ମୁଦ୍ରାସ୍ପିତିର ପ୍ରଭାବ କାରଣରୁ ଟଙ୍କାର ମୂଲ୍ୟ ବର୍ଷକୁ ବର୍ଷ ହ୍ରାସ ପାଇବାରେ ଲାଗିଛି । ଚିନ୍ତା ବଢ଼ାଉଛି ଟଙ୍କାର ଭବିଷ୍ୟତର ମୂଲ୍ୟ ।
ଓଡ଼ିଶାରେ ଖୁଚୁରା ମୁଦ୍ରାସ୍ଫୀତି ସବୁଠୁ ଉପରେ । ଅଧିକାଂଶ ଖାଉଟି ସାମଗ୍ରୀ ପାଇଁ ଅନ୍ୟ ଉପରେ ନିର୍ଭର କରୁଛି ଓଡ଼ିଶା ।
ମହଙ୍ଗା ବଜାର ମାଡ଼, ବାଜିରେ ଲାଗୁଛି ଖାଉଟିଙ୍କ ଜୀବନ । ଦିନକୁ ଦିନ ବଢ଼ି ଚାଲିଛି ଅତ୍ୟାବଶ୍ୟକୀୟ ସାମଗ୍ରୀର ବଜାର ଦର ।
ତିନି ମାସର ନିମ୍ନଗାମୀ ଟ୍ରେଣ୍ଡ ପରେ ପୁଣି ଊର୍ଦ୍ଧ୍ୱମୁଖା ହୋଇଛି ଖୁଚୁରା ମୁଦ୍ରାସ୍ଫୀତି ହାର ।