ନିଜର ହେଲାନି ମା’, ନିଜର ହୋଇଗଲା ଦୁଷ୍କର୍ମ କରିଥିବା ଯୁବକ
ସୁପ୍ରିମକୋର୍ଟର ୫ ଜଣିଆ ଖଣ୍ଡପୀଠ କରିବେ ଶୁଣାଣି
ସୂର୍ଯ୍ୟନଗରୀ ଏକ୍ସପ୍ରେସର ୮ଟି ବଗି ଲାଇନଚ୍ୟୁତ(train derail)
ଗୁଣ୍ଟୁରରେ ରାସନ କିଟ୍ ବଣ୍ଟନ ବେଳେ ଅଘଟଣ
ମହିଳାଙ୍କ ମୃତଦେହ ଉଦ୍ଧାର ବେଳକୁ ସେ ସମ୍ପୂର୍ଣ୍ଣ ବସ୍ତ୍ରହୀନ ଥିଲେ।
୨୦୨୩ ପାଇଁ ଆର୍ଥିକ କାରବାର କ୍ଷେତ୍ରରେ ବଦଳିଛି ଅନେକ ନିୟମ । ଆଜିଠୁ ୮ଟି କ୍ଷୁଦ୍ର ସଞ୍ଚୟ ସ୍କିମର ସୁଧହାର ବଢ଼ିଛି । ସରଳ ହୋଇଛି ଲକର୍ ନିୟମ । ନ୍ୟାସନାଲ ପେନସନ୍ ସ୍କିମରୁ ଆଂଶିକ ଅର୍ଥ ଉଠାଇପାରିବେ ହିତାଧିକାରୀ ।
ରାସ୍ତା ଉପରେ ପୋଡ଼ି ହୋଇ ଯୁବକଙ୍କ ଜୀବନ ଚାଲିଗଲା । ଶରୀର ଜଳିଯାଇଥିବାରୁ ମୃତକଙ୍କ ପରିଚୟ ମିଳିନି ।
ନୂଆବର୍ଷ ସେଲିବ୍ରେସନ୍ ବେଳେ ଯୁବତୀଙ୍କ ସହ ଜବରଦସ୍ତ ସେଲ୍ଫି ଉଠାଇବାକୁ ନେଇ ମାର୍ପିଟ୍ ହୋଇଛି। ପ୍ରଥମେ ପାଟିତୁଣ୍ଡ ପରେ ମାର୍ପିଟ୍। ଏଥିରେ ୪ ଜଣ ଆହତ ହୋଇଛନ୍ତି।
ନୂଆବର୍ଷ ଆରମ୍ଭରୁ ଅଏଲ୍ ମାର୍କେଟିଂ କମ୍ପାନୀ ଗୁଡ଼ିକ ଗ୍ରାହକଙ୍କୁ ବଡ଼ ଝଟ୍କା ଦେଇଛନ୍ତି। ବର୍ଷ ୨୦୨୩ ଆରମ୍ଭରୁ ଏଲ୍ପିଜି ସିଲିଣ୍ଡର( LPG Cylinder) ଦର ବୃଦ୍ଧି ପାଇଛି।
ନୂଆବର୍ଷରେ ଭୟଙ୍କର ଦୁର୍ଘଟଣା। ଆଜି ଭୋର ସମୟରେ କାର୍ ଓ ଟ୍ରକ୍ ମଧ୍ୟରେ ମୁହାଁମୁହିଁ ଧକ୍କା ଯୋଗୁ ୫ ଜଣଙ୍କ ମୃତ୍ୟୁ ହୋଇଛି।
କଟକ କନିକା ରାଜପରିବାରରେ ରକ୍ତର ଛିଟା ସାରା ରାଜ୍ୟକୁ ସ୍ତବ୍ଧ କରିଥିଲା। ଏଥିସହ ପକ୍ସୋ କୋର୍ଟ ବିଚାରପତିଙ୍କ ରହସ୍ୟଜନକ ମୃତ୍ୟୁ ଏବଂ ବ୍ୟାଙ୍କ ମ୍ୟାନେଜରଙ୍କ ଆତ୍ମହତ୍ୟାକୁ ନେଇ ଖେଳିଯାଇଥିଲା ଚାଞ୍ଚଲ୍ୟ।
ଥଣ୍ଡା ଲାଗିଲେ ସେ ନିଶ୍ଚୟ ଜ୍ୟାକେଟ୍ କିମ୍ବା ସ୍ୱେଟର ପିନ୍ଧିବେ କହିଲେ ରାହୁଲ ।
ଆଶା ଜଣେ ଆଥ୍ଲେଟ୍ ହେବା ସହ ଜଣେ ପର୍ବତାରୋହୀ ଭାବେ ବେଶ ଜଣାଶୁଣା ମଧ୍ୟ ।
ଏକ ଖୋଲା ଜିପ୍ରେ କିଛି ପର୍ଯ୍ୟଟକ ଉଦ୍ୟାନ ଭିତରେ ବୁଲୁଥିବା ବେଳେ ହଠାତ୍ ଏକ ଗଣ୍ଡା ସେମାନଙ୍କୁ ଗୋଡ଼ାଇ ଆସିଥିଲା। ଯାହାର ଭିଡିଓ ସୋସିଆଲ୍ ମିଡିଆରେ ଭାଇରାଲ୍ ହୋଇଛି।
ବସ୍ ଓ ଏସ୍ୟୁଭି କାର୍ ମଧ୍ୟରେ ଧକ୍କା ହେବା ଯୋଗୁ ୯ ଜଣଙ୍କ ମୃତ୍ୟୁ ହୋଇଛି। ଆଜି ସକାଳେ ଏହି ଭୟଙ୍କର ଦୁର୍ଘଟଣା ଘଟିଛି।
