ଗତ ୨୭ ଡିସେମ୍ବରରୁ ଉଜ୍ବେକିସ୍ତାନ ସହ କେନ୍ଦ୍ର ସରକାର ଏନେଇ ଯୋଗାଯୋଗରେ ରହିଛନ୍ତି ବୋଲି କେନ୍ଦ୍ରମନ୍ତ୍ରୀ ଶ୍ରୀ ମାଣ୍ଡଭୀୟ କହିଛନ୍ତି ।
ଅଫିସ୍ରୁ ଘର, ଘରୁ ଅଫିସ୍ । ଏତିକିରେ ସୀମିତ ରହିଯାଉଛି ଚାକିରିଆଙ୍କ ଜୀବନ । ତା’ଉପରେ ପୁଣି କାମ ପ୍ରେସର ପାଇଁ ସବୁବେଳେ ଚାପଗ୍ରସ୍ତ ଜୀବନ ବିତାଇବାକୁ ପଡ଼ୁଛି । ଏପରିସ୍ଥଳେ ଏହି କମ୍ପାନୀ କର୍ମଚାରୀଙ୍କ ପାଇଁ ଆଣିଛି ନୂଆ ପଲିସି ।
ଘରରୁ ଦୂରରେ ଥିବା ଭୋଟର୍ ଯଦି ଭୋଟ୍ ଦେବାକୁ ଚାହିଁବେ, ତେବେ ସେମାନଙ୍କୁ ନିଜ ବୁଥ୍କୁ ଆଉ ଆସିବାକୁ ପଡ଼ିବ ନାହିଁ।
କ୍ୟାମେରା ସାମ୍ନାରେ ବିଷ ପିଇଲେ ପରିବାରର ୩ ସଦସ୍ୟ। ମୁମ୍ବାଇର ଜଣେ ‘ପର୍ଣ୍ଣ ଅଭିନେତ୍ରୀ’ ବ୍ଲାକ୍ମେଲିଂ କରୁଥିବା ଅଭିଯୋଗ ଆଣି ପରିବାରର ସଦସ୍ୟ ଏଭଳି ଚରମ ପଦକ୍ଷେପ ନେଇଥିବା ଜଣାପଡ଼ିଛି।
ଆନ୍ତର୍ଜାତୀୟ ବଜାରରେ ସୁନା ମୂଲ୍ୟରେ ସ୍ଥିର ରହଛି । ଆନ୍ତର୍ଜାତୀୟ ବଜାରରେ ଆଜି ୧୦ ଗ୍ରାମର ୨୩ କ୍ୟାରେଟ୍ ସୁନା ଦର ୫୪,୦୦୦ ଟଙ୍କା ରହିଛି ।
କାହାକୁ ଲାଇଫ୍ ପାର୍ଟନର କରିବେ ରାହୁଲ ଗାନ୍ଧି ? କେମିତି ଝିଅ ତାଙ୍କର ପସନ୍ଦ ? ଏକ ୟୁଟ୍ୟୁବ୍ ଚ୍ୟାନେଲରେ ସାକ୍ଷାତକାର ବେଳେ ଏସମ୍ପର୍କରେ ସେ ଏହାର ପ୍ରତିକ୍ରିୟା ରଖିଛନ୍ତି।
ଆପଣମାନେ ଦେଖିଥିବେ ବସ୍ ଓ ଟ୍ରେନ୍ରେ ସିଟ୍ ପାଇଁ ଯାତ୍ରୀଙ୍କ ମଧ୍ୟରେ ଝଗଡ଼ା ହୋଇଥାଏ। ହେଲେ ଏବେ ଏହି ଝଗଡ଼ା ବିମାନ ଭିତରେ ଦେଖିବାକୁ ମିଳିଛି। ଯାହାର ଭିଡିଓ ସୋସିଆଲ୍ ମିଡିଆରେ ବେଶ୍ ଭାଇରାଲ୍ ହେବାରେ ଲାଗିଛି।
ଟ୍ୱିଟର୍ର ୱେବ୍ ଭର୍ସନକୁ ସାଇନ୍ ଇନ୍ରେ ଏରର୍ ନୋଟିସ୍ ଆସୁଥିବା ଦେଖିବାକୁ ମିଳିଛି। ଆଜି ଭୋର ସମୟରେ ଲଗ୍ ଇନ୍ ବେଳେ କିଛି ୟୁଜର୍ସଙ୍କୁ ସାଇନ୍ ଇନ୍ରେ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିଥିଲା।
