ମୁଁ ଏମିତି ତୁମର କଣ କରିଦେଲି ଯେ ତୁମେ ଧରମକୁ ସାକ୍ଷୀ ରଖୁଛ? ମୋର ପୂରା ଯୌବନ ପଲାଇଲାଣି କିନ୍ତୁ କିଛି ଲାଭ ହେଲାନି...ମତେ ପଇସା ଦେଖାଉଛ? ତୁମେ ରହୁଛ ରାଜା ଉଆସରେ ମତେ କିନ୍ତୁ ମିଳିପାରିଲାନି ଉଆସ। ବାଃ ବାଃ...
Published: Pallipuspa Samal
Last updated: 20 May 2022, 01:45 PM IST
କୁକୁର ଏମିତି ହେବା ପଛରେ ମଣିଷଙ୍କର କିଛି ଭୂମିକା ନାହିଁ । ବୈଜ୍ଞାନିକ କାରଣ କୁହେ, ବାଇକ ବା କାରର ଟାୟାରରୁ ବାହାରୁଥିବା ଗନ୍ଧ ଏଥିପାଇଁ ଦାୟୀ । ଯେହେତୁ କୁକୁରଙ୍କ ଘ୍ରାଣ ଶକ୍ତି ଖୁବ ପ୍ରଖର ତେଣୁ ସେମାନେ ଗାଡ଼ିର ଟାୟାରରୁ ଅନ୍ୟ କୁକୁରର ଗନ୍ଧ ଆଘ୍ରାଣ କରିପାରନ୍ତି । ତେଣୁ ସେମାନେ ଆକ୍ରମଣାତ୍ମକ ହୋଇପଡ଼ନ୍ତି ଏବଂ ଖୁବ ଜୋରରେ ଭୁକିବା ଆରମ୍ଭ କରି ଦିଅନ୍ତି ।