କଳାକାରଙ୍କ ଭିତରେ ହେଉଛି ପ୍ରତିଯୋଗିତା । ସବୁ ଜିଲ୍ଲାର ସବୁ ବ୍ଲକରେ ପ୍ରତିଯୋଗିତା ଚାଲିଛି । ମୁଖ୍ୟମନ୍ତ୍ରୀ କଳାକାର ଭତ୍ତା ଯୋଜନାରେ ମାସିକ ୧୨ ଶହ ଟଙ୍କା ପାଇବା ପାଇଁ ରାଜ୍ୟରେ ମୋଟ୍ ୫୦ ହଜାର କଳାକାର ଏହି ଭତ୍ତା ପାଇବାକୁ ଥିବା ବେଳେ ଚୟନ ପ୍ରକ୍ରିୟାକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି ଅନେକ କଳାକାର
ଲିଜାଙ୍କ ଗରିବ ପରିବାର ଚିନ୍ତାରେ ଥିବାବେଳେ ଶେଷରେ ନ୍ୟାୟ ପାଇଁ ଉମରକୋଟ ଥାନାର ଦ୍ୱାରସ୍ଥ ହୋଇଛନ୍ତି।
ହାଇକୋର୍ଟ ବେଞ୍ଚ ଦାବିରେ ୧୨ ତାରିଖର ହଙ୍ଗାମା ପାଇଁ ୨୩ ଓକିଲଙ୍କ ସମେତ ଏପର୍ଯ୍ୟନ୍ତ ୩୨ ଜଣ ଗିରଫ ହୋଇ ଜେଲ୍ରେ ଅଛନ୍ତି।
କଳାକାରଙ୍କ ଭିତରେ ହେଉଛି ପ୍ରତିଯୋଗିତା । ସବୁ ଜିଲ୍ଲାର ସବୁ ବ୍ଲକରେ ପ୍ରତିଯୋଗିତା ଚାଲିଛି ।
ଯାହା ସଞ୍ଚିଥିଲେ ସବୁ ଝିଅ-ଜ୍ୱାଇଁଙ୍କୁ ଦେଇଦେଲେ। ଭାବିଥିଲେ ବୁଢା କାଳରେ ଆରାମରେ ଚଳିବେ ବୋଲି...ଟଙ୍କା ସମ୍ପତ୍ତି ନେବା ପରେ ଘରୁ ବାହାର କରିଦେଲେ ଝିଅ ଜ୍ୱାଇଁ।
ଅତ୍ୟାଧୁନିକ ଜ୍ଞାନକୌଶଳରେ ଉଚ୍ଚତାକୁ ଉଠୁଛି ମନ୍ଦିର। କଟକ ସହରରେ ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି। ମନ୍ଦିର ସୁରକ୍ଷା ଲାଗି ଏଭଳି ଅଭିନବ ପଦକ୍ଷେପ ଗ୍ରହଣ କରାଯାଇଛି।
ଆଉ ଆମେ ଘର କୋଣରେ ବସୁନୁ.. ସାନିଟାରୀ ପ୍ୟାଡ୍ ତିଆରି କରି ଟଙ୍କା ରୋଜଗାର କରୁଛୁ.. ସ୍ୱାମୀଙ୍କ ଭଳି ଆମେ ବି ଘର ଖର୍ଚ୍ଚ ଉଠାଉଛୁ..,
ବାହାର ଚକାଚକ୍.. ଭିତର ଫମ୍ପା.. ୟାକୁ କଣ କୁହନ୍ତି ସ୍ମାଟ୍ ସ୍କୁଲ୍ !
