• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

National Updates

Arvind Kejriwal praises Ayodhya temple
ଅଯୋଧ୍ୟାରେ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ସାରା ବିଶ୍ୱ ପାଇଁ ଗର୍ବ ଓ ଗୌରବର ବିଷୟ: କେଜ୍ରିୱାଲ

‘ରାମ ରାଜ୍ୟରୁ ପ୍ରେରଣା ନେଇ ଦିଲ୍ଲୀରେ ସରକାର ଚଳାଇବାକୁ ଚେଷ୍ଟା କରୁଛୁ। ଏହା ଅଧୀନରେ କେହି ଭୋକିଲା ରହିବେ ନାହିଁ ଏବଂ ସମସ୍ତଙ୍କୁ ଘର ଯୋଗାଇ ଦିଆଯିବ।’

Anti-Corruption Bureau Raid
କୁବେର ସରକାରୀ ବାବୁ...ମିଳିଲା ଶହେ କୋଟିର ସମ୍ପତ୍ତି, ନଗଦ ୪୦ ଲକ୍ଷ ଓ ଟଙ୍କାଗଣା ମେସିନ

ବାଲକୃଷ୍ଣଙ୍କ ଘରୁ ନଗଦ ଟଙ୍କା ଗଣିବା ମେସିନ ବି ମିଳିଛି। ଆଜି ବି ଚଢାଉ ଜାରି ରହିଛି। ଏଯାଏ ତଦନ୍ତକାରୀ ଟିମ୍‌ ବାଲକୃଷ୍ଣଙ୍କ ୪ଟି ଲକର୍‌ ଠାବ କରିଛନ୍ତି ।

  • Thursday, 25 January 2024
  • Raid
Ex-Navy officer skydives
ନୌସେନା ଅଧିକାରୀଙ୍କ ରାମ ପ୍ରେମ...୧୦ହଜାର ଫୁଟ ଉଚ୍ଚରେ ଉଡାଇଲେ ‘ଜୟ ଶ୍ରୀରାମ’ ଧ୍ୱଜା

ଥାଇଲାଣ୍ଡ ଆକାଶର ୧୦ହଜାର ଫୁଟ ଉଚ୍ଚରେ ଯାଇ ସମସ୍ତଙ୍କୁ ଚକିତ କରିଦେଛନ୍ତି। ସ୍କାଏ ଡାଇଭିଂ କରି ‘ ଜୟ ଶ୍ରୀରାମ’ ଲେଖାଥିବା ଏକ ଧ୍ୱଜା ଉଡାଇଛନ୍ତି।

Arun Yogiraj
‘ମୁଁ ବିଶ୍ୱାସ କରିପାରିଲିନି, ମୋ ଆଖି ସାମ୍ନାରେ ଶ୍ରୀରାମଙ୍କ ଚେହେରା ବଦଳିଗଲା’ !

‘ମୁଁ ନିଜକୁ ବିଶ୍ୱାସ କରିପାରିଲିନି ଯେ ମୁଁ ଗଢ଼ିଥିବା ମୂର୍ତ୍ତି ଏତେ ସୁନ୍ଦର କେମିତି ହେଲା । ସେହି ସମୟରେ ମୋ ପାଖରେ ଯେଉଁମାନେ ଥିଲେ ମୁଁ ତାଙ୍କୁ ଏକଥା ସଙ୍ଗେ ସଙ୍ଗେ ଜଣେଇଛି ।’

Minor Boy Death
କ୍ୟାନସର ଭଲ କରିବାକୁ ଗଙ୍ଗାସ୍ନାନ କରାଉଥିଲେ, ଚାଲିଗଲା କୁନି ପୁଅର ଜୀବନ

କର୍କଟ ଭଳି ଭୟଙ୍କର ରୋଗ ପାଇଁ ଡାକ୍ତରୀ ଚିକିତ୍ସା କରିବା ପରିବର୍ତ୍ତେ ଅନ୍ଧବିଶ୍ୱାସରେ ବଶବର୍ତ୍ତୀ ହୋଇ ୫ ବର୍ଷର ଶିଶୁର ଜୀବନ ଚାଲିଗଲା ।

Republic Day Delhi
ସାଧାରଣତନ୍ତ୍ର ଦିବସ ପାଇଁ ଶେଷ ପର୍ଯ୍ୟାୟରେ ପ୍ରସ୍ତୁତି...କଡ଼ା ସୁରକ୍ଷା ବଳୟରେ ରାଜଧାନୀ ଦିଲ୍ଲୀ

