• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Miscellaneous Updates

Road expansion
ରାସ୍ତା ନାଁରେ ଗଛ କାଟିଦେଲେ: କାର୍ଯ୍ୟାନୁଷ୍ଠାନ ପାଇଁ ପ୍ରଶାସନ କୁନ୍ଥୁକୁନ୍ଥୁ

ରାସ୍ତା ପ୍ରଶସ୍ତିକରଣ ନାଁରେ ଭୟଙ୍କର ଦୁର୍ନୀତି । ୪୫୦ ବଦଳରେ କାଟିଦେଲେ ହଜାର ହଜାର ଗଛ । ବନ ବିଭାଗ କହୁଛି ପୂର୍ତ୍ତ ବିଭାଗର ଦୋଷ, ପୂର୍ତ୍ତ ବିଭାଗ କହୁଛି ସେ ବିଭାଗର ଦୋଷ

OTV Impact
ଓଟିଭିରେ ଖବର ବାଜିଲା, ମଲା ଲୋକ ବଞ୍ଚିଗଲା !

ଓଟିଭିରେ ଖବର ବାଜିଲା, ମଲା ଲୋକ ବଞ୍ଚିଲା । ୫ ମାସର ଭତ୍ତା ବି ପାଇଲା...ଜାଣନ୍ତୁ କଣ ଥିଲା ପୂରା ଘଟଣା

Yojanara Na Hariloot | Misappropriation of PDS rice leaves beneficiaries in trouble
ଚାଉଳ ବଣ୍ଟନରେ ଭୟଙ୍କର ଅନିୟମିତତା; ଗରିବଙ୍କ ଚାଉଳ ଖାଉଛି କିଏ ?

ଚାଉଳ ବଣ୍ଟନରେ ଭୟଙ୍କର ଅନିୟମିତତା । ଦୁର୍ନୀତିଖୋର ଡିଲରଙ୍କ ଲାଗି ହନ୍ତସନ୍ତ ଖାଉଟି...ରାଜ୍ୟପାଳଙ୍କ ପାଖରେ ହେଲା ଅଭିଯୋଗ ।

Mo Bus Plying On Bypass Route Instead Of Pipili Bazaar
ନିୟମକୁ ଫୁ’ : ବାଇପାସ୍‌ରେ ପଳାଉଛି ମୋ ବସ୍‌

ନିୟମ କାନୁନ କିଛି ମାନୁନି ମୋ ବସ୍‌ । ପିପିଲି ବଜାର ଦେଇ ଯିବା ପରିବର୍ତ୍ତେ ବାଇପାସ୍‌ରେ ପଳାଉଛି ବସ୍‌ । ହନ୍ତସନ୍ତ ହେଉଛନ୍ତି ଯାତ୍ରୀ

Passengers suffer as renovation of bus stand in Kendrapara still remains a dream
ନୂଆ କରିବେ କହି ପୁରୁଣା ଭାଙ୍ଗିଦେଲେ, ନା ଛିଡ଼ା ହେବା ପାଇଁ ଛାଇ ଟିକେ ଅଛି ନା ବସିବା ପାଇଁ ଜାଗା...

ନବୀକରଣ ନାଁରେ ଭାଙ୍ଗି ଦେଲେ ପୁରୁଣା ବସ୍‌ଷ୍ଟାଣ୍ଡ। ହେଲେ ଏଯାଏ ନୂଆ ବସ୍‌ଷ୍ଟାଣ୍ଡ କାମ ଆରମ୍ଭ ହୋଇପାରୁନି। ଡହ ଡହ ଖରାରେ ହନ୍ତସନ୍ତ ଯାତ୍ରୀ। ନା ଛିଡ଼ା ହେବା ପାଇଁ ଛାଇ ଟିକେ ଅଛି ନା ବସିବା ପାଇଁ ଜାଗା ଟିକେ ଅଛି। ପୁରୁଣା ବସ୍‌ଷ୍ଟାଣ୍ଡ ଭାଙ୍ଗିବା ପରେ କେନ୍ଦ୍ରାପଡ଼ା ବସ୍‌ଷ୍ଟାଣ୍ଡରେ ଏଭଳି କିଛି ଦୃଶ୍ୟ ଦେଖିବାକୁ ମିଳିଛି। 

  • Saturday, 29 April 2023
ବନ୍ଦେ ଭାରତ ଏକ୍ସପ୍ରେସ୍‌
ଓଡ଼ିଶାରେ ଗଡ଼ିଲା ବନ୍ଦେ ଭାରତ ଏକ୍ସପ୍ରେସ୍, ଟ୍ରେନ୍‌ ଭିତର ଦୃଶ୍ୟକୁ ଉପଭୋଗ କଲେ ଯାତ୍ରୀ

