ଅନେକ ସମୟରେ ଦେଖାଯାଏ ଯେ, ଭାରତରେ ବିଦେଶୀମାନେ ଅନେକ ପ୍ରକାର ଖାଦ୍ୟ ତିଆରି କରନ୍ତି । ଭାରତୀୟ ଷ୍ଟ୍ରିଟ୍ ଫୁଡ୍ ଟେଷ୍ଟ କରନ୍ତି । ଇଣ୍ଟରନେଟରେ ଅନେକ ସମୟରେ ଏପରି ଭିଡ଼ିଓ ଆମର ଦୃଷ୍ଟିଗୋଚର ହୁଏ ।
ସ୍ତ୍ରୀକୁ ହତ୍ୟା କଲା ସ୍ୱାମୀ । ଦେହରେ କିରୋସିନ ଢାଳି ନିଆଁ ଲଗାଇଦେଲା । ଦିଲ୍ଲୀରେ ଏପରି ଭୟଙ୍କର ତଥା ବିଭତ୍ସ ହତ୍ୟାକାଣ୍ତ ଘଟିଛି ।
ପଶ୍ଚିମବଙ୍ଗରେ ଆଜି ମହିଳା ରାଲିକୁ ଉଦବୋଧନ ଦେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ବାରାସତରେ ମହିଳା ସମାବେଶକୁ ସମ୍ବୋଧନ କରି ନାରୀ ସଶକ୍ତିକରଣ ଏବଂ ସନ୍ଦେଶଖାଲି ପ୍ରସଙ୍ଗ ଉଠାଇବେ ବୋଲି କୁହାଯାଉଛି ।
ଆମେ ପ୍ରାୟତଃ ହୋଟେଲରେ ମିଲ୍ ଖାଇବା ପରେ ମାଉଥ୍ ଫ୍ରେସନର୍ ଖାଇଥାଉ। ହରିୟାଣା ଗୁରୁଗ୍ରାମରେ ମାଉଥ ଫ୍ରେସନର ଖାଇ ୫ଜଣ ରକ୍ତବାନ୍ତି କରିଥିବାର ସୂଚନା ମିଳିଛି।
ଘରେ ବସି ରୋଜଗାର କରନ୍ତୁ ଟଙ୍କା । ପୋଷ୍ଟ ଅଫିସ୍ର ଏହି ସ୍କିମ୍ରେ ବିନିଯୋଗ କରନ୍ତୁ...ମାସିକ ରୋଜଗାର କରନ୍ତୁ ୨୦ ହଜାର ! ଜାଣନ୍ତୁ କେମିତି ଓ କିପରି କରିବେ...
ରକ୍ତମୁଖା ସ୍ୱାମୀ । ବିଚ୍ ରାସ୍ତାରେ ଗୋଡ଼ାଇ ଗୋଡ଼ାଇ ସ୍ତ୍ରୀକୁ ନିର୍ମମ ଭାବେ ହାଣିଲା ସ୍ୱାମୀ । ଏକ ଧାରୁଆ ଅସ୍ତ୍ରରେ ସ୍ତ୍ରୀକୁ ହାଣି ହତ୍ୟାକଲା ସ୍ୱାମୀ ।
ଲାଗୁହେଲା କଠୋର ନିୟମ । ପାଣି ନଷ୍ଟ କଲେ କଠୋର ଦଣ୍ଡବିଧାନ ସହ ଦେବାକୁ ପଡ଼ିବ ଫାଇନ୍ । ଏଥିସହିତ ଏହି କାର୍ଯ୍ୟକୁ ତଦାରଖ କରିବା ପାଇଁ ନିୟୋଜିତ ହେବେ ସ୍ୱତନ୍ତ୍ର ସୁରକ୍ଷାକର୍ମୀ...