ସିନିୟର ସିଟିଜେନ୍ ସେଭିଂ ସ୍କିମ୍, ମନ୍ଥଲି ଇନକମ୍ ସେଭିଂ ସ୍କିମ୍, ନ୍ୟାସନାଲ ସେଭିଂ ସାର୍ଟିଫିକେଟ୍, କିଷାନ ବିକାଶ ପତ୍ର ଏବଂ ସମସ୍ତ ପୋଷ୍ଟ ଅଫିସ୍ ଟାଇମ୍ ଡିପୋଜିଟ୍ ପାଇଁ ସୁଧହାର ବଢ଼ିଛି ।
ଭୟଙ୍କର ରାସ୍ତା ଦୁର୍ଘଟଣାରେ ଆହତ କ୍ରିକେଟର୍ ରିଷବ ପନ୍ତ ବିପଦମୁକ୍ତ । ଡେରାଡୁନରେ ଚାଲିଛି ଚିକିତ୍ସା, ସହାୟତା ପାଇଁ ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀଙ୍କ ପ୍ରତିଶ୍ରୁତି ।
ଶତ ବର୍ଷର ଅର୍ଥପୂର୍ଣ୍ଣ ଜୀବନ ଜିଇଁ ଇହଧାମ ଛାଡ଼ିଲେ ମୋଦିଙ୍କ ମା ହୀରାବେନ୍ । ବନ୍ଦେ ଭାରତ ଏକ୍ସପ୍ରେସ୍ କାର୍ଯ୍ୟକ୍ରମର ଉଦ୍ଘାଟନ କଲେ ପ୍ରଧାନମନ୍ତ୍ରୀ ।
ମା’ଙ୍କ ସହ କୌଣସି ସାଧାରଣ ସଭାରେ ଯୋଗ ଦେଉନଥିଲେ ମୋଦି । କ’ଣ ରହିଛି କାରଣ ?
ଏହି କାର୍ଯ୍ୟକ୍ରମ ଚାଲିଥିବା ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହାକୁ ଭର୍ଚୁଆଲ୍ ମାଧ୍ୟମରେ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ ।
ଆନ୍ତର୍ଜାତୀୟ ବଜାରରେ ସୁନା ମୂଲ୍ୟରେ ପରିବର୍ତ୍ତନ ଦେଖାଦେଇଛି । ଆନ୍ତର୍ଜାତୀୟ ବଜାରରେ ଆଜି ୧୦ ଗ୍ରାମର ୨୪ କ୍ୟାରେଟ୍ ସୁନା ଦର ୫୪,୯୫୦ ଟଙ୍କା ରହିଛି ।
ମାଆଙ୍କ ପାର୍ଥିବ ଶରୀରକୁ କାନ୍ଧ ଦେଲେ ମୋଦି
ଯଦିଓ ପ୍ରଧାନମନ୍ତ୍ରୀ ମୋଦିଙ୍କ ମା’ ହୀରାବେନ୍ଙ୍କ ଜୀବନ ସଂଘର୍ଷମୟ ଥିଲା, କିନ୍ତୁ ଜୀବନର ପ୍ରତ୍ୟେକ ମୁହୂର୍ତ୍ତରେ ନିଜକୁ ସେ ଶୃଙ୍ଖଳିତ କରି ରଖିଥିଲେ। ମା’ଙ୍କ ସହ ମୋଦିଙ୍କ ଏକ ଖାସ୍ ସମ୍ପର୍କ ଥିଲା।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମା’ଙ୍କ ପରଲୋକ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୧୦୦ ବର୍ଷ ହୋଇଥିଲା।
ଯୁବ ବ୍ୟାପାର ଓ କ୍ରୀଡ଼ା ମନ୍ତ୍ରଣାଳୟ ଅଧୀନରେ ଥିବା କ୍ରୀଡ଼ା ବିଭାଗ ଅଧୀନରେ "ଇ-ସ୍ପୋର୍ଟ୍ସକୁ ସୂଚିତ କରାଯାଇଥିଲା । ଏହାକୁ ନେଇ ୨୩ ଡିସେମ୍ୱରରେ ବିଜ୍ଞପ୍ତି ପଠାଯାଇଥିଲା । ଇ-ସ୍ପୋର୍ଟ୍ସ ଇଣ୍ଡଷ୍ଚ୍ରୀକୁ ନିୟମିତ କରିବା ଦିଗରେ ଏହା ଏକ ପ୍ରମୁଖ ପଦକ୍ଷେପ ।