ଆଜି ରାଜ୍ୟସଭା ନିର୍ବାଚନ ପାଇଁ ମତଦାନ । ହିମାଚଳ ପ୍ରଦେଶ, ଉତ୍ତରପ୍ରଦେଶ ଓ କର୍ଣ୍ଣାଟକରେ ୧୫ଟି ଆସନ ପାଇଁ ହେବ ଭୋଟ । ଓଡ଼ିଶା ସମେତ ୧୫ଟି ରାଜ୍ୟର ୫୬ଟି ରାଜ୍ୟସଭା ଆସନ ପାଇଁ ନାମାଙ୍କନ ଭରିଥିଲେ ପ୍ରାର୍ଥୀ । ତେବେ ସେମାନଙ୍କ ମଧ୍ୟରୁ ୪୧ ଜଣ ପ୍ରାର୍ଥୀ ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହୋଇସାରିଛନ୍ତି ।
ବେଙ୍ଗାଲୁରୁ ସହରର ଏହି ଘଟଣା । ଜଣେ ଚାଷୀ ମୁଣ୍ଡରେ କିଛି ଲୁଗାପଟା ଗଣ୍ଠିଲି ମୁଣ୍ଡାଇ ମେଟ୍ରୋ ଷ୍ଟେସନ୍ରେ ପହଞ୍ଚିଥିଲେ । ସେ ପିନ୍ଧିଥିବା ପୋଷାକ ମଳି ହୋଇଯାଇଥିଲା ।
ଏକ ରିପୋର୍ଟ ଅନୁଯାୟୀ, ଏହି ଘଟଣାର ସମୀକ୍ଷା କରିବା ସହ ଭାରତୀୟ ବ୍ୟାଙ୍କ ଆସୋସିଏସନକୁ ସେହି ଅନୁସାରେ ନିର୍ଦ୍ଦେଶ ଦେବାକୁ କେନ୍ଦ୍ର ଅର୍ଥମନ୍ତ୍ରୀଙ୍କୁ ଅନୁରୋଧ କରିଛି ସଂଘ ।
୨୦୨୦ରେ NEP ଆରମ୍ଭ ହେବା ପରଠୁ କେନ୍ଦ୍ର ଶିକ୍ଷା ବିଭାଗ, ପ୍ରତ୍ୟେକ ରାଜ୍ୟ ତଥା କେନ୍ଦ୍ର ଶାସିତ ଅଞ୍ଚଳକୁ ଏଭଳି ଅନେକ ଚିଠି ଲେଖିଛି । ଯେଉଁଗୁଡ଼ିକୁ କଡ଼ାକଡ଼ି ଭାବେ ମାନିବାକୁ ବାରମ୍ବାର ନିର୍ଦ୍ଦେଶ ଦିଆଯାଇଛି ।
ସିଂହ ଯୋଡ଼ିଙ୍କ ନାମ ରଖିବା ପଡ଼ିଲା ମହଙ୍ଗା । ସିଂହ ଯୋଡ଼ିଙ୍କ ନାମ ‘ଆକବର-ସୀତା’ ଦେଇ ଫସିଲେ ଜଙ୍ଗଲ ଅଧିକାରୀ । ଶେଷରେ ଚାକିରିରୁ ହେଲେ ନିଲମ୍ୱିତ ଜଙ୍ଗଲ ଅଧିକାରୀ ।
ଷ୍ଟେସନଗୁଡ଼ିକରେ ଚାଲୁଥିବା ବିକାଶ ପାଇଁ ଅମୃତ ଭାରତ ଷ୍ଟେସନ ଯୋଜନାରେ ଏକ ଦୀର୍ଘକାଳୀନ ଦୃଷ୍ଟିକୋଣ ରହିଛି । ଏଥିରେ ବିଭିନ୍ନ ଷ୍ଟେସନରେ ସୁବିଧା ବଢ଼ାଇବା ପାଇଁ ମାଷ୍ଟର ପ୍ଲାନ୍ ତିଆରି ହେବା ସହ ପର୍ଯ୍ୟାୟ କ୍ରମେ କାର୍ଯ୍ୟକାରୀ କରାଯିବ ।
ବୟସରେ ଛୋଟ କିନ୍ତୁ କାମରେ ବଡ଼ । ୫ ବର୍ଷ ପିଲାର ନିଆରା ପ୍ରୟାସ । ଶୁଣିଲେ ହେବେ ତାଜୁବ । ମଦ ଦୋକାନ ବନ୍ଦ କରିବାକୁ କୋର୍ଟରେ ପହଞ୍ଚିଛନ୍ତି ୫ ବର୍ଷର ଛାତ୍ର ।
ଖୁବ୍ଶୀଘ୍ର ପିଲା ଦିନର ବନ୍ଧୁରୁ ଜୀବନସାଥୀ ହେବେ ଅନନ୍ତ ଅମ୍ୱାନି ଓ ରାଧିକା ମର୍ଚାଣ୍ଟ । ପ୍ରି ୱେଡିଂରେ ଯୋଗ ଦେବେ ଖାସ୍ ଅତିଥି...ଲିଷ୍ଟରେ ଅଛନ୍ତି ଜୁକରବର୍ଗ, ବିଲ୍ ଗେଟ୍ସ...