ପ୍ରଥମ ଥର ପାଇଁ ରିପବ୍ଲିକ୍ ଡେ ପରେଡରେ ଭାଗ ନେବେ ଦିଲ୍ଲୀ ପୋଲିସର ମହିଳା ପରେଡ୍ ଓ ବ୍ୟାଣ୍ଡ୍ କଣ୍ଟିଞ୍ଜେଣ୍ଟର । ଅଲ୍-ୱିମେନ୍ କଣ୍ଟିଞ୍ଜେଣ୍ଟର ନେତୃତ୍ବ ନେବେ ଆଇପିଏସ୍ ଶ୍ବେତା କେ. ସୁଗଠନ ।

Tamil Nadu Accident
ଘାଟିରେ ସିରିଜ ଦୁର୍ଘଟଣା...ଭାରସାମ୍ୟ ହରାଇ ଖସିପଡିଲା ଟ୍ରକ...୪ମୃତ, ୮ଗୁରୁତର

୩ଟି ଟ୍ରକ ଗୋଟିଏ ପରେ ଗୋଟିଏ ଆସି ଦୁର୍ଘଟଣାଗ୍ରସ୍ତ ହୋଇଛନ୍ତି। ଯାହାର ଭିଡିଓ ସିସିଟିଭିରେ କଏଦ୍ ଦୋଇଛି ।

President’s Medal
ସାଧାରଣତନ୍ତ୍ର ଦିବସ: ଓଡ଼ିଶାର ୧୫ ଜଣଙ୍କୁ ସାହସିକତା ପୁରସ୍କାର, ୨ଜଣଙ୍କୁ ରାଷ୍ଟ୍ରପତି ପଦକ

ଓଡ଼ିଶାରୁ ଗୃହ ବିଭାଗ ସଚିବ ସନ୍ତୋଷ ବାଲା ଓ କନଷ୍ଟେବଲ ସଂଯୁକ୍ତା ପଟ୍ଟନାୟକ ପାଇବେ ରାଷ୍ଟ୍ରପତି ପଦକ ।

Mary Kom
‘ଅବସର ଘୋଷଣା କରି ନାହିଁ, ମୋ କଥାକୁ ଭୁଲ ତର୍ଜମା ହୋଇଛି’

ମ୍ୟାରି କମ୍‌ କହିଛନ୍ତି, ମୁଁ ବକ୍ସିଂରୁ ଅବସର ଘୋଷଣା କରି ନାହିଁ । ମୋ କଥାକୁ ଭୁଲ ତର୍ଜମା ହୋଇଛି। ଅବସର ନିଷ୍ପତ୍ତି ନେଲେ ମିଡିଆ ସାମ୍ନାକୁ ଆସି ଘୋଷଣା କରିବି ।

Ram Mandir - Ram Lala
ସାମ୍ନାକୁ ଆସିଲା ବାଳକ ରାମଙ୍କର ଆଉ ଏକ ମୂର୍ତ୍ତି

ଭାସ୍କର୍ଯ୍ୟ ଶିଳ୍ପୀ ଗଣେଶ ଭଟ୍ଟଙ୍କ ଦ୍ବାରା ନିର୍ମିତ ମୂର୍ତ୍ତି ।

BJP
ନୂଆ ଭୋଟରଙ୍କୁ ଟାଣିବାକୁ ବିଜେପିର ଯୋଜନା, ଡାଇରେକ୍ଟ କଥା ହେବେ ମୋଦି !

ଆସନ୍ତାକାଲି ନବ ମତଦାତା ସମ୍ମିଳନୀ କରିବ ବିଜେପି । ଜାତୀୟ ଭୋଟର ଦିବସରେ ଓଡ଼ିଶାରେ ୨୫୦ ସ୍ଥାନରେ ସମ୍ମିଳନୀ ।

No alliance with Congress
ଇଣ୍ଡିଆ ମେଣ୍ଟକୁ ଡବଲ ଝଟକା...ଏକାକୀ ଲଢ଼ିବାକୁ ଟିଏମ୍‌ସି ଓ ଆପ୍‌ର ଘୋଷଣା

କଂଗ୍ରେସ ଗୋଟିଏ ପରେ ଗୋଟିଏ ଆସନ ହରାଇବା ଉପରେ। ଏବେ ଇଣ୍ଡିଆ ମେଣ୍ଟର ଭବିଷ୍ୟତକୁ ନେଇ ସଂକଟ ଦେଖାଦେଇଛି।

Assam Rifles jawan fires at colleagues
୬ ସହକର୍ମୀଙ୍କୁ ଗୁଳି ପରେ ନିଜକୁ ଗୁଳି ମାରିଦେଲେ ଯବାନ

ଦକ୍ଷିଣ ମଣିପୁର ସାଜିକ୍ ଚମ୍ପକ ଅଞ୍ଚଳର ଏହି ଘଟଣା ବର୍ତ୍ତମାନ ଚାଞ୍ଚଲ୍ୟ ସୃଷ୍ଟି କରିଛି। ଆହତମାନଙ୍କ ମଧ୍ୟରୁ କେହି ବି ମଣିପୁରର ନୁହଁନ୍ତି।

