କେନ୍ଦ୍ର ସରକାରୀ କର୍ମଚାରୀଙ୍କୁ ପୂଜା ଭେଟି। ୪% ମହଙ୍ଗା ଭତ୍ତା ବଢ଼ାଇଲେ କେନ୍ଦ୍ର ସରକାର।
ମହଙ୍ଗା ଭତ୍ତା ଓ Dearness Reliefର ସଂଶୋଧନ ପାଇଁ କେନ୍ଦ୍ର ସରକାରୀ କର୍ମଚାରୀ ଓ ପେନ୍ସନ୍ଧାରୀ ଅପେକ୍ଷା କରିଥିବା ବେଳେ ସରକାର ଏହି ଘୋଷଣା କରିପାରନ୍ତି ବୋଲି ଚର୍ଚ୍ଚା ହେଉଛି। କାରଣ ପ୍ରତ୍ୟେକ ବର୍ଷ ଏହି ସମୟରେ ହିଁ ମହଙ୍ଗା ଭତ୍ତାରେ ବୃଦ୍ଧି ନେଇ ଘୋଷଣା ହୋଇଥାଏ।
ଦଶହରା ପୂର୍ବରୁ ରାଜ୍ୟ ସରକାରୀ କର୍ମଚାରୀଙ୍କ ପାଇଁ ଖୁସି ଖବର। ମହଙ୍ଗା ଭତ୍ତା ବଢ଼ାଇଲେ ରାଜ୍ୟ ସରକାର।