ଗତକାଲି ଧାଏଁ କିନା କମିଥିଲା ସୁନାର ଦାମ୍ । କିନ୍ତୁ ଆଜି ସୁନାର ଦାମ୍ ସାମାନ୍ୟ ବୃଦ୍ଧି ପାଇଛି । ତେବେ ସୁନା କିଣିବାକୁ ଯାଉଥିଲେ ନଜର ପକାନ୍ତୁ ଆଜି କେତେ ରହିଛି ସୁନା ଦର ।
UPS, OPS ଓ NPS କେଉଁଟି ଭଲ ? କେଉଁ ପେନସନ୍ ସ୍କିମ୍ ଜରିଆରେ ଆପଣ କେତେ ଟଙ୍କା ପେନସନ୍ ମିଳିବ ? ଜାଣନ୍ତୁ ଉଦାହରଣ ସହ...
ଚଳାଉଥିଲେ ବସ୍, ହଠାତ୍ ଚାଲିଗଲା ଜୀବନ । ବସ୍ ଚଳାଉଥିବା ବେଳେ ହଠାତ୍ ହାର୍ଟ ଆଟାକ୍ରେ ବେଙ୍ଗାଲୁରୁ ବିଏମଟିସିର ଜଣେ ଡ୍ରାଇଭର ପ୍ରାଣ ହରାଇଛନ୍ତି ।
ଆଗକୁ ଆସୁଛି ବିବାହଋତୁ,ସେଥିପାଇଁ ସୁନା ଦୋକାନରେ ଅଧିକ ଗହଳି ଦେଖିବାକୁ ମିଳିଛି । ତେବେ ସୁନା କିଣିବାକୁ ଯାଉଥିଲେ ନଜର ପକାନ୍ତୁ ଆଜି କେତେ ରହିଛି ସୁନା ଦର ।
ଧାରା ୩୭୦ ପୁଣି ଫେରାଇ ଆଣିବାକୁ ବିଧାନସଭାରେ ଉପମୁଖ୍ୟମନ୍ତ୍ରୀ ଏକ ସଂକଳ୍ପ ଆଣିବାରୁ ବୁଧବାର ମଧ୍ୟ ବିରୋଧୀ ଦଳ ଏହାକୁ ବିରୋଧ କରିଥିଲେ।
ସାଢ଼େ ୭ ଲକ୍ଷ ପର୍ଯ୍ୟନ୍ତ ଋଣର ୭୫% କ୍ରେଡିଟ ଗ୍ୟାରେଣ୍ଟି ଦେବେ କେନ୍ଦ୍ର ସରକାର। ପରିବାର ଆୟ ୮ ଲକ୍ଷ ପର୍ଯ୍ୟନ୍ତ ଥିଲେ, ୩% ସୁଧରେ ୧୦ ଲକ୍ଷ ଟଙ୍କା ଯାଏଁ ଋଣ ମିଳିବ।
ବିଶ୍ୱରେ ଶାନ୍ତି, ସ୍ଥିରତା ଓ ସମୃଦ୍ଧି ବଜାୟ ପାଇଁ ମିଳିମିଶି କାମ କରିବା। ତେବେ ଟ୍ରମ୍ପଙ୍କ ନୂଆ ଇନିଂସରେ ଭାରତ-ଆମେରିକା ସଂପର୍କକୁ କେଉଁ ସ୍ତରକୁ ନେବ ତାକୁ ନେଇ ଚର୍ଚ୍ଚା।
ଫିଜି ର ରାଜଧାନୀ ସୂୱାରେ ଭୋଡାଫୋନ ରଙ୍ଗଭୂମିରେ ଆୟୋଜିତ ସମ୍ମିଳନୀରେ ହଜାର ହଜାର ସ୍କୁଲ ଲ ଛାତ୍ର ଏବଂ ଯୁବକଙ୍କୁ ଗୁରୁଦେବ ନିଶାଠାରୁ ଦୂରରେ ରହିବାକୁ ଉତ୍ସାହିତ କରି ଶପଥ ଗ୍ରହଣ କରାଇଲେ ।
ଟ୍ରମ୍ପଙ୍କ ୨ୟ ଇନିଂସରେ ନୂଆ ଶିଖର ଛୁଇଁବ ଭାରତ-ଆମେରିକା ସଂପର୍କ । ବିଶ୍ୱରେ ଶାନ୍ତି, ସ୍ଥିରତା ଓ ସମୃଦ୍ଧି ବଜାୟ ପାଇଁ ମିଳିମିଶି କାମ କରିବା କହିଲେ ମୋଦି ।
