• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Phone Pay

Cyber loot in Bhubaneswar
Cyber Loot: ଫୋନ ପେ' ଚଲାଉଥିଲେ ସାବଧାନ ! ଖାଲି ହୋଇଯାଇପାରେ ଆକାଉଣ୍ଟ

ବସ୍ ଟିକେଟ୍ କାଉଣ୍ଟର ମାଲିକଙ୍କୁ ଚୂନ ଲଗାଇଲେ ଠକ । ଫୋନ ପେ' ଅପଡେଟ୍ ନାଁରେ ଲୁଟିନେଲେ ୪ ଲକ୍ଷ ୧୦ ହଜାର ଟଙ୍କା ।

Know what to do when money is transferred to a wrong account
ଅନ୍‌ଲାଇନ୍‌ରେ ଭୁଲ୍‌ ଆକାଉଣ୍ଟକୁ ଟଙ୍କା ପଠାଇ ଦେଇଛନ୍ତି କି ? ଜାଣନ୍ତୁ କ’ଣ କରିବେ...

ଆଜିକାଲି ଗୋଟିଏ ଆକାଉଣ୍ଟରୁ ଅନ୍ୟ ଆକାଉଣ୍ଟକୁ ଟଙ୍କା ପଠାଇବା ଅତି ସହଜ ହୋଇଗଲାଣି। ଡିଜିଟାଲାଇଜେସନ୍‌ ଯୋଗୁ ଏପରି ସରଳୀକରଣ ହୋଇପାରିଛି। ଯଦି ଆପଣ UPI ଆପ୍‌ ମାଧ୍ୟମରେ ଟଙ୍କା ଟ୍ରାନ୍ସଫର୍‌ କରୁଛନ୍ତି, ତା’ହେଲେ ଏଥିପାଇଁ ଆପଣଙ୍କୁ କ୍ରେଡିଟ୍‌ କିମ୍ବା ଡେବିଟ୍‌ କାର୍ଡର ଆବଶ୍ୟକତା ପଡ଼ିବ ନାହିଁ।

UPI apps may impose transaction limit soon
ଏଣିକି UPI ପେମେଣ୍ଟ୍‌ ଆପ୍‌ରେ ମନ ଇଚ୍ଛା ଟଙ୍କା ପଠାଇ ପାରିବେନି, ଖୁବ୍‌ଶୀଘ୍ର ଲାଗୁ ହୋଇପାରେ ନୂଆ ନିୟମ...

ଖୁବ୍‌ଶୀଘ୍ର ଗୁଗଲ୍‌ ପେ’, ଫୋନ୍‌ ପେ’, ପେଟିଏମ୍ ଓ ଅନ୍ୟ ୟୁପିଆଇ ପେମେଣ୍ଟ୍‌ ଆପ୍‌(UPI payment)ରେ ଟ୍ରାଞ୍ଜାକ୍ସନ ଲିମିଟ୍‌ ଲାଗୁ ହେବାକୁ ଯାଉଛି।

Pohen Pay
ଏଣିକି ଫୋନ୍‌ ପେ’ରେ ରିଚାର୍ଜ କଲେ ଦେବାକୁ ପଡ଼ିବ ଅଧିକ ଟଙ୍କା, ଜାଣନ୍ତୁ କେତେ?

ଫୋନ୍‌ ପେ’ ବ୍ୟବହାର କାରୀଙ୍କ ପାଇଁ ବଡ଼ ଖବର। ଏଣିକି ଘରେ ବସି ସହଜରେ କରିହେବ ନାହିଁ ରିଚାର୍ଜ। କାରଣ ଏବେ ରିଚାର୍ଜ କଲେ ଦେବାକୁ ପଡ଼ିବ ଅଧିକ ଶୁଳ୍କ। ମୋଟ୍‌ ଉପରେ ଫୋନ୍‌ ପେ’ ବ୍ୟବସାୟୀଙ୍କୁ ଲାଗିବାକୁ ଯାଉଛି ବଡ଼ ଝଟ୍‌କା। ସୂଚନା ଅନୁସାରେ, ଅନଲାଇନ୍ ପେମେଣ୍ଟ ଆପ୍ଲିକେସନ ଫୋନପେ ଦେଶର ପ୍ରଥମ ଏମିତି ଆପ୍ ପାଲଟି ଯାଇଛି ଯେଉଁଥିରେ ୟୁପିଆଇ ବେଷ୍ଟ୍ଡ ଟ୍ରାଞ୍ଜାକ୍ସନ ପାଇଁ ଫିସ୍ ନେବା ଆରମ୍ଭ କରିଦେଇଛି