• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

National Updates

Sanjay Bangar
୭ ବର୍ଷ ପରେ ପଞ୍ଜାବ କିଙ୍ଗ୍ସକୁ ଫେରିଲେ ସଞ୍ଜୟ ବାଙ୍ଗର

୨୦୧୫ ଓ ୨୦୧୬ରେ ପଞ୍ଜାବ ଦଳର ମୁଖ୍ୟ କୋଚ୍ ରହିବା ପରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋରରେ ଯୋଗ ଦେଇଥିଲେ। ସେ ବ୍ୟାଟିଂ ପ୍ରଶିକ୍ଷକ ଭାବେ ଆରସିବି ସହ ଯୋଡ଼ି ହୋଇଥିଲେ। ଏହା ପରେ ଦୁଇ ବର୍ଷ ପାଇଁ ସେ ଆରସିବିର ମୁଖ୍ୟ କୋଚ୍‌ ଭାବେ ଦାୟିତ୍ୱ ତୁଲାଇଥିଲେ।

NIA raids
ମହାରାଷ୍ଟ୍ର ଓ କର୍ଣ୍ଣାଟକର ୪୪ ସ୍ଥାନରେ NIA ରେଡ୍, ISIS ଲିଙ୍କ ମାମଲାରେ ୧୩ ଗିରଫ

ଆତଙ୍କବାଦୀ ଆକ୍ରମଣ ଲାଗି ଥିଲା ଯୋଜନା ! ମହାରାଷ୍ଟ୍ର ଓ କର୍ଣ୍ଣାଟକ ପୋଲିସର ସହାୟତରେ NIA ରେଡ୍ କରୁଛି ..

Old Man Misbehave
ଝିଅକୁ ବଞ୍ଚାଇବା ପାଇଁ ଛେପ ଚାଟିବା ସହ ଜୋତାମାଳ ପିନ୍ଧି ବୁଲିଲେ ୭୫ ବର୍ଷର ବୃଦ୍ଧ

ଜେଜେବାପା ବୟସର ଲୋକଙ୍କୁ ସ୍ନେହ ଆଦର ଦେବା ବଦଳରେ ବେକରେ ଜୋତାମାଳ ପିନ୍ଧାଇ ବୁଲାଇଲେ ।

PM Modi Greets Sonia Gandhi On Her Birthday
‘ଭଗବାନ ତାଙ୍କୁ ସୁସ୍ଥ ରଖନ୍ତୁ’...ସୋନିଆ ଗାନ୍ଧିଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ ମୋଦି

କିଛିବର୍ଷ ହେବ ସ୍ୱାସ୍ଥ୍ୟଗତ ସମସ୍ୟା ଯୋଗୁ ସୋନିଆ ଗାନ୍ଧି ରାଜନୀତିରୁ ନିଜକୁ ଦୂରେଇ ରଖିଛନ୍ତି ।

PM Modi tops in world leaders ranking with 76% rating
ବିଶ୍ୱ ନେତା ରାଙ୍କିଂରେ ସବୁଠୁ ଆଗରେ ମୋଦି

ବିଶ୍ୱ ନେତା ରାଙ୍କିଂରେ ସର୍ବାଗ୍ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ସର୍ଭେରେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ସର୍ବାଧିକ ୭୬% ରେଟିଂ ମିଳିଛି ।

Suspense continues over CM in Madhya Pradesh Chhattisgarh and Rajasthan
୩ ରାଜ୍ୟର ମୁଖ୍ୟମନ୍ତ୍ରୀ ପଦକୁ ନେଇ ହଟୁନି ସସ୍‌ପେନ୍ସ

ଆସନ୍ତାକାଲି ମଧ୍ୟପ୍ରଦେଶ ଓ ୧୧ ତାରିଖରେ ଛତିଶଗଡ଼ରେ ବସିବ ବିଜେପି ବିଧାୟକ ଦଳ ବୈଠକ । ସେଥିରେ ନିଜର ନେତା ଅର୍ଥାତ୍ ମୁଖ୍ୟମନ୍ତ୍ରୀଙ୍କୁ ବାଛିପାରନ୍ତି ଏହି ଦୁଇ ରାଜ୍ୟର ବିଧାୟକମାନେ ।

  • Saturday, 09 December 2023
Sun Aditya L1
ଆଦିତ୍ୟ-L1କୁ ବଡ଼ ସଫଳତା, ସାମ୍ନାକୁ ଆସିଲା ସୂର୍ଯ୍ୟଙ୍କ ରଙ୍ଗିନ ଫଟୋ !

