକଟ NHରେ ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲେ। ଖବରପାଇ ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।
ଆବଶ୍ୟକତା ଠାରୁ ଅଧିକ ଦରକାର ହେଉଥିବା ଜିନିଷ ହିଁ ବିଷ ।
ଗୁଜରାଟର ବନସ୍କଣ୍ଠ ଜିଲ୍ଲା ପାଲନପୁର ବ୍ଲକ ଅନ୍ତର୍ଗତ କୁଶକଲ୍ ଗ୍ରାମରେ ପରମ୍ପରା ରହିଛି କି, ସମସ୍ତ ବୁଲା କୁକୁରଙ୍କୁ ବିଳାସପୂର୍ଣ୍ଣ ଜୀବନ ଉପଭୋଗ କରିବାକୁ ଦିଆଯାଇଥାଏ । ତାସାଙ୍ଗକୁ ତାଙ୍କୁ କୋଟିପତି ମଧ୍ୟ କରାଯାଇଥାଏ ।