ନେତା ହୋଇ ବି ଲାଇନରେ ରହିଲେ ହେଲେ ଅନ୍ନ ବେଳକୁ ନା ନା...
ନିମ୍ନମାନର ଛତୁଆ ଯୋଗାଣ ଅଭିଯୋଗ। କୋମଳମତି ଶିଶୁଙ୍କ ପାଇଁ ସରକାର ଦେଉଥିବା ଛତୁଆ, ଖାଇବା ଉପଯୋଗୀ ନୁହେଁ। ଆସିଛି ଏମିତି ସାଂଘାତିକ ଅଭିଯୋଗ। ଏ ଛତୁଆକୁ ଶିଶୁଙ୍କ ବଦଳରେ ଗାଈ ଗୋରୁଙ୍କୁ ଖାଇବାକୁ ଦେଉଛନ୍ତି ଅଭିଭାବକ।
ଦୁଇ ବର୍ଷ ପରେ ନକ୍ସଲମାନେ ଛତିଶଗଡ଼ରେ ପୁଣି ରକ୍ତର ହୋଲି ଖେଳିଛନ୍ତି। IED ବିସ୍ପୋରଣ କରି ନେଇଛନ୍ତି ୧୧ ଜଣଙ୍କ ଜୀବନ। ଘଟଣା ପରେ ଛତିଶଗଡ ସୀମାନ୍ତ ମାଲକାନଗିରି, କୋରାପୁଟ ଓ ନବରଙ୍ଗପୁର ଜିଲ୍ଲାରେ ହାଇ ଆଲର୍ଟ ଜାରି ହୋଇଛି।
ଆଳି: ବ୍ରାହ୍ମଣୀ ନଦୀରେ ଡଙ୍ଗାବୁଡ଼ି ୨ ନିଖୋଜ । ଏକମାଣିଆ ପଞ୍ଚାୟତରୁ ରାଜନଗର କେରଡାଗଡ଼ ଯାଉଥିବା ବେଳେ ଅଘଟଣ ।
ବୟଫ୍ରେଣ୍ଡ୍ର ବାପା ସହ ପ୍ରେମିକା ଫେରାର। ଯୁବତୀଙ୍କ ପରିବାର ଲୋକ ଅପହରଣ ମାମଲା ରୁଜୁ କରିବା ପରେ ପୋଲିସ୍ ତଦନ୍ତ କରିଥିଲା ଓ ପୁରା ଘଟଣା ସାମ୍ନାକୁ ଆସିଥିଲା।
ଖୋଦ ମୁଖ୍ୟମନ୍ତ୍ରୀଙ୍କ ଜିଲ୍ଲାରେ ଏଇ ଅବସ୍ଥା.. ବାରଣ୍ଡାରେ ଚାଲିଛି ଦେଶର ଭବିଷ୍ୟତ ଗଢା.. ହାୟ କହିବା ନା ସମଲୋଚନା କରିବା ନା ବ୍ୟବସ୍ଥାକୁ ନେଇ ଦୁଃଖପ୍ରକାଶ କରିବା !
ଓଡ଼ିଶାର 45 ଡିଗ୍ରୀ ତାପମାତ୍ରାରେ ବି ଜମ୍ମୁକାଶ୍ମୀର ଭଳି ଆପୁଲ୍ ଫଳେଇ ପାରିଛନ୍ତି କାଳେଶ୍ୱର କାଣ୍ଡ.. କେମିତି ? ଆସନ୍ତୁ ଜାଣିବା..
ଅନ୍ୟସବୁ ସ୍ଥାନରେ ମହାପ୍ରଭୁଙ୍କ ଆଜ୍ଞାମାଳ ଆସିଲେ ଆରମ୍ଭ ହୋଇଥାଏ ରଥ ନିର୍ମାଣ କାର୍ଯ୍ୟ.. ହେଲେ କେନ୍ଦୁଝରରେ ରଥ ନିର୍ମାଣ କାର୍ଯ୍ୟ ଆରମ୍ଭରୁ ନିଜେ ପ୍ରଭୁ ଶ୍ରୀ ବଳଦେବଜୀଉ ରଥ ନିକଟକୁ ଯାଇ ରଥ ନିର୍ମାଣ କାର୍ଯ୍ୟ ଆରମ୍ଭ ପାଇଁ ଆଜ୍ଞା ପ୍ରଦାନ କରିଥାନ୍ତି..
