ପଦ୍ମପୁର ଭୋଟ୍ ଦେଖି ଆଉ କିଛି କହିବାକୁ ଚାହୁଁନାହାନ୍ତି ଭାଲୁ ଭାଇନା। ଇଏ ଆଉ ବସିପାରିବେନି ବେଶି ସମୟ, ଆଲୋ ଆଲୋ ଇଏ କଣ ମଂଚକୁ ଉଠିଗଲେ? ଆଜି ପଛରେ ପଡିବେ ମଡେଲ୍...
କୋରାପୁଟର ବୋରିଗୁମ୍ମା ବ୍ଳକ୍ରେ ଶିଶୁମୃତ୍ୟୁକୁ ନେଇ ଗାଁ ଗାଁରେ ଦୁଃଖ ଯେତିକି ତାଠୁ ଅଧିକ ଭୟ ଘାରିଛି।
ଏହା ଓଡ଼ିଶା ଆକାଶରେ ଦେଖାଦେଉଥିବାରୁ ଲୋକେ ଏନେଇ ପ୍ରଥମେ ଭୟଭୀତ ହୋଇପଡ଼ିଥିଲେ।
ରାଜଧାନୀରେ ମଶା ମାରିବ ଡ୍ରୋନ୍ । ମଶାଙ୍କ ବଂଶବୃଦ୍ଧି ସ୍ଥାନକୁ ଚିହ୍ନଟ କରିବା ସହ ସେମାନଙ୍କୁ ଡ୍ରୋନ୍ ସାହାଯ୍ୟରେ ନିପାତ କରାଯିବ । ମଶା ଦାଉରୁ ମୁକ୍ତି ପାଇବା ପାଇଁ ବିଏମ୍ସି ପ୍ରସ୍ତୁତ କରୁଛି ମାଷ୍ଟର୍ ପ୍ଲାନ୍ । ପରୀକ୍ଷାମୂଳକ ଭାବରେ କିଛି ସ୍ଥାନରୁ ଏହାକୁ ଆରମ୍ଭ କରାଯିବ । କେବଳ ରାଜଧାନୀ ନୁହେଁ କଟକ ସହରର ବି ସମାନ ସ୍ଥିତି । ମଶାରୀ ବିନା ରହିବା ମୁସ୍କିଲ୍ ।
ପରୀକ୍ଷାମୂଳକ ଭାବରେ ଖୁବ ଶୀଘ୍ର ଆରମ୍ଭ ହେବ ଯୋଜନା ।
ଏ ଧୂଳି ପରା ପବିତ୍ର । ଏ ମାଟି ପବିତ୍ର ।
ଶ୍ରୀମନ୍ଦିର ପରିଚାଳନା କମିଟିର ଗୁରୁତ୍ୱପୂର୍ଣ୍ଣ ବୈଠକରେ ଏହି ନିଷ୍ପତ୍ତି ହୋଇଛି । ଗଜପତି ମହାରାଜ ଦିବ୍ୟସିଂହ ଦେବଙ୍କ ଅଧ୍ୟକ୍ଷତାରେ ଏହି ବୈଠକରେ ବହୁ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ଚୁକ୍ତି ସ୍ୱାକ୍ଷରିତ ହୋଇଛି ।
ଗୋଟିଏ ଥରରେ ୯ ସନ୍ତାନକୁ ଜନ୍ମ ଦେଇ ବିଶ୍ୱ ରେକର୍ଡ ସୃଷ୍ଟି କଲେ। ମା’ ସହିତ ସବୁ ପିଲାମାନେ ସମ୍ପୂର୍ଣ୍ଣ ସୁସ୍ଥ ଏବଂ ନିରାପଦ ମଧ୍ୟ ଅଛନ୍ତି। ଏନେଇ ମା’ କରିଛନ୍ତି ବିଶ୍ୱ ରେକର୍ଡ।
ଫୋନ୍ ସ୍ୱିଚ୍ ଅଫ୍ ଥିଲେ, ମୋ ଜୀବନ ଚାଲିଯାଇ ଥାଆନ୍ତା ।
ଯଦି ଆପଣ ଦେଶର ବିଭିନ୍ନ କୋଣ ଅନୁକୋଣକୁ ଯାଇ ଏହି ସବୁ ନିଆରା ପରମ୍ପରାର ମଜା ନେବାକୁ ଚାହିଁବେ ତେବେ ଆପଣଙ୍କ ପାଇଁ ଗୋଟିଏ ଜୀବନ ବି ନିଅଣ୍ଟ ପଡ଼ିବ ।
ଲୋକେ କୁହନ୍ତି ଡାକ୍ତର ହେଉଛନ୍ତି ଦ୍ୱିତୀୟ ଭଗବାନ.. କିନ୍ତୁ ଏମାନଙ୍କ ପାଇଁ କାଉନସିଲର୍ ବିଜୟ ଭାଇ ହିଁ ଦ୍ୱିତୀୟ ଈଶ୍ୱର..