୨ ଦିନ ମଧ୍ୟରେ ବିଦେଶରୁ ଫେରିଥିବା ଯାତ୍ରୀଙ୍କ ମଧ୍ୟରୁ ୩୯ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ତେଣୁ ଆଶା କରାଯାଉଛି, କେନ୍ଦ୍ର ସରକାର ଆସନ୍ତା ସପ୍ତାହରୁ ବିଶେଷ କରି ଚୀନ ଏବଂ କୋଭିଡ୍ ପ୍ରଭାବିତ ଦେଶରୁ ଭାରତକୁ ଆସୁଥିବା ଯାତ୍ରୀଙ୍କ ପାଇଁ ସ୍କ୍ରିନିଂକୁ ଜୋରଦାର କରିପାରନ୍ତି।
ଅନେକ ଆହତ ହୋଇଥିବା ସୂଚନା ମିଳିଛି।
୮ ମାସରେ ତାଙ୍କର ଅଣ୍ଟାର ମୋଟାପଣ ୧୨ ଇଂଚ ହ୍ରାସ ପାଇଥିଲା।
ରାହୁଲ ଗାନ୍ଧି ଟ୍ୱିଟ୍ ଯୋଗେ ମୋଦିଙ୍କ ମାଆଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି ।
ଆସନ୍ତା ବର୍ଷ ଶେଷ ସୁଦ୍ଧା ଏହି ଅତ୍ୟାଧୁନିକ ରେଲୱେ ବ୍ରିଜର ନିର୍ମାଣ କାମ ସରିବ ।
ସଙ୍ଗେ ସଙ୍ଗେ ନିଜ ଜ୍ୟାକେଟ୍ ଖୋଲିଦେଇ ଉକ୍ତ ବ୍ୟକ୍ତିଙ୍କୁ ଘୋଡ଼ାଇଦେଲେ ।
ଦିଲ୍ଲୀରେ ରାହୁଲ ଗାନ୍ଧିଙ୍କର ସୁରକ୍ଷା ଉଲ୍ଲଂଘନ ହୋଇଥିବା ଅଭିଯୋଗ
ପୂରଣ ହେଲା ମା’ର ଶେଷ ଇଚ୍ଛା ! ଆଇସିୟୁରେ ହେଲା ବାହାଘର । ଝିଅକୁ ବୋହୂ ବେଶରେ ଦେଖିବା ପରେ ଆରପାରିକୁ ଚାଲିଗଲେ ମହିଳା । ଭିଡିଓ ଦେଖି ଭାବୁକ ହେଲେ ଲୋକେ ।
ପୁଣି ଆଉ ଏକ ଷଡ଼ଯନ୍ତ୍ର ପଣ୍ଡ । ସିଧରାରେ ଲୁଚି ରହିଥିବା ତିନି ଆତଙ୍କବାଦୀଙ୍କୁ ନିପାତ କଲା ସେନା ।
ପଞ୍ଜାବ, ହରିୟାଣା ଓ ଉତ୍ତରାଖଣ୍ଡରେ ବି ପ୍ରବଳ ଶୀତ(Cold wave)
ପ୍ରତି ବର୍ଷ ପରି ଏଥର ମଧ୍ୟ ହ୍ୱାଟ୍ସଆପ୍, ୟୁଜର୍ସଙ୍କୁ ଦେଇଛି ବଡ଼ ଝଟ୍କା ।
ମହିଳା ଜଣଙ୍କ ପୂର୍ବ ସ୍ୱାମୀଙ୍କ ପାଖକୁ ଫେରିବାକୁ ମନା କରିବାରୁ ଏଭଳି କ୍ରୋଧର ଶିକାର ହୋଇଛନ୍ତି ।
ଘର ଲୋକଙ୍କ ଠାରୁ ଲୁଚି ନିରୋଳା ମୁହୂର୍ତ୍ତ ବିତାଇବା ପାଇଁ ଯାଇଥିଲେ । ହେଲେ ସେଠାରେ ଜୀବନ ନେଇଗଲା ପ୍ରେମିକ ।
ଭାରତ ବାୟୋଟେକ୍ ପକ୍ଷରୁ ଏହି ଭ୍ୟାକ୍ସିନ୍ ପ୍ରସ୍ତୁତ କରାଯାଇଛି।
ଆନ୍ତର୍ଜାତୀୟ ବଜାରରେ ସୁନା ମୂଲ୍ୟରେ ସ୍ଥିର ରହଛି । ଆନ୍ତର୍ଜାତୀୟ ବଜାରରେ ଆଜି ୧୦ ଗ୍ରାମର ୨୩ କ୍ୟାରେଟ୍ ସୁନା ଦର ୫୪,୦୦୦ ଟଙ୍କା ରହିଛି ।
ଏହା ଏତେ ଭୟଙ୍କର ଥିଲାଯେ, କର୍ମଚାରୀମାନେ ବାହାରକୁ ଆସିବାର ସୁଯୋଗ ପାଇନଥିଲେ।
ଏହି ରୋଷେଇରେ ପାଖାପାଖି ୧୨ଶହ ସ୍କୁଲ ପିଲା ସହଯୋଗ କରିଥିଲେ।