ଉନ୍ନୟନ ମୂଳକ ପ୍ରକଳ୍ପ ଲୋକାର୍ପଣ ଓ ଶିଳାନ୍ୟାସ କାର୍ଯ୍ୟକ୍ରମ ସମୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ଉପସ୍ଥିତ ରହିବେ ବୋଲି ସୂଚନା ମିଳିଛି।
ସ୍ତ୍ରୀର ବର୍ବରକାଣ୍ତ । ମିଳିଲାନି ବିବାହ ବାର୍ଷିକୀ ଉପହାର, ସ୍ୱାମୀକୁ ଛୁରୀ ଭୁସି ଦେଲା ସ୍ତ୍ରୀ । ସ୍ୱାମୀ ଶୋଇଥିବା ବେଳେ ରୋଷେଇ ଘରର ଛୁରୀ ନେଇ ସ୍ୱାମୀ ହାତରେ ଭୁସି ଦେଲା ସ୍ତ୍ରୀ ।
୨୦୨୩ରେ ଅନୁରାଧା ଏକ ସାକ୍ଷାତକାରରେ ସ୍ପଷ୍ଟ କରିଦେଇଥିଲା ଯେ ଏବେ ଅପରାଧ ସହ ତାର କୌଣସି ସମ୍ପର୍କ ନାହିଁ, ସେ କେବଳ ଜଣେ ଗୃହିଣୀ ଏବଂ ସନ୍ଦୀପର ଘର ସମ୍ଭାଳୁଛି । ଅନୁରାଧା ଏବେ ସାଧାରଣ ଜୀବନଯାପନ କରୁଛି ।
ସମ୍ବେଦନଶୀଳ ପୋଷ୍ଟ ପରେ ତଦନ୍ତ ଆରମ୍ଭ କରିଛି କର୍ଣ୍ଣାଟକ ପୋଲିସ୍। ବ୍ୟକ୍ତି ଜଣକ ହାଇଦ୍ରାବାଦର ହୋଇଥିବା ଜଣାପଡ଼ିଛି। ଏଣୁ ହାଇଦ୍ରାବାଦର ଏକାଧିକ ସ୍ଥାନରେ ଚଢ଼ାଉ ହୋଇଛି।
ସାଇବର ଠକେଇ ସନ୍ଦେହ ହେଲେ ସହଜରେ କରିହେବ ଅଭିଯୋଗ । 'ଚକ୍ଷୁ' ପୋର୍ଟାଲର ଲୋକାର୍ପଣ କଲେ କେନ୍ଦ୍ର ଆଇଟି ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ।
ଏହି କାର୍ଯ୍ୟକ୍ରମରେ ଏକ ଲକ୍ଷରୁ ଅଧିକ ମହିଳା କର୍ମୀ ଯୋଗ ଦେବେ। ଏହି ସମାବେଶ ପ୍ରସ୍ତୁତିର ତଦାରଖ କରିବାକୁ କୋଲକାତାରେ ପହଞ୍ଚିଛନ୍ତି ବୈଜୟନ୍ତ ପଣ୍ଡା।
ତ୍ରୁଟି ସଂଶୋଧନ ବା ଅପ୍ଡେଡ୍ କରିବାକୁ ହେଲେ ଆପଣଙ୍କୁ ଅନ୍ଲାଇନ୍ ଜରିଆରେ ନିଜର ଅସଲି ପରିଚୟ ପତ୍ର ଓ ଠିକଣା ପ୍ରମାଣ ପତ୍ର ଦେବାକୁ ପଡ଼ିବ ।
ପ୍ରଥମେ ଏକଥା ସେ କାହାରିକୁ ଜଣାଇ ଦୁଃଖିତ କରିବାକୁ ଚାହିଁନଥିଲେ । କିନ୍ତୁ ପରେ ଧିରେ ଧିରେ ତାଙ୍କ ସହକର୍ମୀମାନେ ଏହା ଜାଣିଥିଲେ ।
ଦେଶର ପ୍ରତ୍ୟେକଟି ଗରିବ ପରିବାର ହେଉଛି ‘ମୋ ପରିବାର’। ଏପରିକି ମେରା ଭାରତ’ ‘ମେରା ପରିବାର’ ବୋଲି କହି କଡ଼ା ଭାଷାରେ ସମାଲୋଚନା କରିଛନ୍ତି ପ୍ରଧାନମନ୍ତ୍ରୀ।
ଗତକାଲି ଲାଲୁ ଯାଦବଙ୍କ ଏହି ଆକ୍ଷେପ ପରେ ଜବାବ ରଖିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଦେଶର ୧୪୦ କୋଟି ଜନତା ମୋ ପରିବାର ବୋଲି ସମ୍ବୋଧନ କରିଛନ୍ତି ପ୍ରଧାନମନ୍ତ୍ରୀ ।
