• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Miscellaneous Updates

Sunil Padhi
ଧରା ପଡ଼ିଲେ ଜେଇ, ଛାତରୁ ହୋଇଥିଲେ ଚମ୍ପଟ

ଭିଜିଲାନ୍ସ ରେଡ ବେଳେ ଘର ଛାତ ଡେଇଁ ଚମ୍ପଟ୍ ମାରିଥିବା କନିଷ୍ଠ ଯନ୍ତ୍ରୀ ସୁନୀଲ ପାଢୀ ଧରା ପଡିଛନ୍ତି । ଭୁବନେଶ୍ବର ଜାଗମରା ସ୍ଥିତ ଘରେ ଭିଜିଲାନ୍ସ ପହଞ୍ଚିବା କ୍ଷଣି ସୁନୀଲ ଛାତ ଡେଇଁ ଚମ୍ପଟ ମାରିଥିଲେ ।

KBC
କୋଟିପତି ହେଲେ ୧୪ ବର୍ଷର ବାଳକ, କେବିସିରେ ଦେଲେ ସଠିକ ଉତ୍ତର

କୌନ ବନେଗା କରୋଡପତିରେ ଇତିହାସ । ଗୋଟେ କୋଟି ଟଙ୍କା ଜିତିଛନ୍ତି ସର୍ବକନିଷ୍ଠ ପ୍ରତିଯୋଗୀ ।

Sri Mandir Nata Mandap
ଲେଜର ସ୍କାନିଂ ଶେଷ, ବର୍ତ୍ତମାନ ନାଟ ମଣ୍ତପ ମରାମତି ଆରମ୍ଭ

ଶ୍ରୀମନ୍ଦିର ରତ୍ନଭଣ୍ଡାର ସ୍ଥିତି ପରଖିବାକୁ ଲେଜର ସ୍କାନିଂ ପରେ ଏବେ ନାଟ ମଣ୍ଡପର ମରାମତି ପାଇଁ ଆରମ୍ଭ ହୋଇଛି ପ୍ରକ୍ରିୟା । IIT ମାଡ୍ରାସ ବିଶେଷଜ୍ଞ ଟିମ୍ ଏଥିପାଇଁ ପ୍ରସ୍ତୁତ କରିଥିବା ଡିଜାଇନ ସଂପର୍କରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ସହ ଆଲୋଚନା କରିଛନ୍ତି ।

Vigilance
ଭିଜିଲାନ୍ସ ଛାଟ ଡର; ଚମ୍ପଟ ମାରିଲେ କନିଷ୍ଠ ଯନ୍ତ୍ରୀ

ଭିଜିଲାନ୍ସ ରେଡ ବେଳେ ଘର ଛାତ ଡେଇଁ ଚମ୍ପଟ୍ ମାରିଲେ କନିଷ୍ଠ ଯନ୍ତ୍ରୀ । ଭୁବନେଶ୍ବର ଜାଗମରା ସ୍ଥିତ ଘରେ ଭିଜିଲାନ୍ସ ପହଞ୍ଚିବା କ୍ଷଣି ଯନ୍ତ୍ରୀ ଜଣକ ଛାତ ଡେଇଁ ଚମ୍ପଟ ମାରିଥିଲେ ।

woman falls to death in Balasore
ସାନ ପୁଅ ଘରେ ପଡ଼ି ଚାଲିଗଲା ମା’ର ଜୀବନ, ବଡ଼ ପୁଅ ଆଣିଲା ହତ୍ୟା ଅଭିଯୋଗ...

ସାନ ପୁଅର ଘରେ ପଡ଼ିଯାଇ ମା’ର ମୃତ୍ୟୁ ପରେ ବିବାଦ ସୃଷ୍ଟି ଦେଇଛି । ଏହାପରେ ହତ୍ୟା ଅଭିଯୋଗ ଆଣି ବଡ଼ ପୁଅ ତଦନ୍ତ ଦାବି କରିଛି ।

  • Wednesday, 29 November 2023
Food Inflation
ଦରବୃଦ୍ଧି କରୁଛି କଲବଲ, ଖାଉଟି ହେଉଛନ୍ତି ହୀନସ୍ତା