ଯାହା ସଞ୍ଚିଥିଲେ ସବୁ ଝିଅ-ଜ୍ୱାଇଁଙ୍କୁ ଦେଇଦେଲେ। ଭାବିଥିଲେ ବୁଢା କାଳରେ ଆରାମରେ ଚଳିବେ ବୋଲି...ଟଙ୍କା ସମ୍ପତ୍ତି ନେବା ପରେ ଘରୁ ବାହାର କରିଦେଲେ ଝିଅ ଜ୍ୱାଇଁ। ଏବେ ଖାଇବାକୁ ଏମିତି କାନ୍ଦିକାନ୍ଦି ଦାଣ୍ଡରେ ବୁଲୁଛନ୍ତି ବୁଢା ବାପା
ଡିଏଲ୍ ବା ଏଲ୍ଏଲ୍ ଆବେଦନ କରୁଥିବା ବ୍ୟକ୍ତିଙ୍କ ମେଡିକାଲ୍ ସାର୍ଟିଫିକେଟ ଇଲେକ୍ଟଟ୍ରୋନିକାଲି ପଞ୍ଜୀକୃତ ଡାକ୍ତର ଅପ୍ଲୋଡ୍ କରିବେ।
କାହା ପାଇଁ ଲକ୍ଷେ ଟଙ୍କା କିଛି ନୁହଁ.. ହେଲେ ଭିକ ମାଗି ଚଳୁଥିବା ମଣିଷ ପାଇଁ ଲକ୍ଷେ ଟଙ୍କା ସାତ ସ୍ୱପ୍ନ.. ଟଙ୍କେ ଟଙ୍କେ କରି ସଞ୍ଚିଥିଲେ ସବୁ ଜଗାକୁ ଦେଇଦେଲେ..
ଇଲୋ ହେଇଲୋ.. ମିଳିମିଳି ଖାଇଗଲେ ପିଲାଙ୍କ ଟଙ୍କା..
ମଶାରୀ ଭିତରେ ପଶି ମେୟର ଓ କମିଶନରଙ୍କ ମୁଖା ପିନ୍ଧି ଧାରଣାରେ ବସିଥିଲେ ବିଜେପି କର୍ମୀ।
ଜଗନ୍ନାଥଙ୍କ ପ୍ରେମରେ ବୃଦ୍ଧା ଭିକ୍ଷୁକ: ମନ୍ଦିରକୁ ଦାନ କଲେ ଜୀବନଯାକର ସଞ୍ଚିତ ଧନ
ସମ୍ବଲପୁର କୋର୍ଟ ଚାରିପଟେ ପୋଲିସ୍ ଛାଉଁଣୀ। ତାରି ଭିତରେ କୋର୍ଟକୁ ବିଚାରପତି ଯାଉଛନ୍ତି। ଦୂରଦୂରାନ୍ତରୁ ମହକିଲ ଆସୁଛନ୍ତି। ହେଲେ ନିଜ ନିଜ ଓକିଲଙ୍କୁ ଭେଟି ନପାରି କେବଳ କୋର୍ଟ ପରିସରରେ ଥିବା ହେଲ୍ପ ଡେସ୍କରୁ ତାରିଖ ନେଇ ଫେରୁଛନ୍ତି। ଏଇ ଯେମିତି ସମ୍ବଲପୁର କତରବଗା ତରୁଣ୍ଡି ମହୁଲର କେଶବ ଚିକୁ ବାରିକ। ୨୦୧୮ରେ ତାଙ୍କ ବାପାଙ୍କୁ ହତ୍ୟା ମାମଲାରେ ଆଜି ତାରିଖରେ ତାଙ୍କୁ ହାଜର ହୋଇ ତଥ୍ୟ ପ୍ରମାଣ ରଖିବାକୁ କୋର୍ଟରୁ ସମନ ଥିଲା ହେଲେ ଓକିଲ ନଥିବାରୁ ଆର ମାସ ଏଇ ତାରିଖରେ ପୁଣି ହାଜର ପାଇଁ ତାଙ୍କୁ ସମୟ ଦିଆଯାଇଛି।
ଅନେକ ସମୟରେ ମୋବାଇଲ୍ରେ ଅନାବଶ୍ୟକ ଷ୍ଟୋରେଜ ସ୍ମାର୍ଟଫୋନକୁ ସ୍ଲୋ କରିଦିଏ। ଏହାକୁ ଦୃଷ୍ଟିରେ ରଖି ଆପ୍ ଏବେ ନୂଆ ଫିଚର ବାହାର କରିଛି। ଆପଣ ଏବେ ଏକା ଥରରେ ସେଭ୍ ହୋଇଥିବା ବଡ ଭିଡିଓ, ଫଟୋ, ଫାଇଲ୍ ପରି ଆପ୍ ଡାଟା ଡିଲିଟ୍ କରି ପାରିବେ, ଯାହା ଆପଣଙ୍କୁ ଆଉ ଦରକାର ନାହିଁ।
ପ୍ରଥମଥର ପାଇଁ ସମ୍ବଲପୁର କୋର୍ଟରେ ଏଭଳି ଅଭାବନୀୟ ସ୍ଥିତି ଲାଗି ରାଜ୍ୟ ସରକାରଙ୍କୁ ଦାୟୀ କରି ବର୍ଷିଛି ବିଜେପି।
ମହଙ୍ଗା ପଡ଼ିଲା ନର୍ସଙ୍କୁ ଅସଦାଚରଣ କରିବା। ଚିକିତ୍ସା କରୁଥିବା ଷ୍ଟାଫ୍ ନର୍ସଙ୍କୁ କିସ୍ କରି ବନ୍ଧା ହେଲେ ଯୁବକ।
ଅଧ ରାତିରେ ଠକ୍ଠକ୍ ହେଲା କବାଟ। ସ୍ୱାମୀ ଭାବି ଖୋଲିଦେଲେ କବାଟ... ସାମ୍ନାରେ ଥିଲେ ମୁଖାପିନ୍ଧା ୩ ଦୁର୍ବୃତ୍ତ। ଚାହୁଁ ଚାହୁଁ ଘରେ ପଶିଗଲେ, ଆଉ ତା’ପରେ ଯାହା ହେଲା...
