ରାଧା ମୋହନ ଦାସ- ଏସ୍ ଟି ମୋର୍ଚ୍ଚା, ବିନୋଦ ତାୱଡେ- ଓବିସି ମୋର୍ଚ୍ଚାଏବଂ ଦୁଷ୍ୟନ୍ତ କୁମାର ଗୌତମ ହେଲେ ଅଳ୍ପସଂଖ୍ୟକ ମୋର୍ଚ୍ଚାର ନୂଆ ପ୍ରଭାରୀ ।
ଟ୍ରାଫିକ୍ ପୋଲିସ ଉପସ୍ଥିତ ରହି ଗାଡ଼ି ଗୁଡ଼ିକୁ ଅଟକାଇବା ସହିତ ସ୍ଥିତିକୁ ନିୟନ୍ତ୍ରଣ କରିବାକୁ ଚେଷ୍ଟା କରିଥିଲେ । ଦୁର୍ଘଟଣାରେ ମୃତାହତଙ୍କ ସୂଚନା ମିଳିପାରିନାହିଁ ।
କୁନୋ ଜାତୀୟ ଉଦ୍ୟାନକୁ ୩ଟି ନୂଆ ଅତିଥି ଆସିଥିବା ସେ ସୋସିଆଲ ମିଡିଆ 'ଏକ୍ସ'ରେ ସୂଚନା ଦେଇଛନ୍ତି ।
ସବୁଠାରୁ ବଡ଼ କଥା ହେଲା ସ୍ୱାତୀ ମିଶ୍ରଙ୍କ ଏହି ଗୀତକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ପ୍ରଶଂସା କରିଛନ୍ତି । ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ ଶ୍ରୀ ରାମଲାଲାଙ୍କୁ ସ୍ୱାଗତ କରିବା ପାଇଁ ସ୍ୱାତୀ ମିଶ୍ରଙ୍କର ଏହି ଭଜନ ଖୁବ୍ ସୁନ୍ଦର । ଏହା ଭକ୍ତଙ୍କୁ ମନ୍ତ୍ରମୁଗ୍ଧ କରିଦେବ ।
ଐଶ୍ୱର୍ଯ୍ୟା ପୁଲୁରୀ ଇଲେକ୍ଟ୍ରୋନିକ୍ସ ଏବଂ ଯୋଗାଯୋଗ ବିଭାଗର ଚତୁର୍ଥ ବର୍ଷର ବି.ଟେକ୍ ଛାତ୍ରୀ ଥିଲେ । ଯାଞ୍ଚରୁ ଜଣାପଡିଛି ଯେ ଝିଅମାନଙ୍କ ସହ ଦୁଇଜଣ ପୁଅ ମଧ୍ୟ ହୋଟେଲରେ ଚେକ୍ ଇନ୍ କରିଥିଲେ ।
ଏହି ମାମଲାରେ SIT ତଦନ୍ତକୁ ମନା କରିଛନ୍ତି କୋର୍ଟ। ତଦନ୍ତକୁ SEBI ଠାରୁ ସ୍ପେସାଲ୍ ଇନ୍ଭେଷ୍ଟିଗେସନ୍ ଟିମ୍ (SIT)କୁ ନେବାର କୌଣସି କାରଣ ନାହିଁ।
ତାମିଲନାଡୁର ଜଣେ ବ୍ୟକ୍ତି ୧ କୋଟି ଟଙ୍କା ବୀମା ରାଶି ପାଇଁ କେବଳ ନିଜକୁ ମୃତ ଘୋଷଣା କରିନାହାନ୍ତି ବରଂ ତାଙ୍କ ବନ୍ଧୁଙ୍କୁ ମଧ୍ୟ ହତ୍ୟା କରିଛନ୍ତି।
୪୫ ଯାତ୍ରୀଙ୍କୁ ନେଇ ଏକ ବସ୍ ଗୋଲାଘାତରୁ ତିନସୁକିଆ ଯାତ୍ରା କରୁଥିଲା । ବିପରୀତ ଦିଗରୁ ଆସୁଥିବା କୋଇଲା ବୋଝେଇ ଟ୍ରକ ସହ ମୁହାଁମୁହିଁ ଧକ୍କା ହୋଇଥିଲା ।
ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ ପଚରାଉଚରା ଲାଗି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ କେଜ୍ରିୱାଲଙ୍କୁ ତୃତୀୟ ଥର ଲାଗି ସମନ କରିଛି । ପୂର୍ବରୁ ନଭେମ୍ବର ଓ ଡିସେମ୍ବର ୨୧ରେ ଇଡି ସମନ କରିଥିଲେ।
ବୱାନା ଇଣ୍ଡଷ୍ଟ୍ରିଆଲ ଅଞ୍ଚଳରେ ଅଗ୍ନିକାଣ୍ଡ ଘଟିଛି ।
ମହିଳା କର୍ମଚାରୀ ଚାହିଁଲେ ନିଜର ନୋମିନି ନିଜେ ବାଛିପାରିବେ । ନୂଆ ନିୟମରେ ସ୍ପଷ୍ଟ ଭାବେ କୁହାଯାଇଛି ଯେ, ଜଣେ ମହିଳା ନିଜ ସ୍ୱାମୀଙ୍କ ପରିବର୍ତ୍ତେ ପିଲାଙ୍କୁ ପେନ୍ସନ୍ ନୋମିନି ଭାବେ ରଖିପାରିବେ ।
ଚୂଡ଼ାନ୍ତ ହୋଇଛି ରାମଲାଲାଙ୍କ ଦିବ୍ୟ ବିଗ୍ରହ ! ମନ୍ଦିରର ଗର୍ଭ ଗୃହରେ ଲାଗିବ ଶ୍ରୀରାମଙ୍କ ଏଭଳି ମୂର୍ତ୍ତି ! ଏଭଳି କିଛି ଖବର ଆଜି ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚାର ବିଷୟ ପାଲଟିଥିଲା ।
IRCTCର ଏହି ନୂଆ ‘ସୁପର ଆପ୍’ ଯଦି ଜଣେ ଯାତ୍ରୀ ଡାଉନ୍ଲୋଡ୍ କରିବେ ତେବେ ଖୁବ୍ ସହଜରେ ସବୁ ସେବା ପାଇପାରିବେ । ଏନେଇ ଜଣେ ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି ।
ନିଜ ସାଙ୍ଗ ସାଥି ଫଟୋଗ୍ରାଫର ମାନଙ୍କୁ ମଧ୍ୟ ଡାକିଥିଲେ । ଏମିତି ମୋଟ ୧୧ ଜଣ ସେହି ନାବାଳିକାଙ୍କ ସହ ବାରମ୍ବାର ଦୁଷ୍କର୍ମ କରିଥିଲେ ।
ନୂଆ ବର୍ଷରେ ପେଟ୍ରୋଲ ପମ୍ପରେ ଟ୍ରାଫିକ୍ ଜାମ୍ .. ଲମ୍ବା ଧାଡି । କାରଣ ଜାଣି ଆପଣ ହୋଇଯିବେ ଆଶ୍ଚର୍ଯ୍ୟ । ନୂଆ କରି ହିଟ୍ ଆଣ୍ତ ରନ୍ ନିୟମ ପାଇଁ ପୂରା ଦେଶରେ ଟ୍ରକ ଡ୍ରାଇଭର ମାନଙ୍କର ଆନ୍ଦୋଳନ ଜାରି ରହିଛି । ଏହାକୁ ନେଇ ଦେଶବ୍ୟାପୀ ପେଟ୍ରୋଲ ପମ୍ପରେ ଭିଡ଼ ଦେଖିବାକୁ ମିଳିଛି ।
କିଏ ଏହି ଅରୁଣ ଯୋଗୀରାଜ । ରାତାରାତି ଷ୍ଟାର ପାଲଟିଥିବା ଏହି ସ୍ଥପତିଜଣକ କିଏ .. ପ୍ରଭୁଙ୍କ ବିଗ୍ରହ ନିର୍ମାଣ କରିଥିବା ସେ ହାତ କାହାର .. ଏପରି ଅନେକ ପ୍ରଶ୍ନ ବର୍ତ୍ତମାନ ସମସ୍ତଙ୍କ ମନରେ ।