Suicide
୨୯ମହଲାରୁ ଡେଇଁ ଜୀବନ ହାରିଲେ ସପ୍ତମ ଶ୍ରେଣୀ ଛାତ୍ରୀ

ବେଙ୍ଗାଲୁରୁର ହୁଲିମାଭୁ ବେଗୁର ରୋଡରେ ଥିବା ଏକ ଫ୍ଲାଟ ତଳୁ ୧୨ବର୍ଷୀୟା ନାବାଳିକାର ମୃତଦେହ ଉଦ୍ଧାର ହୋଇଛି। ମୃତ ନାବାଳିକା ସପ୍ତମ ଶ୍ରେଣୀର ଛାତ୍ରୀ।

Missing child
ନିଖୋଜ ନାବାଳକଙ୍କୁ ଠାବ କଲା ସୋସିଆଲ ମିଡିଆ...୩ଦିନ ପରେ ୫୭୦କିମି ଦୂରରୁ ଉଦ୍ଧାର

ବେଙ୍ଗାଲୁରୁରୁ ନିଖୋଜ ଜଣେ ୧୨ ବର୍ଷର ନାବାଳକ ଆଜି ହାଇଦ୍ରାବାଦର ଏକ ମେଟ୍ରୋ ଷ୍ଟେସନରୁ ଉଦ୍ଧାର ହୋଇଛି। ନିଖୋଜର ୩ଦିନ ପରେ ତାଙ୍କୁ ଉଦ୍ଧାର କରିଛି ପୋଲିସ। ନାବାଳକ ଷଷ୍ଠ ଶ୍ରେଣୀର ଛାତ୍ର। ଗତ ରବିବାର କୋଚିଂ ଆସି ଆଉ ଘରକୁ ଫେରି ନଥିଲେ।

Talking Tree
କଥା କହୁଛି ଗଛ...ଦେଉଛି ସତର୍କ ସୂଚନା...ସାମନାକୁ ଆସିଲା ଭିଡିଓ...

କଥା କୁହା ଗଛ! ଆଶ୍ଚର୍ଯ୍ୟ ଲାଗିଲେ ବି ସତ। ମଣିଷଙ୍କ ପରି ଗଛ ମଧ୍ୟ କଥା କହେ । ଭାବ ଆଦାନପ୍ରଦାନ କରେ। ମଣିଷ ପରି ଗଛର ମଧ୍ୟ ଭାଷା ରହିଛି। ନିକଟରେ ଏପରି କିଛି ଗବେଷଣା କରି କହିଛନ୍ତି ଜାପାନର ଏକ ବୈଜ୍ଞାନିକ ଟିମ୍।

Ram Mandir
Ayodhya Ram mandir: ଆସିଥିଲେ ହନୁମାନ...ପ୍ରଭୁ ଶ୍ରୀରାମଙ୍କଠୁ ନେଲେ ଆଶୀର୍ବାଦ, ଦେଖନ୍ତୁ ଭିଡିଓ...

ଆଜି ସକାଳେ ଅଯୋଧ୍ୟାକୁ ହନୁମାନ ଆସିଥିଲେ । ଏପରି ଘଟଣା ଘଟିଛି ଯାହା ବିଶ୍ୱାସକୁ ବଢ଼ାଇ ଦେଇଛି । ଅଯୋଧ୍ୟା ରାମ ମନ୍ଦିରକୁ ସକାଳୁ ସକାଳୁ ହନୁମାନ ଆସିଥିବାର ଚର୍ଚ୍ଚା ଚାଲିଛି ।

Pakistan Ram Mandir
ଏମିତି ଏକ ମନ୍ଦିର ଯେଉଁଠି ହିନ୍ଦୁମାନଙ୍କୁ ପ୍ରବେଶ ମନା

ଏମିତି ଏକ ମନ୍ଦିର ଯେଉଁଠି ହିନ୍ଦୁମାନଙ୍କୁ ପ୍ରବେଶ ମନା । ଆପଣଙ୍କ ଭାବୁଥିବେ ମନ୍ଦିରରେ ପୁଣି ହିନ୍ଦୁଙ୍କୁ ପ୍ରବେଶ ମନା? ହେଲେ କଥାଟା ପୁରା ସତ । ଏବେ ଅଯୋଧ୍ୟା ରାମ ମନ୍ଦିରର ପ୍ରତିଷ୍ଠାକୁ ନେଇ ସବୁଆଡେ ଆଲୋଚନା ହେଉଥିବା ବେଳେ ଚର୍ଚ୍ଚାକୁ ଆସିଛି ଏହି ମନ୍ଦିର ।

