ବାପାଙ୍କ ଜୀବନ ବଞ୍ଚାଇଲା ୧୭ ବର୍ଷର ଝିଅ । ଦେଶର ସର୍ବକନିଷ୍ଠ ଅଙ୍ଗଦାତା ।
ବାପାଙ୍କ ଜୀବନ ବଞ୍ଚାଇବାକୁ ନିଜ ଯକୃତ ଦାନ କରିଛନ୍ତି ୧୭ବର୍ଷୀୟ ଝିଅ। ଏହାକରି ସେ ଭାରତର ସର୍ବକନିଷ୍ଠ ଅଙ୍ଗଦାତା ହେବାର ଗୌରବ ହାସଲ କରିଛନ୍ତି। ଏଥିପାଇଁ କିନ୍ତୁ ତାଙ୍କୁ ଅନେକ ବାଧାର ସମ୍ମୁଖୀନ ହେବାକୁ ପଡିଥିଲା।
ଏକ୍ସ-ରେ ପରେ ଏହି ଘଟଣା ପଦାକୁ ଆସିଥିଲା। ତା’ର ପାକସ୍ଥଳୀରେ ଫୋନ୍ର କିଛି ଅଂଶକୁ ଠାବ କରାଯାଇଛି।
ଖୁବଶୀଘ୍ର ବିବାହ ବନ୍ଧନରେ ଆବଦ୍ଧ ହେବାକୁ ଯାଉଛନ୍ତି OYO ପ୍ରତିଷ୍ଠାତା ତଥା ସିଇଓ ରିତେଶ ଅଗ୍ରୱାଲ। ଚଳିତ ବର୍ଷ ମାର୍ଚ୍ଚରେ ୨୯ ବର୍ଷୀୟ ଉଦ୍ୟୋଗପତି ରିତେଶ ଅଗ୍ରୱାଲ ବିବାହ କରିବେ ବୋଲି ସୂଚନା ମିଳିଛି।
ସ୍ୱାମୀ ଓ ଶାଶୁଙ୍କୁ ହତ୍ୟା କରି ମୃତଦେହକୁ ଖଣ୍ଡ ଖଣ୍ଡ କରି ଫ୍ରିଜ୍ରେ ରଖିଲା ବୋହୂ। ଗତବର୍ଷ ଅଗଷ୍ଟ ୧୭ରେ ହତ୍ୟାକାଣ୍ଡ ଘଟିଥିବା ବେଳେ ଚଳିତ ବର୍ଷ ଫେବୃଆରୀ ୧୯ରେ ସାମ୍ନାକୁ ଆସିଥିଲା।
ଜାତୀୟ ରାଜପଥରେ ଟ୍ରାଫିକ୍ ଜାମ୍। ପରିସ୍ଥିତି ଏମିତି ହେଲା ଯେ, ପଛକୁ ପଛ ଶହ ଶହ ଗାଡ଼ି ଅଟକି ରହିଲା। ଶେଷରେ ପରୀକ୍ଷାର୍ଥୀ କାଳ ବିଳମ୍ବ ନକରି ଜାତୀୟ ରାଜପଥର କଡ଼େ କଡ଼େ ଧାଇଁବାକୁ ଲାଗିଲେ।
ଆନ୍ତର୍ଜାତୀୟ ବଜାରରେ ସୁନାର ମୂଲ୍ୟରେ ପରିବର୍ତ୍ତନ ହୋଇଛି। ଆନ୍ତର୍ଜାତୀୟ ବଜାରରେ ଆଜି ୧୦ ଗ୍ରାମର ୨୪ କ୍ୟାରେଟ୍ ସୁନା ଦର ୫୬,୮୩୦ ଟଙ୍କା ହୋଇଛି।
ଜଣେ ଯୁବକ ଆଇଫୋନ୍ ପାଇଁ ପୁରା ପ୍ଲାନିଂ ସହ ନା କେବଳ ଜଣେ ଡେଲିଭରୀ ବୟଙ୍କୁ ହତ୍ୟା କରିଛନ୍ତି, ବରଂ ପ୍ରମାଣ ନଷ୍ଟ ପାଇଁ ମୃତଦେହକୁ ଜାଳିଦେଇଥିଲେ।
ଜବାହରଲାଲ ନେହରୁ ବିଶ୍ୱବିଦ୍ୟାଳୟରେ ଗତକାଲି ପୁଣିଥରେ ମୁହାଁମୁହିଁ ହୋଇଛନ୍ତି ଦୁଇ ଛାତ୍ର ଗୋଷ୍ଠୀ।
ଶିବସେନା-ଉଦ୍ଧବ ଠାକରେ ଗୋଷ୍ଠୀର ମୁଖପାତ୍ର ସଂଜୟ ରାଉତ ଆଣିଲେ ଏଭଳି ସାଂଘାତିକ ଅଭିଯୋଗ । ସିନ୍ଦେ ଗୋଷ୍ଠୀ ଓ ନିର୍ବାଚନ ଆୟୋଗଙ୍କ ମଧ୍ୟରେ ବଡ ଡିଲ୍ ।
