• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Vegetable Farming

vegetable farming
ଦୃଢ ଇଛାଶକ୍ତି ଥିଲେ ସବୁ ସମ୍ଭବ; ଦାଦନ ଛାଡି ଗାଁରେ ଫଳାଇଲେ ସୁନାର ଫସଲ

ଗଞ୍ଜାମ ଜିଲ୍ଳା ସୋରାଡ଼ା ବ୍ଲକ ଋଷିକୁଲ୍ୟା ନଦୀକୂଳେ ଅବସ୍ଥିତ ହାତୀଗଡା ଗାଁ। ନଦୀକୂଳେ ଥିବା ଚାଷଜମିରେ ବିଭିନ୍ନ କିସମର ପନିପରିବା ଚାଷ କରାଯାଇଛି। ଟମାଟୋ, ବାଇଗଣ, ଫୁଲକୋବି, କଞ୍ଚାଲାଙ୍କା ଭଳି ବିଭିନ୍ନ ପ୍ରକାରର ପନିପରିବା ଚାଷ ହୋଇଛି।

Engineer turned farmer, earns massive profit from vegetable farming in Balasore
‘ବାପା ଏଇ ଚାଷ କରି ମଣିଷ କରିଛନ୍ତି, କେମିତି ଭୁଲିବି ଏଇ ମାଟିକୁ’

ସଫ୍ଟଓ୍ୱେୟର ଇଂଜିନିୟରୁ ସଫଳ ଚାଷୀ ଦେବେନ୍ଦ୍ର । କହିଛନ୍ତି ବାପାଙ୍କ ମୋ ପ୍ରେରଣା । ବାପା ଏଇ ଚାଷ କରି ବଡ଼ ମଣିଷ କରିଛନ୍ତି, କେମିତି ଭୁଲିବି ଏଇ ମାଟିକୁ ।

farming
ନଦୀପଠା ପାଲଟିଛି ଜୀବନ ଜୀବିକାର ରାହା : ପରିବାର ଚାଷ କରି ପେଟ ପୋଷୁଛନ୍ତି ଲରିୟା ସମ୍ପ୍ରଦାୟର ଲୋକେ

ନଦୀ ଭିତରେ ବିସ୍ତୀର୍ଣ୍ଣ ମୃତ୍ତିକା, ବାଲୁକା ରାଶି ଉପରେ ପୁଣି ସବୁଜ କ୍ଷେତ । ନଦୀ ଭିତରେ ଏପରି ସବୁଜ କ୍ଷେତକୁ ଦେଖି ଆଖିକୁ ବିଶ୍ୱାସ ହୁଏ ନାହିଁ ମାତ୍ର ଏହା ସତ ।