• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Khariar

No Plastic
ଏଣିକି ପ୍ଲାଷ୍ଟିକ ନୁହେଁ ପିଲାଏ ଧରିବେ କାଗଜ ପେନ୍

ଆମେ ପ୍ରତ୍ୟେକ ଦିନ ବ୍ୟବହାର କରୁଥିବା ଡଟ୍ ପେନ୍ ପରିବେଶ ପାଇଁ ଭଲ ନୁହେଁ । ଏହାର ମୁକାବିଲା ପାଇଁ ଜଣେ ଯୁବକ ଏବେ କାଗଜ, ପତ୍ର, କାଠ ଆଦିରେ ତିଆରି କରୁଛନ୍ତି ଡଟ୍ ପେନ୍। ଏନେଇ ଖଡ଼ିଆଳରୁ ଦେଖିବା ଏଇ ବିଶେଷ ରିପୋର୍ଟ....

 Awas scheme
୩୦ ବର୍ଷ ହେଲା ଧାଉଁଛୁ : ଆବାସ ପାଉନୁ

ଆବାସ ଘର ଖଣ୍ଡିଏ ଲାଗି ୩୦ ବର୍ଷ ହେଲା ଧାଉଁଛନ୍ତି ହେଲେ ପାଉନାହାନ୍ତି । କେତେବେଳେ ସାପ ତ ଆଉ କେତେବେଳେ ଘରେ ପଶୁଛନ୍ତି ବେଙ୍ଗ । ନିଜ ନାଁରେ ଢିହ ଖଣ୍ଡେ ନଥିବାରୁ ନାହିଁନଥିବା ଅସୁବିଧାର ସାମ୍ନା କରୁଛନ୍ତି ଏମାନେ

Elderly woman seeks financial assistance
ଦୁଇ ପିଲାଙ୍କୁ ପୋଷିବା ପାଇଁ ହାତରେ କରଣୀ ଧରିଲା ମାଆ...ଆଉ ଏବେ ଜଣେ ଦକ୍ଷ ରାଜମିସ୍ତ୍ରୀ

ସ୍ୱାମୀଙ୍କୁ ଛାଡିବା ପରେ ପ୍ରଥମେ ମୂଲ ମଜୁରୀ ଲାଗି ପରିବାର ପ୍ରତିପୋଷଣ କରୁଥିଲେ । ହେଲେ ଏବେ ନିଜସ୍ୱ ଉଦ୍ୟମରେ ହୋଇପାରିଛନ୍ତି ଜଣେ ଦକ୍ଷ ମିସ୍ତ୍ରୀ । ହାତରେ କରଣୀ ,ରୁସାପଟ୍ଟା ଧରି ସିମେଣ୍ଟ ମସଲାରେ କାନ୍ଥକୁ ଏବେ ଅତି ସୁନ୍ଦର ଭାବରେ ପ୍ଲାଷ୍ଟର କରୁଛନ୍ତି, ପିଲର ତିଆରି କରୁଛନ୍ତି। ରେଢାଖୋଲ ବ୍ଲକ ଚାରମାଳ ଗାଁର କସ୍ତୁରୀ ନାଏକଙ୍କୁ ନେଇ ଏବେ ଭାରି ଚର୍ଚ୍ଚା।

Chandan yatra
୧୩୨ ବର୍ଷର ଚନ୍ଦନ ଯାତ୍ରା

ରାଜା ବ୍ରଜରାଜ ୧୮୮୯ରେ ପୁରୀ ଚନ୍ଦନ ଯାତ୍ରା ଦେଖିବାକୁ ଯାଇଥିଲେ.. ଖଡ଼ିଆଳ ଫେରିବା ପରେ ସେ ୧୮୯୦ରୁ ଏଇଠି ଚନ୍ଦନ ଯାତ୍ରା ଆରମ୍ଭ କରିଥିଲେ..

Khariar
ବଜାରରେ ମହାଙ୍ଗା କାଜୁ, ହେଲେ ଚାଷୀଙ୍କ ପକେଟ୍ ଖାଲି

ପ୍ରାୟ ହଜାର ଟଙ୍କା ଦେଇ ଆମେ କାଜୁରେ ତିଆରି ମିଷ୍ଟାନ ଘରକୁ କିଣିକି ଆଣୁ..ହେଲେ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ.. କାଜୁ ଚାଷୀଙ୍କୁ ଏହାର ଉଚିତ୍ ମୂଲ୍ୟ ମିଳେନି.. କଠିନ ପରିଶ୍ରମ ପରେ ଶାଗ ମାଛ ଦରରେ କାଜୁ ବିକ୍ରି କରି ହତାଶ ହୋଇପଡ଼ିଛନ୍ତି କାଜୁ ଚାଷୀ