• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

National Updates

Ayodhya Ram Mandir
ପ୍ରାଣପ୍ରତିଷ୍ଠା ପରେ ବଦଳି ଯାଇଛନ୍ତି ବାଳ ଶ୍ରୀରାମ ! ଖୋଦ୍ ବିଗ୍ରହ ନିର୍ମାତା ବି ଆଶ୍ଚର୍ଯ୍ୟ

ଅରୁଣ ଯୋଗୀରାଜ କହିଛନ୍ତି, ୭ ମାସ ଧରି ବିଗ୍ରହକୁ ନିର୍ମାଣ କଲି, ବିଗ୍ରହ ଗର୍ଭଗୃହରେ ସ୍ଥାନିତ ହେବା ପୂର୍ବରୁ ଏବଂ ସ୍ଥାନିତ ହେବାଯାଏଁ ୧୦ ଦିନ ବିତାଇଲି ।

Droupadi Murmu
ସାଧାରଣତନ୍ତ୍ର ଦିବସ ଅବ୍ୟବହିତ ପୂର୍ବରୁ ଦେଶବାସୀଙ୍କୁ ରାଷ୍ଟ୍ରପତିଙ୍କ ସମ୍ବୋଧନ

ଆଦିତ୍ୟ ଏଲ୍‌-୧ର ସଫଳତା ଆମକୁ ନୂଆ ସୋପାନକୁ ନେଇଛି । ଅନ୍ତରୀକ୍ଷ ବିଜ୍ଞାନରେ ଭାରତର ସଫଳତା ଯୁବଶକ୍ତିଙ୍କୁ ଉତ୍ସାହିତ କରିଛି ।

Narendra Modi
ଫେବ୍ରୁଆରୀ ୩ରେ ଓଡ଼ିଶା ଆସିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

ପ୍ରଧାନମନ୍ତ୍ରୀଙ୍କ ଗସ୍ତ ନେଇ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ସୂଚନା ଦେଇଛନ୍ତି। ପ୍ରଧାନମନ୍ତ୍ରୀଙ୍କ ଗସ୍ତ ନେଇ ରାଜ୍ୟ ବିଜେପି କ୍ୟାମ୍ପ ଚଳଚଂଚଳ ହୋଇଉଠିଛି।

President Award
ଓଡ଼ିଶାର ୨ ଜଣଙ୍କୁ ମିଳିବ ରାଷ୍ଟ୍ରପତି ପୋଲିସ ପଦକ

ଓଡ଼ିଶାରୁ ଗୃହ ବିଭାଗ ସ୍ୱତନ୍ତ୍ରସଚିବ ସନ୍ତୋଷ ବାଲା ଓ କନଷ୍ଟେବଲ ସଂଯୁକ୍ତା ପଟ୍ଟନାୟକ ପାଇବେ ରାଷ୍ଟ୍ରପତି ପଦକ ।

Dalit Boy Slapped
ଭଗବାନ ନୁହଁନ୍ତି ଶ୍ରୀରାମ ଓ ହନୁମାନ...ଏପରି କହି ନିର୍ଧୂମ ଛେଚା ଖାଇଲେ ଦଳିତ ଛାତ୍ର

ଛାତ୍ର ଜଣକ ଅଟୋ-ରିକ୍ସାରୁ ଓହ୍ଲାଇବା ମାତ୍ରେ ଲୋକମାନେ ତାଙ୍କୁ ଘେରିଯାଇ ଚାପୁଡ଼ା ମାରିଥିଲେ। କିଛି ଲୋକ ତାଙ୍କୁ ଟାଣି ଟାଣି ମନ୍ଦିରକୁ ନେଇ ଯାଇଥିଲେ।

Honeymoon
ହନିମୁନ୍‌ ପାଇଁ ଗୋଆ ବଦଳରେ ଅଯୋଧ୍ୟା ନେଲା ସ୍ୱାମୀ; ସ୍ତ୍ରୀ ଆବେଦନ କଲା ଛାଡ଼ପତ୍ର

ମହିଳା ଜଣକ ତାଙ୍କ ଛାଡପତ୍ର ଆବେଦନରେ ଲେଖିଛନ୍ତି, ତାଙ୍କ ସ୍ୱାମୀ ଆଇଟି ସେକ୍ଟରରେ କାମ କରନ୍ତି । ସେ ଭଲ ଦରମା ମଧ୍ୟ ପାଆନ୍ତି । ସେ ବି ଜଣେ କର୍ମଜୀବୀ ମହିଳା । ସେମାନଙ୍କ ଆର୍ଥିକ ସ୍ଥିତି ଭଲ ରହିଛି ।

