ବିମାନ ଯାତ୍ରା ସମୟେର ଇଣ୍ଟରେନଟର ସୁବିଧା ମିଳିନଥାଏ। ପ୍ରଥମ ଥର ପାଇଁ ଭାରତର ଘରୋଇ ବିମାନର ଯାତ୍ରୀଙ୍କୁ ମିଳିବ ଇଣ୍ଟରନେଟ ସୁବିଧା। ଜାନୁୟାରୀ ୧ ତାରିଖରୁ ଭାରତୀୟ ବିମାନ ସେବା ପ୍ରଦାନକାରୀ କମ୍ପାନୀ ଏୟାର ଇଣ୍ଡିଆ କିଛି ନିର୍ଦ୍ଦଷ୍ଟ ବିମାନରେ ଯାତ୍ରୀ ମାନଙ୍କ ପାଇଁ ୱାଇ ଫାଇ ସେବା ଆରମ୍ଭ କରିଛି।
ଯୁକ୍ତ ଦୁଇ ନାମଲେଖା ପାଇଁ ଆବେଦନ ଆସନ୍ତା ୨୯ରୁ ଆରମ୍ଭ ହେବ । ମାତ୍ର ମନ ପସନ୍ଦର କଲେଜରେ ସିଟ୍ ମିଳିବ ନା ନାହିଁ ତାକୁ ନେଇ ପିଲାଙ୍କ ଭିତରେ ଦ୍ୱନ୍ଦ୍ୱ। ଅନ୍ୟପଟେ ସିଟ୍ ବଢିବ ନା ନାହିଁ ସେନେଇ ଗଣଶିକ୍ଷା ବିଭାଗରେ ଏଯାଏ ଅଙ୍କ ଛିଡ଼ୁନି। ସେପଟେ ଉଚ୍ଚ ଶିକ୍ଷାନୁଷ୍ଠାନ ଗୁଡିକରେ WIFI ସେବା ଉପଲବ୍ଧ ସହ ପିଲାଙ୍କୁ ଦୈନିକ ୱାନ୍ GB ଡାଟା ଫ୍ରି ରେ ଦେବାକୁ ନିଷ୍ପତ୍ତି ନେଇଛନ୍ତି ସରକାର।
ରାଜଧାନୀର ଯୁବକ ଯୁବତୀ, ଛାତ୍ରଛାତ୍ରୀ ଓ ବିଶେଷ କରି ଗରିବ ଲୋକମାନେ ଉପକୃତ ହେବେ।