ମାଲକାନଗିରି ଜିଲ୍ଲା ଏମଭି-୭୯ ନିକଟ ଲାଚିପେଟା ଗାଁର ଭଜା ସାଲବମ ନାମକ ବ୍ୟକ୍ତି କିଡନୀ ରୋଗରେ ଗୁରୁତର ହୋଇ ଘରେ ପଡିଥିଲେ । ଆମ୍ବୁଲାନ୍ସ ଡ୍ରାଇଭର ରୋଗୀଙ୍କୁ ରକ୍ତ ଦେଇ ବଞ୍ଚାଇଲେ ଜୀବନ ।
ପାହାଡ଼ ଭିତରେ ଥିବା ଏଇ ଗାଁଠାରୁ ମାତ୍ର କିଛି ବାଟରେ ମୁହାଁମୁହିଁ ହୋଇଥିଲେ ଚୀନ୍ ଓ ଭାରତୀୟ ସେନା। ଯେତେବେଳେ ସେ ଖବର ଏ ଗାଁରେ ପହଞ୍ଚିଲା, ଏମାନେ କଣ ଭାବିଲେ? ଭାରତୀୟ ସେନା ପ୍ରତି ଏମାନଙ୍କର ଦୃଷ୍ଟିଭଙ୍ଗୀ କେମିତିକା? ଆନନ୍ତୁ ଭେଟିବା କିଛି ଲୋକଙ୍କୁ।
ଦିନେ ଏ ସ୍ଥାନରେ ଦୂବ ବି କଅଁଳୁ ନଥିଲା.. ଆଜି କିନ୍ତୁ ଏଠି ହୋଇଛି ଜଙ୍ଗଲ.. ଏ ଜଙ୍ଗଲର ନାୟିକାଙ୍କ ହେଉଛନ୍ତି ସରୋଜିନୀ ମହାନ୍ତି
ପୁରୀ ନବକଳେବର ରୋଡ୍ ସ୍ଥିତ ଶ୍ରୀଜଗନ୍ନାଥ ଟିମ୍ବରରେ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଛି। ନିଆଁ ଲାଗି ଶାଳ, ପିଆଶାଳ, ଆକାଶିଆ ଭଳି ବହୁ ମୂଲ୍ୟବାନ କାଠ ପୋଡ଼ି ପାଉଁଶ ହୋଇ ଯାଇଛି।
ଆମେ ବି ତୁମ ଭୋଟର.. ଇଲେକ୍ସନ ବେଳେ ଆସୁଛ.. ପ୍ରତିଶ୍ରୁତି ଦେଇ ଭୋଟ୍ ମାଗୁଛ.. ଇଲେକ୍ସନ ସରିଗଲେ ଆମେ କିଏ ତୁମେ କିଏ ? କୁହ ସରକାର.. ଆମେ କାହିଁକି ଅଯୋଗ୍ୟ ?
ସିଏ ତ ଖାଲି ଗଳା ବାଟ ଖୋଜିଲେ..ୟେ ତ ଖାଲି ବୁମକୁ ଦିହରେ ଲଗେଇ ଦେଉଛନ୍ତି.. ସେ ଠେଲିବେନି..