ମହଙ୍ଗା ବଜାର ମାଡ଼, ବାଜିରେ ଲାଗୁଛି ଖାଉଟିଙ୍କ ଜୀବନ । ଦିନକୁ ଦିନ ବଢ଼ି ଚାଲିଛି ଅତ୍ୟାବଶ୍ୟକୀୟ ସାମଗ୍ରୀର ବଜାର ଦର ।

Uttarkashi Tunnel Rescue
‘୧୦ ଦିନ ମୁଢ଼ି ଖାଇ କାଟିଲୁ,୧୮ ଘଣ୍ଟା ଯାଏ ଅମ୍ଲଜାନ ପାଇପାରି ନଥିଲୁ’

ଟନେଲ ଭିତରୁ ଉଦ୍ଧାର ଓଡ଼ିଆ ଶ୍ରମିକ କହିଛନ୍ତି, ‘ପ୍ରଥମ ୧୦ ଦିନ କେବଳ ମୁଢ଼ି ଖାଇ କାଟିଲୁ । ତେବେ ପାଣି, ଲାଇନ କଟି ନଥିଲା ।’

  • Wednesday, 29 November 2023
Car rate hike
ନୂଆ ବର୍ଷରୁ କାର ହେବ ମହଙ୍ଗା, ଦରବୃଦ୍ଧି ନେଇ ଘୋଷଣା କଲେ ନିର୍ମାତା

ନୂଆ ବର୍ଷରୁ ମହଙ୍ଗା ହେବ କାର । ବିଭିନ୍ନ ନାମୀଦାମୀ କାର ନିର୍ମାତା ନିଜର କାରର ଦାମ ବଢ଼ାଇବାକୁ ଯୋଜନା କରୁଛନ୍ତି । ବଢ଼ୁଥିବା ମୁଦ୍ରାସ୍ପୀତି ପାଇଁ କାରର ଦାମ ବଢ଼ାଇବାକୁ ବିଚାର କରାଯାଉଛି । ଏହା ସହ କଞ୍ଚାମାଲର ମୂଲ୍ୟ ବୃଦ୍ଧି ମଧ୍ୟ ଅନେକାଂଶରେ ଦାୟୀ ।

Special arrangement for cuttack baliyatra
କଟକ ବାଲିଯାତ୍ରା ବୁଲିବାକୁ ଯାଉଛନ୍ତି କି ? ଛୋଟ ପିଲାଙ୍କ ପକେଟ୍‌ରେ ଫୋନ୍‌ ନମ୍ବର ରଖିବାକୁ ପରାମର୍ଶ...

ପିକ୍‌ ଆୱାର ଏବଂ ଛୁଟି ଦିନ ଗୁଡ଼ିକରେ ଯଦି ବରିଷ୍ଠ ନାଗରିକମାନେ କଟକ ବାଲିଯାତ୍ରା ଆସୁଛନ୍ତି ତା’ହେଲେ ସାବଧାନ ରୁହନ୍ତୁ। ବାଲିଯାତ୍ରାକୁ ସୁନା ଅଳଙ୍କାର ପିନ୍ଧି ନ ଆସିଲେ ଭଲ ।

Special Story
ପର କରିଦେଲା ଜନ୍ମକଲା ପୁଅ; କଟୁଛି ଯାଯାବର ଜୀବନ

ପୂର୍ବରୁ ବେଶ ଖୁସିରେ ରହୁଥିଲେ ବନମାଳୀ ମହାନ୍ତ । ପୁଅ ବଡ଼ ହେଲା ଆଉ ବିବାହ କଲା । ତା’ପରେ ବାପା, ମା’ ଓ କୁନି ଭଉଣୀକୁ ଘରୁ ତଡ଼ିଦେଲା । ଆଉ ଏବେ ଅସହାୟ ଅବସ୍ଥାରେ ବନମାଳୀ ।

Berhampur Toilets
କଦର୍ଯ୍ୟ ଅବସ୍ଥାରେ ବ୍ରହ୍ମପୁର ମହାନଗର ଅଞ୍ଚଳର ଶୌଚାଳୟ

କେଉଁ ଶୌଚାଳୟର କବାଟ ତ କେଉଁଠି ଲେଟ୍ରିନ ଚଟାଣ ଭାଙ୍ଗି ଗଲାଣି । ଟ୍ୟାପ୍ ଠାରୁ ଆରମ୍ଭ କରି ଏହାର କୋଠା ଜରାଜୀର୍ଣ୍ଣ ଅବସ୍ଥାରେ ପଡିଛି । ଶୌଚାଳୟ ଉପରେ ଗଛ ଉଠିଲାଣି । ଭିତରେ ଅଳିଆ ଆବର୍ଜନା ପଡ଼ିରହିଛି । ଶୌଚାଳୟରେ ଲାଗିଥିବା ଟ୍ୟାପ୍ ଗୁଡ଼ିକ ନଷ୍ଟ ହୋଇଯାଇଛି ।

