• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Miscellaneous Updates

Blast fishing method
ପାଣିରେ ହେଉଛି ବ୍ଲାଷ୍ଟିଂ, ମରିଯାଉଛନ୍ତି ମାଛ

ଇଏ ଭାରି ସାଂଘାତିକ କଥା । ରାସାୟନିକ ପଦାର୍ଥରେ କରାଯାଉଛି ବ୍ଲାଷ୍ଟିଂ । ଏମିତି ମରିଯାଉଛନ୍ତି ମାଛ । ମହାନଦୀରେ ବେଧଡକ ଚାଲିଛି ବ୍ଲାଷ୍ଟିଂ ।

Leopard dead
ହିନ୍ଦୋଳ ଫରେଷ୍ଟ ରେଞ୍ଜ୍‌ରେ କଲରାପତରିଆ ବାଘର ମୃତଦେହ ଉଦ୍ଧାର

ଜଙ୍ଗଲରେ ବିଛା ଯାଇଥିବା ଜାଲରେ ପଡ଼ି ବାଘର ମୃତ୍ୟୁ । ତେବେ କିଏ ଓ କାହିଁକି ଜଙ୍ଗଲରେ ଜାଲ ବିଛାଇଥିଲେ, ସେନେଇ ଅଧିକ ତଦନ୍ତ ଜାରି ରହିଥିବା ବନ ବିଭାଗ ସୂଚନା ଦେଇଛି ।

little girl
ବାପାଙ୍କ ଅବର୍ତ୍ତମାନରେ ମାଆଙ୍କ ପ୍ରେରଣା, ଚର୍ଚ୍ଚାରେ କୁନିଝିଅ ଦିବ୍ୟାଂଶୀ

କୁନି ଝିଅ ଦିବ୍ୟାଂଶୀକୁ ବୟସ ମାତ୍ର ୨ ବର୍ଷ ୯ମାସ। ସ୍ପଷ୍ଟ ଭାବରେ କଥା କହି ପାରୁନଥିଲେ ମଧ୍ୟ ସେ ଇଣ୍ଡିଆ ବୁକ୍ ଅଫ ରେକର୍ଡସରେ ସ୍ଥାନ ପାଇଛନ୍ତି। ଏତେ କମ ବୟସରେ ଦିବ୍ୟାଂଶୀକୁ ଅନର୍ଗଳ ଇଂରାଜୀ କହିବା ସହ ଭାରତର ସମସ୍ତ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳ ରାଜଧାନୀର ନାମକୁ ନିର୍ଭୁଲ ଭାବରେ କହୁଛନ୍ତି।

Making News
ଗାଡ଼ିର ସବୁ କିସ୍ତି ସୁଝିଲା ପରେ ଏବେ ଚାଲିକି ଯାଉଛି

ଲୋନରେ ଦୁଇ ଚକିଆ କିଣିଥିଲି। ସବୁକିସ୍ତି ସୁଝିଛି ହେଲେ, ଏବେ ଚାଲିଚାଲି ଯାଉଛି। ଆଉ ମୁଁ ନିରୁପାୟ। ଗାଡ଼ି ଚୋରି କରି ନେଇ ଝାଟିଆ ବସ୍ତିଆ ୟା ପାର୍ଟସ୍ ତା ଥିରେ ତା ପାର୍ଟସ୍ ୟା ଥିରେ ଲଗେଇକି ନମ୍ବର ପ୍ଲେଟ୍ ବଦଳେଇ ବିକିଦେଉଛି।

Khola Katha
ଅପରାଜିତା ଷଡଙ୍ଗୀ, ସମ୍ବିତ ପାତ୍ର ଆନ୍ଦୋଳନ କରୁଛନ୍ତି କିନ୍ତୁ ବିଜେପି କାହିଁକି କରୁନି?

