ଆଲୋ ପାତେଳୀ ନାନି ସତରେ କ’ଣ ସ୍ୱାମୀ ଏମିତି? ତୁ ସବୁ ବେଳେ ଏମିତି ଚୁଗୁଲି କାହିଁକି କରୁଛୁ? ତୁ ତାଙ୍କ ଘରେ ଏମିତି କଳି ଲଗାଇ ଦେଲୁ ଯେ, ବୁଢା ମୁହଁ ପୂର୍ବକୁ ତ ବୁଢୀ ମୁହଁ ପଶ୍ଚିମକୁ। ଏବେ ଆଉ କାହା ପାଳି?
Published: Pallipuspa Samal
Last updated: 20 May 2022, 11:30 AM IST
କୁକୁର ଏମିତି ହେବା ପଛରେ ମଣିଷଙ୍କର କିଛି ଭୂମିକା ନାହିଁ । ବୈଜ୍ଞାନିକ କାରଣ କୁହେ, ବାଇକ ବା କାରର ଟାୟାରରୁ ବାହାରୁଥିବା ଗନ୍ଧ ଏଥିପାଇଁ ଦାୟୀ । ଯେହେତୁ କୁକୁରଙ୍କ ଘ୍ରାଣ ଶକ୍ତି ଖୁବ ପ୍ରଖର ତେଣୁ ସେମାନେ ଗାଡ଼ିର ଟାୟାରରୁ ଅନ୍ୟ କୁକୁରର ଗନ୍ଧ ଆଘ୍ରାଣ କରିପାରନ୍ତି । ତେଣୁ ସେମାନେ ଆକ୍ରମଣାତ୍ମକ ହୋଇପଡ଼ନ୍ତି ଏବଂ ଖୁବ ଜୋରରେ ଭୁକିବା ଆରମ୍ଭ କରି ଦିଅନ୍ତି ।