Rairangpur Medical
ନାଁକୁ 5T, ନାହାନ୍ତି ଡାକ୍ତର... ନାହିଁ ବେଡ୍

ଡାକ୍ତରଖାନାରେ ସର୍ଜରୀ, ଅନେସ୍ଥେସିଆ, ଅର୍ଥୋପେଡିକ, ପେଡିଆଟ୍ରିକ ଓ ଚର୍ମ ରୋଗ ବିଶେଷଜ୍ଞ, ନାହାଁନ୍ତି । ଯାହାଫଳରେ ଦେହ ଖରାପ ହେଲେ ଗରିବ ଶ୍ରଣୀର ଲୋକ କଟକକୁ ଯାଉଛନ୍ତି । ଅନ୍ୟପଟେ ରାଜ୍ୟ ସରକାର 5T ଯୋଜନାରେ ଏହି ମେଡିକାଲକୁ ଅନ୍ତର୍ଭୁକ୍ତ କରି କେବଳ ବହାବାହା ନେଉଛନ୍ତି ।

Sarpanch in Nuapada district takes initiative to prevent water scarcity in summer
ଶୀତ ଆରମ୍ଭରୁ ଗ୍ରୀଷ୍ମ ଚିନ୍ତା; ଜଳ ସମସ୍ୟା ଦୂର ପାଇଁ ଲାଗିପଡ଼ିଛନ୍ତି ସରପଞ୍ଚ 

ନୂଆପଡା ଜିଲ୍ଲା ସିନାପାଲିର ଲାଇଫଲାଇନ୍ ଉଦନ୍ତି ନଦୀ । ଗ୍ରୀଷ୍ମ ଋତୁରେ ଏହି ନଦୀ ଗୋଟିଏ ମରୁଭୂମିର ଭ୍ରମ ସୃଷ୍ଟି କରିଥାଏ । ନଦୀରେ ପାଣିର ଧାରଟିଏ ବି ନଥାଏ । ତେଣୁ ଫେବ୍ରୁଆରୀ ପରେ ଏହି ନଦୀରେ ପାଣି ରହେ ନାହିଁ ।

Vande Bharat Express
ବନ୍ଦେ ଭାରତକୁ ପଥର ମାଡ଼, ଭାଙ୍ଗିଲା ଝରକା

ବନ୍ଦେ ଭାରତ ଏକ୍ସପ୍ରେସକୁ ପଥର ମାଡ । ରାଉରକେଲା-ଭୁବନେଶ୍ବର ବନ୍ଦେ ଭାରତ ଏକ୍ସପ୍ରେସକୁ ପଥର ମାଡ କରାଯାଇଥିବା ରେଲୱେ ପକ୍ଷରୁ ସୂଚନା ଦିଆଯାଇଛି ।

Bali Mafia
ପ୍ରଶାସନ ନିଦା ବିଷ୍ଣୁ, ମାଲେମାଲେ ହେଉଛନ୍ତି ବାଲି ମାଫିଆ

ବେଧଡକ ଚାଲିଛି ବାଲି ମାଫିଆଙ୍କ ରାଜ୍ । ହାନି ହେଉଛି ରାଜସ୍ବ, ମାଲେମାଲେ ହେଉଛନ୍ତି ମାଫିଆ । ପ୍ରଶାସନର ନଜର ଆଢୁଆଳରେ ଚାଲିଛି ବାଲି ଚୋରି । ଟ୍ରାକ୍ଟର ଓ ଜେସିବି ସାହାଯ୍ୟରେ ସୀମାରେ ଚାଲିଛି ଆନ୍ତଃରାଜ୍ୟ ବାଲି ଚୋରା ଚାଲାଣ । ଆଉ ଏଠି ପ୍ରଶାସନ ସାଜିଛି ନିଦା ବିଷ୍ଣୁ ।

