• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

National Updates

PAN-Aadhaar link
ସାବଧାନ ! ପାନ୍-ଆଧାର ଲିଙ୍କ୍‌ ନଥିଲେ ଦେବେ ମୋଟା ଅଙ୍କର ଜୋରିମାନା

ଜୁଲାଇ ୧ ରୁ ଏହି ସବୁ କ୍ଷେତ୍ରରେ ବଡ଼ ଧରଣର ପରିବର୍ତ୍ତନ ହେବାକୁ ନିଆଯାଇଛି ନିଷ୍ପତ୍ତି। ପାନ-ଆଧାର ସଂଯୋଗ ହୋଇନଥିଲେ ଦେବାକୁ ପଡ଼ିବ ୧ ହଜାର ଜୋରିମାନା। ସେପଟେ ଏସି ଓ ଗ୍ୟାସ ଦରରେ ଏତିକି ଟଙ୍କା ହୋଇପାରେ ବୃଦ୍ଧି।

From Auto Driver To CM
କାଲି ଅଟୋ ଚଲଉଥିଲେ, ଆଜି ମୁଖ୍ୟମନ୍ତ୍ରୀ...

ଅଟୋ ଚାଳକରୁ ମୁଖ୍ୟମନ୍ତ୍ରୀ ହୋଇଛନ୍ତି  ୫୮ ବର୍ଷୀୟ ଏକନାଥ ସିନ୍ଦେ। ଆକ୍ରମଣାତ୍ମକ ଆଭିମୁଖ୍ୟ ରଖିଥିବା ଜଣେ ଶିବସୈନିକ ଭାବେ ଏକନାଥ ସିନ୍ଦେ ଜଣାଶୁଣା। 

Supreme Court Blasts Suspended BJP Leader Nupur Sharma
‘ପୂରା ଦେଶକୁ କ୍ଷମା ମାଗନ୍ତୁ ନୁପୂର’

ବିବାଦୀୟ ମନ୍ତବ୍ୟ ପାଇଁ ସୁପ୍ରିମକୋର୍ଟ ନିଲମ୍ବିତ ବିଜେପି ନେତା ନୁପୂର ଶର୍ମାଙ୍କୁ କଡ଼ା ଭର୍ତ୍ସନା କରିବା ସହ ପୂରା ଦେଶକୁ କ୍ଷମା ମାଗିବା ପାଇଁ କହିଛନ୍ତି।

gold price hike
ପୁଣି ମହଙ୍ଗା ହେବ ସୁନା କିଣା : ବଢ଼ିଲା ଆମଦାନୀ ଶୁଳ୍କ

ପୁଣି ବଢ଼ିବ ସୁନା ଦର । ୟୁକ୍ରେନ୍‌-ଋଷିଆ ଯୁଦ୍ଧ ପର ଠାରୁ ସୁନା ଦର କମି ନଥିବା ବେଳେ ପୁଣି ବଢ଼ିବ ।

Chennai Teen Dies By Suicide Before NEET Exam
NEET ପରୀକ୍ଷା ପୂର୍ବରୁ ଜୀବନ ହାରିଲେ ଛାତ୍ର, ମୃତ୍ୟୁ ପୂର୍ବରୁ ଛାଡ଼ିଥିଲେ ଭିଡିଓ ମେସେଜ୍‌ !

ଚେନ୍ନାଇରେ ଜଣେ ମେଡିକାଲ୍‌ ଆଶାୟୀ NEET ପରୀକ୍ଷାର କିଛି ସପ୍ତାହ ପୂର୍ବରୁ ଆତ୍ମହତ୍ୟା କରିଛନ୍ତି। ମୃତ୍ୟୁ ପୂର୍ବରୁ ଏକ ଭିଡିଓ କରି ବାପାମା’ ଓ ଭାଇ-ଭଉଣୀଙ୍କୁ କିଛି ମେସେଜ୍‌ ଦେଇଥିବା ଜଣାପଡ଼ିଛି। ଯାହା ଏବେ ସାମ୍ନାକୁ ଆସିଛି।

Special story
ବିଚ ବଜାରରେ ସ୍ୱାମୀଙ୍କୁ ନିର୍ଦ୍ଧୁମ୍‌ ମାଡ଼ : ମଉକା ଦେଖି ଘଟଣାସ୍ଥଳରୁ ଫୁର୍‌ ହୋଇଗଲା ଗର୍ଲଫ୍ରେଣ୍ଡ୍‌

