ଦେହରୁ ଛାଡ଼ିନି ହୋଲି ରଙ୍ଗ, ହେଲେ ତା’ପୂର୍ବରୁ ଚାଲିଗଲା ଜୀବନ। ବାଥରୁମ୍ ଭିତରୁ ମିଳିଲା ଦମ୍ପତିଙ୍କ ମୃତଦେହ। ହୋଲି ଖେଳି ଘରକୁ ଆସିବା ପରେ ରହସ୍ୟଜନକ ଭାବେ ଦମ୍ପତିଙ୍କ ମୃତଦେହ ଉଦ୍ଧାର ହୋଇଛି।
ବିସିସିଆଇ ଟ୍ୱିଟ୍ କରିଥିବା ଭିଡିଓରେ କ୍ୟାପଟେନ ରୋହିତ ଶର୍ମା ସପୋର୍ଟ ଷ୍ଟାଫ୍ ସଦସ୍ୟମାନଙ୍କ ଦେହରେ ରଙ୍ଗ ଲଗାଇଛନ୍ତି । ଏହା ପରେ ବିରାଟ କୋହଲି ଏବଂ ରବୀନ୍ଦ୍ର ଜାଡେଜାଙ୍କ ସମେତ ଦଳର ସମସ୍ତ ଖେଳାଳି ରଙ୍ଗ ଲଗାଇ ହୋଲି ମନାଇଛନ୍ତି ।
‘ଡାବୁ ରତ୍ନାନୀ’ର ଇନଷ୍ଟାଗ୍ରାମ ପେଜ୍ରେ ଫଟୋଟି ପୋଷ୍ଟ ହୋଇଛି । ଯେଉଁଥିରେ ବିଦ୍ୟା ଫୁଲ୍ ହଟ୍ ଅନ୍ଦାଜରେ ନଜର ଆସିଛନ୍ତି । ବୋଲ୍ଡ ଲୁକ୍ରେ ବିଦ୍ୟା ଚେୟାରରେ ବସିଥିବା ବେଳେ ଗୋଟିଏ ହାତରେ ନ୍ୟୁଜ୍ ପେପରରେ ଚେହେରାକୁ ଢାଙ୍କି ରଖିଛନ୍ତି । ଖାଲି ସେତିକି ନୁହେଁ, ଅନ୍ୟ ହାତଟିରେ ମଧ୍ୟ ବିଦ୍ୟା କଫି କପ୍ ଧରିଥିବା ଦେଖିବାକୁ ମିଳିଛନ୍ତି ।
ବେକାରୀଙ୍କ ପାଇଁ ବଡ଼ ଖବର । ଏଣିକି ଛତିଶଗଡ଼ ରାଜ୍ୟର ସବୁ ବେକାରୀଙ୍କୁ ମାସକୁ ମିଳିବ ୨୫ ଶହ ଟଙ୍କା...ଏମିତି କରନ୍ତୁ ଆପ୍ଲାଏ
ଅଂଙ୍ଗେଶଙ୍କୁ ନେଇ ବଢୁଛି ଚର୍ଚ୍ଚା । ତାଙ୍କୁ ଯେବେ ୧୦ ବର୍ଷ ହୋଇଥିଲା ଖେଳୁ ଖେଳୁ ତାଙ୍କୁ ଏକ ବିଷଧର ସାପ କାମୁଡି ଦେଇଥିଲା । ସାପ କାମୁଡିବା ପରେ ସମସ୍ତେ ବ୍ୟସ୍ତ ହେଉଥିଲେ ବିବ୍ରତ ମଧ୍ୟ ହେଉଥିଲେ । କେମିତି ତାଙ୍କୁ ବଂଚାଇ ହେବ ସେନେଇ ଚେଷ୍ଟା ବି କରିଥିଲେ । କିନ୍ତୁ ସବୁ ଚେଷ୍ଟା ପରେ ବି ଅଙ୍ଗେଶ ଚେତା ଫେରି ପାଇନଥିଲେ । ତେଣୁ ପରିବାର ଲୋକ ଭାବିଥିଲେ କି ତାଙ୍କର ମୃତ୍ୟୁ ହୋଇଛି । ତେଣୁ ତାଙ୍କୁ ନଇରେ ଭସାଇ ଦେଇଥିଲେ ।
OYO ପ୍ରତିଷ୍ଠାତା ତଥା ସିଇଓ ରିତେଶ ଅଗ୍ରୱାଲଙ୍କ ୱେଡିଂ ରିସେପସନ୍ରେ ସଫ୍ଟବ୍ୟାଙ୍କ ମୁଖ୍ୟ ମାସୋୟୋଶି ସନ୍ଙ୍କ ସମେତ ବହୁ ପ୍ରମୁଖ ବ୍ୟକ୍ତି ଯୋଗ ଦେଇଥିଲେ। ଗତକାଲି ଦିଲ୍ଲୀରେ ରିସେପସନ୍ ପାର୍ଟି ଆୟୋଜିତ ହୋଇଥିଲା।