୪ ନଭେମ୍ବରରେ ୩ କୋଟିରୁ ଅଧିକ ଯାତ୍ରୀ ଭାରତୀୟ ରେଳ ଦ୍ୱାରା ଯାତ୍ରା କରିଛନ୍ତି । ଯାହା ଅଷ୍ଟ୍ରେଲିଆ ଓ ନ୍ୟୁଜିଲ୍ୟାଣ୍ଡର ମିଳିତ ଜନସଂଖ୍ୟା ସହିତ ସମାନ । ଏଭଳି ବିରଳ ରେକର୍ଡ ସୃଷ୍ଟି କରି ପାରିଛି ଭାରତୀୟ ରେଳ ବିଭାଗ ।
କମଳା ହ୍ୟାରିସଙ୍କୁ ହରାଇ ଜିତିଲେ ଡୋନାଲ୍ଡ ଟ୍ରମ୍ପ। ଡୋନାଲ୍ଡ ଟ୍ରମ୍ପଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ବନ୍ଧୁ ସମ୍ବୋଧନ କରି ‘ଏକ୍ସ’ରେ ଶୁଭେଚ୍ଛା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ।
ଏଣିକି ଲାଇଟ୍ ମୋଟର ଭେହିକିଲ ଲାଇସେନ୍ସ ବା ହାଲୁକା ଯାନ ପାଇଁ ଲାଇସେନ୍ ପାଇଥିବା ଗାଡ଼ି ଚାଳକ ଭାରୀ ଯାନ ବି ଚଳାଇପାରିବେ। ଏଥିପାଇଁ ଆଉ ଅଲଗା ଅଥରାଇଜେସନର ଆବଶ୍ୟକତା ନାହିଁ।
ଗ୍ଲୋବାଲ ବ୍ରୋକରେଜ୍ ଫାର୍ମ Emkey Global ଆଶା ରଖିଛି ଯେ ଟ୍ରମ୍ପଙ୍କ ବିଜୟ ସେୟାର ବଜାର ଉପରେ ସକରାତ୍ମକ ପ୍ରଭାବ ପକାଇବ ।
ଜୀବନର ଦାମ୍ ୧୬ କୋଟି ଟଙ୍କା ! କଥାଟି ଆଶ୍ଚର୍ଯ୍ୟ ଲାଗୁଥିଲେ ବି ସତ ।
ଅବସର ସମ୍ପର୍କରେ ସୂଚନା ଦେଇ ଏନସିପି-ଏସପି ମୁଖ୍ୟ ଶରଦ ପାୱାର କହିଛନ୍ତି ଯେ ‘କୌଣସି ସ୍ଥାନରେ ତ ଅଟକିବାକୁ ପଡ଼ିବ’। ସେ ଆହୁରି କହିଛନ୍ତି ‘ମୁଁ ବର୍ତ୍ତମାନ କୌଣସି ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ଚାହୁଁନାହିଁ ।
ଭାରତ ଅଲିମ୍ପିକ୍ସ ୨୦୩୬ ପାଇଁ ଏକ ବିଡ୍ ଦାଖଲ କରିଛି । ୨୦୩୬ ମସିହାରେ ଅଲିମ୍ପିକ୍ସ ଏବଂ ପାରାଲିମ୍ପିକ୍ସ ଖେଳ ଆୟୋଜନ କରିବାକୁ ଆଇଓଏ ଆନୁଷ୍ଠାନିକ ଭାବେ ଭାରତର ଆଗ୍ରହ ପ୍ରକାଶ କରିଥିବା ଜଣାପଡ଼ିଛି।
ଅନଲାଇନ୍ରେ ଆଜି କାଲି ପ୍ରାୟ ସବୁ ଜିନିଷ ମିଳିଯାଉଛି । ଯାହା ଖୋଜିବେ ତାହା ପାଇବେ ।