Modi - Macron
ଏଥର ସାଧାରଣତନ୍ତ୍ର ଦିବସରେ ମୁଖ୍ୟ ଅତିଥି ଇମାନୁଏଲ ମାକ୍ରନ୍

ରାଜସ୍ଥାନର ସର୍ବପୁରାତନ ତଥା ୨୫୦ ବର୍ଷ ପୂର୍ବର ଜାନକୀଲା- ମୋହନଲାଲ୍ ଦୋକାନ ବୁଲି କିଛି ସାମଗ୍ରୀ କିଣିବେ।

BS Yeddurappa
BJPକୁ ଫେରିଲେ ଜଗଦୀଶ ସେତ୍ତାର, ବିଏସ୍ ୟେଦୁରପ୍ପାଙ୍କ ଉପସ୍ଥିତିରେ ସାମିଲ ହେଲେ

ବିଧାନସଭା ନିର୍ବାଚନ ବେଳେ ବିଜେପି ଛାଡ଼ି କଂଗ୍ରେସ ଯାଇଥିଲେ ।

Narendra Modi
ନୂଆ ଭୋଟରଙ୍କୁ ସ୍ୱାଗତ ସହ ଭୋଟ ପରିଚୟ ପତ୍ର ପ୍ରଦାନ

ଜାତୀୟ ଭୋଟର ଦିବସ ଅବସରରେ ପ୍ରଧାନମନ୍ତ୍ରୀଙ୍କ ସମ୍ବୋଧନ । ନମୋ ନବ ମତଦାତା ସମ୍ମିଳନୀରେ ମୋଦିଙ୍କ ସମ୍ବୋଧନ ।

VOTE
ଏଥର ପୋଲିଂ ଅଧିକାରୀଙ୍କ ପାଇଁ ନୂଆ ବ୍ୟବସ୍ଥା, ଯେଉଁଠି ଡ୍ୟୁଟି ସେଇଠି ଭୋଟ

ସାଧାରଣ ନିର୍ବାଚନରେ ଭୋଟ ଦେବା ପାଇଁ ନୂଆ ବ୍ୟବସ୍ଥା । ପୋଲିଂ କର୍ମଚାରୀ ଯେଉଁଠି ଡ୍ୟୁଟି କରିବେ, ସେଇଠି ଦେବେ ଭୋଟ୍ ।

Arvind Kejriwal praises Ayodhya temple
ଅଯୋଧ୍ୟାରେ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ସାରା ବିଶ୍ୱ ପାଇଁ ଗର୍ବ ଓ ଗୌରବର ବିଷୟ: କେଜ୍ରିୱାଲ

‘ରାମ ରାଜ୍ୟରୁ ପ୍ରେରଣା ନେଇ ଦିଲ୍ଲୀରେ ସରକାର ଚଳାଇବାକୁ ଚେଷ୍ଟା କରୁଛୁ। ଏହା ଅଧୀନରେ କେହି ଭୋକିଲା ରହିବେ ନାହିଁ ଏବଂ ସମସ୍ତଙ୍କୁ ଘର ଯୋଗାଇ ଦିଆଯିବ।’

Anti-Corruption Bureau Raid
କୁବେର ସରକାରୀ ବାବୁ...ମିଳିଲା ଶହେ କୋଟିର ସମ୍ପତ୍ତି, ନଗଦ ୪୦ ଲକ୍ଷ ଓ ଟଙ୍କାଗଣା ମେସିନ

ବାଲକୃଷ୍ଣଙ୍କ ଘରୁ ନଗଦ ଟଙ୍କା ଗଣିବା ମେସିନ ବି ମିଳିଛି। ଆଜି ବି ଚଢାଉ ଜାରି ରହିଛି। ଏଯାଏ ତଦନ୍ତକାରୀ ଟିମ୍‌ ବାଲକୃଷ୍ଣଙ୍କ ୪ଟି ଲକର୍‌ ଠାବ କରିଛନ୍ତି ।

  • Thursday, 25 January 2024
  • Raid
Ex-Navy officer skydives
ନୌସେନା ଅଧିକାରୀଙ୍କ ରାମ ପ୍ରେମ...୧୦ହଜାର ଫୁଟ ଉଚ୍ଚରେ ଉଡାଇଲେ ‘ଜୟ ଶ୍ରୀରାମ’ ଧ୍ୱଜା

ଥାଇଲାଣ୍ଡ ଆକାଶର ୧୦ହଜାର ଫୁଟ ଉଚ୍ଚରେ ଯାଇ ସମସ୍ତଙ୍କୁ ଚକିତ କରିଦେଛନ୍ତି। ସ୍କାଏ ଡାଇଭିଂ କରି ‘ ଜୟ ଶ୍ରୀରାମ’ ଲେଖାଥିବା ଏକ ଧ୍ୱଜା ଉଡାଇଛନ୍ତି।

Arun Yogiraj
‘ମୁଁ ବିଶ୍ୱାସ କରିପାରିଲିନି, ମୋ ଆଖି ସାମ୍ନାରେ ଶ୍ରୀରାମଙ୍କ ଚେହେରା ବଦଳିଗଲା’ !