ସଫଳତାର ସହ ସରିଲା ପ୍ରଥମ ଟ୍ରାଏଲ୍ ରନ୍। ପୂର୍ବ ନିର୍ଦ୍ଧାରିତ ସମୟ ଅନୁଯାୟୀ ହାୱଡାରୁ ପୁରୀ ପହଞ୍ଚିବାକୁ ଏହାକୁ ଲାଗିଥିଲା ୬ ଘଣ୍ଟା ୨୫ ମିନିଟ। ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ ଏହି ସେମି ହାଇସ୍ପିଡ୍ ଟ୍ରେନରେ ରହିଛି ଅଟୋମେଟେଡ୍ କ୍ଲୋଜିଂ ଡୋରଠୁ ନେଇ ୧୮୦ ଡିଗ୍ରୀ ଘୁରୁଥିବା ସିଟ୍ ଭଳି ଅନେକ ଅତ୍ୟାଧୁନିକ ବ୍ୟବସ୍ଥା...

Son conducts symbolic funeral of mother in Bhadrak missing for 26 years
ଶବ ବଦଳରେ କୋକେଇରେ ଗଲା ପିତୁଳା

ଶବ ବଦଳରେ କୋକେଇରେ ଗଲା ପିତୁଳା...ରୀତିନୀତିରେ ସତ୍କାର ସାଙ୍ଗକୁ ଚାଲିଛି କ୍ରିୟାକର୍ମ...ଭଦ୍ରକ ଧାମନଗରରେ ପୁଅ ଦେଖିଥିବା ସ୍ବପ୍ନ ପାଇଁ ୨୪ ବର୍ଷ ଧରି ନିଖୋଜ ଥିବା ମାର ପିତୁଳାର ହେଲା ଶେଷକୃତ୍ୟ

  • Friday, 28 April 2023
symbolic funeral
ଶବ ବଦଳରେ କୋକେଇରେ ଗଲା ପିତୁଳା

ଶବ ବଦଳରେ କୋକେଇରେ ଗଲା ପିତୁଳା...ରୀତିନୀତିରେ ସତ୍କାର ସାଙ୍ଗକୁ ଚାଲିଛି କ୍ରିୟାକର୍ମ...ଭଦ୍ରକ ଧାମନଗରରେ ପୁଅ ଦେଖିଥିବା ସ୍ବପ୍ନ ପାଇଁ ୨୪ ବର୍ଷ ଧରି ନିଖୋଜ ଥିବା ମାର ପିତୁଳାର ହେଲା ଶେଷକୃତ୍ୟ

Sudan Returnee
ଆତଙ୍କ ଦୁନିଆରୁ ଫେରିଆସିଲେ ୬ ଓଡ଼ିଆ, ବଖାଣିଲେ ଅଙ୍ଗେଲିଭା କଥା

ସୁଦାନରେ ଫସିଥିବା ଭାରତୀୟ ନାଗରିକଙ୍କୁ ଘରକୁ ଫେରାଇ ଆଣିବାକୁ କେନ୍ଦ୍ର ସରକାରଙ୍କ ପକ୍ଷରୁ ଅପରେସନ କାବେରୀ ଜାରି ରହିଛି। ଯାତ୍ରୀଙ୍କୁ ପ୍ରଥମେ ନୌସେନାର INS ସୁମେଧାରେ ପୋର୍ଟ ସୁଦାନରୁ ସାଉଦି ଆରବର ଜେଦାହକୁ ଅଣାଯାଉଛି।

  • Friday, 28 April 2023
  • Sudan
Kotia Issue
କୋଟିଆରେ ପୁଣି ଆନ୍ଧ୍ରର ଦାଦାଗିରି; ବିଜୁ ଆବାସ ଯୋଜନା ଘରେ ଆନ୍ଧ୍ର ମୁଖ୍ୟମନ୍ତ୍ରୀଙ୍କ ଫଟୋ

କୋଟିଆର ତଳସେମ୍ବି, ଉପରସେମ୍ବିରେ ଏଭଳି ପୋଷ୍ଟର ଲଗାଇବା ସହ ଘର ନମ୍ବର କରିଛି ଆନ୍ଧ୍ର ପ୍ରଶାସନ ।

Hailstorm, unseasonal rain destroy acres of crops in Bargarh
ରୋଗ ପୋକ, ମରୁଡ଼ି ପରେ ଏବେ ଚାଷୀଙ୍କୁ ଦାଉ ସାଧୁଛି କୁଆପଥର ମାଡ଼

କେବେ ରୋଗ ପୋକ ତ ଆଉ କେତେବେଳେ ମରୁଡ଼ି । ଏବେ ଅଦିନିଆ ବର୍ଷା ଓ କୁଆପଥର ଯେପରି ଦାଉ ସାଧୁଛି ବରଗଡ଼ ଜିଲ୍ଲାର ଚାଷୀଙ୍କ ପାଇଁ ....