ଏହି ଫଟୋ ଉଠାଇଛି ସୋଲାର୍ ଅଲଟ୍ରାଭାୟୋଲେଟ ଇମେଜିଂ ଟେଲିସ୍କୋପ୍ ବା ସୁଟ୍ ପେଲୋଡ୍ । ଫଟୋ ଗୁଡ଼ିକୁ ଇସ୍ରୋ ପକ୍ଷରୁ ଟ୍ୱିଟ୍ କରାଯାଇଛି ।

Ram Mandir
ରାମ ମନ୍ଦିର ପ୍ରତିଷ୍ଠା ଉତ୍ସବ ପାଇଁ ରାଜସ୍ଥାନରୁ ୬ କ୍ୱିଣ୍ଟାଲ ଗୁଆ ଘିଅ ଧରି ପହଞ୍ଚିଲା ରଥ

୩ ହଜାର ଆବେଦନ ଆସିଥିଲା, ୨ଶହ ନାଁ ସର୍ଟଲିଷ୍ଟ ପରେ ସରିଛି ଚୟନ। ଅଯୋଧ୍ୟାରେ ସମସ୍ତଙ୍କ ରହଣୀ ପାଇଁ ନିର୍ମାଣ ଚାଲିଛି ସ୍ୱତନ୍ତ୍ର ନଗର ।

Mahua Moitra
ମହୁଆଙ୍କୁ ମହଙ୍ଗା ପଡ଼ିଲା କ୍ୟାଶ୍ ଫର୍ କ୍ୱେରି ମାମଲା

ଲୋକସଭାରୁ ବହିଷ୍କୃତ ହେଲେ ଟିଏମ୍ସିର ମହୁଆ ମୈତ୍ର । ଏଥିକ୍ସ କମିଟି ରିପୋର୍ଟ ଆଧାରରେ ହରାଇଲେ ସାଂସଦ ପଦ ।

  • Friday, 08 December 2023
  • TMC
Narendra Modi
ଓଡ଼ିଶାରେ ରେଡ୍, ଦେଶବ୍ୟାପି ହଇଚଇ ! ମଦ ବ୍ୟବସାୟୀଙ୍କ ଘରୁ ୨ଶହ କୋଟି ନଗଦ ଜବତ

ଚେତାବନୀ ଶୁଣାଇଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । କଡ଼ାଗଣ୍ଡା କରି ଆଦାୟ କରାଯିବ ଜନତାଙ୍କଠୁ ଲୁଟ୍ ଟଙ୍କା କହିଲେ ପ୍ରଧାନମନ୍ତ୍ରୀ ।

PM Modi
‘ଜନତାଙ୍କଠାରୁ ଯାହା ଲୁଟିଛ, ତାକୁ କଡ଼ାଗଣ୍ଡା ଫେରାଇବାକୁ ପଡ଼ିବ’

ମଦ ବ୍ୟବସାୟୀଙ୍କ ଘରୁ ଶହ ଶହ କୋଟି ଟଙ୍କା ମିଳିବା ଘଟଣାକୁ ନେଇ ‘ଏକ୍ସ’ରେ ପ୍ରତିକ୍ରିୟା ଦେଲେ ପ୍ରଧାନମନ୍ତ୍ରୀ ମୋଦି ।

REPO RATE
ସ୍ଥିର ରହିଲା ରେପୋ ରେଟ୍, ନିରାଶ ହେଲେ ଋଣ ଗ୍ରହୀତା

ଫେବ୍ରୁଆରୀରେ ରେପୋ ରେଟ୍ 6.5 ପ୍ରତିଶତକୁ ବୃଦ୍ଧି କରାଯାଇଥିଲା। ସେହି ଦିନଠାରୁ ରେପୋ ରେଟ୍ ସ୍ଥିର ରହିଆସିଛି।

Mohua Moitra Expelled
ଲୋକସଭାରୁ TMC ସାଂସଦ ମହୁଆ ମୈତ୍ର ବହିଷ୍କୃତ

ଏଥିକ୍ସ କମିଟିର ରିପୋର୍ଟ ଆଧାରରେ ବହିଷ୍କାର ହେଲେ ପଶ୍ଚିମବଙ୍ଗର ତୃଣମୂଳ କଂଗ୍ରେସ ସାଂସଦ ମହୁଆ ମୈତ୍ର ।

Mohua Moitra
TMC ସାଂସଦ ମହୁଆଙ୍କ ପଦ ଯିବ !