ଓଡ଼ିଶା ପଟେ ଶୁଖିଲା ପଡ଼ିଥିବା ମହାନଦୀ କାଳେ ଟ୍ରିବ୍ୟୁନାଲ ଟିମ୍ ଦେଖିଦେବ ସେଥିପାଇଁ କଲମା ବ୍ୟାରେଜର ୧୭ଟି ଗେଟ୍ ଛତିଶଗଡ଼ ଖୋଲିଛି।
ଅପରାଜିତା ମ୍ୟାଡାମ୍ ଏମିତି ପାଠ ପଢେଇଲେ ଯେ, ପିଲା ପୂରା ଚୁପ୍..
ସମ୍ପତ୍ତି କାଗଜପତ୍ରକୁ ସୁରକ୍ଷିତ ରଖିବା ପାଇଁ ଲୋକମାନେ ବ୍ୟାଙ୍କ ଲକର୍ର ସହାୟତା ନିଆଯାଇଥାଏ। ଏହି କାଗଜପତ୍ର ଏଥିପାଇଁ ଗୁରୁତ୍ୱପୂର୍ଣ୍ଣ କାରଣ ବିନା କାଗଜପତ୍ରରେ ଆପଣ ଭବିଷ୍ୟତରେ ସମ୍ପତ୍ତି କାହାରିକୁ ବି ବିକ୍ରି କରିପାରିବେ ନାହିଁ।
ଅନେକ ଅଛନ୍ତି ଯେଉଁମାନେ ସ୍କୁଲ-କଲେଜରୁ ପ୍ରେମ ଚକ୍କରରେ ପଡିଯାଆନ୍ତି। ସେହିପରି ଏମିତି ମଧ୍ୟ କିଛି ଅଛନ୍ତି ଯେଉଁମାନେ ଚେଷ୍ଟା କରି ମଧ୍ୟ କାହାକୁ ପ୍ରେମରେ ପକେଇ ପାରନ୍ତି ନାହିଁ। ଜଣେ ୨୫ ବର୍ଷର ଯୁବତୀ କିନ୍ତୁ ୭ ହଜାର ପୁରୁଷଙ୍କ ଫସେଇ ସାରିଲେଣି।
ପନିର କେଜି ୩୦ ଟଙ୍କା, ଖୁଆ କେଜି ୬୦ ଟଙ୍କା ବଢ଼ିବ
ପରିବାର ଲୋକଙ୍କ କହିବା କଥା ବର୍ତ୍ତମାନ ସେମାନେ ସେହି ସ୍ଥାନରୁ ପୁଣି ଲୁଚି ଆସିଛନ୍ତି କିନ୍ତୁ ତାଙ୍କ ପତ୍ତା ମିଳୁନି। କେଉଁଠି ଅଛନ୍ତି କିପରି ଅଛନ୍ତି ତାର ଖବର ନାହିଁ। ହେଲେ ସେଠାରୁ ଖସି ଆସିଥିବା ୨ ଜଣ ବ୍ୟକ୍ତି ସୁର ଦାସ ଏବଂ ପ୍ରଭକାର ଦାସ ସେଠାକାର ନିର୍ଯାତନାର କରୁଣ ଚିତ୍ର ବଖାଣିଛନ୍ତି।
ଶ୍ରୀମନ୍ଦିର ରତ୍ନଭଣ୍ଡାର ଚାବି ହଜିବା ପ୍ରସଙ୍ଗରେ ରାଜ୍ୟ ସରକାରଙ୍କୁ ନୋଟିସ କଲେ ହାଇକୋର୍ଟ ।
ପ୍ରାୟ ହଜାର ଟଙ୍କା ଦେଇ ଆମେ କାଜୁରେ ତିଆରି ମିଷ୍ଟାନ ଘରକୁ କିଣିକି ଆଣୁ..ହେଲେ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ.. କାଜୁ ଚାଷୀଙ୍କୁ ଏହାର ଉଚିତ୍ ମୂଲ୍ୟ ମିଳେନି.. କଠିନ ପରିଶ୍ରମ ପରେ ଶାଗ ମାଛ ଦରରେ କାଜୁ ବିକ୍ରି କରି ହତାଶ ହୋଇପଡ଼ିଛନ୍ତି କାଜୁ ଚାଷୀ
ଏ ବାଦ୍ୟ ବାଜିଲେ ଛୋଟରୁ ବଡ ସମସ୍ତଙ୍କ ଛାତି ଦୁଲିକି ପଡେ..ବାହାଘର ହେଉ କି ଦେବଦେବୀ ପୂଜା ସବୁଠି ରହିଛି ଏହି ବଜାର ମହତ୍ୱ.. ଏ ହେଉଛି ଗଣ୍ଡାବଜା..ହଜାର ହଜାର ବର୍ଷ ପୁରୁଣା ଲୋକବାଦ୍ୟ
ଦର୍ଶକବନ୍ଧୁ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଏ ହେଉଛି ଜଣେ ନାଚାର ଜନପ୍ରତିନିଧିଙ୍କ କଥା.. ପଦବୀ ଅଛି, କାମ କରିବାକୁ ଇଚ୍ଛାଶକ୍ତି ଅଛି ଆଉ କ୍ଷମତା ବି ଅଛି କିନ୍ତୁ ସେ ଅସହାୟ..