  • Friday, 28 April 2023
Trial run of Howrah-Puri Vande Bharat Express underway, train reaches Bhubaneswar Railway Station
ଭୁବନେଶ୍ୱରରେ ବନ୍ଦେ ଭାରତ ଏକ୍ସପ୍ରେସ୍‌

ଭୁବନେଶ୍ୱରରେ ପହଞ୍ଚିଲା ବନ୍ଦେ ଭାରତ ଏକ୍ସପ୍ରେସ୍‌। ଆଜି ସକାଳ ୬ଟା ୧୦ରେ ହାୱଡ଼ାରୁ ଟ୍ରାଏଲ ରନ୍ କରିଥିଲା।

Vande Bharat Express
ପୁରୀରେ ପହଞ୍ଚିଲା ବନ୍ଦେ ଭାରତ ଏକ୍ସପ୍ରେସ

ଭୁବନେଶ୍ୱର ଷ୍ଟେସନରୁ ଯାତ୍ରାକରି ପୁରୀରେ ପହଞ୍ଚିଛି ବନ୍ଦେ ଭାରତ ଏକ୍ସପ୍ରେସ । ଆଜି ଓଡ଼ିଶାରେ ବନ୍ଦେ ଭାରତ ଏକ୍ସପ୍ରେସର ଟ୍ରାଏଲ ରନ୍ ହୋଇଛି ।

Devotees throng Maa Matia Mangala shrine in Chandbali
ଗଛ କରେ ମାନସିକ ପୂରଣ

ବିଶ୍ୱାସରେ ଭଗବାନ ମିଳନ୍ତି । ଆଉ ସେହି ବିଶ୍ୱାସ ପାଇଁ ଏଠି ଭକ୍ତ ଓ ଭଗବାନ ଏକାଠି । ମା’ ବୋଲି ଡାକିଲେ ସେ... ଓ କରନ୍ତି...

  • Friday, 28 April 2023
E challan
ପରିବହନ ବିଭାଗର ଅଜବ ନିର୍ଦ୍ଦେଶ ! ଫାଇନ୍‌ କାଟି ଟାର୍ଗେଟ୍‌ ଫୁଲ୍‌ କର

ଆର୍ଟିଓୱାରୀ ଓ ଅଧିକାରୀୱାରୀ ଇ-ଚାଲାଣ ଆଦାୟ ଟାର୍ଗେଟ୍ ଦିଆଯାଇଥିବା କହିଛି ଏସଟିଏ। ଇ-ଚାଲାଣ ଜରିମାନା ଆଦାୟ ପାଇଁ ପରିବହନ ବିଭାଗର ଏଭଳି ଟାର୍ଗେଟ୍ ବ୍ୟବସ୍ଥାକୁ ନାପସନ୍ଦ କରିଛନ୍ତି ସଡ଼କ ସୁରକ୍ଷା ବିଶେଷଜ୍ଞ।

Kendrapara Boat Tragedy
ମନ୍ତ୍ରୀଙ୍କୁ ଘେରିଲେ ଲୋକେ, ହାତ ଟେକିଦେଲେ ମନ୍ତ୍ରୀ !

ଆଳି ଅଞ୍ଚଳ ଗସ୍ତରେ ଆସୁଛନ୍ତି 5T ସଚିବ ଭି.କେ. ପାଣ୍ଡିଆନ। ତେଣୁ ସେତୁ ନିର୍ମାଣରେ ଚକ୍ରାନ୍ତ, ସ୍ବାସ୍ଥ୍ୟକେନ୍ଦ୍ରର ଅବନତି, ଡାକ୍ତର ଅଭାବ, ଶିକ୍ଷକ ଅଭାବ ଆଦି ସମସ୍ୟାକୁ ଧରି ଶାନ୍ତିପୂର୍ଣ୍ଣ ଭାବେ ବିରୋଧ କରାଯିବ ବୋଲି କହିଛି କଂଗ୍ରେସ।

  • Thursday, 27 April 2023
Kendrapada news
ଜୀବନ ନେଲା ଅବ୍ୟବସ୍ଥାର ଅବହେଳା ! କେବେ ଦୂର ହେବ ଏକମାଣିଆ ପଞ୍ଚାୟତବାସୀଙ୍କ ଦୁଃଖ ?

ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇ ଅବହେଳିତ ଜୀବନ ଜୀଉଁଥିବା କେନ୍ଦ୍ରାପଡ଼ା ଏକମାଣିଆ ପଞ୍ଚାୟତବାସୀଙ୍କ ଦୁଃଖ ଦୂର ହେବ କେବେ, ତାହା ଭଗବାନଙ୍କୁ ହିଁ ଜଣା । ରାସ୍ତା ଖଣ୍ଡେ ନାହିଁ ବୋଲି ନୌଯାତ୍ରା କରି ଜୀବନକୁ ପାଣି ଛଡ଼ାଉଥିବା ଅଞ୍ଚଳବାସୀ ଆଜି ଆଉ ଜଣଙ୍କୁ ହରାଇବା ପରେ ବ୍ୟବସ୍ଥା ବିରୋଧରେ ବିଷୋଦଗାର କରିଛନ୍ତି ।

  • Thursday, 27 April 2023
Puri Srimandir Ratna Bhandar
ବିରୋଧୀଙ୍କ ପ୍ରଶ୍ନ; କାହିଁକି ୫ ବର୍ଷ ହେଲା ଖୋଲାଯାଉନି ରତ୍ନଭଣ୍ଡାର, କରାଯାଉଛି କି ଲୁଟ୍ ?

ରତ୍ନଭଣ୍ଡାର, ଚାବି ଓ ରତ୍ନକୁ ନେଇ ପୁଣି ସରଗରମ ରାଜ୍ୟ ରାଜନୀତି । ଚାବି ହଜିବା ଘଟଣାରେ ସାଢ଼େ ୪ ବର୍ଷ ପରେ ବି କମିଶନଙ୍କ ରିପୋର୍ଟ ସାର୍ବଜନୀନ ନହେବା ଏବଂ ଏହାକୁ ନେଇ ରାଜ୍ୟ ସରକାରଙ୍କୁ ହାଇକୋର୍ଟଙ୍କ ଜବାବ ତଲବ ପରେ ଆକ୍ରମଣାତ୍ମକ ମୁଦ୍ରାରେ ବିରୋଧୀ ।

District Magistrate and MP
ଢେଙ୍କାନାଳ ସାଂସଦ ଓ ଜିଲ୍ଲାପାଳ କଳି,ରବର ଷ୍ଟାମ୍ପ ମନ୍ତବ୍ୟକୁ ନେଇ ମୁହାଁମୁହିଁ

ଢେଙ୍କାନାଳ ଡିଏମଏଫ୍ ମିଟିଂରେ ମୁହାଁମୁହିଁ ଜିଲ୍ଲାପାଳ ଓ ସାଂସଦ । ଜିଲ୍ଲାପାଳଙ୍କ ରବର ଷ୍ଟାମ୍ପ ମନ୍ତବ୍ୟକୁ ନେଇ ମୁହାଁମୁହିଁ ।

vigilance raid
ଭିଜିଲାନ୍ସ ଜାଲରେ ଜେଇ ଓ କିରାଣି

ଲାଞ୍ଚ ନେଇ ଧରାପଡ଼ିଲେ କିରାଣି ଓ ଜେଇ । କଟକ ବଡମ୍ବା ବ୍ଲକ କନିଷ୍ଠ ଯନ୍ତ୍ରୀ ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରେ ଧରାପଡିଛନ୍ତି। ସେପଟେ ଲାଞ୍ଚ ନେଇ ଧରାପଡିଛନ୍ତି ପଟ୍ଟାମୁଣ୍ଡାଇ ବିଇଓ ଅଫିସର କନିଷ୍ଠ କିରାଣି ମାନସ ଧଳ।

Water scarcity
ଜଳ ଯନ୍ତ୍ରଣାରେ ଦହଗଞ୍ଜ ହେଉଛନ୍ତି କୋରାପୁଟ ପଟ୍ଟାଙ୍ଗି ବ୍ଲକ ଜିଲ୍ଲାଗୁଣ୍ଠାର ନିରିହ ଜନତା

