ପିଶାଚ ପାଲଟିଲା ବାପା । ନିଜ ଜନ୍ମ କଲା ଝିଅକୁ କଲା ହତ୍ୟା । ବୟଫ୍ରେଣ୍ତ ସହ ନାବାଳିକା ଜଣକ ଫେରାର ହୋଇ ଯିବାରୁ ହତ୍ୟା ।
ବିବାହ ପ୍ରତିଶ୍ରୁତି ଦେଇ ପ୍ରତାରଣା ଅଭିଯୋଗ। ଢେଙ୍କାନାଳ କାମାକ୍ଷାନଗର ଅଞ୍ଚଳରୁ ଆସିଛି ଏଭଳି ଘଟଣା। କାମାକ୍ଷାନଗର ପଥରଖମ୍ବ ଗାଁର ଯୁବକ ମନୀଷ ଦେହୁରୀଙ୍କ ନାଁରେ ଅଭିଯୋଗ ଆଣିଛନ୍ତି ଜଣେ ଯୁବତୀ...
ପ୍ରେମିକାର ମନଲାଖି ଗିଫ୍ଟ ପ୍ରେମିକ ସମୀର ଉପହାର ଦେଉଥିଲେ । କେତେବେଳେ ମୋବାଇଲ ତ ପୁଣି କେତେବେଳେ ଅଳଙ୍କାର ।
୯ ବର୍ଷ ଶାରୀରିକ ସମ୍ପର୍କ ରଖିବା ପରେ ଏବେ ପ୍ରେମିକାକୁ ଧରାଛୁଆଁ ଦେଉନାହିଁ ପ୍ରେମିକ। ଅନ୍ୟତ୍ର ବାହା ହେଉଥିବା କଥା ଶୁଣି ପ୍ରେମିକର ଦୁଆରେ ବସିଲେ ପ୍ରେମିକା। ଆଉ କହୁଛନ୍ତି, ନ୍ୟାୟ ନମିଳିଲେ ବିଷ ପିଇବି...