ପୂର୍ବରୁ ହିନ୍ଦୁ ପକ୍ଷ ଏଠାରେ ପୂଜାର୍ଚ୍ଚନା ପାଇଁ ବାରଣାସୀ ଜିଲ୍ଲା ଜଜଙ୍କ କୋର୍ଟରେ ଅପିଲ କରିଥିଲେ। ଏହାର ଶୁଣାଣି କରି ଜାନୁଆରି ୩୧ରେ ପୂଜା ପାଇଁ ଅନୁମତି ଦେଇଥିଲେ କୋର୍ଟ।
ଗ୍ରାମାଞ୍ଚଳରେ ମୁଣ୍ଡପିଛା ହାରାହାରି ଖର୍ଚ୍ଚ ୩,୭୭୩ ଟଙ୍କା ହୋଇଥିବା ବେଳେ ସହରାଞ୍ଚଳରେ ୬,୪୫୯ ଟଙ୍କା ରହିଛି।
୨୭ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ଥିବା ଏହି ଷ୍ଟେସନଗୁଡ଼ିକୁ ୧୯,୦୦୦ କୋଟି ଟଙ୍କାରୁ ଅଧିକ ବ୍ୟୟରେ ପୁନଃବିକଶିତ କରାଯିବ।
INLD ହରିୟାଣା ମୁଖ୍ୟ ନଫେ ସିଂ ରାଠିଙ୍କୁ ଗୁଳିକରି ହତ୍ୟା । ନଫେ ସିଂଙ୍କ ଉପରକୁ ଦୁର୍ବୃତ୍ତ ୪୦ରୁ ୫୦ ରାଉଣ୍ଡ ଗୁଳି କରି ଫେରାର ମାରିଛନ୍ତି।
ଛୋଟ ଭୁଲ୍ ନେଇଗଲା ଜୀବନ । ଗାଡ଼ି ସଫା କରି ଟଙ୍କା ମାଗୁଥିଲେ କିନ୍ତୁ ମିଳିଲା ମୃତ୍ୟୁର ଉପହାର । ଟ୍ରକ ତଳେ ଚାପି ହୋଇ ଚାଲିଗଲା ଜୀବନ...