୨୩-୨୪ ଆର୍ଥିକ ବର୍ଷ ପାଇଁ ରାଜ୍ୟ ସରକାର ୧ଲକ୍ଷ ୨୧ହଜାର ୫୦୦ କୋଟି ଟଙ୍କା ବ୍ୟୟ ଆଗତ କରିଛନ୍ତି । ଚଳିତଥର ବଜେଟ୍ରେ ବିଶେଷକରି ଅଙ୍ଗନୱାଡି କର୍ମୀ, ହୋମଗାର୍ଡ ଏବଂ ମହିଳାଙ୍କୁ ସର୍ବାଧିକ ଗୁରୁତ୍ୱ ଦିଆଯାଇଛି । ଅଙ୍ଗନୱାଡି କର୍ମୀଙ୍କ ଭତା ୬ ହଜାର ୫୦୦ରୁ ୧୦ହଜାର ଟଙ୍କା ବୃଦ୍ଧି କରାଯାଇଛି । ସେହିପରି ଅଙ୍ଗନୱାଡି ସହକର୍ମୀଙ୍କ ଭତା ୩ହଜାର ୫୫୦ରୁ ୫ହଜାର ଟଙ୍କା କରାଯାଇଛି
ଦିଲ୍ଲୀର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କ ସୋମବାର ତିହାର ଜେଲ୍ରେ ପ୍ରଥମ ଦିନ କଟିଛି। ଏହି ସମୟରେ ତାଙ୍କୁ ତିନୋଟି ନୂଆ କମ୍ବଳ, ଗୋଟିଏ ନୂଆ ବେଡ୍ସିଟ୍ ରାତିରେ ଶୋଇବା ପାଇଁ ପୋଷାକ ଦିଆଯାଇଥିଲା। ରାତ୍ରି ଭୋଜନରେ କ’ଣ ଖାଇଲେ ଜାଣନ୍ତୁ…
ମିଳିଲାନି ସଠିକ୍ ପାରିଶ୍ରମିକ । ରାଗରେ ନିଜର ବର୍ଷ ଜାକର ଫସଲରେ ନିଆଁ ଲଗାଇ ଦେଲେ ଚାଷୀ ।
ରେଳ ମନ୍ତ୍ରାଳୟ ପକ୍ଷରୁ ନିକଟରେ ଏକ ଟ୍ୱିଟ୍ କରାଯାଇଥିଲା । ଯେଉଁଥିରେ ଏହି ‘X’ବିଷୟରେ କୁହାଯାଇଛି । ଏହି ବିରାଟ ‘X’ ବା ଛକ ଚିହ୍ନ ବିଷୟରେ ଜାଣିବା ପରେ ଆପଣ ବି ତାଜୁବ ହେବେ ।
ଦୀର୍ଘ ଦିନ ଧରି ଅସୁସ୍ଥତା ଲାଗି ରହୁଥିବାରୁ ଏଥିପାଇଁ ଭୟ ବଢ଼ିଛି
ହୁକା ବାର୍ରେ କୋଲ୍ଡ ଡ୍ରିଙ୍କସ୍ରେ ନିଶାଦ୍ରବ୍ୟ ମିଶାଇ ୧୬ ବର୍ଷୀୟ ଯୁବତୀଙ୍କୁ ଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଛି। ଏହା ପୂର୍ବରୁ ନାବାଳିକାଙ୍କର ଅଶ୍ଳୀଳ ଭିଡିଓ କରି ଅଭିଯୁକ୍ତ ଜଣକ ବ୍ଲାକ୍ମେଲିଂ କରି ଆସୁଥିଲା।
କ୍ୟାପଟେନ ଦୀକ୍ଷା କିଛି ଦିନ ତଳେ ଅପରେସନ ଦୋସ୍ତରେ ସାମିଲ ହୋଇ ଭୂକଂପ ପୀଡ଼ିତ ତୁର୍କୀକୁ ଯାଇଥିଲେ କ୍ଷତାକ୍ତ ବିପନ୍ନଙ୍କ ଚିକିତ୍ସା ପାଇଁ ।
କ୍ୟାପଟେନ ଦୀକ୍ଷା କିଛି ଦିନ ତଳେ ଅପରେସନ ଦୋସ୍ତରେ ସାମିଲ ହୋଇ ଭୂକଂପ ପୀଡ଼ିତ ତୁର୍କୀକୁ ଯାଇଥିଲେ କ୍ଷତାକ୍ତ ବିପନ୍ନଙ୍କ ଚିକିତ୍ସା ପାଇଁ ।
ହାଡ଼ଭଙ୍ଗା ପରିଶ୍ରମ କରି ପୁଅକୁ ପାଠ ପଢ଼ାଇଥିଲେ । ପାଠ ପଢ଼ି ପୁଅ ଚାକିରି କଲା । ହେଲେ ଶେଷ ସମୟରେ ସାହା ହେବ କ’ଣ ଏକା କରି ଚାଲିଗଲା . .