ଭାରତୀୟ ଜନତା ପାର୍ଟି ବିୟୁଟିଫିକେସନ୍ ବା ବିକାଶ ବିରୋଧରେ ନାହଁ। ବିଜେପିର ମୂଳ ମନ୍ତ୍ର ହେଉଛି ନେସନ ଫାଷ୍ଟ, ପାର୍ଟି ସେକେଣ୍ଡ୍ ଏବଂ ସେଲଫ୍ ଲାଷ୍ଟ....

Lychee Farming
ବିନା ଖର୍ଚ୍ଚରେ ଲିଚୁଚାଷ, ଆୟ ଲକ୍ଷ ଲକ୍ଷ ଟଙ୍କା

କିଛି ଖର୍ଚ୍ଚ ନାହିଁ । ଗଛରୁ ତୋଳୁଛନ୍ତି ଆଉ ଆୟ କରୁଛନ୍ତି ଲକ୍ଷ ଲକ୍ଷ ଟଙ୍କା । ସାର ପିଡିଆର ପ୍ରଶ୍ନ ହିଁ ନାହିଁ । ପାଣିର ସଦୁପଯୋଗ କରି ସୃଷ୍ଟି କରିଛନ୍ତି ଉଦାହରଣ ।

Apana Eka Nuhanti
ରୋଜଗାରିଆ ପୁଅ ଶଯ୍ୟାଶାୟୀ

କିଡନୀ ଖରାପ ପରେ ଏବେ ଘରେ ରୋଜଗାରିଆ ପୁଅ। କେତେବେଳେ କଣ ହେବ ତାହା କହି ହେଉନି। ପୁଅର ଏଭଳି ଅବସ୍ଥା ଦେଖି ବୃଦ୍ଧ ବାପା ମାଙ୍କ ଆଖିରେ ଲୁହ ରହୁନି। ହେଲେ ଚିକିତ୍ସା ପାଇଁ ପାଖରେ ଅର୍ଥ ସାଜିଛି ବାଧକ।

Cyber Crime
ଅଜଣା ନମ୍ବରରୁ କଲ୍ ଆସିଲେ ସାବଧାନ!

ଅଦୃଶ୍ୟ ଲୁଟେରାର ମାୟା ଜାଲରେ ଛନ୍ଦି ହୋଇ ଯାଇଛନ୍ତି ସମସ୍ତେ। ଆଉ ଖୋଜୁଛନ୍ତି ମୁକୁଳିବାର ବାଟ । ହେଲେ ବନ୍ଦ ହୋଇଯାଇଛି ଖସିବାର ସମସ୍ତ ବାଟ । ଫ୍ରଡ୍ କଲ ପ୍ରତି ସାବଧାନ! ଅଜଣା ନମ୍ବରରୁ କଲ୍ ଆସିଲେ ସେମାନଙ୍କ ସହ କଥା ନହୋଇ ବ୍ଲକ ଲିଷ୍ଟରେ ପକାଇ ସାଇବର ସେଲରେ କମ୍ପ୍ଲେନ କରନ୍ତୁ....

News Fuse
ସମସ୍ତେ ଭିଡିଓ କରୁଛନ୍ତି ଆଉ ଏ ଭଉଣୀ ବି କରିଦେଲେ

ଆଉ କୋଉଠି କରିଥିଲେ କଣ ଏତେ ଭାଇରାଲ ହେଇଥାନ୍ତା ନା କଣ ? ସମସ୍ତଙ୍କ ନଜର ଯେତେବେଳେ ପୁରୀର ଐତିହାସିକ କରିଡର ପ୍ରକଳ୍ପ ଉପରେ ଆଉ ଏଇ ଭଉଣୀ ଜଣକ ବି ଟିକେ ଏଇଠି ଗୋଟେ ଜବରଦସ୍ତ ଧମାକାଦାର ଭିଡିଓ ଗୋଟେ ବନେଇ ଦେଲେ....