ଶିମିଳିପାଳ ହାତୀ ମୃତ୍ୟୁ ଘଟଣାର ପ୍ରତ୍ୟକ୍ଷଦର୍ଶୀଙ୍କ ମୃତ୍ୟୁ ହୋଇଛି। ଗତ ୧୧ ତାରିଖରେ ବିଷ ପିଇ ଗୁରୁତର ଅବସ୍ଥାରେ ତାଙ୍କୁ SCBକୁ ସ୍ଥାନାନ୍ତର କରାଯାଇଥିଲା।
ବର୍ଷ ବର୍ଷ ଧରି ଅବହେଳିତ ହୋଇ ପଡ଼ିଥିବା ପୋଖରୀ ଏବେ ହେବାକୁ ଯାଉଛି ପଦ୍ମ ପୋଖରୀ। ଭଦ୍ରକ ଜିଲ୍ଲା ଧାମନଗର ବ୍ଲକରେ ଥିବା ପ୍ରାୟ ୨୦୦ ବର୍ଷ ପୂର୍ବର ଐତିହାସିକ ଡିଗି ପୋଖରୀ ଏବେ ନୂଆ ରୂପ ନେବାକୁ ଯାଉଛି।
ଭିଜିଲାନ୍ସ ଜାଲରେ ଫସିଥିବା କୋଟିପତି ସବ୍ ଇନ୍ସପେକ୍ଟର ଅଭିମନ୍ୟୁ ଚୌଧୁରୀଙ୍କ ସମ୍ପତ୍ତିର ଖୋଳତାଡ଼ ଚାଲିଛି। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ତାଙ୍କ ଘରେ ରେଡ୍ କରିଛି।
ଛାତ୍ରଙ୍କ ପ୍ରେମରେ ଉବୁଟୁବୁ ଦିଦି। ସତ ଜଣାପଡିବା ପରେ ଘର ଲୋକ ବାରଣ କଲେ, ହେଲେ ଦିଦି କିଛି ଶୁଣିଲେନି। ପ୍ରେମ ଏମିତି ବାୟା କଲା ଯେ ଛାତ୍ରଙ୍କ ସହ ଫେରାର ମାରିଲେ
ଝିଅ ହେବ ତ ଏମିତି। ବାପା-ମାଆ ଦୁହେଁ ଦିବ୍ୟାଙ୍ଗ, ଗୋଟିଏ ମିନିଟ୍ ବି ସେବାରୁ ନିବୃତ୍ତ ହେଉନି କୁନି ଝିଅ। ବଜାର ଘାଟ ସବୁଆଡେ ନେଉଛି, ପ୍ଲେଟ ଧରି ଖୁଆଇ ଦେଉଛି। ଭାଇରାଲ ହେଉଛି ଭିଡିଓ
ଏଇ ମେଡିକାଲକୁ ଯାଉଛନ୍ତି କି? ସାବଧାନ ରୁହନ୍ତୁ, ସତର୍କ ରୁହନ୍ତୁ...କାରଣ ଚାହୁଁଚାହୁଁ ଗାଏବ ହୋଇଯାଉଛି ମୋବାଇଲ ଫୋନ୍