ମଉଳିଗଲା ଆଶା, ଭାଙ୍ଗିଗଲା ସ୍ୱପ୍ନ । ଦୀର୍ଘ ବର୍ଷ ଧରି ଜାରି ରହିଥିବା ଆନ୍ଦୋଳନ ସତ୍ତ୍ୱେ ହାଇକୋର୍ଟ ବେଞ୍ଚ ଦାବିକୁ ଖାରଜ କରିଦେଲେ ସୁପ୍ରିମକୋର୍ଟ । ଆନ୍ଦୋଳନରୁ ଓହରିବା ପାଇଁ ପ୍ରଥମେ ଚେତାବନୀ ଶୁଣାଇଥିଲେ ସର୍ବୋଚ୍ଚ କୋର୍ଟ, ଲାଇସେନ୍ସ ସସ୍ପେଣ୍ଡ ସହ ଗିରଫଦାରୀ ପାଇଁ ନିର୍ଦ୍ଦେଶ ଦେଇଥିଲେ ।
ପ୍ରତିବର୍ଷ ଚାଷ ଜମି କମୁଛି, ହେଲେ ଧାନ ବିକିବା ପାଇଁ ପଞ୍ଜୀକରଣ କିନ୍ତୁ କମୁନି..ବାଲେଶ୍ୱର ଓ ଭଦ୍ରକ ଜିଲ୍ଲାରେ ରେକର୍ଡ ସଂଖ୍ୟକ ପଞ୍ଜୀକରଣକୁ ଦେଖି ସରକାର, ପଞ୍ଜୀକୃତ ଚାଷ ଜମିର ସାଟେଲାଇଟ୍ ସର୍ବେକ୍ଷଣ କରୁଛନ୍ତି
ନୀଳଗିରି ଚାଷ ଜମିରେ ଚାଲିଛି ସାଟେଲାଇଟ୍ ସର୍ବେକ୍ଷଣ । କେଉଁଠି ସମବାୟ ସମିତିର କର୍ମଚାରୀ ତ ଆଉ କେଉଁଠି, ରାଜସ୍ୱ ନୀରିକ୍ଷକ ବିଲ ଭିତରକୁ ଯାଇ ଫିଜିକାଲ ସର୍ବେକ୍ଷଣରେ ଲାଗି ପଡିଛନ୍ତି ଅଧିକାରୀ ।
ସୋସିଆଲ୍ ମିଡିଆରେ ଭାଇରାଲ୍ ହେଉଛି ବାପା-ପୁଅଙ୍କ ଭଲ ପାଇବା। ଭିଡିଓରେ ବାପାଙ୍କୁ ତାଙ୍କ ସ୍ୱପ୍ନର ବାଇକ୍ ଦେଇ ପୁଅ ଏବେ ଚର୍ଚ୍ଚାରେ ରହିଛି। ଏହି ଭିଡିଓ ଏବେ ସମସ୍ତଙ୍କ ହୃଦୟ ଜିତିବାରେ ଲାଗିଛି।
ସମ୍ବଲପୁର ଓକିଲ ଆନ୍ଦୋଳନ ମାମଲାରେ ସୁପ୍ରିମକୋର୍ଟରେ ଆଜି ଗୁରୁତ୍ୱପୂର୍ଣ୍ଣ ଶୁଣାଣି ହୋଇଛି। ମାମଲାର ଶୁଣାଣି ବେଳେ ସୁପ୍ରିମକୋର୍ଟ କଡ଼ା ଆଭିମୁଖ୍ୟ ପ୍ରକାଶ କରିଛନ୍ତି।
ମାଇକ୍ ଯୋଗେ ସଚେତନ କରୁଛି ପୋଲିସ.. ପୁଣି ଦବିଲାଣି ସେତୁ.. ଆଜି ଗଡ଼ିବନି ଗାଡ଼ି..
ସମ୍ବଲପୁର କୋର୍ଟରୁମ୍ରେ ଭଙ୍ଗାରୁଜା ଘଟଣାରେ ୧୬ ଗିରଫ ।