Advertisment

ଏସ୍.ସୁଶ୍ରୀ ହେଲେ ମୟୂରଭଞ୍ଜର ନୂଆ SP

ମୟୂରଭଞ୍ଜ SP ବି.ଗଙ୍ଗାଧରଙ୍କୁ ବଦଳି କରାଯାଇଛି । ତାଙ୍କ ସ୍ଥାନରେ ଏସ୍.ସୁଶ୍ରୀଙ୍କୁ SP ଭାବେ ନିଯୁକ୍ତ କରାଯାଇଛି । ବି.ଗଙ୍ଗାଧର ରାଜ୍ୟ ପୋଲିସ୍ ମୁଖ୍ୟାଳୟକୁ ବଦଳି ହୋଇଛନ୍ତି ।

author-image
Tanmay Kumar Mahalik
B Gangadhar transferred to State Police Headquarters

B Gangadhar transferred to State Police Headquarters

ବଦଳିଲେ ମୟୂରଭଞ୍ଜ SP ବି.ଗଙ୍ଗାଧର । ମୟୂରଭଞ୍ଜ SP ବି.ଗଙ୍ଗାଧରଙ୍କୁ ବଦଳି କରାଯାଇଛି । ତାଙ୍କ ସ୍ଥାନରେ ଏସ୍.ସୁଶ୍ରୀଙ୍କୁ SP ଭାବେ ନିଯୁକ୍ତ କରାଯାଇଛି । ବି.ଗଙ୍ଗାଧର ରାଜ୍ୟ ପୋଲିସ୍ ମୁଖ୍ୟାଳୟକୁ ବଦଳି ହୋଇଛନ୍ତି । ଏହାପୂର୍ବରୁ ଏସ୍.ସୁଶ୍ରୀ ନବରଙ୍ଗପୁର SP ଥିଲେ ।

Advertisment

ସୁଶ୍ରୀଙ୍କ ସ୍ଥାନରେ ବାଲିଗୁଡ଼ା SDPO ଥିବା ରୋହିତ ବର୍ମାଙ୍କୁ ନିଯୁକ୍ତି ଦିଆଯାଇଛି । ଅର୍ଥାତ ନବରଙ୍ଗପୁରର SP ହୋଇଛନ୍ତି ୨୦୧୯ ବ୍ୟାଚର IPS ରୋହିତ ବର୍ମା । ରାଜ୍ୟ ଗୃହ ବିଭାଗ ପକ୍ଷରୁ ଆଜି ଏନେଇ ନୋଟିସ୍ ଜାରି ହୋଇଛି ।

Advertisment

Mayurbhanj SP
Advertisment
Advertisment