‘ମୁଁ ନିଜକୁ ବିଶ୍ୱାସ କରିପାରିଲିନି ଯେ ମୁଁ ଗଢ଼ିଥିବା ମୂର୍ତ୍ତି ଏତେ ସୁନ୍ଦର କେମିତି ହେଲା । ସେହି ସମୟରେ ମୋ ପାଖରେ ଯେଉଁମାନେ ଥିଲେ ମୁଁ ତାଙ୍କୁ ଏକଥା ସଙ୍ଗେ ସଙ୍ଗେ ଜଣେଇଛି ।’

Minor Boy Death
କ୍ୟାନସର ଭଲ କରିବାକୁ ଗଙ୍ଗାସ୍ନାନ କରାଉଥିଲେ, ଚାଲିଗଲା କୁନି ପୁଅର ଜୀବନ

କର୍କଟ ଭଳି ଭୟଙ୍କର ରୋଗ ପାଇଁ ଡାକ୍ତରୀ ଚିକିତ୍ସା କରିବା ପରିବର୍ତ୍ତେ ଅନ୍ଧବିଶ୍ୱାସରେ ବଶବର୍ତ୍ତୀ ହୋଇ ୫ ବର୍ଷର ଶିଶୁର ଜୀବନ ଚାଲିଗଲା ।

Republic Day Delhi
ସାଧାରଣତନ୍ତ୍ର ଦିବସ ପାଇଁ ଶେଷ ପର୍ଯ୍ୟାୟରେ ପ୍ରସ୍ତୁତି...କଡ଼ା ସୁରକ୍ଷା ବଳୟରେ ରାଜଧାନୀ ଦିଲ୍ଲୀ

ପ୍ରଥମ ଥର ପାଇଁ ରିପବ୍ଲିକ୍ ଡେ ପରେଡରେ ଭାଗ ନେବେ ଦିଲ୍ଲୀ ପୋଲିସର ମହିଳା ପରେଡ୍ ଓ ବ୍ୟାଣ୍ଡ୍ କଣ୍ଟିଞ୍ଜେଣ୍ଟର । ଅଲ୍-ୱିମେନ୍ କଣ୍ଟିଞ୍ଜେଣ୍ଟର ନେତୃତ୍ବ ନେବେ ଆଇପିଏସ୍ ଶ୍ବେତା କେ. ସୁଗଠନ ।

Tamil Nadu Accident
ଘାଟିରେ ସିରିଜ ଦୁର୍ଘଟଣା...ଭାରସାମ୍ୟ ହରାଇ ଖସିପଡିଲା ଟ୍ରକ...୪ମୃତ, ୮ଗୁରୁତର

୩ଟି ଟ୍ରକ ଗୋଟିଏ ପରେ ଗୋଟିଏ ଆସି ଦୁର୍ଘଟଣାଗ୍ରସ୍ତ ହୋଇଛନ୍ତି। ଯାହାର ଭିଡିଓ ସିସିଟିଭିରେ କଏଦ୍ ଦୋଇଛି ।

President’s Medal
ସାଧାରଣତନ୍ତ୍ର ଦିବସ: ଓଡ଼ିଶାର ୧୫ ଜଣଙ୍କୁ ସାହସିକତା ପୁରସ୍କାର, ୨ଜଣଙ୍କୁ ରାଷ୍ଟ୍ରପତି ପଦକ

ଓଡ଼ିଶାରୁ ଗୃହ ବିଭାଗ ସଚିବ ସନ୍ତୋଷ ବାଲା ଓ କନଷ୍ଟେବଲ ସଂଯୁକ୍ତା ପଟ୍ଟନାୟକ ପାଇବେ ରାଷ୍ଟ୍ରପତି ପଦକ ।

Mary Kom
‘ଅବସର ଘୋଷଣା କରି ନାହିଁ, ମୋ କଥାକୁ ଭୁଲ ତର୍ଜମା ହୋଇଛି’