ସ୍ତ୍ରୀ ମାଡ଼ରେ ସ୍ୱାମୀ ଘାଇଲା । ପରକୀୟା ପ୍ରୀତି ଧରାପଡ଼ିବା ପରେ ଛେଚା ଖାଇଲେ ।

Commercial LPG cylinder price reduced across India
ଆହୁରି ଶସ୍ତା ହେଲା LPG ଗ୍ୟାସ୍‌

ଗତ ମାସରେ ତୈଳ କମ୍ପାନୀ ଗୁଡ଼ିକ କମର୍ସିଆଲ୍‌ LPG ସିଲିଣ୍ଡର ଦାମ୍‌ କମ୍‌ କରିଥିବା ବେଳେ ଚଳିତ ମାସ ଆରମ୍ଭରୁ ପୁଣି ଏହି ଦାମ୍‌ ହ୍ରାସ ପାଇଛି। ଆଜିଠୁ ନୂଆ ଦର ଲାଗୁ ହୋଇଛି।

Maharashtra Political Crisis
ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ଏକନାଥ ସିନ୍ଦେ

ସିନ୍ଦେଙ୍କୁ ଶପଥ ପାଠ କରାଇଲେ ରାଜ୍ୟପାଳ ଭଗତ ସିଂ କୋସିୟାରୀ।

  • Thursday, 30 June 2022
landslide-affected area.
ମଣିପୁରରେ ଭୟଙ୍କର ଭୂସ୍ଖଳନ, ୭ ଯବାନ ସହିଦ

ଏହି ଭୂସ୍ଖଳନ ଯୋଗୁ ଇଜାଇ ନଦୀ ପ୍ରଭାବିତ ହୋଇଛି। ମାଟି ଧସି ନଦୀରେ ମିଶିଛି।

Shinde lands in Mumbai, to meet Fadnavis, Guv and stake claim to form govt
ମୁମ୍ବାଇ ପହଞ୍ଚିଲେ ସିନ୍ଦେ; ମହାରାଷ୍ଟ୍ରକୁ ମିଳିବ ନୂଆ ମୁଖ୍ୟମନ୍ତ୍ରୀ

ହାରାଷ୍ଟ୍ରକୁ ମିଳିବ ନୂଆ ମୁଖ୍ୟମନ୍ତ୍ରୀ । ସରକାର ଗଠନ ନେଇ ଦାବି ଜଣାଇବ ବିଜେପି ।

Avoid These Things On Whatsapp
ଭୁଲ୍‌ରେ WhatsAppରେ ଏସବୁ ଜିନିଷ ଶେୟାର କରନ୍ତୁ ନାହିଁ, ନଚେତ୍‌ ଜେଲ୍‌ ଯାଇପାରନ୍ତି !

ଆପଣ ଯଦି WhatsAppରେ କିଛି ଶେୟାର କରୁଛନ୍ତି, ତା’ହେଲେ ଅନେକ କିଛି ଜିନିଷ ଉପରେ ଧ୍ୟାନ ରଖିବା ଉଚିତ୍‌। ଏଥିପ୍ରତି ଧ୍ୟାନ ନଦେଲେ ହୁଏତ ଆପଣଙ୍କୁ ଜେଲ୍‌ ମଧ୍ୟ ହୋଇପାରେ। 

Devendra fadnavis
ଜୁଲାଇ ୧ରେ ଶପଥ ନେବେ ଦେବେନ୍ଦ୍ର ଫଡନାଭିସ !

ଆସନ୍ତାକାଲି ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇପାରନ୍ତି ଦେବେନ୍ଦ୍ର ଫଡନାଭିସ ।

Andhra Pradesh
ବିଲକୁ ଯିବାବେଳେ ଅଟୋ ଉପରେ ଖସି ପଡ଼ିଲା ବିଦ୍ୟୁତ ତାର : ଜୀବନ୍ତ ଜଳିଗଲେ ୮ଚାଷୀ

ଚାଷ କାମକୁ ଯିବାବେଳେ ଅଘଟଣ, ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଜଳିଗଲେ ୮ଚାଷୀ

BJP celebrates after Uddhav Thackeray resigns as Maharashtra CM
ଉଦ୍ଧବ OUT, ମିଠା ଖାଇ ସେଲିବ୍ରେସନ କଲେ ବିଜେପି ନେତା

ଇସ୍ତଫା ପତ୍ର ଦେବା ପରେ ଉଦ୍ଧବ ଠାକ୍‌ରେ ମନ୍ଦିର ଯାଇ ପୂଜାର୍ଚ୍ଚନା କରିଛନ୍ତି। ସେପଟେ ସେଲିବ୍ରେସନ ମୁଡ୍‌ରେ ମହାରାଷ୍ଟ୍ର ବିଜେପି। 

uddhav thackeray
ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ଉଦ୍ଧବ ଠାକ୍‌ରେ

ଉଦ୍ଧବ ସରକାରଙ୍କୁ ସୁପ୍ରିମକୋର୍ଟଙ୍କ ଝଟକା ପରେ ମୁଖ୍ୟମନ୍ତ୍ରୀ ପଦରୁ ବିଦାୟ ନେଲେ ଉଦ୍ଧବ।

Indian MMA fighter alleges assault by Afghan fighter and fans, FIR lodged
ଦିଲ୍ଲୀରେ ଓଡ଼ିଆ ଫାଇଟର୍‌ଙ୍କୁ ଆକ୍ରମଣ ! ଓଡ଼ିଆ ଫାଇଟରଙ୍କ ମୁହଁ ହାଡ଼ ଭାଙ୍ଗିଦେଲେ ଆଫଗାନୀ ଖେଳାଳି

ଓଡ଼ିଆ ଫାଇଟର୍‌ଙ୍କୁ ଆକ୍ରମଣ କଲେ ଆଫଗାନିସ୍ତାନ ଖେଳାଳି ଓ ଆଫଗାନୀ ଦର୍ଶକ..