Despite rare disease 7 month old girl became the youngest successful model
ଦୁର୍ଲଭ ରୋଗ ସତ୍ତ୍ୱେ ୭ ମାସ କୁନି ଝିଅ ହେଇଗଲା ମଡେଲ୍; ମିଳିଲା ୨୦ ଲକ୍ଷ ଟଙ୍କା

ଏକ ଶିଶୁ କନ୍ୟାକୁ ଶାରୀରିକ ବିକୃତି କରି ଜନ୍ମ ଦେଇଦେଲେ ଭଗବାନ। ତାଙ୍କ ପିତାମାତା ଖୁସିରେ ତାକୁ ଗ୍ରହଣ କରିନେଲେ। ଆଉ ଏହି କୁନି ଝିଅ ନିଜ ବଳରେ ବାପାମାଆଙ୍କୁ ଏକ ନୂଆ ପରିଚୟ ଦେଇଛି।

anubhav
ଭିଡ଼ିଓ ଛାଡ଼ି ଫସିଗଲେ କି ଅନୁଭବ?

ନିଜ ରାଜନୈତିକ କ୍ୟାରିୟର ପାଇଁ କାଳ ହେବାକୁ ଯାଉଛି କି ପତ୍ନୀ ବର୍ଷାଙ୍କ ସହ କେନ୍ଦ୍ରାପଡ଼ା ସାଂସଦ ଅନୁଭବଙ୍କ ବିବାଦ ? ଗତକାଲି ସୋସିଆଲ୍ ମିଡିଆ ପୋଷ୍ଟରେ ଖୋଦ୍ ଅନୁଭବଙ୍କ ଶଙ୍କାଭରା ଭିଡିଓ ପରେ ଆଜି ପ୍ରତିକ୍ରିୟା ରଖିଛି ବିଜେଡି ।

electic bill
ଏମିତି ଭାବରେ ଆପଣଙ୍କୁ ଠକୁଛି ଟାଟା

ଦିନରେ ଉପଭୋକ୍ତାଙ୍କୁ ଲଣ୍ଠନ ଦେଖାଉଛି ଟାଟା ପାୱାର । କାରସାଦି କରି ବିଦ୍ୟୁତ୍ ବିଲ ଆଦାୟ କରାଯାଉଛି ଅଧିକ ଅର୍ଥ । ବାସ୍ତବ ଦେୟ ବାଦ୍ ବିଭିନ୍ନ ହେଡରେ ଏହି ଅର୍ଥ ନେଉଛି କଂପାନି । ତେବେ ଏସବୁ ଦେୟ କଣ ପାଇଁ କଂପାନି କର୍ତ୍ତପକ୍ଷ ବି ତାହା ସ୍ପଷ୍ଟ କରିପାରୁନାହାନ୍ତି ।

train
ଲୌହ ଦାନବର ରକ୍ତ ଭୋଜି

ଟ୍ରେନ୍ ଧକ୍କାରେ ପୁଣି ଗଲା ୩ ହାତୀଙ୍କ ଜୀବନ । କେନ୍ଦୁଝର ଜିଲ୍ଲା ବାଂଶପାଣୀ-ଜୁରୁଡ଼ି ରେଳ ଲାଇନରେ ଗତକାଲି ଘଟିଛି ଏହି ଦୁର୍ଘଟଣା । ଦୁର୍ଘଟଣାର କାରଣ ଖୋଜା ଆରମ୍ଭ ହୋଇଥିଲେ ବି ବନ ବିଭାଗ ଓ ରେଳ ମନ୍ତ୍ରଣାଳୟ ପରସ୍ପରକୁ ଦୋଷ ଲଦିବାରେ ବ୍ୟସ୍ତ ।

train
ପୁଣି ଲୌହ ଦାନବର ରକ୍ତ ଭୋଜି: ୩ ହାତୀ ମୃତ୍ୟୁର କାରଣ ଖୋଜା

ପରସ୍ପରକୁ ଦୋଷ ଠେଲିଲେ ରେଳ ଓ ବନ ବିଭାଗ,ବିଭିନ୍ନ କାରଣରୁ ୫ ବର୍ଷରେ ରାଜ୍ୟରେ ୪୧୦ରୁ ଅଧିକ ହାତୀଙ୍କ ମୃତ୍ୟୁକୁ ନେଇ ବଢିଛି ଚିନ୍ତା