କୋଲକାତା ଜୁନିୟର ଡାକ୍ତର ଦୁଷ୍କର୍ମ ଓ ହତ୍ୟା ମାମଲାରେ ଅଭିଯୁକ୍ତ ସଞ୍ଜୟ ରାୟର ବଡ଼ ବୟାନ ।
ମୁମ୍ବାଇ ପୋଲିସର ଟ୍ରାଫିକ୍ କଣ୍ଟ୍ରୋଲ୍ ୟୁନିଟ୍ କହିଛି ଯେ, ସେମାନେ ସୋମବାର ଦିନ ଗ୍ୟାଙ୍ଗଷ୍ଟାର ଲରେନ୍ସ ବିଷ୍ନୋଇଙ୍କ ଭାଇ ବୋଲି କହୁଥିବା ଜଣେ ବ୍ୟକ୍ତିଙ୍କଠାରୁ ଏକ ଧମକପୂର୍ଣ୍ଣ ମେସେଜ୍ ପାଇଥିଲେ ।
ଜୀବନ ଜୀଇବା ଆରମ୍ଭ ହେବା ବେଳକୁ ଶିବାନୀ ହୋଇଯାଇଛି ଅନାଥ। ବାପା ମା’ ବସ୍ ଦୁର୍ଘଟଣାରେ ଆଖିବୁଜିଦେଲେ। ଆଉ ସିଏ ଏବେ ବାପ-ମା ଛେଉଣ୍ଡ ହୋଇ ହସ୍ପିଟାଲ୍ରେ ଜୀବନ ମରଣ ସହ ସଂଘର୍ଷ କରୁଛି। ବେଡ୍ରେ ମା’-ବାପା ଡାକିଲେ ବି ଆଉ ଶୁଣିବାକୁ କେହି ନାହିଁ।
ମୃତ ଶିଶୁ ମାନଙ୍କ ବୟସ ୨ରୁ ୭ ବର୍ଷ। ଜାତୀୟ ମିଡ଼ିଆରୁ ମିଳିଥିବା ସୂଚନା ଅନୁଯାୟୀ, ଭରତ ମନ୍ଦାନି ନାମକ ଜଣେ ଫାର୍ମ ହାଉସ୍ ମାଲିକଙ୍କ କାରରେ ଘଟିଛି ଏହି ଅଘଟଣ।
ଉତ୍ତର ପ୍ରଦେଶର ଆଗ୍ରାରେ ଭାରତୀୟ ବାୟୁସେନାର ମିଗ-୨୯ ଯୁଦ୍ଧ ବିମାନ କ୍ରାସ୍ । ଦୁର୍ଘଟଣା ପରେ ବିମାନଟି ସଂପୂର୍ଣ୍ଣ ଭାବେ ଜଳି ଯାଇଛି ।
ଆଜିକାଲି ଦୁନିଆରେ ଅନଲାଇନ୍ ସ୍କାମ୍ ବଢ଼ିଯାଇଛି । ଏନେଇ ବ୍ୟାଙ୍କ ଓ ସରକାରଙ୍କ ତରଫରୁ ବାରମ୍ବାର ସଚେତନ କରାଗଲେ ମଧ୍ୟ ସାଧାରଣ ଲୋକେ ଚେତୁ ନାହାନ୍ତି ।
୧୦ ବର୍ଷ ବୟସର ବାଘକୁ ପିଟିପିଟି ଅତ୍ୟନ୍ତ ଭୟଙ୍କର ଭାବରେ ମାରି ଦେଲେ ଗାଁ ଲୋକ । ଗତ ଶନିବାର ଦିନ ସେହି ଗାଁର ଜଣେ ୪୫ ବର୍ଷୀୟ ବ୍ୟକ୍ତିଙ୍କୁ ଝୁଣି ମାରି ଦେଇଥିଲା ବାଘ ।
ବର୍ତ୍ତମାନର ସମୟରେ କୌଣସି ଏକ ରେଷ୍ଟୁରାଣ୍ଟକୁ ଗଲେ ସେମାନଙ୍କର ମେନୁରେ ଉଭୟ ନିରାମିଷ ଓ ଆମିଷ ଖାଦ୍ୟ ରହିଥିବା ଦେଖିବାକୁ ମିଳୁଛି । ଏହା ସହ ଏପରି ମଧ୍ୟ କେତେକ ରେଷ୍ଟୁରାଣ୍ଟ ଅଛି, ଯେଉଁଥିରେ କେବଳ ନିରାମିଷ କିମ୍ବା କେବଳ ଆମିଷ ମିଳେ ।