Mandi issue haunts farmers in Balasore
ଖୋଲୁନି ମଣ୍ଡି; ଶାଗ ମାଛ ଦରରେ ବିକ୍ରି ହେଉଛି ବର୍ଷଯାକର ପରିଶ୍ରମ

ବାଲେଶ୍ୱର ଜିଲ୍ଲାର ସୋର, ସିମୁଳିଆ, ଖଇରା, ବାହାନଗା ଓ ଔପଦା ଅଞ୍ଚଳର ଚାଷୀମାନେ ଏବେ ଧାନ ବିକ୍ରିକୁ ନେଇ ଚିନ୍ତାରେ । କିଛି ଦିନ ପୂର୍ବରୁ ଧାନରେ ରୋଗ ପୋକ ଲାଗି ନଷ୍ଟ ହୋଇଥିଲା । ଆଉ ଯାହା ବାକି ରହିଥିଲା ତା’କୁ ଅମଳ ପରେ ଉଚିତ୍‌ ଦାମ୍‌ରେ ବିକ୍ରି କରିବାକୁ ଚାଷୀ ଆସାବାନ୍ଧି ରଖିଥିଲା ।

Special story
ମିଳୁନି ମୌଳିକ ସୁବିଧା; ନାହିଁ ନାହିଁରେ କଟୁଛି ଦିନ

ମୟୂରଭଞ୍ଜ ଜିଲ୍ଲା ବିଶୋଇ ବ୍ଲକ ଖଡମବେଡ଼ା ପଞ୍ଚାୟତ ହେନ୍ଦେଦା ଓ ବୁରୁଡି ଗାଁରେ ରହିଛି ଏଭଳି ଅବସ୍ଥା । ଗାଁରେ ୧୮ ଟି ପରିବାରର ୬ଶହରୁ ଅଧିକ ଲୋକ ବସବାସ କରନ୍ତି ।

President in Paradeep
ଓଡ଼ିଶା ଆସିଛନ୍ତି ରାଷ୍ଟ୍ରପତି, ବୋଇତ ବନ୍ଦାଣ ଉତ୍ସବରେ ଯୋଗ ଦେବେ

ଓଡ଼ିଶା ଗସ୍ତରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । କାର୍ତ୍ତିକ ପୂର୍ଣ୍ଣିମା ଅବସରରେ ପାରାଦୀପରେ ହେବାକୁ ଥିବା ବୋଇତ ବନ୍ଦାଣ ଉତ୍ସବରେ ଯୋଗଦେବେ ।

  • Monday, 27 November 2023
ଆ କା ବା ବୈ ..
'ଆ କା ମା ବୈ .. ଆଜି କାର୍ତ୍ତିକ ପୂର୍ଣ୍ଣିମା'

ଆ କା ମା ବୈ .. ପାନ ଗୁଆ ଥୋଇ, ପାନ ଗୁଆ ତୋର, ମାସକ ଧରମ ମୋର ।

President Droupadi Murmu Odisha Visit Again
ବୋଇତ ବନ୍ଦାଣ କାର୍ଯ୍ୟକ୍ରମରେ ଯୋଗଦେବେ ରାଷ୍ଟ୍ରପତି

ରାଷ୍ଟ୍ରପତିଙ୍କ ଗସ୍ତ କାର୍ଯ୍ୟକ୍ରମ ପାଇଁ ବ୍ୟାପକ ପ୍ରସ୍ତୁତି ଚାଲିଛି । ପାରାଦୀପରେ ହେବାକୁ ଥିବା ବୋଇତ ବନ୍ଦାଣ କାର୍ଯ୍ୟକ୍ରମରେ ଯୋଗଦେବେ ରାଷ୍ଟ୍ରପତି ।

Dhabaleswar
ଭକ୍ତ-ଭଗବାନଙ୍କ ଆଗରେ ଭାଙ୍ଗିଗଲା ଜିଦ୍; ବଡ଼ଓଷାରେ ହାର୍ ମାନିଲେ ସେବାୟତ-ପ୍ରଶାସନ

