Advertisment

ବିରାଟଙ୍କୁ ଲିପ୍‌ କିସ୍‌ କଲେ ଯୁବତୀ ! ଭାଇରାଲ ହେଇଛି ଭିଡିଓ

ଭିଡିଓରେ ଜଣେ ଯୁବତୀ କ୍ରିକେଟର ବିରାଟ କୋହଲିଙ୍କ ମହମରେ ତିଆରି ଷ୍ଟାଚ୍ୟୁକୁ ଚୁମ୍ବନ ଦେଉଛନ୍ତି । ଆଉ ଖୁବ୍‌ ସୁନ୍ଦର ଚାହାଣୀରେ ମଧ୍ୟ ବିରାଟଙ୍କ ଷ୍ଟାଚ୍ୟୁକୁ ଚାହୁଁଛନ୍ତି । ଅନ୍ୟପକ୍ଷରେ ଯୁବତୀଙ୍କର ଏହି ହରକତକୁ କେହିଜଣେ ତାଙ୍କ ମୋବାଇଲ୍‌ରେ ରେକର୍ଡ କରୁଥିବା ଦେଖିବାକୁ ମିଳୁଛି ।

author-image
Tanmay Kumar Mahalik
ଅଦ୍ୟତନ ହୋଇଛି
Virat Kohli Gets Lip Kiss From Female Fan

Girl kissing virat kohlis statue

କ୍ରିକେଟର ବିରାଟ କୋହଲିଙ୍କୁ ନେଇ ବର୍ତ୍ତମାନ ସୋସିଆଲ ମିଡିଆ ରେ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି । ଭିଡିଓରେ ଜଣେ ମହିଳା ଫ୍ୟାନ୍ସ ବିରାଟଙ୍କ ଏକ ଷ୍ଟାଚ୍ୟୁକୁ କିସ୍‌ କରୁଥିବା ନଜର ଆସିଛନ୍ତି । ଯାହାର ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେଉଛି ।

Advertisment

ସୋସିଆଲ ମିଡିଆରେ ଭାଇରାଲ ଭିଡିଓ ରେ ଜଣେ ଯୁବତୀ କ୍ରିକେଟର ବିରାଟ କୋହଲିଙ୍କ ମହମରେ ତିଆରି ଷ୍ଟାଚ୍ୟୁକୁ ଚୁମ୍ବନ ଦେଉଛନ୍ତି । ଆଉ ଖୁବ୍‌ ସୁନ୍ଦର ଚାହାଣୀରେ ମଧ୍ୟ ବିରାଟଙ୍କ ଷ୍ଟାଚ୍ୟୁକୁ ଚାହୁଁଛନ୍ତି । ଅନ୍ୟପକ୍ଷରେ ଯୁବତୀଙ୍କ ଏହି ହରକତକୁ କେହିଜଣେ ତାଙ୍କ ମୋବାଇଲ୍‌ରେ ରେକର୍ଡ କରୁଥିବା ଦେଖିବାକୁ ମିଳୁଛି ।

ଅଧିକ ପଢ଼ନ୍ତୁ: ଅନୁଷ୍କା-ବିରାଟ୍‌ଙ୍କ ବଡିଗାର୍ଡଙ୍କ ଦରମା କମ୍ପାନୀ ସିଇଓଙ୍କ ଠାରୁ ବି ଅଧିକ

Advertisment

ଭିଡିଓଟିକୁ ସୋସିଆଲ ମିଡିଆ ଟ୍ୱିଟର ରେ ଜଣେ ୟୁଜର୍ସ ସେୟାର କରିଥିବା ବେଳେ ଅନେକ ଦର୍ଶକ ଖୁବ୍‌ ପସନ୍ଦ ମଧ୍ୟ କରିଛନ୍ତି । ବହୁ ୟୁଜର୍ସ ଭିଡିଓରେ ତାଙ୍କର ମତାମତ ଦେଇଥିବା ଦେଖିବାକୁ ମିଳିଛି । ମାତ୍ର କିଛି ଘଣ୍ଟାର ପୋଷ୍ଟ ପରେ ଭିଡିଓଟିକୁ ୧ ମିଲିୟନରୁ ଅଧିକ ଦର୍ଶକ ଦେଖିସାରିଥିବା ବେଳେ ୫ ହଜାରରୁ ଅଧିକ ଦର୍ଶକ ଲାଇକ୍‌ କରିଛନ୍ତି ।

ସେହିପରି ଭିଡିଓଟିରେ ୩୮୦ରୁ ଅଧିକ କମେଣ୍ଟ କରିଛନ୍ତି ଦର୍ଶକ । ୭୯୦ ଜଣ ୟୁଜର୍ସ ରି-ଟ୍ୱିଟ୍ କରିଛନ୍ତି । ବିରାଟଙ୍କୁ ନେଇ କିଛି ଦର୍ଶକ ମଜାଦାର କମେଣ୍ଟ କରିଥିବା ମଧ୍ୟ ଦେଖିବାକୁ ମିଳିଛି ।

Virat Kohli Viral Video
Advertisment
Advertisment