• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Suspended

Congress MLA
କଂଗ୍ରେସରୁ ମୋକିମ୍‌, ଚିରଞ୍ଜୀବ ସସ୍‌ପେଣ୍ଡ

କଂଗ୍ରେସ ଦଳରୁ ନିଲମ୍ବିତ ହେଲେ କଟକ ବାରବାଟୀ ବିଧାୟକ । ବିଧାୟକ ମହମ୍ମଦ ମୋକିମ୍‌ଙ୍କୁ ଦଳରୁ ସସ୍‌ପେଣ୍ଡ କରାଯାଇଛି । ଦଳ ବିରୋଧୀ କାର୍ଯ୍ୟ ପାଇଁ ତାଙ୍କୁ ଦଳ ସସ୍‌ପେଣ୍ଡ କରିଥିବା ସୂଚନା ଦିଆଯାଇଛି । ସେହିପରି ପୂର୍ବତନ ବିଧାୟକ ଚିରଞ୍ଜୀବ ବିଶ୍ୱାଳ ମଧ୍ୟ ଦଳରୁ ସସ୍‌ପେଣ୍ଡ ହୋଇଛନ୍ତି । ଦଳ ବିରୋଧୀ କାର୍ଯ୍ୟ ପାଇଁ ଏଆଇସିସି ଉଭୟଙ୍କୁ ସସ୍‌ପେଣ୍ଡ କରିଛି । ପିସିସି ସଭାପତି ଶରତ ପଟ୍ଟନାୟକଙ୍କ ଅଭିଯୋଗ ଆଧାରରେ ଉଭୟେ ସସ୍‌ପେଣ୍ଡ ହୋଇଛନ୍ତି ବୋଲି ଜଣାପଡ଼ିଛି ।

Odisha Congress
କଂଗ୍ରେସରୁ ମୋକିମ୍‌, ଚିରଞ୍ଜୀବ ସସ୍‌ପେଣ୍ଡ

ପୂର୍ବତନ ବିଧାୟକ ଚିରଞ୍ଜୀବ ବିଶ୍ୱାଳ ମଧ୍ୟ ଦଳରୁ ସସ୍‌ପେଣ୍ଡ ହୋଇଛନ୍ତି । ଦଳବିରୋଧୀ କାର୍ଯ୍ୟ ପାଇଁ ଏଆଇସିସି ଉଭୟଙ୍କୁ ସସ୍‌ପେଣ୍ଡ କରିଛି ।

professor
ଛାତ୍ରଙ୍କୁ ‘କସାବ୍’ କହିଲେ ପ୍ରଫେସର

ପ୍ରଥମେ ପଚାରିଲେ ନାଁ.. ମୁସଲମାନ ଜାଣି ଆତଙ୍କବାଦୀ କହିଲେ.. ଭିଡିଓ ଭାଇରାଲ ପରେ କଡ଼ା ଆକ୍ସନ

Cyclone Jawad Alert- Chilika Lake Floating Bridge Vessel Suspended
ଭସା ପୋଲ ବନ୍ଦ, ଡଙ୍ଗାରେ ଯାଉଛନ୍ତି ଯାତ୍ରୀ

ମାଡ଼ି ଆସୁଛି ବାତ୍ୟା : ଭସା ପୋଲ ସେବାକୁ ବନ୍ଦ କଲା ପ୍ରଶାସନ, ଡଙ୍ଗାରେ ପାର ହେଉଛନ୍ତି ଲୋକେ

prasanta jagadev
ଜେଲ୍ ଗଲେ ବାହୁବଳୀ ବିଧାୟକ ପ୍ରଶାନ୍ତ ଜଗଦେବ

ଗତ ସେପ୍ଟେମ୍ବର ୮ରେ ବିଜେପି ବାଲୁଗାଁ ମଣ୍ଡଳ ସଭାପତି ନିରଞ୍ଜନ ସେଠୀଙ୍କୁ ଆକ୍ରମଣ ଘଟଣାରେ ପ୍ରଶାନ୍ତ ଜଗଦ୍ଦେବଙ୍କ ଜାମିନ ଆବେଦନକୁ ହାଇକୋର୍ଟ ଖାରଜ ହେବା ସହ ତଳ କୋର୍ଟରେ ହାଜର ହେବାପାଇଁ ନିର୍ଦ୍ଦେଶ ଦେଇଥିଲେ।