ବଡ଼ ଓଷାରେ ଭକ୍ତ ଭଗବାନଙ୍କ ପ୍ରେମ ଆଗରେ ଫେଲ୍ ମାରିଲା ପ୍ରଶାସନ ଓ ପୂଜକ ସମିତିର ସବୁ ଜିଦି, ଅହଙ୍କାର...ପବିତ୍ର ବଡ଼ ଓଷାରେ ରାତି ତିନିଟା ବେଳେ ଦ୍ୱାର ଫିଟା ଯାଇ ଧବଳେଶ୍ୱରଙ୍କ ସମସ୍ତ ନୀତିକାନ୍ତି ପରେ ପୁଣି ଦର୍ଶନ ଅପେକ୍ଷାରେ ଥିବା ଶ୍ରଦ୍ଧାଳୁଙ୍କ ଆଗରେ ମନ୍ଦିରରେ ତାଲା ପକାଇ ପୂଜକ ଚାଲିଯିବାରୁ... ଭାଙ୍ଗି ଯାଇଥିଲା ଭକ୍ତଙ୍କ ଧୈର୍ଯ୍ୟ ।

Tiger is looking for a partner
ସାଥୀ ଖୋଜୁଛି ମହାରାଷ୍ଟ୍ରର ମହାବଳ; ଜଙ୍ଗଲରୁ ଜଙ୍ଗଲକୁ ମାରୁଛି ପଇଁତରା

ଏ ମହାବଳ ମହାରାଷ୍ଟ୍ରର ବୋଲି କେମିତି ଜଣାପଡ଼ିଲା ? ବନ୍ୟପ୍ରାଣୀ ପିସିସିଏଫ୍ କହିଛନ୍ତି, କିଛିଦିନ ତଳେ ଗଜପତିର ଅଁଳାବର ଜଙ୍ଗଲରେ କ୍ୟାମେରା ଟ୍ରାପରେ ଆସିଥିବା ମହାବଳର ଚିହ୍ନଟ ପାଇଁ ଫଟୋଗୁଡ଼ିକୁ ୱାଇଲ୍ଡଲାଇଫ୍ ଉନିଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆକୁ ପଠାଯାଇଥିଲା ।

The tourist season has arrived
'ପାନ୍ଥଶାଳା ନା ଆଉ କଣ .. ଭୂତକୋଠି ପାଲଟିଲାଣି ପାନ୍ଥଶାଳା'

ଆସିଲାଣି ପର୍ଯ୍ୟଟନ ଋତୁ । ପର୍ଯ୍ୟଟକଙ୍କ ସୁବିଧା ପାଇଁ ସରକାର କୋଟି କୋଟି ଟଙ୍କା ବ୍ୟୟ କରୁଛନ୍ତି । ମାତ୍ର ସଠିକ୍ ବିନିଯୋଗ ଅଭାବରୁ ଏହା କୌଣସି କାମରେ ଲାଗୁନାହିଁ ।

2024 will have nine long weekends
ଆସନ୍ତା ବର୍ଷ ପ୍ରବଳ ଛୁଟି, ବୁଲିବା ପାଇଁ କରନ୍ତୁ ପ୍ଲାନ୍

କର୍ଣ୍ଣାଟକରେ ଛୁଟି ଘୋଷଣା । ଆସନ୍ତା ବର୍ଷ ପାଇଁ ରାଜ୍ୟ ସରକାର ଛୁଟି ଘୋଷଣା କରିଛନ୍ତି ।

Israel Hamas War
ଯୁଦ୍ଧ ଶେଷ ନେଇ ନୂଆ ଆଶା, ୨୫ ପଣବନ୍ଦୀଙ୍କୁ ମୁକ୍ତ କଲା ହାମାସ

ହାମାସ ଓ ଇସ୍ରାଏଲ ମଧ୍ୟରେ ଯୁଦ୍ଧକୁ ୪୫ ରୁ ଅଧିକ ଦିନ ବିତି ଗଲାଣି । ବର୍ତ୍ତମାନ ସୁଦ୍ଧା ଉତ୍ତର ଗାଜାରେ ପ୍ରାୟ ୧୨ ହଜାରରୁ ଅଧିକ ଲୋକଙ୍କର ମୃତ୍ୟୁ ହୋଇ ସାରିଥିବା ବେଳେ, ୧୫ ଲକ୍ଷରୁ ଅଧିକ ଲୋକ ବିସ୍ଥାପିତ ହୋଇ ସାରିଲେଣି । ହମାସର ପ୍ରାୟ ସମସ୍ତ ସେଣ୍ଟର ଧ୍ୱଂସ ହୋଇ ସାରିଲାଣି ।

  • Saturday, 25 November 2023
  • War