ଗତ କିଛିମାସ ହେବ ଏଲ୍ପିଜି ଗ୍ୟାସ୍ ସିଲିଣ୍ଡର ଦର(LPG Cylinder Price)ରେ ଗ୍ରାହକଙ୍କୁ କୌଣସି ଆଶ୍ୱସ୍ତି ମିଳିନାହିଁ। ଚଳିତ ମାସରେ ମଧ୍ୟ ସରକାରୀ ତୈଳ କମ୍ପାନୀ ଗ୍ୟାସ୍ ସିଲିଣ୍ଡର ଦରରେ କୌଣସି ବୃଦ୍ଧି କରି ନାହାନ୍ତି।
NDTV ପ୍ରମୋଟର କମ୍ପାନୀ ଆର୍ଆର୍ପିଆର୍ ହୋଲ୍ଡିଂ ପ୍ରାଇଭେଟ୍ ଲିମିଟେଡ୍ ବୋର୍ଡର ନିର୍ଦ୍ଦେଶକ ପଦରୁ ପ୍ରଣୟ ରୟ ଓ ରାଧିକା ରୟ ଇସ୍ତଫା ଦେବାର ଦିନକ ପରେ ଏନ୍ଡିଟିଭି ଇଣ୍ଡିଆର ସିନିୟର ଏକ୍ସକ୍ୟୁଟିଭ୍ ରବିଶ କୁମାର ଇସ୍ତଫା ଦେଇଛନ୍ତି।
ଗୁଜରାଟ ବିଧାନସଭା ନିର୍ବାଚନ ଲାଗି ଆଜି ପ୍ରଥମ ପର୍ଯ୍ୟାୟ ମତଦାନ ଆରମ୍ଭ ହୋଇଛି। ୧୯ ଜିଲ୍ଲାର ୮୯ ଆସନ ପାଇଁ ଭୋଟ୍ ଗ୍ରହଣ ଚାଲିଛି।
ଅଫତାବ ଏପରି ନାଟକ କରୁଥିଲା ଯେ ଯେମିତି କିଛି ବି ହୋଇନାହିଁ । ଏମିତିକି ଶ୍ରଦ୍ଧାଙ୍କ ଶରୀର ଖଣ୍ତ ଖଣ୍ତ ହୋଇ ଘରେ ଥିବା କଥା ବି ମୁଁ ଜାଣିପାରିନଥିଲି।
ନିଜେ ଜଗୁଆଳୀ ହିଁ ଲୁଟିନେଲେ ଟଙ୍କା । ନଭେମ୍ବର ୧୭ ତାରିଖ ସନ୍ଧ୍ୟା ୭.୫୦ରୁ ୮.୨୦ ମଧ୍ୟରେ ଅଭିଯୁକ୍ତ ଏଟିଏମରୁ ଟଙ୍କା ଚୋରି କରି ନେଇଛି ।
ଧରାପଡ଼ିଲା ସ୍ୱାମୀ ୪୨୦। ୪ ରାଜ୍ୟରେ ୬ ଜଣ ଯୁବତୀଙ୍କୁ ବିବାହ କରିଥିଲେ। ପତ୍ନୀଙ୍କ ଅଜାଣତରେ ବ୍ୟକ୍ତି ଜଣକ ସେମାନଙ୍କୁ ଧୋକା ଦେଉଥିଲେ। ହେଲେ କେହିବି ଏସମ୍ପର୍କରେ ଜାଣିପାରି ନ ଥିଲେ।
ପେଟ ଭିତରେ କଏନ୍ ଗଦା । ଅପରେସନ୍ କଲା ତିନି ଜଣିଆ ଡାକ୍ତରୀ ଟିମ୍ ।
ଜିଲ୍ଲାପାଳ ସାର୍ ଏବେ ମୋର ସ୍ତ୍ରୀ ଗୋଟେ ଦରକାର । ଦୟାକରି କିଛି କରନ୍ତୁ ।
ପ୍ରଖ୍ୟାତ ଲେଖକ ଚେତନ୍ ଭଗତ ଏବଂ ନିଜର ଅଜବଗଜବ ପରିଧାନ ପାଇଁ ଚର୍ଚ୍ଚାରେ ରହୁଥିବା ଉର୍ଫି ଜାଭେଦଙ୍କ ମଧ୍ୟରେ ଚାଲିଛି ସୋସିଆଲ୍ ମିଡିଆ ଓ୍ୱାର୍
ଡିସେମ୍ବର ୧ ତାରିଖରୁ RBI ପକ୍ଷରୁ ଲଞ୍ଚ ହୋଇଛି ଡିଜିଟାଲ ଟଙ୍କା। ପ୍ରାରମ୍ଭିକ ପର୍ଯ୍ୟାୟରେ ୪ଟି ସ୍ଥାନରେ ପରୀକ୍ଷା ମୂଳକ ଭାବେ ଏହି ଡିଜିଟାଲ ଟଙ୍କାର ବ୍ୟବହାର ଆରମ୍ଭ କରାଯିବାର ଯୋଜନା ରହିଛି।
ଆସନ୍ତା ୧୫ ଦିନ ମଧ୍ୟରେ ଏହି ରିପୋର୍ଟ ପ୍ରଦାନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ।