ମୁହଁ ଫୁଲେଇଦେଲା ନୂଆ ପ୍ରକାର ମେକ୍ଅପ୍ . . . ବିବାହ କରିବାକୁ ମନା କରିଦେଲା ବର ....
ଆକ୍ସନ ସେଟର ସୁଟିଂ ବେଳେ ଅମିତାଭଙ୍କ ମାଂସପେଶୀରେ ଆଘାତ ଲାଗିଛି । ଫଳରେ ସେଠାରୁ ତାଙ୍କୁ ତୁରନ୍ତ ଉଦ୍ଧାର କରାଯାଇ ହାଇଦ୍ରାବାଦର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା ।
ବ୍ୟକ୍ତି ଜଣକ ଗତକାଲି ଜଣେ ପଡ଼ୋଶୀଙ୍କ ଘର ସାମ୍ନାରେ ଜୋତା ରଖିଥିଲେ । ଯାହାକୁ ନେଇ ଉଭୟଙ୍କ ମଧ୍ୟରେ ବିବାଦ ଦେଖାଦେଇଥିଲା । ପରେ ପରେ ପଡ଼ୋଶୀ ଦମ୍ପତି ବ୍ୟକ୍ତି ଜଣକଙ୍କ ସହ ଖୁବ୍ ଜୋର୍ରେ ପାଟି କରିବା ସହ ଏକ ଛୁରୀରେ ତାଙ୍କୁ ଆକ୍ରମଣ କରିଥିଲେ ।
ସତର୍କ ରହିବାକୁ ସୂଚନା ଜାରି କରିଛି ରାଜ୍ୟ ସରକାର
ଯାତ୍ରୀମାନେ ବସ୍ରୁ ଡେଇଁପଡି ନିଜ ନିଜର ଜୀବନ ରକ୍ଷା କରିଛନ୍ତି
ଥାନାର ଦ୍ୱାରସ୍ଥ ହେଲେ ପୀଡ଼ିତା . .
ନ୍ୟୁୟର୍କରୁ ଦିଲ୍ଲୀ ଅଭିମୁଖେ ଯାତ୍ରା କରୁଥିବା ବିମାନରେ ଜଣେ ଯାତ୍ରୀ ଅନ୍ୟ ଜଣେ ଯାତ୍ରୀଙ୍କ ଉପରେ ପରିସ୍ରା କରିଦେଇଥିବା ଜଣାପଡ଼ିଛି। ନିଶାସକ୍ତ ଅବସ୍ଥାରେ ଥିବା ଏହି ଯାତ୍ରୀଙ୍କୁ ପୋଲିସ୍ ହେପାଜତକୁ ନେଇ ପଚରାଉଚରା ଚଳାଇଛି।
ବୋହୂ ପ୍ରେମର ପଡ଼ିଛନ୍ତି ଶ୍ୱଶୁର। ଶେଷରେ ଉଭୟ ଘର ଛାଡ଼ି ଫେରାର ହୋଇଯାଇଛନ୍ତି। ମହିଳାଙ୍କ ସ୍ୱାମୀ ଥାନାରେ ଅଭିଯୋଗ ପରେ ଘଟଣା ସାମ୍ନାକୁ ଆସିଥିଲା।
ପତ୍ନୀଙ୍କ ରାଗକୁ ଶାନ୍ତ କରିବା ପାଇଁ ଛୁଟି ପାଇଁ ପୋଲିସ୍ ବାବୁଙ୍କ ଏଭଳି ନିଆରା ଚିଠିକୁ ନେଇ ଏବେ ଚାରିଆଡ଼େ ଚର୍ଚ୍ଚା। ଉତ୍ତରପ୍ରଦେଶର ଫରୁଖାବାଦ ଜିଲ୍ଲାର ଜଣେ ପୋଲିସ୍ ଇନ୍ସପେକ୍ଟର ଏହି ଛୁଟି ଆବେଦନ କରିଛନ୍ତି।
କୌଣସି ଭାଇରାଲ୍ ଫିଭର ହେଲେ ଡାକ୍ତରଙ୍କ ବିନା ପରାମର୍ଶରେ ଆଣ୍ଟିବାୟୋଟିକ୍ ମେଡିସିନ୍ ନଖାଇବାକୁ ସ୍ୱାସ୍ଥ୍ୟ ବିଶେଷଜ୍ଞ ପରାମର୍ଶ ଦେଇଛନ୍ତି। ଏହାସହ IMA ମଧ୍ୟ ଏନେଇ ସତର୍କ କରାଇଛି।