Plus 2 girl student dies after falling from hostel building in Balasore, family alleges murder
ବାଲେଶ୍ୱର ପ୍ରିନ୍ସ କଲେଜ ଛାତ୍ରୀ ମୃତ୍ୟୁ ଘଟଣା: ୨୦୦ ଟଙ୍କା ଚୋରି ପାଇଁ ଝିଅକୁ ହତ୍ୟା କରିଥିବା ଅଭିଯୋଗ

ବାଲେଶ୍ୱରରେ ପ୍ରିନ୍ସ ରେସିଡେନ୍ସିଆଲ କଲେଜର ଯୁକ୍ତ ଦୁଇ ଦ୍ୱିତୀୟ ବର୍ଷର ଜଣେ ଛାତ୍ରୀ ଛାତରୁ ପଡ଼ି ପ୍ରାଣ ହରାଇବା ପଛରେ ସାମ୍ନାକୁ ଆସିଛି ସାଂଘାତିକ ଅଭିଯୋଗ ।

electic bill
MFC, CUST ଓ ED : ବିଜୁଳି ବିଲରେ ଭଳିକି ଭଳି ନାଁରେ ଉପଭୋକ୍ତାଙ୍କୁ ଲୁଟୁଛି ଟାଟା ପାଓ୍ୱାର

ୟୁନିଟ୍ ଦେୟ ବାହାରେ କାହିଁକି ଆଦାୟ ହେଉଛି, କର୍ତ୍ତୃପକ୍ଷ ନିରୁତ୍ତର . . .

Vehicle blocked,
ତାରାତାରିଣୀ ପୀଠକୁ ଚାଲି ଚାଲି ଗଲେ ସାଂସଦ ଅପରାଜିତା ଷଡ଼ଙ୍ଗୀ

ପାହାଡ଼ ରାସ୍ତାରେ ୩ କିଲୋମିଟର ଯାଏଁ ଅପରାଜିତା ଚାଲି ଚାଲି ଗଲେ ଅପରାଜିତା

The High Court ordered to plant 50 trees
ହାଇକୋର୍ଟଙ୍କ ନିଆରା ଦଣ୍ଡ; ତହସିଲଦାରଙ୍କୁ ୫୦ ଗଛ ଲଗାଇବାକୁ ନିର୍ଦ୍ଦେଶ

ତହସିଲଦାରଙ୍କ ଖାମଖିଆଲୀ ମନୋଭାବକୁ ଅନୁଭବ କଲେ ହାଇକୋର୍ଟ। ଶୁଣେଇଲେ ନିଆରା ଦଣ୍ଡ। ତହସିଲଦାର ୫୦ଟି ଗଛ ଲଗେଇବାକୁ ଦେଲେ ନିର୍ଦ୍ଦେଶ।

anubhab and barsha
“ମିଥ୍ୟାବାଦୀର ମିଥ୍ୟା ଆରୋପର ଗଳ୍ପ’’ : ଅନୁଭବଙ୍କ ଭିଡିଓ ଭାଇରାଲ ପରେ ବର୍ଷାଙ୍କ ସପକ୍ଷରେ ବାହାରିଲେ ସମର୍ଥକ

ସୋସିଆଲ ମିଡିଆରେ ଅନୁଭବ-ବର୍ଷା ବିବାଦ : ସିରିଜ୍ ଟ୍ୱିଟ୍‌ କରି କେନ୍ଦ୍ରାପଡ଼ା ସାଂସଦଙ୍କ ଉପରେ ବର୍ଷିଲେ ସମର୍ଥକ

