ବର୍ଷେ ନୁହେଁ କି ଦୁଇବର୍ଷ ନୁହେଁ ବରଂ ୪୦ ବର୍ଷ ହେଲାଣି ପିଲାଙ୍କୁ ମାଗଣାରେ ପାଠ ପଢାଉଛନ୍ତି ବାସନ୍ତୀ। ସ୍ୱାମୀ ଚାଲିଯିବା ପରେ ଅତି କଷ୍ଟରେ ପିଲାଙ୍କୁ ମଣିଷ କରିଛନ୍ତି । ହେଲେ ପାଠ ପଢାଉଥିବା ଗାଁ ପିଲାଙ୍କୁ ଟଙ୍କାଟିଏ ବି ମାଗିନାହାନ୍ତି। କୁହନ୍ତି, ଏମାନଙ୍କୁ ପଢାଇଲେ ମତେ ଶାନ୍ତି ମିଳେ...
Published: Pallipuspa Samal
Last updated: 17 July 2022, 11:47 AM IST
କୁକୁର ଏମିତି ହେବା ପଛରେ ମଣିଷଙ୍କର କିଛି ଭୂମିକା ନାହିଁ । ବୈଜ୍ଞାନିକ କାରଣ କୁହେ, ବାଇକ ବା କାରର ଟାୟାରରୁ ବାହାରୁଥିବା ଗନ୍ଧ ଏଥିପାଇଁ ଦାୟୀ । ଯେହେତୁ କୁକୁରଙ୍କ ଘ୍ରାଣ ଶକ୍ତି ଖୁବ ପ୍ରଖର ତେଣୁ ସେମାନେ ଗାଡ଼ିର ଟାୟାରରୁ ଅନ୍ୟ କୁକୁରର ଗନ୍ଧ ଆଘ୍ରାଣ କରିପାରନ୍ତି । ତେଣୁ ସେମାନେ ଆକ୍ରମଣାତ୍ମକ ହୋଇପଡ଼ନ୍ତି ଏବଂ ଖୁବ ଜୋରରେ ଭୁକିବା ଆରମ୍ଭ କରି ଦିଅନ୍ତି ।