Indian Coast Guard chief lands Dhruv Mark III chopper on moving warship | Watch
ଏଣିକି ସାବାଡ୍‌ ହେବେ ଡ୍ରଗ୍ସ ମାଫିଆ; ଆକଶରୁ ନଜର ରଖିବ କୋଷ୍ଟଗାର୍ଡ

ଡ୍ରଗ୍ସ କାରବାରକୁ ଆକାଶ ମାର୍ଗରୁ ନଜର ରଖିବ କୋଷ୍ଟଗାର୍ଡ ।

Maharashtra Political Crisis: Supreme Court
କାଲି ମହାରାଷ୍ଟ୍ର ଫ୍ଲୋର ଟେଷ୍ଟ: ରହିତାଦେଶ ଦେବାକୁ ମନାକଲେ ସୁପ୍ରିମକୋର୍ଟ

ଗାଦି ଖସିଯିବା ପୂର୍ବରୁ ଆଜି ଶେଷ ହିନ୍ଦୁତ୍ୱ କାର୍ଡ ଖେଳିଛନ୍ତି ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍‌ରେ।

Udaipur Hindu tailor murder accused Mohammed Ghaus, Riyaz Ansari have Pakistan connection
ଉଦୟପୁରରେ ଟେଲର ମୁଣ୍ଡକାଟ୍ ଘଟଣାରେ ପାକିସ୍ତାନୀ ଆତଙ୍କୀ ସଂସ୍ଥା ଦଓ୍ୱାତ୍-ଏ-ଇସଲାମର ଲିଙ୍କ

ଉଦୟପୁରରେ ଟେଲର ମୁଣ୍ଡକାଟ୍ ଘଟଣାରେ ପାକିସ୍ତାନୀ ଆତଙ୍କୀ ସଂସ୍ଥା ଦଓ୍ୱାତ୍-ଏ-ଇସଲାମର ଲିଙ୍କ: ଦୁଇ ଅଭିଯୁକ୍ତ କରାଚି ଓ ନେପାଳ ଯାଇଥିବା ସୂଚନା

Woman gave birth four children agra uttar Pradesh auto driver asked for help hospital doctors
ପୁଅ ଆଶା କରିଥିଲେ,ଏକା ସାଙ୍ଗରେ ଜନ୍ମହେଲେ ୪ ଛୁଆ...

ପୁଅ ଆଶା କରିବା ପଡିଲା ମହଙ୍ଗା, ଏକା ସହିତ ୪ଟି ଯାଆଁଳା ଶିଶୁ ଜନ୍ମ ଦେଲେ ମହିଳା....

Pakistan links emerge from savage Udaipur murder
ଉଦୟପୁର ହତ୍ୟା ମାମଲାର ଚାଞ୍ଚଲ୍ୟକର ଖୁଲାସା: ସାମ୍ନାକୁ ଆସିଲା ପାକିସ୍ତାନୀ ଲିଙ୍କ୍‌

ଉଦୟପୁରରେ ଟେଲର ମୁଣ୍ଡକାଟ୍ ଘଟଣାରେ ପାକିସ୍ତାନୀ ଆତଙ୍କୀ ସଂସ୍ଥା ଦଓ୍ୱାତ୍-ଏ-ଇସଲାମ୍ର ଲିଙ୍କ...

New labour law from july 1
ଜୁଲାଇ ୧ରୁ କାର୍ଯ୍ୟ ଅବଧି ୮ ପରିବର୍ତ୍ତେ ୯ରୁ ୧୨ ଘଣ୍ଟା ହେବ

୧ରୁ ଲାଗୁହେବ ନୂଆ ଶ୍ରମ ଆଇନ। ଏଥିରେ ନିଯୁକ୍ତି ଦାତା ଦୈନିକ କାର୍ଯ୍ୟ ଅବଧି ବଢାଇ ପାରିବେ। ତେବେ ସେମାନଙ୍କୁ ସାପ୍ତାହିକ ଛୁଟି ବା ଓ୍ୱିକିଲ୍ ଅଫ୍ ସଂଖ୍ୟା ବି ବଢାଇବାକୁ ପଡିବ।