Ram Mandir
ବୁଝୁନି ଭକ୍ତର ମନ..ପ୍ରବଳ ଥଣ୍ତା ସତ୍ତ୍ୱେ ରାମପଥରେ ଅପେକ୍ଷାରତ ଶ୍ରଦ୍ଧାଳୁ

ସିନ୍ଦୁରା ଫାଟିନଥିଲା.. ହାଡ଼ଥରା ଶୀତକୁ ବି ଖାତିର ନଥିଲା । ରାମଲାଲାଙ୍କୁ ଆଖି ପୂରେଇ ଟିକେ ଦେଖିବାକୁ ରାତିଅଧରୁ ରାମ ଦୁଆର ପାଲଟିଥିଲା ଭକ୍ତସମୁଦ୍ର ।

Bharat Ratna Karpoori Thakur
କର୍ପୂରୀ ଠାକୁରଙ୍କୁ ମିଳିବ ଭାରତରତ୍ନ ସମ୍ମାନ

୧୯୭୦ରୁ ୧୯୭୧ ଓ ୧୯୭୭ରୁ ୧୯୭୯ ପର୍ଯ୍ୟନ୍ତ ମୁଖ୍ୟମନ୍ତ୍ରୀ ଥିଲେ । ଦେଶର ସର୍ବୋଚ୍ଚ ବେସାମରିକ ସମ୍ମାନ ଭାରତରତ୍ନ ।

  • Tuesday, 23 January 2024
2024 General Election
ଏପ୍ରିଲରେ ନିର୍ବାଚନ ! ନିର୍ବାଚନ କମିଶନଙ୍କ ‘ଏକ୍ସ’ ମେସେଜ୍‌ ନେଇ ବଢ଼ିଲା ଚର୍ଚ୍ଚା..

ଏପ୍ରିଲ ୧୬ରେ ଲୋକସଭା ନିର୍ବାଚନ ହେବା ନେଇ ତାରିଖ ଧାର୍ଯ୍ୟ ହୋଇଥିବା ଚର୍ଚ୍ଚା ହେଉଛି ।

Uttar Pradesh Gang Rape
ଭାଉଜକୁ ଦୁଷ୍କର୍ମ ପରେ ହତ୍ୟା କଲେ ୪ଦିଅର, ସ୍ୱାମୀ ଦେଇଥିଲା ସୁପାରୀ

ମେଳା ବୁଲାଇନେବା ବାହାନାରେ ସାଙ୍ଗରେ ଆଣି ଦୁଷ୍କର୍ମ କରିଥିଲେ। ପରେ ହତ୍ୟା କରି ପଥରରେ ମୁହଁକୁ ଛେଚି ବିକୃତ କରିଦେଇଥିଲେ।

Girl Attempted Suicide
ବ୍ଲକ କରିଦେଲା ପ୍ରେମିକ... ରାଗରେ ନିଜକୁ ପୋଡ଼ିଦେଲା ପ୍ରେମିକା

ଯୁବତୀଜଣକ ତାଙ୍କୁ ଖୋଜି ଖୋଜି ସେ କାମ କରୁଥିବା ନିକଟସ୍ଥ ହସ୍ପିଟାଲରେ ପହଞ୍ଚିଗଲେ। ସେଠାରେ ନିଜ ଦେହରେ ପେଟ୍ରୋଲ ଢାଳି ନିଆଁ ଲଗାଇ ଦେଇଥିଲେ।

Train Accident
ଟ୍ରାକ ସଜାଡ଼ୁଥିଲେ, ହଠାତ ମାଡି ଆସିଲା ଟ୍ରେନ ! ଚାଲିଗଲା ୩ ଜୀବନ

ବରିଷ୍ଠ ରେଳ ଅଧିକାରୀମାନେ ଘଟଣାସ୍ଥଳକୁ ଯାଇ ପୀଡିତଙ୍କ ପରିବାର ସଦସ୍ୟଙ୍କୁ ସହାୟତା ପ୍ରଦାନ କରିଛନ୍ତି। ପ୍ରତି ମୃତକଙ୍କ ପରିବାରକୁ ୫୫ହଜାର ଟଙ୍କା ଲେଖାଏ ପ୍ରଦାନ କରାଯାଇଛି।

Myanmar Army Aircraft Crash
ରନୱେରେ କ୍ରାସ୍‌ ହେଲା ସେନା ଏୟାରକ୍ରାଫ୍ଟ, ୬ ସେନା କର୍ମଚାରୀ ଗୁରୁତର

ମିଆଁମାର ସେନା ସେମାନଙ୍କ ସୈନିକଙ୍କୁ ନେଇ ଯାଉଥିବା ବେଳେ ଲିଙ୍ଗପୋଇ ବିମାନବନ୍ଦର ରନୱେରେ ଏହି ଅଘଟଣ ଘଟିଛି।