ଫ୍ୟାସନର କଥା କହିଲେ ଆପଣ ବିଭନ୍ନ ପ୍ରକାର ସାର୍ଟ, ଲେହେଙ୍ଗା, ଶାଢ଼ି ଓ ଅନେକ ଡିଜାଇନର ପୋଷାକ କିଣିଥିବେ ଏବଂ ପିନ୍ଧିବି ଥିବେ ନିଶ୍ଚୟ । ହେଲେ ଆପଣ କେବେ ଭାବିଛନ୍ତି କି ଫ୍ୟାସନ ପାଇଁ ଅଖାରେ ତିଆରି ପ୍ୟାଣ୍ଟ ପିନ୍ଧିବା କଥା ।
ବିବାହର କିଛି ଦିନ ଯାଏଁ ସବୁକିଛି ଠିକ୍ଠାକ୍ ଚାଲିଥିଲା । ହେଲେ ବାହାଘରର କିଛି ଦିନ ବିତିବାପରେ ଲଭଲୀଙ୍କୁ ତାଙ୍କ ଘରୁ ଏକ ବୁଲେଟ୍ ଆଣିବାକୁ ଶାଶୁଘର ଲୋକେ କହିଥିଲେ । ସ୍ୱାମୀ, ଶାଶୁ, ଶ୍ୱଶୁର ଓ ନଣନ୍ଦ ଏଥିପାଇଁ ଲଭଲୀଙ୍କୁ ନିର୍ଯାତନା ଦେବା ସହ ମାଡ଼ ମଧ୍ୟ ମାରୁଥିଲେ ।
କେନ୍ଦ୍ର ସରକାର ତାଙ୍କ ବିରୋଧରେ ସିବିଆଇ ଓ ଇଡିର ପୁରା ଶକ୍ତି ପ୍ରୟୋଗ କରୁଥିବା ସିସୋଦିଆ ଅଭିଯୋଗ ଆଣିଛନ୍ତି । ସେ କହିଛନ୍ତି ପୂର୍ବରୁ ସିବିଆଇ ତାଙ୍କ ଘର ରେଡ୍ କରିଛି । ବ୍ୟାଙ୍କ ଲକ୍କର ମଧ୍ୟ ଯାଞ୍ଚ୍ କରିଛି । ହେଲେ ଯାଞ୍ଚ କରିବା ସତ୍ତ୍ୱେ କିଛି ବି ପାଇନାହିଁ ।
ବାୟୁସେନାର MI-17 ହେଲିକପ୍ଟରରେ ଚିତାମାନେ ଆସିଥିଲେ ୧୬୫ କିଲୋମିଟର ଦୂର ନିଜର ସ୍ଥାୟୀ ନିବାସ କୁନୋ ଅଭିମୁଖେ । କୁନୋ ଜାତୀୟ ଉଦ୍ୟାନରେ ନବନିର୍ମିତ ସ୍ୱତନ୍ତ୍ର ୧୦ଟି କ୍ୱାରେଣ୍ଟିନ ଏନକ୍ଲୋଜରରେ ୧୨ଟି ଚିତାକୁ ଛଡ଼ାଯାଇଥିବା ବେଳେ, ଏବେ ସେମାନଙ୍କ ସ୍ୱାସ୍ଥ୍ୟାବସ୍ଥା ଓ ଗତିବିଧି ଉପରେ ୨୪ ଘଣ୍ଟିଆ ନଜର ରଖାଯିବ ।
ବାୟୁସେନାର MI-17 ହେଲିକପ୍ଟରରେ ଚିତାମାନେ ଆସିଥିଲେ ୧୬୫ କିଲୋମିଟର ଦୂର ନିଜର ସ୍ଥାୟୀ ନିବାସ କୁନୋ ଅଭିମୁଖେ । କୁନୋ ଜାତୀୟ ଉଦ୍ୟାନରେ ନବନିର୍ମିତ ସ୍ୱତନ୍ତ୍ର ୧୦ଟି କ୍ୱାରେଣ୍ଟିନ ଏନକ୍ଲୋଜରରେ ୧୨ଟି ଚିତାକୁ ଛଡ଼ାଯାଇଥିବା ବେଳେ, ଏବେ ସେମାନଙ୍କ ସ୍ୱାସ୍ଥ୍ୟାବସ୍ଥା ଓ ଗତିବିଧି ଉପରେ ୨୪ ଘଣ୍ଟିଆ ନଜର ରଖାଯିବ ।
ଆଜ୍ଞା ହଁ ଏମିତି ଏକ ଜନଜାତି ରହିଛି । ସେମାନେ ବିବାହକୁ ନେଇ ଏକ କୁପ୍ରଥା ପାଳନ କରିଥାଆନ୍ତି । ପରମ୍ପରା ଅନୁଯାୟୀ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ପରେ ତାଙ୍କ ବିଧବା ପତ୍ନୀଙ୍କୁ ଅନ୍ୟ ଜଣେ ପୁରୁଷ ବିବାହ କରିଥାଆନ୍ତି ।
