• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Ghulam Nabi Azad

Ghulam Nabi Azad
ଆତଙ୍କୀଙ୍କ ଟାର୍ଗେଟରେ ଗୁଲାମନବୀ, ସୋସିଆଲ ମିଡିଆରେ ଧମକଭରା ପୋଷ୍ଟର ଜାରି

ଲଶ୍କର-ଇ-ତୋଇବା ସହ ଜଡିତ ରେଜିଷ୍ଟାନ୍ସ ଫ୍ରଣ୍ଟ (ଟିଆରଏଫ) ଆତଙ୍ଗୀ ସଂଗଠନ ପକ୍ଷରୁ ଗୁଲାମନବୀଙ୍କୁ ଧମକ

Special story
୫୦ ବର୍ଷର ସମ୍ପର୍କ ତୁଟାଇ କଂଗ୍ରେସରୁ ‘ଆଜାଦ୍’ ହେଲେ ଆଜାଦ୍

ନେତା ନିର୍ବାଚନ ଲାଗି CWC ବୈଠକ ପୂର୍ବରୁ କଂଗ୍ରେସକୁ ବଡ଼ ଝଟକା । ଦଳ ସହ ସମସ୍ତ ପଦପଦବୀ ସହ ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି ଏକଦା ଗାନ୍ଧି ପରିବାରର ଅତି ଘନିଷ୍ଠ ବରିଷ୍ଠ ନେତା ଗୁଲାମ୍ ନବୀ ଆଜାଦ୍ । ସୋନିଆଙ୍କୁ ଲେଖିଥିବା ୫ ପୃଷ୍ଠାର ଇସ୍ତଫାପତ୍ରରେ ସେ ରାହୁଲଙ୍କ ପିଲାଳିଆମୀ ଓ ଅପରିପକ୍ୱତାକୁ ନେଇ ବର୍ଷିଛନ୍ତି ।

Special story
କଂଗ୍ରେସରୁ ‘ଆଜାଦ୍’ ହେଲେ ଆଜାଦ୍ : ଦଳ ଛାଡ଼ିଲେ, ରାହୁଲଙ୍କ ଉପରେ ଧୁମ୍ ବର୍ଷିଲେ

ଇସ୍ତଫାପତ୍ରରେ ରାହୁଲଙ୍କ ପିଲାଳିଆମୀ ଓ ଅପରିପକ୍ୱତାକୁ କଡ଼ା ସମାଲୋଚନା

Rahul Gandhi's PA And His Security Officer Also Taking Decision
‘ସୋନିଆ କେବଳ ନାମକୁମାତ୍ର ଦଳ ମୁଖ୍ୟ, କିନ୍ତୁ ରାହୁଲ ସର୍ବେସର୍ବା’

‘ସୋନିଆ ଗାନ୍ଧି ସଭାପତି ଥିଲେ ମଧ୍ୟ ରାହୁଲଙ୍କ ଇଚ୍ଛା ଅନୁସାରେ ହିଁ ସବୁ ଚାଲେ। ଏପରିକି ରାହୁଲଙ୍କ ପିଏ ଓ ସୁରକ୍ଷାକର୍ମୀ ମଧ୍ୟ ନିଷ୍ପତ୍ତି ନେଇଥାନ୍ତି।’ ଏହାସହ  କଂଗ୍ରେସରେ କିଛି ଠିକ୍ ଚାଲିନି ବୋଲି ଇସ୍ତଫାପତ୍ରରେ ଗୁଲାମନବୀ ଜଣାଇଛନ୍ତି।

Senior leader Ghulam Nabi Azad resigns from Congress
‘ରାହୁଲ ଗାନ୍ଧିଙ୍କ ପ୍ରବେଶ ପରେ କଂଗ୍ରେସରେ ସବୁ ଗଡ଼ବଡ଼ି ଆରମ୍ଭ ହେଲା’

ଗୁଲାମନବୀ, ରାହୁଲ ଗାନ୍ଧିଙ୍କୁ ଟାର୍ଟେଟ କରିବା ସହ କଡ଼ା ମନ୍ତବ୍ୟ ଦେଇଛନ୍ତି। ସେ କହିଛନ୍ତି ଯେ, ‘ରାହୁଲ ଗାନ୍ଧିଙ୍କ ପ୍ରବେଶ ପରେ କଂଗ୍ରେସରେ ସବୁ ଗଡ଼ବଡ଼ି ଆରମ୍ଭ ହେଲା।

Ghulam Nabi Azad, Jayram Ramesh
ଗୁଲାମ ନବି ଆଜାଦଙ୍କୁ ପଦ୍ମ ପୁରସ୍କାର ଦେବା ନେଇ ତେଜିଲା ବିବାଦ

କଂଗ୍ରେସରେ ତେଜିଲା ପଦ୍ମ ସମ୍ମାନ ଝଡ଼ । ପୁରୁଖା ରାଜନେତା ତଥା ଜାମ୍ମୁ ଓ କଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ଗୁଲାମନବୀ ଆଜାଦଙ୍କୁ ପଦ୍ମ ଭୂଷଣ ସମ୍ମାନ ନେଇ କଂଗ୍ରେସରେ ଝଡ଼ । କପିଲ ସିବଲ, ଶଶୀ ଥରୁର, ଆନନ୍ଦ ଶର୍ମା ଓ ରାଜ ବବର୍ଙ୍କ ଭଳି ବରିଷ୍ଠ ନେତା ଆଜାଦଙ୍କୁ ଶୁଭେଚ୍ଛା ଜଣାଇଥିବା ବେଳେ, ଗାନ୍ଧୀ ପରିବାର ଅନୁଗତ ଜୟରାମ ରମେଶ କଟାକ୍ଷ କରିଛନ୍ତି ।