ସ୍ୱାଧୀନତାର ୭ ଦଶନ୍ଧି ପରେ ମଧ୍ୟ କୋରାପୁଟ ଜିଲ୍ଲାର ଆନ୍ଧ୍ର ଓଡ଼ିଶା ସିମାନ୍ତ ପଟାଙ୍ଗି ବ୍ଳକ ଅନ୍ତର୍ଗତ ପେଟ୍ରୁ ପଞ୍ଚାୟତର ଜିଲ୍ଲାଗୁଣ୍ଠା ବାସୀଙ୍କ ପାଇଁ ପାନୀୟ ଜଳ ଦିବା ସ୍ଵପ୍ନ । ଜଳ ସଙ୍କଟ ଯୋଗୁଁ ଗ୍ରାମବାସୀ ନାହିଁ ନଥିବା ସମାସ୍ୟାର ସମୁଖୀନ ହେଉଛନ୍ତି। ଜିଲ୍ଲା ପ୍ରଶାସନ, ବ୍ଳକ ପ୍ରଶାସନ ଠାରୁ ସ୍ଥାନୀୟ ବିଧାୟକଙ୍କ ଯାଏ ନେହୁରା ହୋଇଥିଲେ ମଧ୍ୟ ଏଯାଏ ସମସ୍ୟାର ସମାଧାନ ହୋଇନାହିଁ...

mobile network issue
ପାହାଡ଼ ଉପରେ ଚାଲିଛି ଜନ ସେବା କେନ୍ଦ୍ର, ନେଟୱର୍କ ନ ଥିବାରୁ ଲୋକେ ହିନସ୍ତା

ଏବେ ବି ଅପହଞ୍ଚ ଗଜପତି ଜିଲ୍ଲାର ବହୁ ଦୁର୍ଗମ ଅଞ୍ଚଳ । ନେଟୱର୍କ୍ ନ ଥିବାରୁ ପାହାଡ ଉପରେ ଚାଲିଛି ଜନ ସେବା କେନ୍ଦ୍ର । ଜନ ସାଧାରଣ ବ୍ୟାଙ୍କିଙ୍ଗ ସେବା ସମେତ ବାର୍ଦ୍ଧକ୍ୟ ଭତ୍ତା, ବିକଳାଙ୍ଗ ଭତ୍ତା, ମନରେଗା ଯୋଜନାରେ ଆସୁଥିବା ଟଙ୍କା ଉଠାଣ, ମୋବାଇଲ୍ ଓ ଟିଭି ରିଚାର୍ଜ ଭଳି ସେବା ପାଇବା ପାଇଁ ୧ କିମି ପାହାଡ ଚଢ଼ିବାକୁ ପଡୁଛି..

DNA Test Reveals The Truth Of Wife
DNA ଟେଷ୍ଟ ଖୋଲିଲା ପତ୍ନୀଙ୍କ କାରନାମା,୧୮ ବର୍ଷର ବିବାହ ସମ୍ପର୍କ ଭାଙ୍ଗିଦେଲେ ସ୍ୱାମୀ...

କେବଳ ଏକ ଡିଏନ୍‌ଏ ଟେଷ୍ଟ ରିପୋର୍ଟ ପାଇଁ ୧୮ ବର୍ଷର ବିବାହ ସମ୍ପର୍କ ଭାଙ୍ଗି ଯାଇଛି।

Divyang
ଚାକିରି ଛଡ଼ାଇନେଲା କୋଭିଡ୍, ଫେରିବାଲା ସାଜିଲେ ଦିବ୍ୟାଙ୍ଗ

ହାତରେ ସାଇକେଲ.. ସାଇକେଲ ଉପରେ ଷ୍ଟେସନାରୀ ସାମଗ୍ରୀ.. ଆଉ ଏସବୁକୁ ବିକ୍ରି କରିବା ପାଇଁ ବାହାରିଛନ୍ତି ଦୃଷ୍ଟିବାଧିତ ଲକ୍ଷ୍ମଣ ଶବର.. ଗାଁ ଗାଁ ବୁଲି ବିକ୍ରି କରି ପଇସା ଆଣିଲେ ପରିବାର ଚଳିବ..

Bedridden man
ମେରୁଦଣ୍ଡ ଭଲ କରିଦିଅ..ନହେଲେ ମୋ ପରିବାର ଭାସିଯିବ..

ଅଚଳ ହୋଇପଡ଼ିଛି ପୂରା ଶରୀର.. ଏପଟେ ଅସହ୍ୟ ଯନ୍ତ୍ରଣା ସହିହେଉନି..ସ୍ତ୍ରୀ ପିଲାଙ୍କ ମୁହଁକୁ ଦେଖିଲେ ଛାତି ଫାଟିଯାଉଛି..ମେରୁଦଣ୍ଡ ଭଲ କରିଦିଅ ବୋଲି ହାତ ଯୋଡ଼ି କରୁଛନ୍ତି ଗୁହାରି..