ଏକଦା ଭାରତୀୟ ଜଙ୍ଗଲରେ ରାଜ୍ କରୁଥିବା ଏସୀୟ ଚିତାବାଘ ୪୦ ଦଶକ ବେଳକୁ ଦେଶରୁ ଲୋପ ପାଇଯାଇଥିଲେ ।
ଠାକରେ ପରିବାର ହାତରୁ ଶିବସେନା ଦଳ ଖସିଯିବା ନିଶ୍ଚିତ ହୋଇଯାଇଛି ।
ପ୍ରତାପ ନନା କହିଲେ ଏମିତିକା ଘର ମୋର ଭାରି ପସନ୍ଦ । ଘର କାନ୍ଥରେ ବୃକ୍ଷଲତା ଓ ଯୋଗମୁଦ୍ରାର ପ୍ରତିଛବି ସ୍ପଷ୍ଟ ଦର୍ଶାଉଛି ଜଣେ ସରଳ ମଣିଷର ନିଛକ ପ୍ରକୃତି ପ୍ରେମକୁ ।
ସମସ୍ତ ଟିମ ନିଜ ଘରୋଇ ଗ୍ରାଉଣ୍ଡରେ ୭ଟି ମ୍ୟାଚ୍ ଖେଳିବେ ଓ ଲିଗ ପର୍ଯ୍ୟାୟରେ ସମାନ ସଂଖ୍ୟକ ମ୍ୟାଚ୍ ବାହାରେ ମଧ୍ୟ ଖେଳିବେ ।
ପତ୍ନୀଙ୍କୁ ଭାଲେଣ୍ଟାଇନ୍ ଡେ’ରେ ଉପହାର ଦେଇଛନ୍ତି ଯୁବକ । ତାଙ୍କ ଭାଷାରେ ପ୍ରେମକୁ ସବୁଦିନ ପାଇଁ ସାଇତି ରଖିବାକୁ ୟା ଠାରୁ ଭଳି ଭଲ ଉପହାର ଆଉ କିଛି ନାହିଁ।
ଆପଣ ଅନେକ ବାହାଘର ଦେଖିଥିବେ। ହେଲେ ଏମିତି ବାହାଘର କେବେ ହେଲେ ଦେଖିନଥିବେ। ଯେଉଁଠି ବାହା ନ ହୋଇ ଯୁବତୀ ସିଧା ଚାଲିଲେ ପରୀକ୍ଷା ହଲ୍। ଆଉ ତା’ପରେ...
ଦେହରେ ଥିଲା ଧଳାରଙ୍ଗର ଡାକ୍ତରୀ ପୋଷାକ। ଆଉ ବେକରେ ଥିଲା ଷ୍ଟେଥୋ। ଯୁବତୀଙ୍କୁ କନ୍ୟା ବେଶରେ ପରୀକ୍ଷା ହଲରେ ଦେଖିବା ପରେ ସମସ୍ତେ ତାଜୁବ ହୋଇଗଲେ। ଯୁବତୀ ଜଣକ କେମିତି ଗହଣା ଓ ଶାଢୀରେ ସଜେଇ ହୋଇ ପ୍ରାକ୍ଟିକାଲ ଲ୍ୟାବ କୋର୍ଟ ପିନ୍ଧି ପରୀକ୍ଷା ହଲକୁ ବୀର ଦର୍ପରେ ଯାଉଛନ୍ତି।
ଚେତନ ତାଙ୍କ ଇସ୍ତଫା ପତ୍ରକୁ BCCI ସମ୍ପାଦକ ଜୟ ଶାହାଙ୍କ ନିକଟକୁ ପଠାଇଥିବା ଜଣାପଡ଼ିଛି । ଏକ ଭାଇରାଲ ଭିଡିଓ ପାଇଁ ବିବାଦକୁ ଆସିଥିଲେ ଚେତନ ଶର୍ମା ।
ଭାରତ, ଚୀନ, ବାଙ୍ଗଲାଦେଶ ଓ ନେଦରଲ୍ୟାଣ୍ଡକୁ ଭୟଙ୍କର ବିପଦର ସାମ୍ନା କରିବାକୁ ପଡିପାରେ । ପରିବେଶ ସନ୍ତୁଳନ ହରାଇବା ପରେ ଯେମିତି ଋତୁଚକ୍ରରେ ପରିବର୍ତ୍ତନ ହେଉଛି ଖୁବ କମ୍ ଦିନ ମଧ୍ୟରେ ଦେଶର ଉପକୂଳବର୍ତ୍ତୀ ସହର ସମୁଦ୍ରରେ ମିଶିବା ନେଇ ଆକଳନ କରୁଛନ୍ତି ବିଶେଷଜ୍ଞ।