ଆଜି ଦ୍ୱାରକା ଯାଇ ସମୁଦ୍ର ଭିତରେ ଶ୍ରୀକୃଷ୍ଣଙ୍କୁ ପ୍ରାର୍ଥନା କରିଥିଲେ ପ୍ରଧାନମନ୍ତ୍ରୀ । ପରେ ନିଜର ଅନୁଭୂତିକୁ ସୋସିଆଲ ମିଡିଆ ‘X’ ପ୍ରଧାନମନ୍ତ୍ରୀ ସେୟାର କରିଛନ୍ତି ।
ଆଜି ୧୧୦ ତମ ମନ କି ବାତ୍ କାର୍ଯ୍ୟକ୍ରମରେ ଓଡ଼ିଆ ଦମ୍ପତିଙ୍କୁ ପ୍ରଶଂସା କରିଛନ୍ତି ମୋଦି।
ସଂସଦର ବଜେଟ୍ ଅଧିବେଶନରେ ସଂସଦ ଗୃହର କ୍ୟାଣ୍ଟିନରେ ମଧ୍ୟାହ୍ନ ଭୋଜନ କରିଥିବା ୯ ସାଂସଦଙ୍କ ମଧ୍ୟରେ ରିତେଶ ପାଣ୍ଡେ ମଧ୍ୟ ଥିଲେ।
ଟ୍ରେନ୍ଟି ଷ୍ଟେସନରେ ରହିବା ପରେ ଡ୍ରାଇଭର ଚା’ ପିଇବାକୁ ଓହ୍ଲାଇଥିଲେ। ଏହି ସମୟରେ ଟ୍ରେନ୍ଟି ହଠାତ ଗଡ଼ିବା ଆରମ୍ଭ କରିଥିଲା।
ହିମାଂଶୁ ନିଜ ମାଉସୀଙ୍କ ସୁନା ଗହଣା ଚୋରିକରି ବିକ୍ରି କରିଦେଇଥିଲେ। ପରେ ଏହି ଟଙ୍କାରେ ସେ ବାପା-ମା’ଙ୍କ ନାଁରେ ୫୦ଲକ୍ଷର ଇନସ୍ୟୁରାନ୍ସ କରିଥିଲେ।
ନରେନ୍ଦ୍ର ମୋଦି ଆଜି ଦେଶବାସୀଙ୍କ ପାଇଁ ଗୁଜରାଟର ଦ୍ୱାରକାରେ ସୁଦର୍ଶନ ସେତୁର ଉଦଘାଟନ କରିଛନ୍ତି।
୨୦୧୭ ମସିହାରେ ଏହି ପୋଲର ନିର୍ମାଣ ଲାଗି ଭିତ୍ତି ପ୍ରସ୍ତର ସ୍ଥାପନ କରିଥିଲେ ମୋଦି।
ଭୋଟ୍ ତାରିଖ କେବେ ଘୋଷଣା କରିବେ ନିର୍ବାଚନ କମିଶନ ? ଜୋର ଧରିଲାଣି ଚର୍ଚ୍ଚା, ଭାଇରାଲ୍ ହେଲାଣି ଫେକ୍ ସ୍କେଡ୍ୟୁଲ୍ ।
ସୋସିଆଲ ମିଡିଆରେଭାଇରାଲ୍ ହେଉଛି ସାଧାରଣ ନିର୍ବାଚନର ମିଛ କାର୍ଯ୍ୟସୂଚୀ। ଏହାକୁ ବିଶ୍ୱାସ ନ କରିବା ପାଇଁ ନିର୍ବାଚନ କମିଶନଙ୍କ ପକ୍ଷରୁ ସ୍ପଷ୍ଟ କରାଯାଇଛି।
ଆସନ୍ତା ୨୯ ତାରିଖ ଗୁରୁବାର ବିଜେପିର କେନ୍ଦ୍ରୀୟ ନିର୍ବାଚନ କମିଟି ବୈଠକ ବସିବ। ଆଉ ଏହି ବୈଠକ ପରେ ଦଳ ପ୍ରଥମ ପର୍ଯ୍ୟାୟରେ ୧୦୦ ଜଣିଆ ତାଲିକା ଘୋଷଣା କରିପାରେ ।
ନରେନ୍ଦ୍ରଙ୍କ ବନ୍ଧୁ ସେଠାକୁ ଆସି ଦେଖିବା ବେଳକୁ ସେ ରକ୍ତ ଜୁଡୁବୁଡୁ ଅବସ୍ଥାରେ ପଡ଼ିଥିଲେ।ଡକାୟତମାନେ ନରେନ୍ଦ୍ରଙ୍କ ମୋବାଇଲ୍ ଫୋନ୍ ଏବଂ ବ୍ୟାଗ୍ ଛଡ଼ାଇ ନେଇ ସେଠାରୁ ଫେରାର ହୋଇଯାଇଛନ୍ତି।
ଜୁଲାଇ ୧ ତାରିଖରୁ ଲାଗୁ ହେବ ୩ ନୂଆ ଫୌଜଦାରୀ ଆଇନ । ଭାରତୀୟ ନ୍ୟାୟ ସଂହିତା, ଭାରତୀୟ ନାଗରିକ ସୁରକ୍ଷା ସଂହିତା ଲାଗୁ । ଭାରତୀୟ ସାକ୍ଷ୍ୟ ଅଧିନିୟମ ମଧ୍ୟ ଲାଗୁ କରାଯିବାକୁ ନିଷ୍ପତ୍ତି ।