ମହୁଆଙ୍କ କାର୍ଯ୍ୟକଳାପ ଅଗ୍ରହଣୀୟ, ଅନୈତିକ, ଘୃଣ୍ୟ ଓ ଅପରାଧିକ । ଏଥିସହ ତାଙ୍କ ଆର୍ଥିକ କାରବାର ତଦନ୍ତ କରିବାକୁ କମିଟି ସୁପାରିଶ କରିଛି ।

UPI Payment
ଲକ୍ଷେ ନୁହେଁ ଏଣିକି ୫ ଲକ୍ଷ ଯାଏ କରିପାରିବେ UPI ପେମେଣ୍ଟ..ଜାଣନ୍ତୁ..

ପୂର୍ବରୁ ୧ ଲକ୍ଷ ଟଙ୍କା ଯାଏ ୟୁପିଆଇ ପେମେଣ୍ଟ ହେଉଥିଲା । ବର୍ତ୍ତମାନ ୨ଟି କ୍ଷେତ୍ରରେ ଆପଣ ୫ ଲକ୍ଷ ଯାଏ ପେମେଣ୍ଟ କରିପାରିବେ ।

Former Telangana CM KCR falls at farmhouse
ଫାର୍ମହାଉସ୍‌ରେ ଖସି ପଡ଼ି ତେଲେଙ୍ଗାନା ପୂର୍ବତନ ମୁଖ୍ୟମନ୍ତ୍ରୀ ଆହତ

ଗତକାଲି ରାତିରେ କେସିଆର୍‌ଙ୍କୁ ସୋମାଜିଗୁଡାର ଯଶୋଦା ମେଡିକାଲ୍‌ରେ ଭର୍ତ୍ତି କରାଯାଇଛି । ସେଠାରେ ତାଙ୍କର ଚିକିତ୍ସା ଚାଲିଥିବା ସୂଚନା ମିଳିଛି ।

  • Friday, 08 December 2023
Kerla Girl Suicide
ଯୌତୁକ ପାଇଁ ଅଟକିଲା ବାହାଘର, ଆତ୍ମହତ୍ୟାର ବାଟ ବାଛିଲେ ଡାକ୍ତର!

ଆଇନ କାନୁନ୍ ତା ବାଟରେ ଲୋକେ ତାଙ୍କ ବାଟରେ । ଯୌତୁକ ଆକାରରେ ବରକୁ କମ୍ ପଡିଲା ୫୦ ଲକ୍ଷ ଟଙ୍କା, କାର୍ ଓ ୪୦ ଭରି ସୁନା । ନିରାଶ ହୋଇ ଜୀବନ ହାରିଦେଲା କନିଆଁ । ସେ ପୁଣି ପିଜି କରୁଥିବା ଡାକ୍ତର ଛାତ୍ରୀ । କେରଳରେ ଏଭଳି ଘଟଣାକୁ ନେଇ ସାରା ଦେଶରେ ଚର୍ଚ୍ଚା ।

BJP brainstorms over CM pick in 3 states
କିଏ ହେବେ ଏହି ୩ ରାଜ୍ୟରେ ମୁଖ୍ୟମନ୍ତ୍ରୀ ? ନାଁ ଚୂଡ଼ାନ୍ତ ପାଇଁ ନିଯୁକ୍ତ ହେବେ ପର୍ଯ୍ୟବେକ୍ଷକ...

ପର୍ଯ୍ୟବେକ୍ଷକମାନେ ତିନି ରାଜ୍ୟ ଯାଇ ନିର୍ବାଚିତ ହୋଇଥିବା ବିଧାୟକଙ୍କ ସହ ଆଲୋଚନା କରିବେ । ଏହାରି ଭିତରେ ଦିଲ୍ଲୀ ଯାଇ ହାଇକମାଣ୍ଡଙ୍କୁ ଭେଟିଛନ୍ତି କିଛି ତୁଙ୍ଗ ନେତା ।

  • Friday, 08 December 2023
  • BJP
Arjun Munda
ଅର୍ଜୁନ ମୁଣ୍ଡାଙ୍କୁ ମିଳିଲା କେନ୍ଦ୍ର କୃଷି ମନ୍ତ୍ରାଳୟ ଦାୟିତ୍ୱ

କେନ୍ଦ୍ରମନ୍ତ୍ରୀଙ୍କ ଇସ୍ତଫା ଗ୍ରହଣ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ନରେନ୍ଦ୍ର ସିଂ ତୋମରଙ୍କ ଇସ୍ତଫା ପରେ ଅର୍ଜୁନ ମୁଣ୍ଡାଙ୍କୁ ମିଳିଲା କେନ୍ଦ୍ର କୃଷି ମନ୍ତ୍ରାଳୟ ଦାୟିତ୍ୱ ।