କମ୍ପାନୀକୁ ଚୂନ ମାରିଦେଲେ ଲୁଟେରା। ଦୁଇ ଦିନରେ ଲୁଟ୍ ହୋଇଗଲା ୧୯ ଲକ୍ଷ ଟଙ୍କାର ମୋବାଇଲ୍ ଟାୱାର। ଟାୱାର ଖୋଲାହେଲା ପିକ୍ଅପ୍ରେ ଲୋଡ୍ ହେଲା, ହେଲେ ଜାଣିପାରିଲେ ନାହିଁ କେହି।
ଜୀବନ ସିନା ଚାଲିଗଲା ହେଲେ ୬ ଜଣଙ୍କୁ ଜୀବନଦାନ ଦେଲେ।
ପାକିସ୍ତାନ ସୀମାବର୍ତ୍ତି ଅଞ୍ଚଳରେ ବାରମ୍ବାର ଧରାପଡ଼ୁଛି ସନ୍ଦିଗ୍ଧ ଡ୍ରୋନ୍।
ଆନ୍ଧ୍ର ପ୍ରଦେଶ ମୁଖ୍ୟମନ୍ତ୍ରୀ ଜଗନ ମୋହନ ରେଡ୍ଡୀଙ୍କ ଭଉଣୀ ୱାଇଏସ୍ ଶର୍ମିଲା କାର୍ ଭିତରେ ଥିବା ବେଳେ ଏପରି ଘଟଣା ଘଟିବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି।
ପାକିସ୍ତାନ ପଟୁ ଭାରତର ପଞ୍ଜାବର ଅମ୍ରିତସର ଜିଲ୍ଲା ଚାହାରପୁର ଆଡକୁ ଏକ ଡ୍ରୋନ ଆସୁଥିବା ଦେଖି ଏହି ଦୁଇ ମହିଳା କମାଣ୍ଡର ତାକୁ ଟ୍ରାକ କରିଥିଲେ । ଆଉ ଗୁଳି କରି ଖସାଇ ଦେଇଥିଲେ ।
ଚିଲ ଶତ୍ରୁପକ୍ଷର ଡ୍ରୋନ୍କୁ ଟାର୍ଗେଟ କରି ଖସାଇବ ।
ପ୍ରଥମେ ପଚାରିଲେ ନାଁ.. ମୁସଲମାନ ଜାଣି ଆତଙ୍କବାଦୀ କହିଲେ.. ଭିଡିଓ ଭାଇରାଲ ପରେ କଡ଼ା ଆକ୍ସନ
ପ୍ରଧାନ ଶିକ୍ଷକଙ୍କୁ ଦେଖି ପଳାଇଲେ ରେପିଷ୍ଟ ! ତା’ପରେ ଶିକ୍ଷକ ପାଲଟିଗଲେ ସୈତାନ, ନିଜେ ବି ଛାତ୍ରୀଙ୍କୁ ଦୁଷ୍କର୍ମ କଲେ
ବାରମ୍ବାର ଏପରି ଘଟଣାର ପୁନରାବୃତ୍ତି ହେଲେ ସୁଦ୍ଧା ରାଗିଂ କମୁନି କାହିଁକି ?
ଅଞ୍ଜନଙ୍କ ମୃତଦେହକୁ ୨୨ ଖଣ୍ଡ କରାଯାଇଥିବା ଚର୍ଚ୍ଚା ହେଉଥିବା ବେଳେ, ପୋଲିସ କହିଛି ଫ୍ରିଜ୍ରେ ୧୦ ଖଣ୍ଡ କରି ରଖାଯାଇଥିଲା ।
ଜଣେ ମୁସଲିମ ଛାତ୍ରଙ୍କୁ ଆତଙ୍କବାଦୀ କହିବା ମହଙ୍ଗା ପଡ଼ିଛି। ଫଳରେ ସମ୍ପୃକ୍ତ ପ୍ରଫେସରଙ୍କୁ କଲେଜରୁ ନିଲମ୍ବିତ କରାଯାଇଛି।
ଏବେ ଅଭିଯୁକ୍ତ ବାପାକୁ ଗିରଫ କରିଛି ପୋଲିସ୍ ।
୮୪ଟି ଦେଶରେ ଭାଳେଣି ! ରିପୋର୍ଟ ଅନୁସାରେ, ବିକ୍ରି ହୋଇଯାଇଛି ୟୁଜରଙ୍କ ତଥ୍ୟ
ଆଜିକାଲି ଗୋଟିଏ ଆକାଉଣ୍ଟରୁ ଅନ୍ୟ ଆକାଉଣ୍ଟକୁ ଟଙ୍କା ପଠାଇବା ଅତି ସହଜ ହୋଇଗଲାଣି। ଡିଜିଟାଲାଇଜେସନ୍ ଯୋଗୁ ଏପରି ସରଳୀକରଣ ହୋଇପାରିଛି। ଯଦି ଆପଣ UPI ଆପ୍ ମାଧ୍ୟମରେ ଟଙ୍କା ଟ୍ରାନ୍ସଫର୍ କରୁଛନ୍ତି, ତା’ହେଲେ ଏଥିପାଇଁ ଆପଣଙ୍କୁ କ୍ରେଡିଟ୍ କିମ୍ବା ଡେବିଟ୍ କାର୍ଡର ଆବଶ୍ୟକତା ପଡ଼ିବ ନାହିଁ।