• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Report

Growth rate
ଘରୋଇ ନିବେଶ ସହ ତାଳ ଦେଇ ବଢ଼ୁଛି ଭାରତର ଅଭିବୃଦ୍ଧି, ୨୦୨୪ରେ ୭.୫%

୨୦୨୪ରେ ଭାରତର ଅଭିବୃଦ୍ଧି ହାର ରହିବ ୭.୫ ପ୍ରତିଶତ । ଏଭଳି ଆକଳନ କରିଛି ୱାର୍ଲଡ ବ୍ୟାଙ୍କ । ଏହି ଆର୍ଥିକ ବର୍ଷରେ ଦକ୍ଷିଣ ଏସିଆରେ ୬ ପ୍ରତିଶତ ଅଭିବୃଦ୍ଧି ହେବ ।

Wealth Inequality
୧୦ ପ୍ରତିଶତଙ୍କ ପାଖରେ ଦେଶର ଅଧା, ସମ୍ପତ୍ତି ତାରତମ୍ୟ ନେଇ ଚିନ୍ତା ପ୍ରକଟ କଲା ୟୁଏନଡିପି

ଦେଶରେ ବଢ଼ି ଚାଲିଛି ସମ୍ପତ୍ତି ଅସମାନତା । ମାତ୍ର ୧୦ ପ୍ରତିଶତ ଧନୀଙ୍କ ପାଖରେ ଦେଶର ଅଧା ସମ୍ପତ୍ତି ରହିଛି ।

Girl Missing
୩ ବର୍ଷରେ ରାଜ୍ୟରୁ ପ୍ରାୟ ୨୬ ହଜାର ମହିଳା ଗାୟବ

୩ ବର୍ଷ ଭିତରେ ୨୫୯୭୩ ମହିଳା ନିଖୋଜ ହୋଇଛନ୍ତି । ସେଥିରୁ ୯୯୨୦ ଜଣଙ୍କୁ ଉଦ୍ଧାର କରାଯାଇଥିବା ବେଳେ ବାକି ୧୬,୦୫୩ ମହିଳା ଏବେବି ନିଖୋଜ ଅଛନ୍ତି ।

Special Story | 23 Ukrainians In Russian Hit-List - Watch An OTV Report
ଋଷିଆ ଟାର୍ଗେଟ୍‌ରେ ୨୩ ମହାରଥୀ। ଏମାନଙ୍କ ମୁଣ୍ଡ ନେବାକୁ...ଟପ୍‌ରେ ଜେଲେନସ୍କି

ଋଷ ଟାର୍ଗେଟ୍‌ରେ ୨୩ ମହାରଥୀ। ଏମାନଙ୍କ ମୁଣ୍ଡ ଗଡ଼ାଇବାକୁ ଉଡ଼ାଣ ଭରିଲେଣି ଋଷ ସୈନ୍ୟ...ଲିଷ୍ଟର ପ୍ରଥମ ନାଁରେ ୟୁକ୍ରେନ ରାଷ୍ଟ୍ରପତି ଜେଲେନସ୍କି, ଜାଣନ୍ତୁ ଆଉ କାହାର ରହିଛି ନାଁ?

How Russia Initiated Ukraine Invasion, Watch The Report
ୟୁକ୍ରେନ ସହ ଯୁଦ୍ଧ ଘୋଷଣା କରିବା ପୂର୍ବରୁ କାହାକୁ ଫୋନ୍‌ କରି କଥା ହୋଇଥିଲେ ପୁଟିନ୍‌?

ୟୁକ୍ରେନ ସହ ଯୁଦ୍ଧ ଘୋଷଣା ହେବା ପୂର୍ବରୁ ସକାଳୁ ସକାଳୁ ଏହି ନେତାଙ୍କୁ ଫୋନ୍‌ କରିଥିଲେ ପୁଟିନ୍‌। ବେଶ୍‌ କିଛି ସମୟ ଧରି ଉଭୟଙ୍କ ମଧ୍ୟରେ ଚାଲିଥିଲା କଥାବାର୍ତ୍ତା...ପରେ ଯୁଦ୍ଧ ପାଇଁ ନିର୍ଦ୍ଦେଶ ଦେଇଥିଲେ ପୁଟିନ୍‌। ଜାଣନ୍ତୁ କାହାକୁ ଥିଲା ସେହି ଫୋନ୍‌ କଲ?

Cyber Crime ।How People Are Getting Cheated । Here\'s An OTV Report
ପୁଅ ପାଇଁ ବାଇକ୍‌ କିଣିବେ ବୋଲି ଟଙ୍କା ବାହାର କରିଥାଆନ୍ତେ, କିନ୍ତୁ ଆକାଉଂଟ୍‌ରୁ କଟିଗଲା ଟଙ୍କା....

ଲେଉଟିଆ ଶାଗକୁ ଖୁଣ୍ଟି ଖୁଣ୍ଟି ଖାଇଲେ ମଜା ଲାଗିବ, ତୁମେ କହୁଛ ମୂଳରୁ ଓପାଡ଼ି ଦେବ...ଏମିତି ଭାବରେ ଜଣେ ବାପା ତାଙ୍କ ପୁଅ ପାଇଁ ବାଇକ୍‌ କିଣିବାକୁ ଟଙ୍କା ରଖିଥିଲେ ଆଉ ଆକାଉଂଟ୍‌ରୁ ଟଙ୍କା ଲୁଟ୍‌ କରୁଥିଲେ ସାଇବର ଲୁଟେରା, ଦେଖନ୍ତୁ ପରେ ହେଲା କଣ

Jojana Ra Na Hariloot - Smart Corruption In Smart Panchayat - Report From Khordha
ପାଇଖାନା ତ କଲେନି, କିନ୍ତୁ ତା’ ନାରେ କୋଟିଏ ଟଙ୍କା ଖାଇଗଲେ...

ପାଇଖାନା ନାରେ ବଡ଼ଧରଣର ହେରଫେର। ୧୬ ପାଇଖାନା କାମ ପାଇଁ ବିଲ ଆସିଛି କିନ୍ତୁ ବାସ୍ତବରେ କିଛି ହୋଇନି। ସ୍ମାର୍ଟ ପଂଚାୟତରେ ସ୍ମାର୍ଟ ଦୁର୍ନୀତିର ଖୋଲୁଛି ଗୁମର...ଦେଖନ୍ତୁ କେମିତି ହୋଇଛି ଦୁର୍ନୀତି

Why Do Pilots Eat Different Meals On A Flight. Watch The Report
ଗୋଟିଏ ପ୍ଲେନରେ ଥିବା ୨ ପାଇଲଟଙ୍କୁ କାହିଁକି ଦିଆଯାଏ ଅଲଗା ଅଲଗା ଖାଦ୍ୟ ?

ଗୋଟିଏ ଉଡ଼ାଜାହାଜର ୨ ପାଇଲଟ୍‌ଙ୍କୁ କାହିଁକି ଦିଆଯାଇଥାଏ ଅଲଗା ଅଲଗା ଖାଇବା? ଏକା ଖାଦ୍ୟ ଖାଇଲେ କଣ ହେବ ଅସୁବିଧା? ଜାଣନ୍ତୁ, ଏହା ପଛର ପ୍ରକୃତ ସତ...