ବେଙ୍ଗାଲୁରୁରେ ରାମେଶ୍ୱରମ କାଫେ ବିସ୍ଫୋରଣ ଘଟଣାର ତନାଘନା କରିବ ନ୍ୟାସନାଲ ଇନଭେଷ୍ଟିଗେସନ ଏଜେନ୍ସି ବା ଏନଆଇଏ । ଗୃହମନ୍ତ୍ରାଳୟ ପକ୍ଷରୁ ମାମଲାର ତଦନ୍ତ ଭାର ଏନଆଇଏକୁ ଦିଆଯାଇଛି ।
ଦିଲ୍ଲୀ ସରକାର ଆଜି ବଜେଟ ଉପସ୍ଥାପନ କରିଛନ୍ତି । ଉକ୍ତ ବଜେଟରେ ୧୮ ବର୍ଷରୁ ଉର୍ଦ୍ଧ୍ୱ ମହିଳାଙ୍କ ପାଇଁ ୧୦୦୦ ଟଙ୍କା ଘୋଷଣା କରିଛନ୍ତି । ଦିଲ୍ଲୀ ଅର୍ଥମନ୍ତ୍ରୀ ଆତିଶି ଆଜି ୭୬,୦୦୦ କୋଟି ଟଙ୍କାର ବଜେଟ୍ ଉପସ୍ଥାପନ କରିଛନ୍ତି ।
ରାସ୍ତାରେ ଗଲା ବେଳେ ଅଜଣା ଯୁବତୀଙ୍କୁ ଡାର୍ଲିଙ୍ଗ ଡାକିଲେ ଲାଗିବ କେସ୍। ଏକ ଯୌନ ଉତ୍ପୀଡ଼ନ ମାମଲାର ଶୁଣାଣି ବେଳେ କୋଲକାତା ହାଇକୋର୍ଟ ଏହି ରାୟ ଦେଇଛନ୍ତି । ଯଦି କୌଣସି ବ୍ୟକ୍ତି ଅଜଣା ଯୁବତୀଙ୍କୁ ଡାର୍ଲିଙ୍ଗ ବୋଲି ସମ୍ବୋଧନ କରେ, ତେବେ ସେ ଦୋଷୀ ସାବ୍ୟସ୍ତ ହେବେ। ଆଇପିସି ଧାରା ୩୫୪ A ଅନୁଯାୟୀ ତାଙ୍କୁ ଜେଲ ଯିବାକୁ ପଡ଼ିବ..
ଭାରତ ଏବଂ ଜାପାନ୍ ମଧ୍ୟରେ ଚାଲିଥିବା ‘ଧର୍ମା ଗାର୍ଡିୟନ’ ସମରାଭ୍ୟାସ ଶେଷ ହୋଇଛି । ଯୁଦ୍ଧାଭ୍ୟାସର ଅନ୍ତିମ ଦିନରେ ଆତଙ୍କବାଦୀଙ୍କୁ ଖୋଜିବା ସେମାନଙ୍କୁ ନିପାତ କରିବାର ଶୈଳୀ ପ୍ରଦର୍ଶନ କରିଥିଲେ..
ତେବେ କୋଟି କୋଟି ସ୍ମାର୍ଟ ଫୋନ୍ ୟୁଜର୍ସଙ୍କ ମୁଣ୍ତ ଉପରେ ବିପଦ ଘୂରି ବୁଲୁଛି। ସିକ୍ୟୁରିଟି ଏକ୍ସପର୍ଟ ଏକ ନୂଆ ଭାଇରସ୍ ବିଷୟରେ ଅବଗତ କରାଇଛନ୍ତି, ଯାହାର ନାମ ହେଲା Android XLoader
ବିଶିଷ୍ଟ ଉଦ୍ୟୋଗପତି ମୁକେଶ ଅମ୍ବାନୀଙ୍କ ସାନ ପୁଅ ଅନନ୍ତ ଅମ୍ବାନୀ ଆସନ୍ତା ଜୁଲାଇ ମାସରେ ରାଧିକା ମର୍ଚ୍ଚାଣ୍ଟଙ୍କୁ ବିବାହ କରିବେ । ଏହାପୂର୍ବରୁ ଗୁଜୁରାଟର ଜାମନଗରରେ ଆୟୋଜିତ ହେଉଛି ଅନେକ କାର୍ଯ୍ୟକ୍ରମ ।
ନିଜ ପୂର୍ବ ରାୟ ଉପରେ ରୋକ ଲଗାଇଲେ ସୁପ୍ରିମକୋର୍ଟ। ନୋଟ୍ ନେଇ ଭୋଟ୍ କିମ୍ବା ଭାଷଣ ଦେଇପାରିବେନି। ଜନ ପ୍ରତିନିଧିଙ୍କ ଉପରେ ମାମଲା ହୋଇପାରିବ ବୋଲି ସୁପ୍ରିମକୋର୍ଟ ମୁଖ୍ୟ ବିଚାରପତିଙ୍କ ୭ ଜଣିଆ ଖଣ୍ଡପୀଠ ରାୟ ଶୁଣାଇଛନ୍ତି।
ଏମିତି ପୁଅ ଥାଇ କେତେ, ନଥାଇ କେତେ ? ଜମି ଖଣ୍ତିକ ପାଇଁ ବାପାମାଆଙ୍କୁ ନୃଶଂସ ଭଳି ପିଟିଲା।