କଟକ ରିଂ ରୋଡ୍ ୬ ଲେନ୍ ବିଶିଷ୍ଟ କରିବାକୁ କ୍ୟାବିନେଟ ନିଷ୍ପତ୍ତି ନେଇଥିବାବେଳେ ଖାନନଗରଠାରୁ ଏହା ଆରମ୍ଭ ହେବ ବୋଲି ସୂଚନା ଦିଆଯାଇଛି ।
ବର୍ତ୍ତମାନ ଅଣ୍ଡାକୁ ନେଇ ଏକ ବଡ଼ ସନ୍ଦେହ ସୃଷ୍ଟି ହେଲାଣି । ବଜାରରେ ବିକ୍ରି ହେଉଥିବା ଅଣ୍ଡା ନକଲି ନା ଅସଲି ବୋଲି ଭ୍ରମରେ ରହୁଛନ୍ତି ଗ୍ରାହକ । ଏପରି ସମୟରେ ଆପଣ ନକଲି ଅଣ୍ଡାକୁ କିପରି ଚିହ୍ନିପାରିବେ, ଜାଣନ୍ତୁ ।
ପ୍ରଶ୍ନପତ୍ର ସଠିକ ଭାବେ ଯାଞ୍ଚ ହୋଇନଥିବା ଅଭିଯୋଗ ଆଣିଥିଲେ ପରୀକ୍ଷାର୍ଥୀ। ତେଣୁ ପୁଣିଥରେ ପରୀକ୍ଷା କରିବାକୁ ଦାବି କରିଥିଲେ ପରୀକ୍ଷାର୍ଥୀ।
ସମସ୍ୟା ଦେଖାଗଲେ ତୁରନ୍ତ ମରାମତି ଲାଗି କର୍ମଚାରୀ ଓ ଅଧିକାରୀଙ୍କୁ ତାଗିଦ କରାଯାଇଛି। ବୈଷୟିକ ଜନିତ ତ୍ରୁଟି କାରଣରୁ ଲୋ ଭୋଲଟେଜ୍ ଜନିତ ସମସ୍ୟା ରହୁଛି।
ମନୋଜ ମୋଦୀଙ୍କୁ ମୁକେଶ ଅମ୍ବାନୀ ଏକ ବଡ଼ କୋଠା ଉପହାର ଦେଇଛନ୍ତି । ଯାହାକି ୨୨ ମହଲା ବିଶିଷ୍ଟ ହୋଇଥିବାବେଳେ ୧.୭ଲକ୍ଷ ବର୍ଗଫୁଟ ଏରିଆରେ ରହିଥିବା କୁହାଯାଉଛି ।
ମିକି ତାଙ୍କ ପ୍ରାରମ୍ଭିକ ସମୟରେ ରୋଜଗାର କରିବା ପାଇଁ ଅନେକ ସଂଘର୍ଷ କରିଛନ୍ତି। ମିକି ପ୍ରଥମେ ଟୋକିଓର ଏକ ବିୟୁଟି ପାର୍ଲରରେ ହେୟାର ଡ୍ରେସର ଭାବେ କାମ କରୁଥିଲେ।
ଅଲିଭ ରିଡଲେ କଇଁଛଙ୍କ ପାଇଁ ଟ୍ରଲର ଚଳାଚଳ ଉପରେ ଲାଗିଛି ରୋକ୍, ଚିନ୍ତାରେ ମତ୍ସ୍ୟଜୀବୀ