‘ସୋନିଆ ଗାନ୍ଧି ସଭାପତି ଥିଲେ ମଧ୍ୟ ରାହୁଲଙ୍କ ଇଚ୍ଛା ଅନୁସାରେ ହିଁ ସବୁ ଚାଲେ। ଏପରିକି ରାହୁଲଙ୍କ ପିଏ ଓ ସୁରକ୍ଷାକର୍ମୀ ମଧ୍ୟ ନିଷ୍ପତ୍ତି ନେଇଥାନ୍ତି।’ ଏହାସହ କଂଗ୍ରେସରେ କିଛି ଠିକ୍ ଚାଲିନି ବୋଲି ଇସ୍ତଫାପତ୍ରରେ ଗୁଲାମନବୀ ଜଣାଇଛନ୍ତି।