୧୪ଟି ଟ୍ୱିଟ୍ କରି ସ୍ପଷ୍ଟ କଲେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ
ସ୍ପେଶାଲ ଟିମ୍ ଗଠନ କରି ଅଭିଯୁକ୍ତଙ୍କୁ ଖୋଜୁଛି ପୋଲିସ । ଅପରାଧୀଙ୍କୁ ଆଦୌ ଛଡ଼ାଯିବନି କହିଲେ ହରିୟାଣା ମୁଖ୍ୟମନ୍ତ୍ରୀ ଖଟ୍ଟର ।
ଆମେରିକୀୟ ଡଲାର ତୁଳନାରେ ଭାରତୀୟ ମୁଦ୍ରା ସର୍ବନିମ୍ନ ସ୍ତରରେ ପହଞ୍ଚିଛି । ଆଜି ସକାଳେ କାରବାର ଆରମ୍ଭରେ ଡଲାର ତୁଳନାରେ ଭାରତୀୟ ମୁଦ୍ରାର ମୂଲ୍ୟ ୮୦ ଟଙ୍କା ଛୁଇଁଛି ।
ଶିବସେନାର ସାଂସଦଙ୍କୁ ନେଇ ଏବେ ଚର୍ଚ୍ଚା । ପୁଣି ଲାଗିପାରେ ଉଦ୍ଧବ ଠାକରେଙ୍କୁ ଆଉ ଏକ ଝଟକା । ଶିବସେନାର ୧୮ ଜଣ ସାଂସଦଙ୍କ ମଧ୍ୟରୁ ୧୨ ଜଣ ସାଂସଦଙ୍କ ସହ ସିନ୍ଦେ ଅନଲାଇନ୍ ବୈଠକ କରିଛନ୍ତି।
ପୋଲିସ DSPଙ୍କୁ ଡମ୍ପର ଚଢ଼ାଇ ହତ୍ୟା ।
ପୁଣି ଶିବସେନାରେ ଆରମ୍ଭ ହୋଇଛି ବିଦ୍ରୋହ। ବିଧାୟକଙ୍କ ପରେ ସାଂସଦଙ୍କର ପାଳି ପଡିଛି। ଉଦ୍ଧବ ଗୋଷ୍ଠୀଙ୍କ ୧୨ ଜଣ ବିଦ୍ରୋହୀ ସାଂସଦଙ୍କୁ ଦିଆଯାଇଛି ‘ୱାଇ’ କ୍ୟାଟେଗୋରୀ ସୁରକ୍ଷା।
ସରକାରଙ୍କ ବଡ଼ ନିଷ୍ପତ୍ତି। ଏଣିକି ଟ୍ରାଫିକ ନିୟମ ଭାଙ୍ଗିଲେ କେବଳ ଜୋରିମାନା ନୁହେଁ ବରଂ ମେଡ଼ିକାଲରେ ଯାଇ କରିବାକୁ ପଡ଼ିବ ରକ୍ତଦାନ। ଯଦି ନିୟମ ନମାନନ୍ତି, ତେବେ ଜାଣନ୍ତୁ କଣ ରହିଛି ନୂଆ ନିୟମ..
ସରକାରଙ୍କ ବଡ଼ ନିଷ୍ପତ୍ତି। ଏଣିକି ଟ୍ରାଫିକ ନିୟମ ଭାଙ୍ଗିଲେ କେବଳ ଜୋରିମାନା ନୁହେଁ ବରଂ ମେଡ଼ିକାଲରେ ଯାଇ କରିବାକୁ ପଡ଼ିବ ରକ୍ତଦାନ। ଯଦି ନିୟମ ନମାନନ୍ତି ତେବେ...ଜାଣନ୍ତୁ କଣ ରହିଛି ନୂଆ ନିୟମ
ପୂର୍ବରୁ ଚାଷୀଙ୍କଠୁ ଗୋବର ସଂଗ୍ରହ କରୁଥିଲେ ରାଜ୍ୟ ସରକାର
କେନ୍ଦ୍ରୀୟ ଟିମ୍ ପଠାଇଲା ସ୍ୱାସ୍ଥ୍ୟ ମନ୍ତ୍ରାଳୟ, ସଂକ୍ରମଣ ରୋକିବାକୁ ଗାଇଡଲାଇନ ଜାରି
ଜୁଲାଇ ୨୮ ସୁଦ୍ଧା ନିର୍ଦ୍ଦେଶାଳୟକୁ ନିଶ୍ଚିତ କରିବେ ବିମାନ କମ୍ପାନୀ
ଅଟୋ ଅଟକାଇଲେନି ବୋଲି ଆଖିବୁଜା ମାଡ଼ ମାରିଲେ ।
ବିରୋଧୀ ମେଣ୍ଟର ଉପରାଷ୍ଟ୍ରପତି ପ୍ରାର୍ଥୀ ମାର୍ଗାରେଟ ଆଲଭା
ରାଜ୍ୟ, ବିମାନବନ୍ଦର, ବନ୍ଦର ସ୍ୱାସ୍ଥ୍ୟ ଅଧିକାରୀଙ୍କୁ କେନ୍ଦ୍ରର ପରାମର୍ଶ