ମ୍ୟାରି କମ୍‌ କହିଛନ୍ତି, ମୁଁ ବକ୍ସିଂରୁ ଅବସର ଘୋଷଣା କରି ନାହିଁ । ମୋ କଥାକୁ ଭୁଲ ତର୍ଜମା ହୋଇଛି। ଅବସର ନିଷ୍ପତ୍ତି ନେଲେ ମିଡିଆ ସାମ୍ନାକୁ ଆସି ଘୋଷଣା କରିବି ।

Ram Mandir - Ram Lala
ସାମ୍ନାକୁ ଆସିଲା ବାଳକ ରାମଙ୍କର ଆଉ ଏକ ମୂର୍ତ୍ତି

ଭାସ୍କର୍ଯ୍ୟ ଶିଳ୍ପୀ ଗଣେଶ ଭଟ୍ଟଙ୍କ ଦ୍ବାରା ନିର୍ମିତ ମୂର୍ତ୍ତି ।

BJP
ନୂଆ ଭୋଟରଙ୍କୁ ଟାଣିବାକୁ ବିଜେପିର ଯୋଜନା, ଡାଇରେକ୍ଟ କଥା ହେବେ ମୋଦି !

ଆସନ୍ତାକାଲି ନବ ମତଦାତା ସମ୍ମିଳନୀ କରିବ ବିଜେପି । ଜାତୀୟ ଭୋଟର ଦିବସରେ ଓଡ଼ିଶାରେ ୨୫୦ ସ୍ଥାନରେ ସମ୍ମିଳନୀ ।

No alliance with Congress
ଇଣ୍ଡିଆ ମେଣ୍ଟକୁ ଡବଲ ଝଟକା...ଏକାକୀ ଲଢ଼ିବାକୁ ଟିଏମ୍‌ସି ଓ ଆପ୍‌ର ଘୋଷଣା

କଂଗ୍ରେସ ଗୋଟିଏ ପରେ ଗୋଟିଏ ଆସନ ହରାଇବା ଉପରେ। ଏବେ ଇଣ୍ଡିଆ ମେଣ୍ଟର ଭବିଷ୍ୟତକୁ ନେଇ ସଂକଟ ଦେଖାଦେଇଛି।

Assam Rifles jawan fires at colleagues
୬ ସହକର୍ମୀଙ୍କୁ ଗୁଳି ପରେ ନିଜକୁ ଗୁଳି ମାରିଦେଲେ ଯବାନ

ଦକ୍ଷିଣ ମଣିପୁର ସାଜିକ୍ ଚମ୍ପକ ଅଞ୍ଚଳର ଏହି ଘଟଣା ବର୍ତ୍ତମାନ ଚାଞ୍ଚଲ୍ୟ ସୃଷ୍ଟି କରିଛି। ଆହତମାନଙ୍କ ମଧ୍ୟରୁ କେହି ବି ମଣିପୁରର ନୁହଁନ୍ତି।

Suicide
୨୯ମହଲାରୁ ଡେଇଁ ଜୀବନ ହାରିଲେ ସପ୍ତମ ଶ୍ରେଣୀ ଛାତ୍ରୀ

ବେଙ୍ଗାଲୁରୁର ହୁଲିମାଭୁ ବେଗୁର ରୋଡରେ ଥିବା ଏକ ଫ୍ଲାଟ ତଳୁ ୧୨ବର୍ଷୀୟା ନାବାଳିକାର ମୃତଦେହ ଉଦ୍ଧାର ହୋଇଛି। ମୃତ ନାବାଳିକା ସପ୍ତମ ଶ୍ରେଣୀର ଛାତ୍ରୀ।

Missing child
ନିଖୋଜ ନାବାଳକଙ୍କୁ ଠାବ କଲା ସୋସିଆଲ ମିଡିଆ...୩ଦିନ ପରେ ୫୭୦କିମି ଦୂରରୁ ଉଦ୍ଧାର

ବେଙ୍ଗାଲୁରୁରୁ ନିଖୋଜ ଜଣେ ୧୨ ବର୍ଷର ନାବାଳକ ଆଜି ହାଇଦ୍ରାବାଦର ଏକ ମେଟ୍ରୋ ଷ୍ଟେସନରୁ ଉଦ୍ଧାର ହୋଇଛି। ନିଖୋଜର ୩ଦିନ ପରେ ତାଙ୍କୁ ଉଦ୍ଧାର କରିଛି ପୋଲିସ। ନାବାଳକ ଷଷ୍ଠ ଶ୍ରେଣୀର ଛାତ୍ର। ଗତ ରବିବାର କୋଚିଂ ଆସି ଆଉ ଘରକୁ ଫେରି ନଥିଲେ।