Girl Student Death In Odisha’s Balasore: Mother Alleges Murder By Hostel Roommates
ଛାତରୁ ଖସି ଛାତ୍ରୀଙ୍କ ମୃତ୍ୟୁ ଘଟଣା: ଝିଅର ହତ୍ୟା ଅଭିଯୋଗ ଆଣିଲେ ମାଆ

ହଷ୍ଟେଲ ଛାତରୁ ଖସି ଛାତ୍ରୀଙ୍କ ସନ୍ଦେହଜନକ ମୃତ୍ୟୁ ଘଟଣାରେ ବାଲେଶ୍ୱଲ ସଦର ପୋଲିସର ଏକ ଟିମ୍ ଘଟଣାସ୍ଥଳକୁ ଯାଇ ତନାଘନା କରିଛି ।

Chilika MLA Prashant Jagdev might be sent to jail again
ପୁଣି ଜେଲ୍ ଯିବେ ପ୍ରଶାନ୍ତ ଜଗଦ୍ଦେବ !

ପୁଣି ଅଡୁଆରେ ଚିଲିକା ବିଧାୟକ । ଜାମିନ ଆବେଦନ ଖାରଜ ହେବାରୁ ପୁଣି ଜେଲ ଯାଇପାରନ୍ତି ପ୍ରଶାନ୍ତ ଜଗଦ୍ଦେବ ।

The Great Odisha Political Circus
ଭାଉଜର ତୁମର ରାତିରେ କଣ କଳି ହୋଇଛି କି?

ମୁଁ ଏମିତି ତୁମର କଣ କରିଦେଲି ଯେ ତୁମେ ଧରମକୁ ସାକ୍ଷୀ ରଖୁଛ? ମୋର ପୂରା ଯୌବନ ପଲାଇଲାଣି କିନ୍ତୁ କିଛି ଲାଭ ହେଲାନି...ମତେ ପଇସା ଦେଖାଉଛ? ତୁମେ ରହୁଛ ରାଜା ଉଆସରେ ମତେ କିନ୍ତୁ ମିଳିପାରିଲାନି ଉଆସ। ବାଃ ବାଃ...

The Great Odisha Political Circus
ଭାଉଜର ତୁମର ରାତିରେ କଣ କଳି ହୋଇଛି କି?

ମୁଁ ଏମିତି ତୁମର କଣ କରିଦେଲି ଯେ ତୁମେ ଧରମକୁ ସାକ୍ଷୀ ରଖୁଛ? ମୋର ପୂରା ଯୌବନ ପଲାଇଲାଣି କିନ୍ତୁ କିଛି ଲାଭ ହେଲାନି...ମତେ ପଇସା ଦେଖାଉଛ? ତୁମେ ରହୁଛ ରାଜା ଉଆସରେ ମତେ କିନ୍ତୁ ମିଳିପାରିଲାନି ଉଆସ। ବାଃ ବାଃ...

Anubhav Mohanty
ଭଲ ପାଇ ମୁଁ ଭୁଲ୍ କରିଛି... ସେଥି ପାଇଁ ମୋତେ ଥାନା, କୋର୍ଟ କଚେରୀ ଯିବାକୁ ହେଉଛି

ଭଲ ପାଇ ମୁଁ ଭୁଲ୍ କରିଛି... ସେଥି ପାଇଁ ମୋତେ ଥାନା, କୋର୍ଟ କଚେରୀ ଯିବାକୁ ହେଉଛି। ହେଲେ ଏହାକୁ ନାଟକୀୟ ଢଙ୍ଗରେ ଦେଖାଉଛନ୍ତି କିଛି ମିଡିଆ। ଏମିତି କେବେ ହେଲେ କର ନାହିଁ। ତୁମେ ଯେତେବେଳେ ମୋ ଭଳି କଷ୍ଟ ପାଇବ, ଜାଣି ପାରିବ...