ଉତ୍ତର ପୂର୍ବାଞ୍ଚଳ ରାଜ୍ୟ ମଣିପୁରରେ ପୁଣି ଜଳିଲା ହିଂସା ଓ ଅଶାନ୍ତିର ନିଆଁ । ଅଜଣା ଦୁର୍ବୃତ୍ତଙ୍କ ଗୁଳିମାଡ଼ରେ ୪ ଜଣଙ୍କ ମୃତ୍ୟୁ ପରେ ଦେଖାଦେଇଛି ଉତ୍ତେଜନା ।
ଚୂଡ଼ାନ୍ତ ହୋଇଛି ରାମଲାଲାଙ୍କ ଦିବ୍ୟ ବିଗ୍ରହ । କର୍ଣ୍ଣାଟକ ମହିଶୂରର ସ୍ଥପତି ଅରୁଣ ଯୋଗୀରାଜଙ୍କ ହାତ ତିଆରୀ ମୂର୍ତ୍ତି ଲାଗିବ ଶ୍ରୀରାମଙ୍କ ମନ୍ଦିରର ଗର୍ଭ ଗୃହରେ ।
ବାସ୍ତବରେ ପୃଥିବୀରେ ୧୨ ଘଣ୍ଟା ଦିନ ଓ ୧୨ ଘଣ୍ଟା ରାତି ହୋଇଥାଏ। କିନ୍ତୁ ମହାକାଶରେ ଏହାର ବିପରୀତ ଅର୍ଥାତ ୪୫ ମିନିଟ୍ ଦିନ ଓ ୪୫ ମିନିଟ୍ ରାତି ହୋଇଥାଏ।
ଖେଳୁଥିବା ସମୟରେ ଶିଶୁଟି ବୋରୱେଲରେ ଖସିପଡ଼ିଛି। ଶିଶୁଟିକୁ ସୁରକ୍ଷିତ ଉଦ୍ଧାର କରିବାକୁ ଯୁଦ୍ଧାକାଳୀନ ଭିତ୍ତିରେ ପ୍ରୟାସ କରାଯାଉଛି ।
୪ ହଜାର ବ୍ୟକ୍ତି ଗୋଟିଏ ସାଙ୍ଗରେ ୧୦୮ଟି ସ୍ଥାନରେ ସୂର୍ଯ୍ୟ ନମସ୍କାର ପ୍ରଦର୍ଶନ କରିଛନ୍ତି ।
ଚୋରମାନେ ଅତି ଚତୁରତାର ସହ ଗ୍ୟାସ୍ ସିଲିଣ୍ଡରରୁ ଗ୍ୟାସ୍ ଖଲାସ କରିବାରେ ଲାଗିଥିଲେ। ତେବେ ସବୁଠୁ ବଡ଼ କଥା ହେଉଛି, ସେମାନେ ଗ୍ୟାସ୍ ଚୋରି କରିବା ବେଳେ ସିଲ୍ର କୌଣସି କ୍ଷତି ହେଉନଥିଲା।
ଏହି ଠକମାନେ କହିଥିଲେ, ଯଦି ସେମାନେ ମହିଳାମାନଙ୍କୁ ଗର୍ଭବତୀ କରନ୍ତି ତେବେ ସେମାନଙ୍କୁ ୧୩ ଲକ୍ଷ ଟଙ୍କା ମିଳିବ। କିନ୍ତୁ ଯଦି ସେମାନେ ଗର୍ଭବତୀ ନ କରିପାରନ୍ତି ତେବେ ସେମାନଙ୍କୁ ସାନ୍ତ୍ୱନା ମୂଳକ ଭାବରେ ୫ ଲକ୍ଷ ଟଙ୍କା ପ୍ରଦାନ କରାଯିବ।
ପରିବା ବିକୁଛନ୍ତି.. କିନ୍ତୁ ପାଖରେ ଚାରୋଟି ମାଷ୍ଟର ଡିଗ୍ରୀ ଏବଂ ଗୋଟେ ପିଏଚଡି ଡିଗ୍ରୀ । କଥାଟି ବିଶ୍ୱାସ ନହେଲେ ବି ସତ ।
ମୃତ ମନମୋହନ ସିଂଙ୍କ ପୁତୁରା କହିଛନ୍ତି ଯେ, କିଛି ସମୟ ଧରି ପରିବାରକୁ ବାରମ୍ବାର ଫୋନ୍ ଲଗାଇଥିଲେ । ହେଲେ ବହୁ ରିଂଗ ହେବାପରେ ମଧ୍ୟ କେହି ଫୋନ୍ ଉଠାଇନଥିଲେ ।