Cabinet Ministers
୧୭ ବର୍ଷ ଧରି ମାଓବାଦୀ ଥିଲେ, ଆଜି କ୍ୟାବିନେଟ୍‌ ମନ୍ତ୍ରୀ

୧୬ ବର୍ଷ ଧରି ସେ ମାଓବାଦୀ ଥିଲେ । ବହୁ ହିଂସାକାଣ୍ଡରେ ମଧ୍ୟ ସଂପୃକ୍ତ ଥିଲେ । ପରେ ମନ ପରିବର୍ତ୍ତନ କରି ହିଂସାର ପଥ ଛାଡ଼ି ଅନସୂୟା ମୁଖ୍ୟସ୍ରୋତରେ ହୋଇଥିଲେ ସାମିଲ ।

Meftal
ସାବଧାନ !! ଟିକେ ଟିକେ କଥାରେ ପେନକିଲର୍‌ ଖାଉଛନ୍ତି କି ? ହୋଇପାରେ ସାଙ୍ଘାତିକ..

ପେନକିଲର୍ ମେଫଟାଲ ସେବନ ଦ୍ୱାରା ହୋଇପାରେ ରିଆକ୍ସନ । ଏନେଇ କେନ୍ଦ୍ର ସରକାର ଆଲର୍ଟ ଜାରି କରିଛନ୍ତି ।

Waiter Death
ଅଇଁଠା ପ୍ଲେଟ୍‌ ଦେହରେ ବାଜିବାରୁ ୱେଟର୍‌କୁ ପିଟିପିଟି ମାରିଦେଲେ ଅତିଥି

ବାହାଘର ଭୋଜି ହୋଇଛି ରକ୍ତରଞ୍ଜିତ । ଅଇଁଠା ପ୍ଲେଟ ନେଉଥିବା ବେଳେ କିଛି ଅତିଥିଙ୍କ ଦେହରେ ବାଜିବାରୁ ଘଟିଛି ଅଘଟଣ ।

Pneumonia Cases
ଦିଲ୍ଲୀ ଏମ୍ସରେ ନିମୋନିଆ ମାମଲା ବୃଦ୍ଧି, ସରକାରଙ୍କ ତରଫରୁ ବିବୃତ୍ତି ଜାରି

ଦିଲ୍ଲୀ ଏମ୍ସରେ ଅଭାବନୀୟ ଘଟଣା । ଗତକାଲି ବିଳମ୍ବିତ ରାତିରେ ନିମୋନିଆରେ ପୀଡ଼ିତ ଅନେକ ଶିଶୁଙ୍କ ରିପୋର୍ଟ ଆସିଥିବା ଜଣା ପଡ଼ିଛି । କିନ୍ତୁ ଏହା ନିକଟରେ ଦେଖା ଦେଇଥିବା ଚାଇନାରେ ସଂକ୍ରମଣ ସହ କୌଣସି ସମ୍ପର୍କ ନାହିଁ ବୋଲି କୁହା ଯାଇଛି ।

Ram Mandir
ଭବ୍ୟ ଢ଼ଙ୍ଗରେ ହେବ ରାମ ମନ୍ଦିର ପ୍ରତିଷ୍ଠା; ଅତିଥି ତାଲିକାରେ ଶିଳ୍ପପତି, କ୍ରିକେଟର୍‌ ଓ ଫିଲ୍ମଷ୍ଟାର

ଅଯୋଧ୍ୟାରେ ନିର୍ମିତ ହେଉଥିବା ରାମ ମନ୍ଦିରରେ ଆସନ୍ତା ୨୨ ରେ ପ୍ରାଣ ପ୍ରତିଷ୍ଠା କରାଯିବ । ଦିନ ଯେତିକି ପାଖଉଛି, ଉତ୍କଣ୍ଠା ସେତିକି ବଢ଼ୁଛି । ଆସନ୍ତା ୨୨ ରେ ହେବାକୁ ଥିବା ପ୍ରାଣ ପ୍ରତିଷ୍ଠା କାର୍ଯ୍ୟକ୍ରମ ପାଇଁ କାର୍ଯ୍ୟସୂଚୀ ପ୍ରସ୍ତୁତ ହୋଇ ସାରିଛି ।

Telengana CM
ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ ହେବେ ରେବନ୍ତ, ଆଜି ଶପଥ ଗ୍ରହଣ

ଆଜି ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ରେବନ୍ତ ରେଡ୍ଡୀ । ସେ ଗତରାତିରେ ଦିଲ୍ଲୀରୁ ଫେରିଥିବା ବେଳେ, ଆଜି ହାଇଦ୍ରାବାଦର ଲାଲବାହାଦୁର ଷ୍ଟାଡିୟମରେ ତାଙ୍କର ଶପଥ ଗ୍ରହଣ ସମାରୋହ ହେବ ।