କ୍ରିଟି କେୟାର ହସ୍ପିଟାଲର ଡ. ଦୀପକ ନାମଜୋସି କହିଛନ୍ତି ଯେ, ଭୁପିନ୍ଦର ସିଂହ ୧୦ ଦିନ ପୂର୍ବରୁ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲା ।
ରାଷ୍ଟ୍ରପତି ନିର୍ବାଚନ ପାଇଁ ସରିଲା ମତଦାନ । ଭୋଟବାକ୍ସରେ ସିଲ୍ ହେଲା ଆଗାମୀ ରାଷ୍ଟ୍ରପତିଙ୍କ ଭାଗ୍ୟ
ରାଷ୍ଟ୍ରପତି ନିର୍ବାଚନ ସରିବା ପରେ ଆରମ୍ଭହେଲା ଉପରାଷ୍ଟ୍ରପତି ପାଇଁ ଅଙ୍କକଷା।
କୋଲାମ ରୁରାଲ ଏସ୍ପିଙ୍କୁ ଘଟଣାର ପୁଙ୍ଖାନୁ ପୁଙ୍ଖ ତଦନ୍ତ କରି ଆସନ୍ତା ୧୫ ଦିନ ମଧ୍ୟରେ ରିପୋର୍ଟ ଦେବାକୁ ମାନବାଧିକାର କମିଶନଙ୍କ ପକ୍ଷରୁ କଡ଼ା ନିର୍ଦ୍ଦେଶ ରହିଛି ।
କିଏ ହେବେ ଦେଶର ନୂଆ ରାଷ୍ଟ୍ରପତି: ଦ୍ରୌପଦୀ ମୁର୍ମୁ ନା ଯଶୋବନ୍ତ ସିହ୍ନା, ଭୋଟ୍ ପରେ ବାଲଟ୍ ବକ୍ସରେ ସିଲ୍ ଦୁଇ ପ୍ରାର୍ଥୀଙ୍କ ଭାଗ୍ୟ...ପ୍ରଧାନମନ୍ତ୍ରୀଙ୍କଠୁ ମୁଖ୍ୟମନ୍ତ୍ରୀ ଯାଏଁ ବାଛିଲେ ମନ ପସନ୍ଦର କ୍ୟାଣ୍ଡିଡେଟ୍...ଜୁଲାଇ ୨୧ରେ ଗଣତି, ୨୫ରେ ଶପଥ...
ସେନା ଯବାନ ହେଲିକପ୍ଟର ମାଧ୍ୟମରେ ମାଞ୍ଚିରିଅଲ ଜିଲ୍ଲାର ଚେନୁରରେ ଗୋଟିଏ ଜେସିବି ଉପରେ ଅଟକି ରହିଥିବା ଲୋକଙ୍କୁ ସୁରକ୍ଷିତ ଉଦ୍ଧାର କରି ଆଣିଛନ୍ତି ।
ପିପିଇ କିଟ୍ ପିନ୍ଧି ସବୁ ପ୍ରକାର ପ୍ରିକସନ୍ ଗ୍ରହଣ କରି, ରାଷ୍ଟ୍ରପତି ନିର୍ବାଚନ ପାଇଁ ବିଧାନସଭାରେ ନିଜର ମତ ସାବ୍ୟସ୍ତ କରିଛନ୍ତି । ଯାହାକୁ ଦେଖି ସମସ୍ତେ ଚକିତ ।
ବାପାମା’ଙ୍କୁ କାନ୍ଧରେ ଧରି କାଉଡ଼ିଆ ଯାତ୍ରାରେ ପୁଅବୋହୂ ।
ଆତ୍ମହତ୍ୟା ଘଟଣାକୁ ନେଇ ଉତ୍ତେଜନା ଲାଗି ରହିଥିବା ବେଳେ ପୋଲିସ୍ ଛାତ୍ରୀଙ୍କ ସ୍କୁଲର ଆଉ ୨ ଜଣ ଶିକ୍ଷୟିତ୍ରୀଙ୍କୁ ଗିରଫ କରିଛି । ଏହାକୁ ମିଶାଇ ଗିରଫଦାରୀ ସଂଖ୍ୟା ୫କୁ ବୃଦ୍ଧି ପାଇଛି ।
ଗତ ୭ ସପ୍ତାହରେ କରୋନା କେସ୍ ଓ ମୃତ୍ୟୁ ସଂଖ୍ୟା ଯେଉଁଭଳି ଲଗାତାର ଭାବେ ବୃଦ୍ଧି ପାଉଛି, ତାହା ଚିନ୍ତାର କାରଣ ହୋଇଛି। ଗତ ୨୪ ଘଣ୍ଟାରେ ଦେଶରେ ୧୬,୯୩୫ ସଂକ୍ରମିତ ଚିହ୍ନଟ ହୋଇଛନ୍ତି।
ଗତ ସପ୍ତାହରେ ଲଗାତାର ଭାବେ ସୁନା ଦର ହ୍ରାସ ପାଇଥିବା ବେଳେ ଆଜି ପୁଣି ସୁନା ଓ ରୁପା ଦର ବୃଦ୍ଧି ଘଟିଛି। ୨୪ କ୍ୟାରେଟ୍ ସୁନା ୨୪୮ ଟଙ୍କା ବୃଦ୍ଧି ପାଇ ପ୍ରତି ୧୦ ଗ୍ରାମକୁ ୫୦,୩୫୫ ଟଙ୍କାରେ ପହଞ୍ଚିଛି।